ପୃଥିବୀକୁ ଆସିଛନ୍ତି ଏଲିଅନ, ଯାହାଙ୍କ ଉଚ୍ଚତା ୮ରୁ ୧୦ ଫୁଟ, ରହିଛି ବଡ଼ବଡ଼ ଆଖି
ମେକ୍ସିକୋ ସଂସଦରେ ଏଲିଅନଙ୍କ ମୃତଦେହ ପ୍ରଦର୍ଶିତ ହୋଇଥିଲା। ଯାହା ଦେଖି ସମଗ୍ର ବିଶ୍ୱ ଚକିତ ହୋଇଯାଇଛି। ବୈଜ୍ଞାନିକମାନେ ମଧ୍ୟ ଏହା ବୁଝିବାକୁ ସକ୍ଷମ ନୁହନ୍ତି। ଏହି ସମୟରେ। ଲସ ଭେଗାସର ଏକ ପରିବାର କିଛି ସମୟ ପୂର୍ବରୁ ଏଲିଅନମାନେ ପୃଥିବୀକୁ ଆସିଥିଲେ…
ଭ୍ରାମ୍ୟମାଣ ବିଳାସପୂର୍ଣ୍ଣ ହୋଟେଲ, ଏଥିରେ ରହିଛି ଏସବୁ ସୁବିଧା…
ଆଜି ଏମିତି ଏକ ହୋଟେଲ ବିଷୟରେ କହିବୁ ଯାହାକି ଖାଇବା, ପିଇବା ଏବଂ ବାହାରେ ଭ୍ରମଣ କରିବାକୁ ଭଲପାଉଥିବା ଲୋକଙ୍କୁ ସୁହାଇବ। ସର୍ଦ୍ଦାର ଜୀଙ୍କର ଏକ କାର୍ ଅଛି, ଯାହା ସାଧାରଣ ଯାନ ନୁହେଁ, ଏଥିରେ ଫାଇଭ୍ ଷ୍ଟାର୍ ହୋଟେଲର ସୁବିଧା…
୪୦ ବର୍ଷ ହେବ କେଶ କାଟିନାହାନ୍ତି ଏହି ବ୍ୟକ୍ତି, ଛାତ ଉପରେ ଛିଡା ହେଲେ…
ନିଜ ସଉକ ପୂରଣ ପାଇଁ ଲୋକେ ଯେକୌଣସି ସ୍ତରକୁ ଯାଇପାରନ୍ତି। କାହାର ଦାଢି ବଢାଇବାର ତ ଆଉ କାହାର କେଶ ବଢାଇବାର ସଉକ ଥାଏ। ଆଜିକାଲି ସୋସିଆଲ ମିଡିଆରେ ଏଭଳି ଜଣେ ବ୍ୟକ୍ତିଙ୍କ ଭିଡିଓ ଭାଇରାଲ ହୋଇଛି, ଲୋକମାନେ ତାଙ୍କ କେଶ…
ଏହି ସ୍କୁଲରେ ପଢିବାକୁ ହେଲେ ଫି’ ନୁହେଁ, ଜମା କରିବାକୁ ପଡେ ୧୦୦ ପ୍ଲାଷ୍ଟିକ୍ ବୋତଲ
ପ୍ରତ୍ୟେକ ପିଲାଙ୍କ ପାଇଁ ଶିକ୍ଷା ଗୁରୁତ୍ୱପୂର୍ଣ୍ଣ। ଆଜିର ସମୟରେ ଲୋକମାନେ ଶିକ୍ଷାର ମୂଲ୍ୟ ଜାଣନ୍ତି। କିନ୍ତୁ ସମୟ ସହିତ ଶିକ୍ଷା ମଧ୍ୟ ମହଙ୍ଗା ହୋଇଯାଇଛି। ଏହି କାରଣରୁ ପ୍ରତ୍ୟେକ ମାତାପିତା ନିଜ ପିଲାଙ୍କ ଭଲ ଶିକ୍ଷା ପାଇଁ ଟଙ୍କା ସଞ୍ଚୟ କରିବା…
ଭାରତର ଏହି ଷ୍ଟେଶନରୁ ଚାଲିଚାଲି ଯାଇପାରିବେ ଲଙ୍କା, ଭିସା-ପାସପୋର୍ଟ ବି ଲୋଡା ନାହିଁ…
ଲଙ୍କା କଥା ପଡ଼ିଲେ ରାବଣର ନଗରୀ କଥା ମନକୁ ଆସେ। ତେବେ ଭାରତର ଏଭଳି ଏକ ଷ୍ଟେଶନ ରହିଛି ଯେଉଁଠାରୁ ଲଙ୍କା ଯିବା ବେଶ ସହଜ। ତାହା ହେଲା ବନାରସ ଷ୍ଟେଶନ। ଏଠାରେ ଓହ୍ଲାଇ ଚାଲିଚାଲି ଯେକେହି ଲଙ୍କା ଯାଇପାରିବ। ଏଥିଲାଗି…
ଏହି ଡର ଯୋଗୁ ନିଜ ଟଏଲେଟ୍ ସିଟ୍ ସାଙ୍ଗରେ ନେଇ ଯାତ୍ରା କରିଥାନ୍ତି ନାନାଶାହ କିମ୍ ଜଙ୍ଗ ଉନ୍, ଜାଣିଲେ ଚକିତ ହେବେ…
ଉତ୍ତର କୋରିଆ ଶାସକ କିମ୍ ଜଙ୍ଗ୍ ଉନ୍ ରୁଷିଆ ଗସ୍ତରେ ପହଞ୍ଚିଛନ୍ତି। ନିଜର ସ୍ବତନ୍ତ୍ର ଟ୍ରେନ୍ ଯୋଗେ ଦୀର୍ଘଦିନର ଯାତ୍ରା କରି ସେ ମସ୍କୋ ପହଞ୍ଚିଥିଲେ। ବୁଧବାର ରୁଷିଆ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ୍ଙ୍କୁ ସେ ଭେଟିଛନ୍ତି। ତେବେ ନାନାଶାହା କିମ୍ ଜଙ୍ଗ୍…
ଏମିତି ଗାଁ, ଯେଉଁଠି ବାସ କରନ୍ତି ଗୋଟିଏ ମାତ୍ର ପରିବାର
ଭାରତ ହେଉଛି ବିବିଧତାର ଦେଶ। ଏଠାରେ ଆପଣ ପ୍ରତ୍ୟେକ ରାଜ୍ୟରେ କିଛି ଅନନ୍ୟ ପାଇବେ। ଯାହା ଏହି ଦେଶ ପ୍ରତି ଆପଣଙ୍କ ଦୃଷ୍ଟିକୋଣକୁ ବଦଳାଇବ। କେତେକ ସ୍ଥାନରେ ଆପଣ ବହୁତ ଜନସଂଖ୍ୟା ଦେଖିବେ ଏବଂ ଅନ୍ୟ ସ୍ଥାନରେ ଏକ ଜନଶୂନ୍ୟ ଅଞ୍ଚଳ…
ହିନ୍ଦୀରେ ଏହି ଶବ୍ଦ ଲାଗେ ଦେଶୀ କିନ୍ତୁ ବିଦେଶୀ, ୯୯ ପ୍ରତିଶତ ଲୋକଙ୍କୁ ଏ ସମ୍ପର୍କରେ ଜଣାନାହିଁ
ଆଜିର ସମୟରେ ହିନ୍ଦୀ ଦିବସକୁ ଏକ ପର୍ବ ପରି ପାଳନ କରାଯାଉଛି। କେବଳ ଭାରତରେ ନୁହେଁ, ବିଶ୍ୱର ଅନ୍ୟାନ୍ୟ ଦେଶରେ ମଧ୍ୟ ଏହି ଦିବସ ପାଳନ କରାଯାଏ। ହିନ୍ଦୀ ଏତେ ନମନୀୟ ଭାଷା ଯେ, ଏହା ଅନେକ ବିଦେଶୀ ଶବ୍ଦକୁ ସ୍ଥାନ…
ସ୍ପୋର୍ଟ୍ସ କାର୍ ନିକଟରେ ସେଲ୍ଫି ଉଠାଉଥିଲେ ଗରିବ ବ୍ୟକ୍ତି, ମାଲିକ ଆସି କଲେ ଏମିତି, ଭିଡିଓ ଦେଖିଲେ…
ଗରିବ ଏବଂ ମଧ୍ୟବିତ୍ତ ପରିବାରର ଅନେକ ଇଚ୍ଛା ଥାଏ କିନ୍ତୁ ଘରର ଆବଶ୍ୟକତା ହେତୁ ସେମାନେ ନିଜ ଇଚ୍ଛା ପୂରଣ କରିବାରେ ସକ୍ଷମ ହୁଅନ୍ତି ନାହିଁ। ଅର୍ଥର ଅଭାବ ମଧ୍ୟ ସେମାନଙ୍କର ସ୍ବପ୍ନକୁ ସାକାର କରିବାରେ ଅସମର୍ଥ ହେବାର ଏକ ପ୍ରମୁଖ…
ଚର୍ଚ୍ଚାରେ ଅକ୍ଷତା ମୂର୍ତ୍ତି: କେବେ କରୁଥିଲେ ବଲ୍ବର ମାର୍କେଟିଂ, ଏବେ ୫୯୦୦ କୋଟି ଟଙ୍କାର ମାଲିକାଣୀ
ଦିଲ୍ଲୀରେ ହୋଇଥିବା ଜି୨୦ ସମ୍ମିଳନୀରେ ଭାଗ ନେବା ଲାଗି ବ୍ରିଟେନ ପ୍ରଧାନମନ୍ତ୍ରୀ ଋଷି ସୁନକଙ୍କ ସହ ଭାରତ ଆସିଥିଲେ ପତ୍ନୀ ଅକ୍ଷତା ମୂର୍ତ୍ତି। ଏହି ସମୟରେ ଦୁହେଁ ଅକ୍ଷରଧାମ ମନ୍ଦିର ପରିଦର୍ଶନ କରିଥିଲେ, ଯାହାର ଫଟୋ ଭାଇରାଲ ହେବା ପରେ ଅକ୍ଷତା…
ପାଇଲଟମାନଙ୍କର ଥକ୍କାପଣ ସ୍ତର ଜାଣିବା ପାଇଁ ନୂଆ ଯୋଜନା କରିବ ଇଣ୍ଡିଗୋ
ନୂଆଦିଲ୍ଲୀ,୧୪।୯: ବିମାନ କମ୍ପାନୀ ଇଣ୍ଡିଗୋ ପାଇଲଟମାନଙ୍କର ଥକ୍କାପଣ ସ୍ତର ଜାଣିବା ପାଇଁ ଏକ ନୂଆ ଟେକ୍ନୋଲୋଜି ବ୍ୟବହାର କରବାକୁ ଯାଉଛି। ଇଣ୍ଡିଗୋ ପାଇଲଟମାନେ ହାତରେ ଏକ ଉପକରଣ ଲଗାଇବେ ଯାହାଦ୍ୱାରା ସେମାନେ ହାଲିଆ ଥିବାର ସୂଚନା ମିଳିପାରିବ। ଇଣ୍ଡିଗୋ ଖୁବ୍ଶୀଘ୍ର ଏହି…
ଏକତାର ପ୍ରତୀକ ହିନ୍ଦୀ
କୌଣସି ଦେଶର ବିକାଶରେ ଭାଷା ହେଉଛି ଏକ ଗୁରୁତ୍ୱପୂର୍ଣ୍ଣ ଉପାଦାନ। ଦେଶର ସ୍ବତନ୍ତ୍ର ପରିଚୟ ହେଉଛି ଭାଷା। ଭାରତର ବିଭିନ୍ନ ଭାଷା ଏବଂ ଉପଭାଷା ଶକ୍ତି ଓ ଏକତାର ପ୍ରତୀକ ଭାବେ ଉଭା ହୋଇଛନ୍ତି। ଅନ୍ୟ ଭାଷା ମଧ୍ୟରେ ରାଜଭାଷା ହିନ୍ଦୀ…
Archives


