ମାଇକ୍ରୋଓ୍ବେଭନରେ ପ୍ଲାଷ୍ଟିକ ପାତ୍ରରେ ଖାଦ୍ୟ ଗରମ କରିବା ଶରୀର ପାଇଁ କ୍ଷତିକାରକ, ପେଟକୁ ଯାଇପାରେ ନାନୋପ୍ଲାଷ୍ଟିକ କଣିକା
ଖାଦ୍ୟ ଶୀଘ୍ର ଗରମ ପାଇଁ ମାଇକ୍ରୋଓ୍ବେଭନ ବ୍ୟବହାର କରୁଛନ୍ତି କି। ତେବେ କଣ ଆପଣ ଖାଦ୍ୟ ଗରମ ପାଇଁ ପାଷ୍ଟିକ ପାତ୍ର ବ୍ୟବହାର କରୁଛନ୍ତି। ତେବେ ହୋଇଯାଆନ୍ତୁ ସାବଧାନ। ମାଇକ୍ରୋୱେଭରେ ପ୍ଲାଷ୍ଟିକ ପାତ୍ରରେ ଖାଦ୍ୟ ଗରମ କରିବା ସ୍ବାସ୍ଥ୍ୟ ପାଇଁ କ୍ଷତିକାରକ…
ଏହି ଦେଶରେ ନାହିଁ ରେଳ କି ସଡ଼କର ବ୍ୟବସ୍ଥା, ଲୋକେ ଡଙ୍ଗା,ହେଲିକପ୍ଟରରେ କରନ୍ତି ଯାତ୍ରା
ନୁକ୍,୨୨।୬: ଗ୍ରୀନଲ୍ୟାଣ୍ଡ ହେଉଛି ଆମେରିକାର ମହାଦେଶର ଏକ ଭୌଗୋଳିକ ଅଂଶ। ୧୯୭୩ରେ ଏହା ୟୁରୋପୀୟ ୟୁନିଅନରେ ସାମିଲ ହୋଇଥିଲା। ଯେତେବେଳେ ଏହା ଡେନମାର୍କର ଅଂଶ ଥିଲା, କିନ୍ତୁ ପରେ ଏହାକୁ ଛାଡିଦିଆଯାଇଥିଲା। ଏହାର ମୂଳ ବାସିନ୍ଦା ହେଉଛନ୍ତି କାନାଡାରୁ ଗ୍ରୀନଲ୍ୟାଣ୍ଡକୁ ଆସିଥିବା…
ସୋସିଆଲ ମିଡିଆରେ ବନ୍ଧା ବିଶ୍ୱର ୬୦%
ସିଙ୍ଗାପୁର: ବର୍ତ୍ତମାନ ସମୟରେ ପିଲାଙ୍କଠାରୁ ଆରମ୍ଭ କରି ବୃଦ୍ଧ ସମସ୍ତେ ଅଳ୍ପେ, ବହୁତେ ସୋସିଆଲ ମିଡିଆ ବ୍ୟବହାର କରୁଛନ୍ତି। ନିକଟରେ କରାଯାଇଥିବା ଏକ ଅଧ୍ୟୟନ ଅନୁସାରେ ବିଶ୍ୱର ୬୦%ରୁ ଅଧିକ ଲୋକ ଏବେ ସାମାଜିକ ଗଣମାଧ୍ୟମରେ ବନ୍ଧା। ସିଙ୍ଗାପୁରର ଡିଜିଟାଲ ଆଡ୍ଭାଇଜରି ଫାର୍ମ…
ଆଦୃତ ହେଉଛି ଫେସ୍କିନି ଫ୍ୟାଶନ
ବେଜିଂ: ଫ୍ରାନ୍ସ, ଆମେରିକା, ଚାଇନାରେ ଏବେ ଅସହ୍ୟ ତାତି। ସ୍ଥାନୀୟ ଅଞ୍ଚଳ ତାପମାତ୍ରା କ୍ରମାଗତ ବଢ଼ିବାରେ ଲାଗିଛି। ଚାଇନାର ବିଭିନ୍ନ ଅଞ୍ଚଳରେ ପାରଦ ଏବେ ୩୫ ଡିଗ୍ରୀ ସେଲ୍ସିୟସ୍ ପାର୍ କରିଥିବାବେଳେ ସ୍ଥାନୀୟ ଅଞ୍ଚଳରେ ଫେସ୍କିନି ଫ୍ୟାଶନ ଏବେ ଟ୍ରେଣ୍ଡ ପାଲଟିଛି।…
ବାହାରେ ଗୋରୁ ବୁଲିଲେ ମାଲିକଙ୍କୁ ମିଳିବ ଏଭଳି ଦଣ୍ଡ, ଚପଲ ମାଡ଼ ସାଙ୍ଗକୁ ଗଣିବେ ତଣ୍ଡ
ଭୋପାଳ:ଗ୍ରାମବାସୀଙ୍କ ଭଲ ମନ୍ଦ ବୁଝିବା ସହ ବିଭିନ୍ନ ସରକାରୀ ଯୋଜନାକୁ କାର୍ଯ୍ୟକାରୀ କରିବା ପ୍ରତ୍ୟେକ ସରପଞ୍ଚଙ୍କ କାର୍ଯ୍ୟ। ମାତ୍ର ମଧ୍ୟପ୍ରଦେଶ ନାଗ୍ନାଡୁଇ ଗାଁ ସରପଞ୍ଚ ସେଠାରେ ଏକ ନୂଆ ନିୟମ ଲାଗୁ କରିଛନ୍ତି, ଯାହାକୁ ନେଇ ଏବେ ବିବାଦ ବଢ଼ିଛି। ଯଦି…
କୁମ୍ଭୀରକୁ ଏମିତି ଶିକାର କଲେ ସିଂହପଲ, ଭିଡିଓ ଦେଖିଲେ…
କଥାରେ ଅଛି, କୁମ୍ଭୀର ଯଦି ପାଣିରେ ଥାଏ, ତେବେ ସିଂହ ବି ପାଣିକୁ ଓହ୍ଲାଇବା ବିପଜ୍ଜନକ ହୋଇଥାଏ। ଏହା ପୂର୍ବରୁ ଶହେ ଥର ଭାବିବାକୁ ପଡ଼େ। କିନ୍ତୁ ଦକ୍ଷିଣ ଆଫ୍ରିକାରୁ ଏମିତି ଏକ ଭିଡିଓ ଭାଇରାଲ ହେଉଛି, ଯାହା ଦେଖିଲେ ଭୟରେ…
କକ୍ଷପଥରେ ଗ୍ରହର ସମ୍ଭାବ୍ୟ ମିଳନ
ନୂଆଦିଲ୍ଲୀ:ନିକଟରେ ଜ୍ୟୋତିର୍ବିଜ୍ଞାନିମାନେ ଏକ ଦୂର ତାରାର ସମାନ କକ୍ଷପଥ ଥିବା ଗୋଟିଏ ଗ୍ରହର ସମ୍ଭାବ୍ୟ ଯୁଗଳର ଅନୁସନ୍ଧାନ କରିଛନ୍ତି। ଅନୁସନ୍ଧାନକାରୀମାନେ ଗ୍ରହାବଶେଷଗୁଡ଼ିକର ଏକ ସ୍ଥାନ ଚିହ୍ନଟ କରିଛନ୍ତି, ଯାହା ଗ୍ରହର କକ୍ଷପଥକୁ ସୂଚିତ କରୁଛି। ଏହା ଏକ ନୂଆ ଗ୍ରହ ବିଲ୍ଡିଂର…
ମା’ ପାଇଁ ଦୁବାଇରୁ ଟମାଟୋ ପଠାଇଲେ ଝିଅ
ଦୁବାଇ: ଟମାଟୋ ଦର ବର୍ତ୍ତମାନ ଆକାଶ ଛୁଇଁଲାଣି। ଅନେକ ଲୋକ ଦୈନନ୍ଦିନର ଖାଦ୍ୟରେ ଟମାଟୋର ବ୍ୟବହାର କରୁଥିଲେ ମଧ୍ୟ ଏବେର ଦର ପାଇଁ ସେମାନେ କଷ୍ଟରେ ଅଛନ୍ତି। ନିକଟରେ ଏକ ଟୁଇଟର ପୋଷ୍ଟ ଭାଇରାଲ ହେବାରେ ଲାଗିଛି; ଯେଉଁଥିରେ ଜଣାପଡ଼ିଛି, ଦେଶରେ…
ଏଠାରେ ବିବାହ ସମୟରେ ମାଛ ଭସାନ୍ତି ବରକନ୍ୟା, କାରଣ ଜାଣିଲେ…
ହିଂସା ପାଇଁ ମଣିପୁର ବେଶ୍ ଚର୍ଚ୍ଚାରେ ରହିଛି। ନିକଟରେ ସେଠାରୁ ଭାଇରାଲ ହେଉଥିବା ଏକ ଭୟାନକ ଭିଡିଓ ଲୋକଙ୍କୁ ଆଶ୍ଚର୍ଯ୍ୟ କରିଛି। ଯେଉଁଥିରେ ଅନେକ ପୁରୁଷ ଦୁଇଜଣ ମହିଳାଙ୍କୁ ଉଲଗ୍ନ କରି ରାସ୍ତାରେ ଚଲାଇ ଚଲାଇ ନେଉଛନ୍ତି। ଏହି କାରଣରୁ ବିଶ୍ୱ…
ନକଲି ଗୋଡ଼ ଲଗାଇ ସ୍କୁଲ ଆସିଲେ କୁନି ଛାତ୍ରୀ, ଏମିତି ସ୍ବାଗତ କଲେ ସହପାଠୀ: ଦେଖନ୍ତୁ ହୃଦୟସ୍ପର୍ଶୀ ଭିଡିଓ…
ନିକଟରେ ସୋସିଆଲ ମିଡିଆରେ ଏକ ହୃଦୟସ୍ପର୍ଶୀ ଭିଡିଓ ଭାଇରାଲ ହୋଇଛି। ଭାଇରାଲ ଭିଡିଓରେ ଦେଖିବାକୁ ମିଳେ ଯେ, ଜଣେ କୁନି ଛାତ୍ରୀ ଗୋଟିଏ ଗୋଡ଼ ନ ଥିବାରୁ ନକଲି ଗୋଡ ଲଗାଇ ପ୍ରଥମଥର ସ୍କୁଲକୁ ଆସିଥିଲେ। ସେ ସ୍କୁଲରେ ପହଞ୍ଚିବା ମାତ୍ରେ…
ଏମିତି ନିୟମ ଲାଗୁକଲା କମ୍ପାନୀ, ଅଧିକ ପିଲା ଜନ୍ମ ପାଇଁ ଆଗ୍ରହ ପ୍ରକାଶ କରୁଛନ୍ତି କର୍ମଚାରୀ
ପ୍ରତ୍ୟେକ କମ୍ପାନୀର ସ୍ବତନ୍ତ୍ର ନିୟମ ରହିଛି। କିଛି ନିୟମ ଜାଣିଲେ ଆଶ୍ଚର୍ଯ୍ୟ ଲାଗେ। ଏମିତି ଏକ ଅଜବ ନିୟମ ରହିଛି ଜାପାନରେ। ଏଠାରେ ଜନ୍ମ ହାର କ୍ରମାଗତ ଭାବେ ହ୍ରାସ ପାଉଛି। ଏଠାକାର ସରକାର ଏହି ପ୍ରସଙ୍ଗରେ ବହୁତ ଚିନ୍ତିତ ଅଛନ୍ତି।…
ନିଲାମ ହେବ ୧୨୧ବର୍ଷ ପୁରୁଣା କାଡ୍ବେରି
ଲଣ୍ଡନ: ଚକୋଲେଟ୍ କାହାକୁ ବା ପସନ୍ଦ ନୁହେଁ। ହେଲେ ଏପରି ଏକ ଚକୋଲେଟ୍ ଅଛି, ତାକୁ କେବଳ ଦେଖିପାରିବେ, କିନ୍ତୁ ଖାଇ ପାରିବେନାହିଁ। ୧୨୧ ବର୍ଷ ପୁରୁଣା ଏହି କାଡ୍ବେରି ଚକୋଲେଟ୍ ଏବେ ନିଲାମ ହେବ। ଏହି ଖାସ୍ ଚକୋଲେଟ୍ ୧୯୦୨ରେ…
Archives


