Posted inଫୁରସତ

୨୦ ବର୍ଷ ଧରି ଖାଲି ପାଦରେ ଚାଲୁଛନ୍ତି ଏହି ବ୍ୟକ୍ତି, କାରଣ ଜାଣିଲେ…

ପ୍ରାୟତଃ ଲୋକମାନେ ନିଜ ଘରେ ଖାଲି ପାଦରେ ଚାଲନ୍ତି। ବାହାରକୁ ଯିବା ପାଇଁ ଚପଲଠାରୁ ଜୋତା ପର୍ଯ୍ୟନ୍ତ ସବୁକିଛି ପିନ୍ଧିବାକୁ ପସନ୍ଦ କରନ୍ତି। କହିବାକୁ ଗଲେ ବିନା ଚପଲରେ ମଣିଷ ଘରୁ ଗୋଡ଼ କାଢ଼େନି। ମାତ୍ର ଏମିତି ଜଣେ ବ୍ୟକ୍ତି ଅଛନ୍ତି, ଯିଏ କି ଦୀର୍ଘ ୨୦ ବର୍ଷ ଧରି ଚପଲ ନ ପିନ୍ଧି ଖାଲି ପାଦରେ ଯାତ୍ରା କରୁଛନ୍ତି। ଏହି ବ୍ୟକ୍ତି ଜଣଙ୍କ ଆମେରିକାରେ ରହୁଛନ୍ତି।

ଆମେରିକାର କନେକ୍ଟିକଟ୍‌ର ବାସିନ୍ଦା ୫୯ ବର୍ଷୀୟ ଜୋସେଫ୍‌ ଡେରୁଭୋ ଜୁନିୟର ଦୀର୍ଘ ୨ ଦଶନ୍ଧି ଧରି ଜୋତା ପିନ୍ଧୁନାହାନ୍ତି। ଏହି ନିଷ୍ପତ୍ତି ନେବା ପଛର କାରଣ କ’ଣ ଯଦିଓ ତାଙ୍କର ମନେ ନାହିଁ ତଥାପି ସେ କୁହନ୍ତି, ୨୦୦୨ରେ ପ୍ରଥମ ଆପଲ ଆଇଫୋନ୍‌ ଲଞ୍ଚ୍‌ ହେବାର ୫ ବର୍ଷ ପୂର୍ବରୁ ଏହି ନିଷ୍ପତ୍ତି ନେଇଥିଲେ କି କେବେ ଜୋତା ପିନ୍ଧିବେ ନାହିଁ। ସେ ଦୀର୍ଘଦିନ ଧରି କଠିନ କ୍ରୀଡ଼ା ଜୋତା ପିନ୍ଧି ଜଗିଂ ହେତୁ ତାଙ୍କ ଆଙ୍ଗୁଠିରେ ଫୁଲା ଦେଖାଗଲା। ଯାହା ଯନ୍ତ୍ରଣାଦାୟକ ଥିଲା। ଏଭଳି ପରିସ୍ଥିତିରେ ଡାକ୍ତର ତାଙ୍କୁ ଅସ୍ତ୍ରୋପଚାର ପାଇଁ ପରାମର୍ଶ ଦେଇଥିଲେ। ଅସ୍ତ୍ରୋପଚାରର କିଛି ଦିନ ପୂର୍ବରୁ ଜୋସେଫ୍‌ ଜୋତା ପିନ୍ଧିବା ବନ୍ଦ କରିଦେଲେ କାରଣ ତାଙ୍କର ଯନ୍ତ୍ରଣା ଅସହ୍ୟ ହୋଇଯାଇଥିଲା।

ଅସ୍ତ୍ରୋପଚାର ଦିନ ଆସିବା ବେଳକୁ ତାଙ୍କର ଯନ୍ତ୍ରଣା ଟିକେ କମିଯାଇଥିଲା। ସେଥିପାଇଁ ସେ ଅସ୍ତ୍ରୋପଚାର ପାଇଁ ରାଜି ହୋଇ ନ ଥିଲେ ଏବଂ ଏହା ବିନା ଧିରେ ଧିରେ ତାଙ୍କ ଗୋଡ଼ ଭଲ ହେବାକୁ ଲାଗିଲା। ସେବେଠାରୁ ସେ ଖାଲି ପାଦରେ ଚାଲିବା ଆରମ୍ଭ କଲେ। ସେ ଜୋତା ଏବଂ ଚପଲ ଛାଡ଼ିଦେଲେ। ସେବେଠାରୁ ଆଜି ପର୍ଯ୍ୟନ୍ତ ଦୀର୍ଘ ୨୦ ବର୍ଷ ଧରି ସେ ଜୋତା ପିନ୍ଧୁନାହାନ୍ତି।

ଜୋସେଫ୍‌ କୁହନ୍ତି, ଯେତେବେଳେ ସେ ସାଙ୍ଗମାନଙ୍କ ସହିତ ରେଷ୍ଟୁରାଣ୍ଟକୁ ଯାଆନ୍ତି, ସେତେବେଳେ ତାଙ୍କୁ ଚପଲ ବିନା ପ୍ରବେଶ କରିବାକୁ ଦିଆଯାଇ ନ ଥାଏ। ଏହି କାରଣରୁ ସେ ନିଜ କାର୍‌ରେ ଏକ ସ୍ଲିପର ରଖିଥାନ୍ତି। ଯାହାକୁ ସେ ସେହି ସମୟରେ ପିନ୍ଧନ୍ତି ଏବଂ ସେ ଯିବା ମାତ୍ରେ ସେଗୁଡ଼ିକୁ ନେଇଯାଆନ୍ତି। ଜୋସେଫ୍‌ କହିଛନ୍ତି, ବର୍ତ୍ତମାନ ସେ ଜାଣିନାହାନ୍ତି ଯେ, ସେ ଜୋତା ପିନ୍ଧୁ ନାହାନ୍ତି। କାରଣ କେବେ ଯଦି ଜୋତା ପିନ୍ଧିବାକୁ ଦରକାର ପଡୁଛି ସେ ଏହାକୁ ଅଶୁଭ ବୋଲି ମନେ କରନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଆଉଟ୍‌ ହେବା ପରେ ଶ୍ରୀଲଙ୍କା ବୋଲରଙ୍କ ସହ ଜୟସ୍ବାଲ ମୁହାଁମୁହିଁ, ମଇଦାନ ମଝିରେ ଧକ୍କାମୁକ୍କି, ଅଧିନାୟକ ମଝିରେ ପଶି-Video

କୋଲମ୍ବୋ,୨୩: ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ଖେଳାଯାଉଥିବା ଦ୍ୱିତୀୟ ଟେଷ୍ଟ ମ୍ୟାଚ୍‌ର ପ୍ରଥମ ଦିନରେ ମଇଦାନରେ ଉତ୍ତେଜନା ଦେଖିବାକୁ ମିଳିଛି। ଭାରତର ଯୁବ ଓପନିଂ ବ୍ୟାଟ୍ସମ୍ୟାନ ଯଶସ୍ବୀ…

ସଠିକ୍‌ ପରଚୟ ଯାଞ୍ଚ ନ କରି ଦିଆଯାଉଛି ଘରଭଡ଼ା, ବଢୁଛି ଆପରାଧିକ କାର୍ଯ୍ୟକଳାପ

ଅମରପାଲି,୨୩ା୮(ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲାର ବୀରମହାରାଜପୁର ଓ ଉଲୁଣ୍ଡା ଅଞ୍ଚଳରେ ବିନା ପୋଲିସ ଭେରିଫିକେଶନ ଏବଂ ସଠିକ୍‌ ପରିଚୟ ଯାଞ୍ଚ ନ କରି ଘରଭଡ଼ା ଦିଆଯାଉଥିବାରୁ ଆପରାଧିକ…

‘ମା କହିଥିଲେ ଭଲ ପୁଅ ବାଛିବାକୁ; ମୁଁ ରାହୁଲକୁ ବାଛିଲି’ – ରାହୁଲ ଗାନ୍ଧୀଙ୍କ ଜଣେ ‘ଫ୍ୟାନଗର୍ଲ’ଙ୍କ ପୋଷ୍ଟର ଭାଇରାଲ

ପୁଣେ,୨୩।୮: କଂଗ୍ରେସ ସାଂସଦ ଏବଂ ଲୋକ ସଭାରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ଶନିବାର (୨୨ ଅଗଷ୍ଟ, ୨୦୨୬) ପୁଣେରେ ଅନୁଷ୍ଠିତ ‘ଛାତ୍ରୋଁ କି ଗୁଞ୍ଜ’…

ରେଭନ୍ତ ରେଡ୍ଡୀଙ୍କୁ ଆମେରିକା ଯିବା ପାଇଁ ମିଳିଲା ନାହିଁ ଅନୁମତି, ଜାଣନ୍ତୁ ସରକାରୀ ଅନୁମତି କିପରି ମିଳିଥାଏ

ନୂଆଦିଲ୍ଲୀ,୨୩।୮: ତେଲଙ୍ଗାନା ମୁଖ୍ୟମନ୍ତ୍ରୀ ରେବନ୍ତ ରେଡ୍ଡୀ ଏବେ ୟୁକେରୁ ସିଧାସଳଖ ଭାରତ ଫେରିବେ; ସରକାରୀ ଅନୁମୋଦନ ଅଭାବରୁ ତାଙ୍କର ଆମେରିକା ଗସ୍ତ ବାତିଲ କରାଯାଇଛି। ସେ ଇଂଲଣ୍ଡ…

ଖୁଦୁରୁକୁଣୀ ପୂଜା ପାଇଁ ନଦୀକୁ ଯାଇ ବୁଡ଼ିଗଲେ ଜଣେ ଯୁବତୀ, ୩ ଅଳ୍ପକେ ରକ୍ଷା

ଧାମନଗର,୨୩ା୮(ସନ୍ତୋଷ କୁମାର ମହାପାତ୍ର): ଖୁଦୁରୁକୁଣୀ ପୂଜା ପାଇଁ ନିକଟସ୍ଥ ନଦୀକୁ ଯାଇ ଏକ ଦୁଃଖଦ ଘଟଣା ଘଟିଛି। ରବିବାର ସକାଳେ ୪ ଜଣ ଝିଅ ନଦୀକୁ ଯାଇଥିବାବେଳେ…

ପୋଲିସ କର୍ମଚାରୀଙ୍କୁ ଲାଠିରେ ମାଡ଼; ଆଖିରେ ପକାଇଲେ ଲଙ୍କା ଗୁଣ୍ଡ, ହେଲେ କାହିଁକି? ଜାଣନ୍ତୁ…

ନୂଆଦିଲ୍ଲୀ,୨୩।୮: ଭାଲସ୍ବା ଡାଏରୀ ଅଞ୍ଚଳରୁ ଦିଲ୍ଲୀ ପୋଲିସ କର୍ମଚାରୀଙ୍କ ଉପରେ ଆକ୍ରମଣ ହୋଇଥିବା ଏକ ଘଟଣା ସାମ୍ନାକୁ ଆସିଛି। ମୁକୁନ୍ଦପୁରର ଜନତା ବିହାର ଅଞ୍ଚଳରେ ବିନା କାଗଜପତ୍ରରେ…

ମୁଖ୍ୟମନ୍ତ୍ରୀ ବସ୍‌ ଧକ୍କାରେ ୨ ଭାଇ ଗୁରୁତର, ବସ୍‌କୁ ଜବତ କରି…

ଦିଗପହଣ୍ଡି,୨୩ା୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଟି.ଗୋବିନ୍ଦପୁର ପଞ୍ଚାୟତ ସାମନ୍ତରାପୁର ଗ୍ରାମ ରାଜଘାଇ ମହୁଲଘୋଡଣି ବୁଲାଣି ନିକଟରେ ରବିବାର ସକାଳେ ମୁଖ୍ୟମନ୍ତ୍ରୀ ସରକାରୀ ବସ୍‌…

‘କଂଗ୍ରେସର ହିନ୍ଦୁ ବିରୋଧୀ କାହାଣୀ’: ମନୁ-ସ୍ମୃତିକୁ ନେଇ ରାହୁଲଙ୍କୁ ଟାର୍ଗେଟ କରିଛି ଭାଜପା

ନୂଆଦିଲ୍ଲୀ,୨୩।୮: ପୁଣେରେ ରାହୁଲ ଗାନ୍ଧୀ ଦାବି କରିଥିଲେ ଯେ ମନୁ-ସ୍ମୃତିରେ ମହିଳାମାନଙ୍କୁ ଅବମାନନା କରୁଥିବା ଶ୍ଳୋକ ଅଛି। ସେ କହିଛନ୍ତି ଯେ ପାଠ୍ୟରେ ମହିଳାମାନେ ଜୀବନର ପ୍ରତ୍ୟେକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri