ଉଡ଼ାଣ ଆଉ ଅବତରଣ ସମୟରେ ଖୋଲି ଦିଆଯାଏ ବିମାନର ଝରକା, କାରଣ ଜାଣିଲେ…
ବିମାନରେ ବସିବାକୁ କାହାର ବା ଇଚ୍ଛା ନ ଥାଏ। କିନ୍ତୁ ଏହି ଯାତ୍ରା ସହିତ ଜଡ଼ିତ ଅନେକ ନିୟମ ଅଛି, ଯାହା କି ଅନେକ ଲୋକ ଏ ବିଷୟରେ ଜାଣି ନ ଥାନ୍ତି। ଯେମିତି କି ବିମାନ ଉଡ଼ାଣ ଏବଂ ଅବତରଣ…
ଗିନିଜ୍ ଓ୍ବାଲର୍ଡ ରେକର୍ଡରେ ସ୍ଥାନ ପାଇଛି ଏହି ଡ୍ରେସ୍, କାରଣ ଜାଣିଲେ…
ଫ୍ୟାଶନ ଜଗତ ଅନନ୍ୟ ଅଟେ। ଏହାକୁ ଆକର୍ଷଣୀୟ କରିବା ପାଇଁ ସମଗ୍ର ବିଶ୍ୱରେ ବିଭିନ୍ନ ପରୀକ୍ଷା କରାଯାଇଥାଏ। ଯାହା ପ୍ରତିଦିନ ଚର୍ଚ୍ଚାର ବିଷୟ ପାଲଟିଥାଏ। ମହିଳାମାନଙ୍କ ପାଇଁ ଆକର୍ଷଣୀୟ ପୋଷାକ ଡିଜାଇନ କରିବାକୁ ଅନନ୍ୟ ପରୀକ୍ଷଣ ଅଛି। କିନ୍ତୁ ଆଜି ଏମିତି…
ଟ୍ରାନ୍ସଜେଣ୍ଡର ଦମ୍ପତି ଶିଶୁଙ୍କ ଦେଲେ ଜନ୍ମ, ଝିଅ କି ପୁଅ ସୂଚନା ଦେବାକୁ କଲେ ମନା…
ଥିରୁଭାନନ୍ତପୁରମ,୮।୨ : କେରଳର ଟ୍ରାନ୍ସଜେଣ୍ଡର ଦମ୍ପତି ବୁଧବାର ଦିନ ଏକ ଶିଶୁକୁ ସରକାରୀ ଡାକ୍ତରଖାନାରେ ପ୍ରସବ କରିଛନ୍ତି। ଯାହା ଦେଶରେ ପ୍ରଥମ ଘଟଣା ବୋଲି ଜଣାପଡିଛି। ଟ୍ରାନ୍ସ ପାର୍ଟନରମାନଙ୍କ ମଧ୍ୟରୁ ଜିଆ ପାଭାଲ ନ୍ୟୁଜ ଏଜେନ୍ସିକୁ କହିଛନ୍ତି ଯେ ସରକାରୀ ମେଡିକାଲ…
ଗୋଟିଏ ପୋକର ଦାମ୍ ବିଏମ୍ଡବ୍ଲ୍ୟୁଠୁ ବି ଅଧିକ, ଜାଣିଲେ…
ଦୁନିଆରେ ଏମିତି ଏକ ପୋକ ଅଛି, ଯାହାର ଦାମ୍ ଅଡି ଆଉ ବିଏମ୍ଡବ୍ଲ୍ୟୁଠାରୁ ବି ଅଧିକ। କିଛି ବର୍ଷ ପୂର୍ବେ ଜଣେ ଜାପାନୀ ପ୍ରଜନକ ୮୯,୦୦୦ ଡଲାରରେ (ଆଜିର ମୂଲ୍ୟରେ ପ୍ରାୟ ୭୩ ଲକ୍ଷ ଟଙ୍କା) ଏକ ପୋକ ବିକ୍ରି କରିଥିଲେ।…
ଟ୍ରାକ୍ଟର ସାଇଲେନ୍ସର, କ୍ଷୀର କେନ୍ରେ ବାଇକ୍
ନୂଆଦିଲ୍ଲୀ: ନିକଟରେ ଏକ ଭିଡିଓ ସୋସିଆଲ ମିଡିଆରେ ବେଶ୍ ଭାଇରାଲ ହେବାରେ ଲାଗିଛି, ଯେଉଁଥିରେ କି ଜଣେ ଯୁବକ ବାଇକ୍ ତିଆରି କରିଛନ୍ତି। ଏହାକୁ ଦେଖି ଲୋକେ ଆଶ୍ଚର୍ଯ୍ୟ ହୋଇଛନ୍ତି। ସେହି ବାଇକ୍ରେ ଯୁବକ ଜଣକ ଟ୍ରାକ୍ଟରର ସାଇଲେନ୍ସର ଏବଂ କ୍ଷୀର…
ଲକ୍ଷେ ଟଙ୍କାର ଖାଇବା ମଗାଇଲା ଶିଶୁ
ୱାଶିଂଟନ୍: ନିକଟରେ ଜଣେ ୬ ବର୍ଷୀୟ ବାଳକ ଏକ ଖାଦ୍ୟ ଡେଲିଭରି କମ୍ପାନୀରୁ ୧ ଲକ୍ଷ ଟଙ୍କାର ଖାଦ୍ୟ ଅର୍ଡର କରିଥିବା ଜଣାପଡ଼ିଛି। ଆମେରିକା ମିଚିଗାନ୍ରେ ରହୁଥିବା କିଥ୍ ଷ୍ଟୋନ୍ହାଉସ୍ ତାଙ୍କ ପୁଅର ଏପରି କାଣ୍ଡ ବିଷୟରେ ଫେସ୍ବୁକ୍ରେ ସୂଚନା ଦେଇଛନ୍ତି।…
ସବୁଠୁ ବୟସ୍କ ମହିଳା କମେଡିଆନ୍ ଡିୟାନ୍
ୱାଶିଂଟନ୍: ବହୁତ ଲୋକ ଅଛନ୍ତି, ଯେଉଁମାନେ ଅନ୍ୟମାନଙ୍କ ମୁହଁରେ ହସ ଫୁଟାଇ ଆନନ୍ଦ ଅନୁଭବ କରିଥାଆନ୍ତି। ସେମାନଙ୍କ ମଧ୍ୟରୁ ଅନେକ କମେଡ଼ିଆନ୍ ଅଛନ୍ତି, ଯେଉଁମାନଙ୍କ ମଜାଳିଆ କଥାରେ ଲୋକେ ହସି ହସି ବେଦମ୍ ହୋଇଯାଆନ୍ତି। ଆମେରିକାର ଜଣେ ମହିଳା କମେଡ଼ିଆନ୍ ଡିୟାନ୍…
ଚାକିରି ସନ୍ତୁଷ୍ଟି: ବିଏସଏଫ ଆସିଷ୍ଟାଣ୍ଟ କମାଣ୍ଡାଣ୍ଟ ପଦବୀ ଛାଡି ପୁଣି ହାବିଲଦାର ପଦକୁ ଫେରିଲେ ଯୁବକ…
ନୂଆଦିଲ୍ଲୀ,୭।୨ : ଚାକିରି ସନ୍ତୁଷ୍ଟି ବା ଜବ୍ ସାଟିସଫିକେଶନ କେତେକଙ୍କ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ରହିଥାଏ। ନିଜ ପସନ୍ଦର ଚାକିରି ନ ମିଳିଲେ ସେମାନଙ୍କୁ ସନ୍ତୋଷ ମିଳି ନ ଥାଏ। ଏହାର ସଦ୍ୟତମ ଉଦାହରଣ ଏବେ ଦେଖିବାକୁ ମିଳିଛି। ସିଧାସଳଖ ନିଯୁକ୍ତି…
ମା’ କ୍ଷୀରରେ ମାଇକ୍ରୋପ୍ଲାଷ୍ଟିକ,ସପ୍ତାହରେ ମାନବ ଶରୀରରେ ପ୍ରବେଶ କରୁଛି ୫ ଗ୍ରାମ୍: ରିପୋର୍ଟ…
ମେଲବୋର୍ନ/ଜାକର୍ତ୍ତା,୭।୨ : ମାନବ ଶରୀରରେ ପ୍ଲାଷ୍ଟିକ କଣିକା ଏକ ଉଦ୍ବେଗଜନକ ସ୍ତରରେ ବୃଦ୍ଧି ପାଉଛି। ମାନବ ସ୍ବାସ୍ଥ୍ୟ ପାଇଁ, ଏହା ଏକ ସମୟ-ବୋମା ପରି ହୋଇଗଲାଣି, ଯାହା ଅର୍ଦ୍ଧେକରୁ ଅଧିକ ଆଭ୍ୟନ୍ତରୀଣ ଅଙ୍ଗକୁ କ୍ଷତି ପହଞ୍ଚାଇପାରେ ବୋଲି ଆଶଙ୍କା ପ୍ରକାଶ ପାଇଛି।…
ଇ-ବର୍ଜ୍ୟବସ୍ତୁରେ ଷ୍ଟାଚ୍ୟୁ
ଲକ୍ଷ୍ନୌ: ବର୍ତ୍ତମାନ ସମୟରେ ଆବର୍ଜନାକୁ ବ୍ୟବହାର କରି ବିଭିନ୍ନ କଳାକୃତି ମାନ ତିଆରି କରାଯାଉଛି। ତେବେ ଜୟପୁରର ମୁକେଶ କୁମାର ଜୱାଲା ନାମକ ଯୁବକ ବ୍ୟାଙ୍କରେ ବ୍ୟବହୃତ ଇ-ବର୍ଜ୍ୟବସ୍ତୁ ଜିନିଷକୁ ଏକାଠି କରି ଏକ ଷ୍ଟାଚ୍ୟୁ ତିଆରି କରିଛନ୍ତି। ଏହାର ଉଚ୍ଚତା…
ରାସ୍ତା ମଝିରେ ଦେହରେ ବନ୍ଧୁକ ଝୁଲାଇ ଡ୍ୟାନ୍ସ
ଲକ୍ଷ୍ନୌ: ନିକଟରେ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି, ଯେଉଁଥିରେ କିଛି ଯୁବକ ନିଶାସକ୍ତ ଅବସ୍ଥାରେ ରାସ୍ତା ମଝିରେ ବନ୍ଧୁକ କାନ୍ଧରେ ଝୁଲାଇ ଡ୍ୟାନ୍ସ କରୁଥିବା ନଜରକୁ ଆସିଛି। ଏଥିପାଇଁ ପୋଲିସ ସେମାନଙ୍କ ନାମରେ ମାମଲା ରୁଜୁ କରିଥିବା ଜଣାପଡ଼ିଛି। ଶନିବାର…
ନିମନ୍ତ୍ରଣ ରଖିଲେ
ମୁମ୍ବାଇ: ବଲିଉଡ୍ ଅଭିନେତା ସୋନୁ ସୁଦ୍ ତାଙ୍କ କାର୍ଯ୍ୟକଳାପ ପାଇଁ ସବୁବେଳେ ଚର୍ଚ୍ଚାରେ ରହିଥା’ନ୍ତି। ନିକଟରେ ସେ ଜୟପୁରରେ ଏକ ଠେଲାଗାଡ଼ିରୁ ପାଓଭାଜି ଖାଇ ଖୁସି ବାଣ୍ଟିଛନ୍ତି। ୨୦୨୧ ଜାନୁୟାରୀରେ ବଳରାମ ସିଂ ନାମକ ଜଣେ ବ୍ୟକ୍ତି ସୋନୁଙ୍କ ନାମରେ ଏକ…
Archives


