Posted inଫୁରସତ

ପାନ ବର୍ଗର

ଖାଦ୍ୟ ଉପରେ ନାନା ପ୍ରକାରର ଏକ୍ସପେରିମେଣ୍ଟ କରି ଅଜବ ଅଜବ ପ୍ରକାରର ନୂଆ ଡିସ୍‌ ପ୍ରସ୍ତୁତ କରାଯାଉଥିବା ଶୁଣିଥିବେ । ଏଇ ଯେମିତି ଆଇସ୍‌କ୍ରିମ ରୋଲ, ଚକୋଲେଟ୍‌ ମ୍ୟାଗି, ମସାଲା ଜଲେବି ଆଦି। ସେମିତି ଏକ ଅଜବ ଖାଦ୍ୟ ହେଉଛି ପାନ ବର୍ଗର। ବର୍ଗର ତ ଅନେକଙ୍କୁ ଭଲ ଲାଗେ। ତେବେ ଏହି ବର୍ଗର କେତେଜଣଙ୍କୁ ପସନ୍ଦ ଆସିବ, ଏହାକୁ ଖାଇବା ପରେ ହିଁ ଜଣାପଡିବ। କାରଣ ଏହି ବର୍ଗର ହେଉଛି ପାନ ଓ ବର୍ଗରର କମ୍ବିନେସନ। ପାନ ପତ୍ର ଉପରେ ଚକୋଲେଟ ସିରପ୍‌, କିଟ୍‌କ୍ୟାଟ୍‌, ଗୁଲକନ୍ଦ,ବର୍ଫି, ଆଲମଣ୍ଡ, ମିଠା ଫ୍ଲେଭର୍‌ର ପାନମଧୁରୀ, ଚକୋଲେଟ୍‌ କ୍ରିମ୍‌ ଆଦି ରଖି ତାକୁ ବ୍ରେଡ୍‌ ମଝିରେ ଦିଆଯାଇ ଉକ୍ତ ବର୍ଗର ପ୍ରସ୍ତୁତ କରାଯାଏ। ବର୍ଗର ଉପରେ ଏହି ଏକ୍ସପେରିମେଣ୍ଟକୁ ଅନେକେ ପସନ୍ଦ କରୁ ନ ଥିବା ଏବେ ଦେଖିବାକୁ ମିଳୁଛି।


Enter your email to get our daily news in your inbox.

All Right Reserved By Dharitri.Com

ଗେମ୍ ବି ମାନିଲା ହାର୍! କ୍ୟାଣ୍ଡି କ୍ରଶ୍‌ର ‘The End’ କରି ବିଶ୍ୱ ରେକର୍ଡ କଲେ ବିହାର ଯୁବକ

ସିୱାନ୍: ସାଧାରଣତଃ ଘରେ ପିଲାମାନେ ମୋବାଇଲ୍‌ରେ ଗେମ୍ ଖେଳିଲେ ଅଭିଭାବକମାନେ ଗାଳିଗୁଲଜ କରିବା ସହ “ପାଠ ନପଢ଼ି ଗେମ୍ ଖେଳିଲେ ଭବିଷ୍ୟତ ନଷ୍ଟ ହୋଇଯିବ” ବୋଲି ତାଚ୍ଛଲ୍ୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?