ସଠିକ୍ ବରପାତ୍ର ଖୋଜିଦେଲେ ଯୁବତୀ ଦେବେ ୪ ଲକ୍ଷ
ଓ୍ବାଶିଂଟନ,୧୪ା୭: ଆମେରିକାର ଲସ୍ଏଞ୍ଜଲସ୍ରୁ ଏକ ଅଜବ ମାମଲା ସାମ୍ନାକୁ ଆସିଛି। ଜଣେ ଯୁବତୀ ଏକୁଟିଆ ରହିବା ଦ୍ୱାରା ଅସୁବିଧାରେ ପଡ଼ିଛନ୍ତି। ସେ କହିଛନ୍ତି, ଯିଏ ତାଙ୍କ ପାଇଁ ପରଫେକ୍ଟ ବରପାତ୍ର ଖୋଜିଦେବେ ସେ ତାଙ୍କୁ ୫୦୦୦ ଡଲାର ଅର୍ଥାତ୍ ଭାରତୀୟ ମୁଦ୍ରାରେ...
ଏକ ଘଣ୍ଟାରେ ୬ ବୋତଲ ପାଣି ପିଇଦେଲେ ୧୦ ବର୍ଷର ବାଳକ: ଆଉ ତା’ପରେ
ପୃଥିବୀର ପ୍ରତ୍ୟେକ ଜୀବ ବଞ୍ଚିବା ପାଇଁ ପ୍ରଚୁର ପାଣି ପିଇବା ଆବଶ୍ୟକ। ପାଣି ବିନା ଜୀବନ ବଞ୍ଚିବାକୁ କେହି କଳ୍ପନା ମଧ୍ୟ କରିପାରିବେ ନାହିଁ। ସୁସ୍ଥ ରହିବା ପାଇଁ ଅଧିକାଂଶ ଡାକ୍ତର ପ୍ରଚୁର ପାଣି ପିଇବାକୁ ପରାମର୍ଶ ଦିଅନ୍ତି। କିନ୍ତୁ...
ଉଡ଼ି ଉଡ଼ି ପିଜ୍ଜା ଡେଲିଭରି
ଲଣ୍ଡନ: ଯୁଗ ଆଧୁନିକ ହେବା ସହ ଲୋକେ ମଧ୍ୟ ଆଧୁନିକ ପ୍ରଣାଳୀକୁ ଆପଣେଇଲେଣି। ଲୋକେ ଘରେ ବସି ସମସ୍ତ ସାମଗ୍ରୀ ଅର୍ଡର କରୁଛନ୍ତି। ତେବେ ଖାଦ୍ୟ ପଦାର୍ଥ ମଧ୍ୟରେ ଲୋକେ ପିଜ୍ଜାକୁ ବେଶି ପସନ୍ଦ କରିଥାନ୍ତି। ଏବେ ଡୋମିନସ୍ ପିଜ୍ଜା...
ଅବାରେକାଇ ମେଳା
ବେଙ୍ଗାଲୁରୁ: ଯେତେବେଳେ ବି ଆମେ ଜଲେବି ବିଷୟରେ ଚିନ୍ତାକରୁ ସେତେବେଳେ ଆମ ମନରେ ଗୋଲ ଏବଂ ହଳଦିଆ ରଙ୍ଗର ଜଲେବି ନଜରକୁ ଆସିଥାଏ। ହେଲେ ନିକଟରେ ସବୁଜ ରଙ୍ଗର ଜଲେବି ସୋସିଆଲ ମିଡିଆରେ ବେଶ୍ ଭାଇରାଲ ହେବାରେ ଲାଗିଛି, ଯାହାକୁ...
ମ୍ୟାଡାମ ନୁହେଁ କି ମିସେସ ନୁହେଁ ନୀତାଙ୍କୁ ବଡ ଆଦରରେ ସମ୍ବୋଧନ କରନ୍ତି ତାଙ୍କ କର୍ମଚାରୀ
ମୁମ୍ବାଇ: ଦେଶର ଜଣାଶୁଣା ଉଦ୍ଦ୍ୟୋଗପତି ମୁକେଶ ଅମ୍ବାନୀ ଓ ତାଙ୍କ ପତ୍ନୀ ତଥା ବିଜନେସ ଓମେନ ନୀତା ଅମ୍ବାନୀଙ୍କ ସମ୍ପର୍କରେ ଜାଣିବାକୁ ପ୍ରାୟ ସମସ୍ତଙ୍କର ଆଗ୍ରହ ଥାଏ। ବିଶେଷ କରି ନୀତାଙ୍କ ସମ୍ପର୍କରେ ଜାଣିବାକୁ ଅନେକେ ଉତ୍ସୁକତାର ସହ ଅପେକ୍ଷା...
ବଦଳିଲା ସମୁଦ୍ରର ୫୬ ପ୍ରତିଶତ ପାଣିର ରଙ୍ଗ, ବୈଜ୍ଞାନିକ କଲେ ଆଶ୍ଚର୍ଯ୍ୟଜନକ ଖୁଲାସା
ଏକ ଅଧ୍ୟୟନରେ ଆଶ୍ଚର୍ଯ୍ୟଜନକ ଖୁଲାସା ହୋଇଛି ଯେ, ଗତ ଦୁଇ ଦଶନ୍ଧି ମଧ୍ୟରେ ୫୬ ପ୍ରତିଶତରୁ ଅଧିକ ମହାସାଗର ରଙ୍ଗ ବଦଳିଯାଇଛି। ଯାହା ପୃଥିବୀର ସମୁଦାୟ ଭୂମି କ୍ଷେତ୍ରଠାରୁ ବଡ଼ ଅଟେ। ମାନବ-ଜଳବାୟୁ ପରିବର୍ତ୍ତନ ଏହା ପଛର କାରଣ ବୋଲି...
ପରିବେଶ ପାଇଁ କ୍ଷତିକାରକ ଡିସପୋଜେବଲ ଇ-ସିଗାରେଟ: ଆମେରିକାରେ ପ୍ରତି ମାସରେ ବିକ୍ରି ହେଉଛି ୧.୧୯କୋଟି ଇ-ସିଗାରେଟ
ସାରା ବିଶ୍ୱରେ ଡିସପୋଜେବଲ ଇ-ସିଗାରେଟ ଏବଂ ଇଲେକ୍ଟ୍ରିକ ଭେପ ବ୍ୟବହାର ବୃଦ୍ଧି ପାଇବାରେ ଲାଗିଛି। ତେବେ ଏହି ଇ-ବର୍ଜ୍ୟବସ୍ତୁ ସାରା ଦେଶରେ ଚିନ୍ତା ବଢାଇଛି। ଏହି ଇ-ସିଗାରେଟକୁ କେବଳ ଥରେ ବ୍ୟବହାର କରିହେବ ତେଣୁ ସବୁଆଡେ ଏହାର ବହୁଳ ବ୍ୟବହାର...
ଟମାଟୋ ଫସଲ ଜମିରେ କଡ଼ା ପହରା, ଚୋରଙ୍କୁ ଭୟ !…
ଶ୍ରୀନଗର,୧୩।୭ : ଟମାଟୋ ବର୍ତ୍ତମାନ ମୂଲ୍ୟବାନ ହୋଇଛି। ଏହାର ମୂଲ୍ୟ ସାଧାରଣ ଲୋକଙ୍କ ହାତ ପାଆନ୍ତ ବାହାରକୁ ଚାଲିଯାଇଛି। ଦୁଇ ସପ୍ତାହ ପୂର୍ବରୁ କିଲୋଗ୍ରାମ ପିଛା ୨୦ ରୁ ୩୦ ଟଙ୍କାରେ ବିକ୍ରି ହୋଇଥିବା ଟମାଟୋ ଏବେ ୨୦୦ଟଙ୍କା ଅତିକ୍ରମ...
ଭୂମିହୀନ ମହିଳାଙ୍କ ସହ ଡ୍ୟାନ୍ସ କରି ଧନୀ-ଗରିବ ଭେଦଭାବ ଦୂର କଲେ ଯୁବତୀ, ଭିଡିଓ ଦେଖିଲେ…
ମଣିଷ ଭିତରେ ମାନବିକତା ରହିବା ଆଜିର ସମୟରେ ଏକ ବିରଳ ଘଟଣା ହୋଇଗଲାଣି। ଲୋକମାନେ ନିଜକୁ ଧନୀ-ଗରିବ ଏବଂ ବିଭିନ୍ନ ସ୍ତରରେ ବିଭକ୍ତ କରିଛନ୍ତି। ତେଣୁ ସେମାନେ ଯେ କୌଣସି ସମୟରେ ପରସ୍ପର ସହ ଯୋଗାଯୋଗ କରିବାକୁ ଦ୍ୱିଧା କରନ୍ତି।...
ଏଠାରେ ମଦ ପିଇଲେ ମିଳିବ ଫାଶୀ
ଦୁନିଆରେ ଅନେକ ଦେଶ ଅଛି, ଯେଉଁଠାରେ ମଦ୍ୟପାନ କରିବା ନିଷେଧ। ଅନେକ ଦେଶରେ ଏହା ଉପରେ କଡା ପ୍ରତିବନ୍ଧକ ରହିଛି। କିନ୍ତୁ ଆଜି ଆମେ ଆପଣଙ୍କୁ ଏପରି ଏକ ଦେଶ ବିଷୟରେ କହିବାକୁ ଯାଉଛୁ ଯେଉଁଠାରେ ମଦ୍ୟପାନ କଲେ ମୃତ୍ୟୁଦଣ୍ଡର...
ଦୁନିଆର ସବୁଠୁ ଛୋଟ ଗାଈ, ଉଚ୍ଚତା ଜାଣିଲେ…
ଗିନିଜ ବୁକ୍ରେ ଏପରି ଅନେକ ରେକର୍ଡ ଅଛି, ଯାହାକୁ ବର୍ଷ ବର୍ଷ ଧରି କେହି ପ୍ରତିଦ୍ୱନ୍ଦ୍ୱିତା କରିବାରେ ସକ୍ଷମ ହୋଇପାରି ନ ଥାନ୍ତି। ସେ ମଣିଷ ହୁଅନ୍ତୁ କି ପ୍ରାଣୀ। ଗିନିଜ୍ ବୁକ୍ରେ କିଏ ସବୁଠୁ ବଡ଼ ଭାବେ ରେକର୍ଡ...
ଲୋକାଳ ଟ୍ରେନ୍ରେ ମୁଥ ମରାମରି ହେଲେ ମହିଳା ଯାତ୍ରୀ: ଭିଡ଼ିଓ ଭାଇରାଲ…
କୋଲକାତା,୧୩।୭ : ସମ୍ପ୍ରତି ସୋସିଆଲ ମିଡିଆରେ ଝଗଡା ଭିଡିଓ ଦେଖିବାକୁ ମିଳୁଛି। କିଛି ଦିନ ପୂର୍ବରୁ ବିମାନରେ ଲଢ଼ିବା ଏକ ଟ୍ରେଣ୍ଡରେ ପରିଣତ ହୋଇଥିବାବେଳେ ବର୍ତ୍ତମାନ ଟ୍ରେନରେ ଝଗଡା କରିବାର ଘଟଣା ସାମ୍ନାକୁ ଆସିଛି। କୋଲକାତାର ଏକ ଲୋକାଲ ଟ୍ରେନରେ...
Archives


