ଫୁରସତ

କୁନି ଝିଅର ଆଖି ଲାଖିଯିବା ପରି ସାଇକେଲ ଷ୍ଟଣ୍ଟ୍‌, ଭିଡିଓ ଦେଖିଲେ…

ଛୋଟ ପିଲାମାନେ କଣ୍ଢେଇ କିମ୍ବା ଖେଳନା ସହିତ ଖେଳିବାକୁ ବେଶି ପସନ୍ଦ କରନ୍ତି। ଯେଉଁଥିପାଇଁ ସେମାନେ ଖେଳନା କିଣିବା ପାଇଁ ବେଳେବେଳେ ମା-ବାପାଙ୍କୁ ବିରକ୍ତ ବି କରିଦିଅନ୍ତି। କିନ୍ତୁ ଯେତେବେଳେ ସେମାନେ କ୍ରୀଡ଼ାରେ ଦକ୍ଷତା ହାସଲ କରିଥାନ୍ତି ଅଭିଭାବକମାନେ ନିଶ୍ଚିତ ନିଜକୁ…

ସୃଜନର ସ୍ରୋତସ୍ବତୀ

ନନ୍ଦିନୀ ଶତପଥୀ କେବଳ ଓଡ଼ିଶା ନୁହେଁ, ଭାରତୀୟ ରାଜନୀତିର ଜଣେ ଅପ୍ରତିଦ୍ୱନ୍ଦ୍ୱୀ ଜନନାୟିକା। ଯାହାଙ୍କ ଅବଦାନରେ ଉଭୟ ରାଜନୀତି ଏବଂ ସାହିତ୍ୟ ବିଭିନ୍ନ ଭାବେ ପରିପୁଷ୍ଟ। ଓଡ଼ିଶାର ଏକମାତ୍ର ମହିଳା ମୁଖ୍ୟମନ୍ତ୍ରୀ ନନ୍ଦିନୀଙ୍କ ସ୍ବପ୍ନ ଥିଲା ରାଜ୍ୟର ସାମଗ୍ରିକ ବିକାଶ। ସ୍ବପ୍ନକୁ…

ହେବନି ମୃତକଙ୍କ ଦଶାହ କର୍ମ: ଖର୍ଚ୍ଚ ଟଙ୍କାରେ ପାଠ ପଢ଼ିବେ ପିଲା, ରୋପଣ ହେବ ଚାରା…

ବାରାଣସୀ,୮।୬ : ମୃତକଙ୍କର ଦଶାହ କର୍ମରେ ହେଉଥିବା ଅଯଥା ଖର୍ଚ୍ଚ ରୋକିବା ପାଇଁ ବାରାଣାସୀର ୱାଜିଦପୁରର ଲୋକମାନେ ଏକଜୁଟ ହୋଇଛନ୍ତି। ଗାଁରେ କାହାର ମୃତ୍ୟୁରେ ଦଶାହ କର୍ମ ନ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଦଶାହ କର୍ମରେ ହେଉଥିବା ଖର୍ଚ୍ଚରେ ପିଲାମାନଙ୍କର ପାଠପଢ଼ା…

ବିମାନ ଯାତ୍ରାରେ ପରଫ୍ୟୁମ ନେବା ପାଇଁ କାହିଁକି ବାରଣ କରାଯାଏ!

ଅତର କିମ୍ବା ଡିଓଡ୍ରେଣ୍ଟ ଲଗାଇବା ପାଇଁ ଅଧିକାଂଶ ଲୋକ ପସନ୍ଦ କରନ୍ତି। ଅତର କିମ୍ବା ପରଫ୍ୟୁମ୍‌କୁ ଶରୀରରେ ପକାଇବା ଦ୍ୱାରା ଦୁର୍ଗନ୍ଧରୁ ମୁକ୍ତି ମିଳିଥାଏ। କିନ୍ତୁ ବିମାନରେ ଅତର ନେବାକୁ ବାରଣ କରାଯାଇଥାଏ। କାରଣ ପରଫ୍ୟୁମ ଏକ ଅତ୍ୟଧିକ ଜ୍ୱଳନ୍ତ ପଦାର୍ଥ।…

ଏମିତି ଷ୍ଟଣ୍ଟ ଦେଖାଇଲେ କୁନି ବାଳକ, ଥରେ ଭିଡିଓ ଉପରେ ନଜର ପକାଇଲେ ଆଖି ଫେରିବନି

ସୋସିଆଲ ମିଡିଆରେ ପ୍ରତିଦିନ ବିଭିନ୍ନ ପ୍ରକାର ଭିଡିଓ ଭାଇରାଲ ହେଉଥିବାର ଦେଖିଥିବେ ନିଶ୍ଚିତ। ଏହି ଭିଡିଓଗୁଡିକ ମଧ୍ୟରୁ କିଛି ଏମିତି ଥାଏ, ଯାହା ବାରମ୍ବାର ଦେଖିବାକୁ ଆପଣ ବାଧ୍ୟ ହୋଇଥାନ୍ତି। ଏବେ ସେମିତି ଏକ ଭିଡିଓ ଭାଇରାଲ ହେଉଛି। ଯେଉଁଥିରେ ଜଣେ…

ପୃଥିବୀରେ ପ୍ରଥମ ଘଟଣା: ବିନା ଅଣ୍ଡିରା କୁମ୍ଭୀରରେ ମାଈ କୁମ୍ଭୀର ଅଣ୍ଡାରୁ ଫୁଟିଲା ଛୁଆ…

ଓ୍ବାଶିଂଟନ,୮।୬ : : ଚଳଚ୍ଚିତ୍ର ଜୁରାସିକ ପାର୍କରେ କିପରି ମାଈ ଡାଇନୋସର ଅଣ୍ଡିରା ଡାଇନୋସର ବିନା ଅଣ୍ଡାରୁ ଛୁଆ ଫୁଟାଇବା ଦେଖାଯାଇଥିଲା। ଠିକ ଏହିପରି ଏକ ଘଟଣା ଆମେରିକାରେ ଘଟିଛି। ଏଥିରେ କେତେ ସତ୍ୟତା ଅଛି ସେନେଇ ବିଭିନ୍ନ ପ୍ରକାରର ବିତର୍କ…

ସହଯୋଗ ଲୋଡ଼ା

ଆଜି ହେଉଛି ‘ଓ୍ବାଲର୍‌ଡ ବ୍ରେନ୍‌ ଟ୍ୟୁମର ଡେ’ ବା ‘ବିଶ୍ୱ ମସ୍ତିଷ୍କ ଅର୍ବୁଦ ଦିବସ’। ସେ ସମ୍ପର୍କିତ ବିଷୟକୁ ନେଇ ଉପସ୍ଥାପନା… ଶରୀରର ଏକ ଗୁରୁତ୍ୱପୂର୍ଣ୍ଣ ଅଙ୍ଗ ହେଲା ବ୍ରେନ୍‌ ବା ମସ୍ତିଷ୍କ। ଏହା ଏତେ ଗୁରୁତ୍ୱପୂର୍ଣ୍ଣ ଯେ, ୨୮ଟି ଛୋଟବଡ଼…

ମହାସାଗର ସୁରକ୍ଷା ହିଁ ପୃଥିବୀର ସୁରକ୍ଷା

ପୃଥିବୀର ୭୦% ଅଞ୍ଚଳ ଜଳଭାଗ। ଜଳଭାଗର ସୁରକ୍ଷା ପୃଥିବୀ ପାଇଁ ଅତ୍ୟନ୍ତ ଗୁରୁତ୍ପପୂର୍ଣ୍ଣ। ତେଣୁ ମହାସାଗର ସୁରକ୍ଷା ହିଁ ପୃଥିବୀର ସୁରକ୍ଷା। ମହାସାଗରର ଜୈବ ବିବିଧତା ପୃଥିବୀକୁ ଦୀର୍ଘସ୍ଥାୟୀ କରି ଗଢ଼ିଥାଏ। ତେଣୁ ଏନେଇ ସଚେତନତା ସୃଷ୍ଟି ଲାଗି ପ୍ରତିବର୍ଷ ଜୁନ…

ଡିଏନ୍‌ଏକୁ ନଷ୍ଟ କରିପାରେ କୃତ୍ରିମ ମିଠା

ଓ୍ବାଶିଂଟନ୍‌,୮ା୬: ମଧୁମେହ ରୋଗୀମାନେ ଚା’ ଓ ଅନ୍ୟ ଖାଦ୍ୟଗୁଡ଼ିକରେ ଶର୍କରାଯୁକ୍ତ ଚିନି ପରିବର୍ତ୍ତେ କୃତ୍ରିମ ସ୍ବିଟ୍‌ନର ବ୍ୟବହାର କରିଥାଆନ୍ତି। କିନ୍ତୁ ଏହି କୃତ୍ରିମ ମିଠାରେ ବ୍ୟବହୃତ ରାସାୟନିକ ପଦାର୍ଥ ଡିଏନ୍‌ଏକୁ ନଷ୍ଟ କରିପାରେ ବୋଲି ଆମେରିକୀୟ ବୈଜ୍ଞାନିକମାନେ ସତର୍କ କରାଇଛନ୍ତି। ନର୍ଥ…

୨୦୩୦ ସୁଦ୍ଧା ବିଲୁପ୍ତ ହୋଇଯିବ ସମର ସି ଆଇସ୍‌…

ଓ୍ବାଶିଂଟନ,୭।୬ : ପ୍ରକୃତିର ପରିବର୍ତ୍ତନ ହେତୁ ପରିବେଶ ବହୁତ ପ୍ରଭାବିତ ହୋଇଛି। ଶହ ଶହ ବିଶ୍ୱସ୍ତରୀୟ ଆଲୋଚନା ଏବଂ ଅନେକ ପ୍ରୟାସ ପରେ ମଧ୍ୟ ପରିବେଶ ନିୟନ୍ତ୍ରଣ ହୋଇପାରୁ ନାହିଁ। ନୂତନ ଅନୁସନ୍ଧାନ ରିପୋର୍ଟ ଅନୁଯାୟୀ, ବର୍ତ୍ତମାନ ଆର୍କଟିକ ମହାସାଗରର ଗ୍ରୀଷ୍ମ…

ପିଜା ପାଇଁ ‘ଆଫ୍‌ଟର ଲାଇଫ୍‌ ପେ’ ବିକଳ୍ପ

ୱେଲିଂଟନ: ଅନ୍‌ଲାଇନ୍‌ରେ ଜିନିଷ କିଣିବାବେଳେ ବର୍ତ୍ତମାନ ସେଥିରେ ‘ବାଏ ନାଓ ପେ ଲ୍ୟାଟର’ ଭଳି ବିକଳ୍ପ ରହିଛି। ଲୋକେ ଏହି ଫାଇଦା ଉଠାଇ ବହୁତ ଜିନିଷ କିଣି ପରେ ଟଙ୍କା ଦେଉଛନ୍ତି। ଏହା ମଧ୍ୟ ସେମାନଙ୍କୁ ସୁବିଧା ହେଉଛି। ତେବେ ଏପରି…

୨୪ ଘଣ୍ଟାରେ ୨୩ ହଜାର ଚାରାରୋପଣ

ଅଟାୱା: ବେଳକୁ ବେଳ ପୃଥିବୀରୁ ଜଙ୍ଗଲ ସଂଖ୍ୟା କମି କମି ଯାଉଛି। ଲୋକେ ଜଙ୍ଗଲ କାଟି ସେଠାରେ ବଡ଼ ବଡ଼ କୋଠା, କାରଖାନାମାନ ଠିଆ କରୁଛନ୍ତି। ତେବେ ବର୍ତ୍ତମାନ ସମୟରେ ପରିବେଶର ସୁରକ୍ଷା ନିତାନ୍ତ ଜରୁରୀ ହୋଇପଡ଼ିଲାଣି। ସେଥିପାଇଁ ଅନେକ ପରିବେଶବିତ୍‌…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri