Posted inଫୁରସତ

ସାର୍କ ପେଟରେ ନିଖୋଜ ବ୍ୟକ୍ତି, ଟାଟୁ ଦେଖି ଚିହ୍ନିଲେ ପରିବାର

ଦକ୍ଷିଣ ଆମେରିକା ମାଳଦ୍ୱୀପରେ ଥିବା ଆର୍ଜେଣ୍ଟିନାରେ ଏକ ଆଶ୍ଚର୍ଯ୍ୟଜନକ ଖବର ସାମ୍ନାକୁ ଆସିଛି। କିଛି ଦିନ ପୂର୍ବରୁ ନିଖୋଜ ହୋଇଯାଇଥିବା ବ୍ୟକ୍ତିଙ୍କ ଅବଶେଷ ସାର୍କର ପେଟ ଭିତରୁ ମିଳିଛି। ସାର୍କ ଏକ ବିପଜ୍ଜନକ ମାଛ, ଯାହା ଅନ୍ୟ ଜୀବମାନଙ୍କୁ ଶିକାର କରିଥାଏ। ଏକ ରିପୋର୍ଟ ଅନୁଯାୟୀ, ୩୨ ବର୍ଷୀୟ ଡିଏଗୋ ବେରିଆଙ୍କୁ ଗତ ଫେବୃୟାରୀ ୧୮ରେ ଆର୍ଜେଣ୍ଟିନାର ଦକ୍ଷିଣ ଚୁବୁତ ପ୍ରଦେଶ ଉପକୂଳ ନିକଟରେ ବାଇକ ଯୋଗେ ଯାଉଥିବାର ଦେଖାଯାଇଥିଲା। ଏହା ପରେ ସେ କୁଆଡେ ନିଖୋଜ ହୋଇଯାଇଥିଲେ। ବହୁତ ଖୋଜାଖୋଜି ପରେ ସେ ମିଳି ନ ଥିଲେ। ହେଲେ ଦଶ ଦିନ ପରେ ଦୁଇ ମତ୍ସ୍ୟଜୀବୀ କହିଛନ୍ତି ଯେ, ଡିଏଗୋ ବାରିଆଙ୍କ ଗାଡି ମିଳୁଥିବା ସ୍ଥାନ ନିକଟରେ ସେମାନେ ତିନୋଟି ସାର୍କ ଧରିଥିଲେ। ଯେତେବେଳେ ସେମାନେ ସାର୍କକୁ ଚିରିଥିଲେ। ସେମାନେ ଶାର୍କ ଭିତରେ ଏକ ହାତର ଅବଶେଷ ମିଳିଥିଲା। ଏହା ଦେଖି ତୁରନ୍ତ ଉପକୂଳବର୍ତ୍ତୀ ଲୋକଙ୍କ ସହ ଯୋଗାଯୋଗ କରିଥିଲେ। ଏହା ପରେ ଘଟଣାସ୍ଥଳରେ ବେରିଆଙ୍କୁ ଖୋଜାଖୋଜି କରୁଥିବା ଅଧିକାରୀମାନେ ପହଞ୍ଚି ପରିବାର ଲୋକଙ୍କୁ ମୃତଦେହକୁ ଚିହ୍ନଟ ପାଇଁ ଖବର ଦେଇଥିଲେ। ଏହାପରେ ପରିବାର ଲୋକେ ପହଞ୍ଚିବା ପରେ ବେରିଆଙ୍କ ମୃତଦେହ ଦେଖାଯାଇଥିଲା। ସେମାନେ ଟାଟୁ ଆଧାରରେ ତାଙ୍କ ଶରୀରକୁ ଚିହ୍ନଟ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

କିଏ ତିଆରି କରିଛି EVM ଆଉ VVPAT, ନିର୍ମାତାଙ୍କ ନାଁ ପ୍ରକାଶ କରିବାକୁ ମନା କଲା ଇସିଆଇଏଲ୍‌

ନୂଆଦିଲ୍ଲୀ,୨୪ା୪: ଇଲେକ୍ଟ୍ରୋନିକ୍ସ କର୍ପୋରେଶନ ଅଫ୍‌ ଇଣ୍ଡିଆ ଲିମିଟେଡ୍‌ (ECIL) ଏବଂ ଭାରତ ଇଲେକ୍ଟ୍ରୋନିକ୍ସ ଲିମିଟେଡ (BEL) ଇଭିଏମ୍‌ ଏବଂ ଭିଭିପାଟ୍‌ର ନିର୍ମାତାଙ୍କ ନାମ ପ୍ରକାଶ କରିବାକୁ...

ଗାଁ ଦେଶର ମେରୁଦଣ୍ଡ

ଭାରତ ହେଉଛି ବିବିଧତାର ଦେଶ। ଯେତେବେଳେ ଦେଶର ସମଗ୍ର ବିକାଶ ବିଷୟରେ କଥା ଉଠେ, ସେତେବେଳେ ତୃଣମୂଳସ୍ତରରୁ ତାହା ଆରମ୍ଭ ହୋଇଥାଏ। କେବଳ କେନ୍ଦ୍ର ସରକାର...

୪ ବିଧାୟକଙ୍କ କଟିଲା ଟିକେଟ୍‌: ୬ରୁ ୫ ନୂଆମୁହଁ

ଭୁବନେଶ୍ୱର,୨୨।୪: ବିଜେଡିର ସପ୍ତମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ସୋମବାର ପ୍ରକାଶ କରିଛି। ୬ଟି ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛି ବିଜେଡି। ଘୋଷଣା ହୋଇଥିବା...

ଶିବେଇ ସାମନ୍ତରାଙ୍କ ଚତୁରତା ଲୋକମୁଖରେ ଭିନ୍ନ ରୂପ ନେଲା

ଚୁମ୍ବକଶିଳା ବସାଯିବା ପରେ ତିନିଥର ବିଫଳ ହୋଇଥିବା କାର୍ଯ୍ୟ ସଫଳ ହୋଇଥିଲା। ସହସ୍ର ମଲ୍ଲ ସେଇ ଖୁସିରେ ପୁରସ୍କାର ଘୋଷଣା କରିଥିଲେ। ଧର୍ମପଦ ମନ୍ଦିର ଶିଖରରୁ...

ଜାଣନ୍ତୁ ବିଶ୍ୱ ପୁସ୍ତକ, କପିରାଇଟ୍‌ ଦିବସର ଇତିହାସ…

ପ୍ରତିବର୍ଷ ଏପ୍ରିଲ ୨୩ରେ ବିଶ୍ୱ ପୁସ୍ତକ ଏବଂ କପିରାଇଟ୍‌ ଦିବସ ପାଳନ କରାଯାଇଥାଏ। ସମୟ ବଦଳିବା ସହିତ କମ୍ପ୍ୟୁଟର ଏବଂ ଇଣ୍ଟରନେଟ୍‌ ବର୍ତ୍ତମାନ ପୁସ୍ତକ ବି...

୨୪ ଘଣ୍ଟାରେ ୨୬୦୦୦ ବସ୍‌ ଉଠ୍‌ ହୋଇ ଗିନିଜ ଓ୍ବାର୍ଲଡ ରେକର୍ଡ

ପିଲାଦିନେ ସ୍କୁଲରେ ପାଠ ପଢି ନ ଥିଲେ ଦଣ୍ଡ ଆକାରରେ ସାର୍‌ କହୁଥିଲେ ବସ୍‌ ଉଠ୍‌ ହେବା ପାଇଁ। ୩୦ ଥର ବସ୍‌ ଉଠ୍‌ ହେଲା...

ଉଛୁଳା ଭକ୍ତିର ଅନ୍ତରାଳେ….

ମା’ଛେଉଣ୍ଡ ମାଧବ ବାବୁ ଭଦ୍ରଲୋକରେ ଗଣାହେଲେ, ଯେବେଠୁଁ କଷ୍ଟକରି ଉଚ୍ଚଶିକ୍ଷା ଲାଭ କଲା ପରେ ଉଚ୍ଚ ପଦବୀଯୁକ୍ତ ଚାକିରି ପାଇଲେ। ତାଙ୍କର ସବୁଗୁଣ ଭଲ l...

ନିମାପଡ଼ାର ‘ମାଇପି ମେଳା’

ଗୁହାରିଆ ପଡ଼ିଲେ ମାନସିକ ପୂରଣ ହୋଇଥାଏ l ଅନ୍ଧବିଶ୍ୱାସ ହେଉ କି ବିଶ୍ୱାସ, ଏଭଳି ଏକ ପ୍ରଥା କିନ୍ତୁ ପ୍ରଚଳିତ ହୋଇଆସୁଅଛି କାହିଁ କେବେଠୁ। ପୁରାଣ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri