ଫୁରସତ

ପାକିସ୍ତାନୀ ବନ୍ଧୁଙ୍କ ସହ ଫଟୋ ଶେୟାର କଲେ ଭାରତୀୟ ବ୍ୟକ୍ତି, ଲେଖିଲେ ଏମିତି…

ଆଜିକାଲି ସୀମା ହାଇଦର ଏବଂ ସଚିନଙ୍କ ମାମଲା ଚର୍ଚ୍ଚାରେ ରହିଛି। ଜଣେ ଭାରତୀୟ ଯୁବକଙ୍କୁ ଭଲ ପାଇବା ପରେ ଭାରତକୁ ଆସିଥିବା ଜଣେ ପାକିସ୍ତାନୀ ମହିଳାଙ୍କ ପ୍ରେମ କାହାଣୀ ଲୋକଙ୍କୁ ଆଶ୍ଚର୍ଯ୍ୟ କରିବା ସହିତ ପ୍ରଶ୍ନ ଉଠାଉଛି। ଭାରତ ଏବଂ ପାକିସ୍ତାନ…

ଏଠାରେ ୨୪ ଘଣ୍ଟା ପାଇଁ ହୁଏ ବିବାହ, ପୁରୁଷଙ୍କୁ ଦେବାକୁ ପଡ଼େ ଏତିକି ଟଙ୍କା…

ଦୁନିଆରେ ବିଭିନ୍ନ ପ୍ରକାରର ସଂସ୍କୃତି ରହିଛି। ଜୀବନ ଏବଂ ବିବାହ ସମ୍ବନ୍ଧରେ ଯେକୌଣସି ସ୍ଥାନରେ ଲୋକଙ୍କର ସ୍ବତନ୍ତ୍ର ପ୍ରଥା ରହିଛି। କେଉଁଠି ବିବାହ କିଛି ଦିନ ପାଇଁ ହୋଇଥାଏ ଆଉ କେଉଁଠି ଅନେକ ଦିନ ଧରି ଏକାଠି ରହିଥାନ୍ତି। କିଛି ସ୍ଥାନରେ…

ଶ୍ରାବଣ ମାସରେ ଅଦ୍ଭୁତ ଦୃଶ୍ୟ: ପାଣି ଭିତରେ ଶିବଲିଙ୍ଗ ଦେହରେ ଗୁଡେଇ ହୋଇଛି ନାଗ, ଭିଡିଓ ଦେଖିଲେ… 

ଏବେ ଚାଲିଛି ପବିତ୍ର ଶ୍ରାବଣ ମାସ। ସବୁ ସ୍ଥାନରେ ଭଗବାନ ଶିବଙ୍କୁ ପୂଜାର୍ଚ୍ଚନା କରାଯାଉଛି। କାଉଡିଆମାନେ ପ୍ରତି ସୋମବାର ଜଳଲାଗି କରୁଛନ୍ତି। ଏମିତିରେ ସୋସିଆଲ ମିଡିଆରେ ଏଭଳି ଏକ ଭିଡିଓ ଭାଇରାଲ ହେଉଛି ଯାହାକୁ ଦେଖି ଲୋକେ ଭକ୍ତିରେ ହାତ ଯୋଡ଼ୁଛନ୍ତି।…

ସ୍ମାର୍ଟଫୋନ୍‌ରେ ଶପିଂ ସାଇଟ୍‌ ଅଧିକ ସର୍ଚ୍ଚ କରୁଛନ୍ତି ଭାରତୀୟ…

ନୂଆଦିଲ୍ଲୀ,୧୯।୭ : ସ୍ମାର୍ଟଫୋନ ଲୋକଙ୍କ ଜୀବନର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ ହୋଇପାରିଛି। ପ୍ରତିଦିନ ଫୋନ ବ୍ୟବହାର ବହୁବିଧ କ୍ଷେତ୍ରରେ କରାଯାଇଥାଏ। ଯେପରିକି ସାଇଟ୍‌ ସର୍ଚ୍ଚ, ସୋସିଆଲ ମିଡିଆ ପରିଦର୍ଶନ, ଖେଳ ଖେଳିବା ଏବଂ ଭିଡିଓ ଦେଖିବା ଇତ୍ୟାଦି। ନିକଟରେ ଏକ ଅନୁସନ୍ଧାନ…

କୁକୁର ଗଳାରେ ଆଧାର କାର୍ଡ

ମୁମ୍ବାଇ: ଆଧାର କାର୍ଡ ବର୍ତ୍ତମାନ ସମୟରେ ଏକ ଗୁରୁତ୍ୱପୂର୍ଣ୍ଣ ପରିଚୟପତ୍ର ପାଲଟିଛି। ସରକାରୀ କାର୍ଯ୍ୟ ହେଉ ଅବା ବ୍ୟକ୍ତିଗତ ସବୁ କ୍ଷେତ୍ରରେ ଆଧାର କାର୍ଡର ଆବଶ୍ୟକତା ରହିଛି। କିନ୍ତୁ ଏବେ ଏହି ଆଧାର କାର୍ଡ ମୁମ୍ବାଇ ଛତ୍ରପତି ଶିବାଜୀ ମହାରାଜ ଅନ୍ତର୍ଜାତୀୟ…

ମହିଳାଙ୍କ ଦେହରେ ୮୦୦ରୁ ଅଧିକ ଟାଟୁ

ଲଣ୍ଡନ: ବର୍ତ୍ତମାନ ଟାଟୁ ଏକ ଫ୍ୟାଶନରେ ପରିଣତ ହୋଇଗଲାଣି। ଲୋକେ ଶରୀରର ବିଭିନ୍ନ ସ୍ଥାନରେ ଭିନ୍ନ ଭିନ୍ନ ଟାଟୁ କରୁଛନ୍ତି। ହେଲେ ନିକଟରେ ବ୍ରିଟେନ୍‌ର ଜଣେ ମହିଳାଙ୍କୁ ଟାଟୁ ଏତେ ପସନ୍ଦ ଯେ ଶରୀରର ସମସ୍ତ ଜାଗାରେ ଟାଟୁ କରିଦେଇଛନ୍ତି। ରିପୋର୍ଟ…

ସିଙ୍ଗାପୁର ପାସ୍‌ପୋର୍ଟ ସବୁଠୁ ଶକ୍ତିଶାଳୀ

ସିଙ୍ଗାପୁର: ହେନେଲି ପାସ୍‌ପୋର୍ଟ ଇଣ୍ଡେକ୍ସ ମଙ୍ଗଳବାର ସିଙ୍ଗାପୁର ପାସ୍‌ପୋର୍ଟକୁ ବିଶ୍ୱର ସବୁଠୁ ଶକ୍ତିଶାଳୀ ଭାବେ ସ୍ଥାନିତ କରିଛି। ଯେଉଁଥିରେ ୨୨୭ରୁ ୧୯୨ ଭିଜାମୁକ୍ତ ଗନ୍ତବ୍ୟସ୍ଥଳକୁ ଯିବାକୁ ଅନୁମତି ରହିଛି। ୩ ୟୁରୋପିଆନ୍‌ ଦେଶ ଇଟାଲୀ, ଜର୍ମାନୀ, ସ୍ପେନ୍‌ର ପାସ୍‌ପୋର୍ଟରେ ଭିଜାମୁକ୍ତ ଗନ୍ତବ୍ୟସ୍ଥଳ…

ଜଳବାୟୁ ପରିବର୍ତ୍ତନ ଯୋଗୁ ପ୍ରାକୃତିକ ବିପର୍ଯ୍ୟୟ ସଙ୍କଟରେ ୫ ଦେଶ…

ଓ୍ବାଶିଂଟନ,୧୮।୭ : ଜଳବାୟୁ ପରିବର୍ତ୍ତନ ସମଗ୍ର ବିଶ୍ୱରେ ବିପଦ ସୃଷ୍ଟି କରିଛି। ଏହି ପ୍ରାକୃତିକ ବିପର୍ଯ୍ୟୟ ଯୋଗୁଁ ଆମେରିକା, ଚାଇନା, ଦକ୍ଷିଣ କୋରିଆ, ଜାପାନ, ସ୍ପେନାରେ ସଙ୍କଟ ସୃଷ୍ଟି ହୋଇଛି। ଦକ୍ଷିଣ କୋରିଆରେ ପ୍ରବଳ ବର୍ଷା ଯୋଗୁଁ ବନ୍ୟା ପରିସ୍ଥିତି ଯୋଗୁଁ…

ଶାନ୍ତିଦୂତ ମଣ୍ଡେଲା

ନେଲ୍‌ସନ ମଣ୍ଡେଲା ଅନ୍ତର୍ଜାତୀୟ ଦିବସ ଅର୍ଥାତ୍‌ ମଣ୍ଡେଲା ଦିବସ ହେଉଛି ନେଲ୍‌ସନ ମଣ୍ଡେଲାଙ୍କ ସମ୍ମାନାର୍ଥେ ବାର୍ଷିକ ଅନ୍ତର୍ଜାତୀୟ ଦିନ, ଯାହା ପ୍ରତିବର୍ଷ ୧୮ ଜୁଲାଇ ଶାନ୍ତିଦୂତ ମଣ୍ଡେଲାଙ୍କ ଜନ୍ମଦିନରେ ପାଳନ କରାଯାଇଥାଏ। ମିଳିତ ଜାତିସଂଘ ପକ୍ଷରୁ ନଭେମ୍ବର ୨୦୦୯ ମଣ୍ଡେଲାଙ୍କ ୯୧ତମ…

୯୦ ବର୍ଷରେ ୫ମ ବିବାହ

ରିୟାଧ: ଦୁନିଆରେ ଅନେକ ପ୍ରକାର ଲୋକ ଅଛନ୍ତି। ବୃଦ୍ଧ ସମୟରେ ପ୍ରଭୁଙ୍କ ପାଖରେ ସମୟ କାଟିବାକୁ ପସନ୍ଦ କରନ୍ତି। ହେଲେ ଜଣେ ୯୦ ବର୍ଷୀୟ ବ୍ୟକ୍ତି ଏବେ ବି ବିବାହ କରିବା କଥା ଚିନ୍ତା କରୁଛନ୍ତି। ରିପୋର୍ଟ ମୁତାବକ, ସାଉଦି ଆରବର…

୯୦ ବର୍ଷରେ ୫ମ ବିବାହ: ହନିମୁନ୍‌କୁ ନେଇ ବହୁତ ଖୁସି

ରିୟାଧ: ବୃଦ୍ଧା ଅବସ୍ତାରେ ତ୍ରୀର୍ଥ କରିବାକୁ ଲୋକେ ପସନ୍ଦ କରନ୍ତି। ହେଲେ ଏମିତି ଜଣେ ବୃଦ୍ଧ ଅଛନ୍ତି ଯିଏକି ୯୦ ବର୍ଷ ବୟସରେି ବିବାହ କରିବା କଥା ଚିନ୍ତା କରୁଛନ୍ତି। ରିପୋର୍ଟ ମୁତାବକ, ସାଉଦି ଆରବର ନାଦିର ବିନ୍‌ ଦହୈମ ବାହକ…

ନିଲାମ ହେବ ୧୨୧ବର୍ଷ ପୁରୁଣା କାଡ୍‌ବେରି

ଲଣ୍ଡନ: ଚକୋଲେଟ୍‌ ସମସ୍ତଙ୍କୁ ପସନ୍ଦ । ଯାହାକୁ ଦେଖିଲେ ଖାଇବାକୁ ଇଚ୍ଛାହୁଏ। ହେଲେ ଏପରି ଏକ ଚକୋଲେଟ୍‌ ଅଛି, ତାକୁ କେବଳ ଦେଖିପାରିବେ, କିନ୍ତୁ ଖାଇ ପାରିବେନାହିଁ। ୧୨୧ ବର୍ଷ ପୁରୁଣା ଏହି କାଡ୍‌ବେରି ଚକୋଲେଟ୍‌ ଏବେ ନିଲାମ ହେବ। ଏହି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?