ଫୁରସତ

କଣ୍ଢେଇ ଫେରାଇବାକୁ ବିମାନରେ ଆସିଲେ ୬ହଜାର ମାଇଲ

ୱାଶିଂଟନ: ଜଣେ ୯ ବର୍ଷୀୟା ଝିଅର ଖୁସି ପାଇଁ ପାଇଲଟ୍‌ ଜଣକ ଯାହା କରିଛନ୍ତି, ସେଥିଲାଗି ସେ ଚର୍ଚ୍ଚାକୁ ଆସିଛନ୍ତି। ବିମାନ ଯାତ୍ରା ସମୟରେ ଅନେକେ ତାଙ୍କର କିଛି ଜିନିଷ ଭୁଲି ଯାଇଥିବା ନଜରକୁ ଆସିଛି। ତେବେ ନିକଟରେ ଏକ ଛୋଟପିଲା…

ସବୁଜ ପୃଥିବୀକୁ ଜୀବନ୍ତ ରଖିବା ଅପରିହାର୍ଯ୍ୟ

ଆମର ସବୁଜ ପୃଥିବୀ ଏବେ ବିଭିନ୍ନ ସମସ୍ୟା ଦେଇ ଗତି କରୁଛି। ପୃଥିବୀ ସାମ୍ନା କରୁଥିବା ସମସ୍ତ ସଙ୍କଟ ମଧ୍ୟରୁ ଅଧିକାଂଶ ମନୁଷ୍ୟ କୃତ। ଜନସଂଖ୍ୟା ବୃଦ୍ଧି, ଦ୍ରୁତ ଶିଳ୍ପାୟନ, ବିଶ୍ୱ ତାପନ ଆଦି ଜୀବନ୍ତ ପୃଥିବୀ ପାଇଁ ଆହ୍ବାନ ସୃଷ୍ଟି…

ଦୁନିଆର ସବୁଠୁ ଦାମୀ କାର୍‌, ଦାମ୍‌ ଜାଣିଲେ…

ଯେତେବେଳେ ବି ଜଣେ ବ୍ୟକ୍ତି କାର୍‌ କିଣିବାକୁ ଯାଆନ୍ତି, ସେ ଅନେକ କଥା ପ୍ରତି ଧ୍ୟାନ ଦିଅନ୍ତି। ସର୍ବପ୍ରଥମେ ଜଣେ ସାଧାରଣ ବ୍ୟକ୍ତି କାରର ମାଇଲେଜକୁ ଗୁରୁତ୍ୱ ଦିଅନ୍ତି। କାର୍‌ ଦ୍ୱାରା ବ୍ୟବହାର ହେଉଥିବା ଇନ୍ଧନର ପରିମାଣ ଏହାର ସବୁଠାରୁ ବଡ଼…

ଶୋଇବା ସମୟରେ ମୋବାଇଲ ଚାର୍ଜ କରୁଥିଲେ ରୁହନ୍ତୁ ସତର୍କ, ନଚେତ୍‌…

ଆଜିର ସମୟରେ ମୋବାଇଲ ମାନବ ଜୀବନର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଅଂଶ ହୋଇଛି। କାହା ହାତରେ କିଛି ଥାଉ ନ ଥାଉ ସ୍ମାର୍ଟ ଫୋନ ସମସ୍ତଙ୍କ ପାଖରେ ଅଛି। ଲୋକମାନଙ୍କୁ ମୋବାଇଲ ନିଶା ଏତେ ଘାରିଛି ଯେ, ଉଠିବାଠାରୁ ଶୋଇବା ପର୍ଯ୍ୟନ୍ତ ସମସ୍ତ…

ମହାକାଶରେ ରୋଗ ପ୍ରତିରୋଧକ ଶକ୍ତି ହୋଇଥାଏ କମ…

ଓ୍ବାଶିଂଟନ,୨୮।୮ : ଅନ୍ତର୍ଜାତୀୟ ସ୍ପେସ ଷ୍ଟେଶନରେ ମହାକାଶଚାରୀଙ୍କ ରୋଗ ପ୍ରତିରୋଧକ ଶକ୍ତି ଦୁର୍ବଳ ହୋଇଯାଇଥାଏ। ତେବେ ପୃଥିବୀକୁ ଫେରିବା ପରେ ତାଙ୍କ ସ୍ବାସ୍ଥ୍ୟ ସ୍ବାଭାବିକ ଅବସ୍ଥାକୁ ଆସିଥାଏ। ସ୍ବିଡେନର ଏକ ଗବେଷକ ଦଳଙ୍କ ଦ୍ୱାରା ନିକଟରେ ହୋଇଥିବା ଏକ ଅଧ୍ୟୟନରେ ଏହା…

ଲାଇଭ ଟେଲିକାଷ୍ଟରେ ଆଙ୍କରଙ୍କୁ ପ୍ରପୋଜ କଲେ ରିପୋର୍ଟର, ଭିଡିଓ ଭାଇରାଲ

ଓ୍ବାଶିଂଟନ,୨୮।୮: ଜଣେ ସାଧାରଣ ନାଗରିକ ନିଜ ଖୁସି ପ୍ରକାଶ କରିବା ପାଇଁ ଯେ କୌଣସି ସୀମାକୁ ଯାଇପାରେ। ଯଦି ପ୍ରେମର କଥା ଉଠିଲା ତେବେ ମଣିଷ ନିଜ ପାର୍ଟନରକୁ ସ୍ପେଶାଲ ଫିଲ କରିବାକୁ ସବୁ ପ୍ରକାର ଚେଷ୍ଟା କରିଥାଏ। ସେ ନିଜ…

ଖାଦ୍ୟରେ ଅଳ୍ପ ଲୁଣ ହୃଦ୍‌ରୋଗ ଆଶଙ୍କା ୨୦% କମାଏ

ଲଣ୍ଡନ,୨୮।୮: ଖାଦ୍ୟରେ ଲୁଣର ମାତ୍ରା କମ୍‌ କରିବା ବା କମ୍‌ ଲୁଣଯୁକ୍ତ ଖାଦ୍ୟ ଖାଇବା ହୃଦରୋଗ ସମସ୍ୟାକୁ ୨୦% କମାଇଥାଏ ବୋଲି ଏକ ଅଧ୍ୟୟନରୁ ଜଣାପଡ଼ିଛି। ଦି ଗାଡିୟାନ୍‌ ଆର୍ଲି ସଣ୍ଡେର ରିପୋର୍ଟ ଅନୁସାରେ ଅଧିକ ଲୁଣ ଖାଉଥିବା ଲୋକଙ୍କ ତୁଳନାରେ…

ଏମିତି ଗାଁ, ଯେଉଁଠି ପ୍ରଥମେ ରାକ୍ଷସଙ୍କୁ କରାଯାଏ ପୂଜା, ପରେ ଦେବତା

ଆମ ଦେଶରେ ଏମିତି ଏକ ଗାଁ ରହିଛି, ଯେଉଁଠି ପ୍ରଥମେ ରାକ୍ଷସଙ୍କୁ ଏବଂ ପରେ ଦେବତାଙ୍କୁ ପୂଜା କରାଯାଇଥାଏ। ଏପରି ଗାଁ ବିହାରରେ ରହିଛି। ବିହାରର ସିଓ୍ବାନ ଜିଲାର ଦାରୁଲି ଗାଁ। ଏଠାରେ ଦୁଇ ଚାରି ବର୍ଷ ନୁହେଁ, ଶତାବ୍ଦୀ ଧରି…

ପୁରୁଷଙ୍କୁ ଦେଖିଲେ ଜୋର୍‌ରେ ସିଟି ବଜାନ୍ତି ଏହି ଗାଁର ମହିଳା, କାରଣ ଜାଣିଲେ…

ସାଧାରଣତଃ ପ୍ରତ୍ୟେକ ବ୍ୟକ୍ତି ସେମାନଙ୍କ ନାଁରୁ ହିଁ ପରିଚିତ ହୋଇଥାନ୍ତି। ଦୁନିଆର ଯେକୌଣସି କୋଣକୁ ଯାଆନ୍ତୁ, ଆପଣ ପ୍ରତ୍ୟେକ ବ୍ୟକ୍ତିଙ୍କ ପାଇଁ ଏକ ଭିନ୍ନ ନାମ ପାଇବେ। ଏହି ନାମ ହେଉଛି ତାଙ୍କର ପରିଚୟ। ଜନ୍ମ ପରେ ପରିବାର ସଦସ୍ୟମାନେ ପ୍ରଥମେ…

ଏମ୍ପରର ପେଙ୍ଗୁଇନ ଲୋପ ପାଇବା ଆଶଙ୍କା…

ଓ୍ବାଶିଂଟନ,୨୭।୮ : ପେଙ୍ଗୁଇନ ହେଉଛନ୍ତି ଏପରି ପ୍ରାଣୀ, ଯେଊଁମାନେ କେବଳ ପୃଥିବୀର ଏକ ନିର୍ଦ୍ଦିଷ୍ଟ ଅଞ୍ଚଳରେ ବାସ କରିଥାନ୍ତି। ତାହା ହେଉଛି ଆଣ୍ଟାର୍କଟିକ ନିକଟରେ। କୁହାଯାଏ ଡାଇନୋସର ସମୟରୁ ସେମାନେ ପୃଥିବୀରେ ରହିଛନ୍ତି। କିନ୍ତୁ ବର୍ତ୍ତମାନ ସେମାନଙ୍କ ମଧ୍ୟରୁ ଏକ ବିଶେଷ…

ମୋବାଇଲ ମାନିଆ: କିଶୋର, ଛୋଟ ପିଲାଙ୍କ ମଧ୍ୟରେ ବଢୁଛି ଅନିଦ୍ରା ସମସ୍ୟା…

ସିଆଟେଲ,୨୭।୮ : କମ୍ପ୍ୟୁଟରରେ ଛୋଟ ପିଲା ଏବଂ କିଶୋରମାନେ ଅଧିକ ସମୟ ବିତାଇବା ଦ୍ୱାରା ଏବେ ସଙ୍କଟ ଜନକ ସ୍ଥିତି ସୃଷ୍ଟି ହୋଇଛି। ଆମେରିକାର ସିଆଟେଲ ଶିଶୁ ହସପିଟାଲର ମୁଖ୍ୟ ଚିକିତ୍ସକ ତଥା ସ୍ଲିପିଙ୍ଗ ସେଣ୍ଟରର ମୁଖ୍ୟ ଶିଶୁ ଚିକିତ୍ସକ ମେଡା…

ପାନ ବର୍ଗର

ଖାଦ୍ୟ ଉପରେ ନାନା ପ୍ରକାରର ଏକ୍ସପେରିମେଣ୍ଟ କରି ଅଜବ ଅଜବ ପ୍ରକାରର ନୂଆ ଡିସ୍‌ ପ୍ରସ୍ତୁତ କରାଯାଉଥିବା ଶୁଣିଥିବେ । ଏଇ ଯେମିତି ଆଇସ୍‌କ୍ରିମ ରୋଲ, ଚକୋଲେଟ୍‌ ମ୍ୟାଗି, ମସାଲା ଜଲେବି ଆଦି। ସେମିତି ଏକ ଅଜବ ଖାଦ୍ୟ ହେଉଛି ପାନ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri