ଦରମା ଟଙ୍କାରେ ସାଇବାବାଙ୍କର ମୂର୍ତ୍ତି କିଣିଥିଲି
ଶିକ୍ଷକତା ପ୍ରତି ସବୁବେଳେ ମୋର ଏକ ଭିନ୍ନ ଆକର୍ଷଣ ରହିଥାଏ। ହେଲେ ବି.ଇଡି ଡିଗ୍ରୀ ନଥିବା ଓ ପୁଅର ତତ୍ତ୍ୱାବଧାନରେ କାଳେ ଅବହେଳା ହୋଇଯିବ ଭାବି ଚାକିରି ଖୋଜିବାରେ ଅଯଥା ସମୟ ନଦେଇ, ଛୋଟମୋଟ କୋର୍ସ (ଯାହାର କ୍ଲାସ୍ ୨/୩ ଘଣ୍ଟା…
ଇ- ଅପ୍ଡେଟ୍ ନିଶା
ଅନ୍ଲାଇନ୍ରେ ବିଶେଷକରି ସୋସିଆଲ୍ ମିଡିଆରେ ଆକ୍ଟିଭ୍ ରହିବାର ନିଶା ଏବେ ଯୁବପିଢ଼ିଙ୍କଠାରେ ସବୁଠୁ ଅଧିକ ଦେଖିବାକୁ ମିଳୁଛି। ହେଲେ ଏହାଦ୍ୱାରା କେବେକେବେ ଅନେକଙ୍କୁ ବିଭିନ୍ନ ସମସ୍ୟାର ମଧ୍ୟ ସମ୍ମୁଖୀନ ହେବାକୁ ପଡୁଛି। ତେଣୁ କେଉଁ ସବୁ ଦିଗ ପ୍ରତି ସତର୍କ ରହିଲେ…
ବିଶ୍ୱର ସର୍ବନିମ୍ନ ଶାନ୍ତିପୂର୍ଣ୍ଣ ଦେଶ
କାବୁଲ,୨ା୭: କ୍ରମାଗତ ପଞ୍ଚମ ବର୍ଷ ପାଇଁ ଆଫଗାନିସ୍ତାନ ବିଶ୍ୱର ସର୍ବନିମ୍ନ ଶାନ୍ତିପୂର୍ଣ୍ଣ ଦେଶ ଭାବରେ ପରିଗଣିତ ହୋଇଛି। ଇନ୍ଷ୍ଟିଚ୍ୟୁଟ୍ ଫର୍ ଇକୋନୋମିକ୍ସ ଆଣ୍ଡ୍ ପିସ୍ (ଆଇପି)’ଗ୍ଲୋବାଲ ପିସ୍ ଇଣ୍ଡେକ୍ସ ୨୦୨୨’ ରେ ଏହି ସୂଚନା ଦେଇଛି। ଆଫଗାନିସ୍ତାନ ପରେ ୟେମେନ, ସିରିଆ,…
ଟଙ୍କା ସଞ୍ଚୟ ପାଇଁ କିଣନ୍ତି ଏକ୍ସପାୟରି ସାମଗ୍ରୀ
ଲଣ୍ଡନ: ଆଜିକାଲି ସମୟରେ ଖାଦ୍ୟ ଭେଜାଲ ହେବା ସାଧାରଣ କଥା ହୋଇଗଲାଣି। ଅନେକ କମ୍ପାନୀ ମଧ୍ୟ ଅଛନ୍ତି, ଯେଉଁମାନେ ଖାଦ୍ୟ ଓ ପାଣିକୁ ଭେଜାଲ କରି ବିକ୍ରି କରୁଛନ୍ତି। ତେଣୁ ଲୋକେ ସମସ୍ତ ଖାଦ୍ୟ ପଦାର୍ଥ ଯାଞ୍ଚ କରି କିଣୁଛନ୍ତି। ହେଲେ…
୪୪ ଘଣ୍ଟାରେ ବୁଲିଲେ ୪୮ ରାଜ୍ୟ
ୱାଶିଂଟନ୍: ଅନେକ ଲୋକ ବୁଲିବାକୁ ବହୁତ ପସନ୍ଦ କରିଥାଆନ୍ତି। ଯେପରି କମ୍ ଖର୍ଚ୍ଚରେ ଅଧିକ ନୂଆ ନୂଆ ଜାଗା ବୁଲିହେବ, ସେପରି ଉପାୟ ମଧ୍ୟ ବାହାର କରିଥା’ନ୍ତି। ନିକଟରେ ୨ ଜଣ ବ୍ୟକ୍ତି ଏପରି କରିଛନ୍ତି। ୨ ପାଇଲଟ୍ ଓ…
ହନୁମାନଙ୍କ ମନ୍ଦିରରେ ୨୭୦୦ କିଲୋଗ୍ରାମର ରୁଟି ଭୋଗ, କ୍ରେନରେ ଅଟା ଚକଟା…
ସିକର,୧।୭ : ଶନିବାର ରାଜସ୍ଥାନର ସିକର ସହରର ଦେବପୁରା ବାଲାଜୀ ମନ୍ଦିରରେ ହନୁମାନଜୀଙ୍କୁ ଏକ ନିଆରା ଭୋଗ ଅର୍ପଣ କରାଯାଇଛି। ଏଥିପାଇଁ ମନ୍ଦିରରେ ଏକ ବିଶାଳ ଚୁଲା ତିଆରି କରି ୨୭୦୦ କିଲୋଗ୍ରାମର ବିଶାଳକାୟ ରୁଟି ପ୍ରସ୍ତୁତ କରାଯାଇଛି ଯୋଧପୁର ଏବଂ…
ଜାହାଜ ଭିତରେ ପୂରା ସହର, ଆସନ୍ତାବର୍ଷ ଆରମ୍ଭ କରିବ ଯାତ୍ରା, ଜାଣନ୍ତୁ କ’ଣ ସବୁ ରହିଛି ସୁବିଧା…
ଆଜିର ସମୟରେ ଅନେକ ପ୍ରକାରର ବିଳାସପୂର୍ଣ୍ଣ ଜିନିଷ ଉପଲବ୍ଧ। ମାନବ ଜୀବନକୁ ସହଜ କରିବା ପାଇଁ ଏହି ଜିନିଷଗୁଡ଼ିକ ତିଆରି କରାଯାଇଛି। ଏହି ସୃଷ୍ଟିଗୁଡ଼ିକ ଦେଖିବା ପରେ ଅନେକ କଥା ବିଶ୍ୱାସ କରିହୁଏ ନାହିଁ। କିଛି ବର୍ଷ ପୂର୍ବେ ଲୋକମାନେ ସମୁଦ୍ରରେ…
ହୋର୍ଡିଂରେ ମେସେଜ୍
ନୋଏଡ଼ା : ଅନେକ ସମୟରେ ସୋସିଆଲ ମିଡିଆରେ ବିଭିନ୍ନ ପ୍ରକାର ଜିନିଷ ଭାଇରାଲ ହୋଇଥାଏ। ‘ଆଇ ଆମ୍ ସରି ସଞ୍ଜୁ। ଆଇ ୱିଲ୍ ନେଭର ଏଭର୍ ହର୍ଟ ୟୁ ଏଗେନ୍ ୟୋର ସୁସ୍’ ଏପରି ଏକ ହୋର୍ଡିଂର ଫଟୋ ସୋସିଆଲ ମିଡିଆରେ…
୮୦ ଲକ୍ଷ ଥର ରାମ ନାମ ଲେଖିଲେଣି ୯୪ ବର୍ଷୀୟା
ଡେରାଡୁନ: ଅନେକ ଲୋକ ଅଛନ୍ତି, ଯେଉଁମାନେ ପ୍ରଭୁଙ୍କ ପ୍ରତି ନିଜ ଭକ୍ତିକୁ କିଛି ଭିନ୍ନ ଉପାୟରେ ଜାହିର କରିଥାନ୍ତି। ଏପରି କିଛି ଝଲକ ନିକଟରେ ଦେଖିବାକୁ ମିଳିଛି। ଜଣେ ୯୪ ବର୍ଷୀୟା ୮୦ ଲକ୍ଷ ଥର ପ୍ରଭୁ ଶ୍ରୀରାମଙ୍କ ରାମ ନାମ ଲେଖି…
ଦେହରେ ନିଅଁା ଲଗାଇ ଦୌଡ଼ିଲେ
ପ୍ୟାରିସ: ଦୈନନ୍ଦିନ କାର୍ଯ୍ୟକଳାପଠାରୁ ଆଗକୁ ବଢ଼ି ଯଦି କେହି ଅଲଗା କରନ୍ତି, ଲୋକେ ତାକୁ ମନେ ରଖିନ୍ତି। ନିକଟରେ ଫ୍ରାନ୍ସର ଜଣେ ଯୁବକ ଏପରି କିଛି କରିଛନ୍ତି। ତାଙ୍କର ଏପରି କାର୍ଯ୍ୟରେ କେହି ବି ଡରିଯିବେ। ଜୋନାଥନ ଭେରୋ ନାମକ ଜଣେ ଫ୍ରେନ୍ଚ…
ଶରୀରରେ ନିଆଁ ଲଗାଇ ଦୌଡ଼ି ରେକର୍ଡ
ପ୍ୟାରିସ: ବର୍ତ୍ତମାନ ଟ୍ରେଣ୍ଡର ସମୟ ଚାଲିଛି। କିଛି ଭିନ୍ନ କରି ଟ୍ରେଣ୍ଡ ରହିବାକୁ ପ୍ରାୟ ସମସ୍ତେ ପସନ୍ଦ କରୁଛନ୍ତି। ନିକଟରେ ଜୋନାଥନ ଭେରୋ ନାମକ ଜଣେ ଫ୍ରେନ୍ଚ ଫାୟାରଫାଇଟର ନିଜ ଶରୀରରେ ନିଆଁ ଲଗାଇ ଅଧିକ ବାଟ ଦୌଡ଼ିବାରେ ସଫଳ ହୋଇଛନ୍ତି।…
କୋଲଡ୍ରିଙ୍କ୍ସ ପିଇଲେ କ୍ୟାନସର! ଚେତାଇଲା ହୁ
‘ମିଠା ହେ ପର ଚିନି ନହିଁ ହେ’ ଏପରି କଥା ଆପଣ ବିଭିନ୍ନ କୋଲ୍ଡ ଡ୍ରିଙ୍କ୍ସର ବିଭିନ୍ନ ବିଜ୍ଞାପନରେ ଶୁଣିବାକୁ ପାଇଥିବେ। କିନ୍ତୁ ଏକ ରିପୋର୍ଟରୁ ଜଣାପଡିଛି କି, ଏପରି କୋଲ୍ଡ ଡ୍ରିଙ୍କ୍ସ ଏବଂ ଡାଏଟ୍ କୋକ୍ରେ ରହିଛି କ୍ୟାନସର୍ ସୃଷ୍ଟିକାରୀ…
Archives


