Posted inଫୁରସତ

ଗୋଲ୍ଡ ପ୍ଲେଟେଡ ଦୋସା, ମୂଲ୍ୟ ସାଧାରଣଠାରୁ ୪୦ ଗୁଣ ଅଧିକ…

ଦକ୍ଷିଣ ଭାରତର ଅତି ପ୍ରିୟ ଖାଦ୍ୟ ହେଉଛି ଦୋସା। ଏଠାକାର ଗଳିକନ୍ଦି, ବଡ ବଡ଼ ରେଷ୍ଟୁରାଣ୍ଟ, ହୋଟେଲ ସବୁଠି ଏହା ମିଳିଥାଏ। ବହୁତ କମ୍‌ ସାମଗ୍ରୀ ଓ କମ୍‌ ସମୟରେ ତିଆରି କରାଯାଇପାରୁଥିବା ଏହି ଖାଦ୍ୟ ଖୁବ୍‌ ଶସ୍ତାରେ ଉପଲବ୍ଧ ହୁଏ। ତେବେ ବାଙ୍ଗାଲୋରର ରାଜଭୋଗ ନାମକ ଏକ ରେଷ୍ଟୁରାଣ୍ଟ ଏଭଳି ଦୋସା ପ୍ରସ୍ତୁତ କରୁଛି, ଯାହା ଦେଖିବାକୁ ଖୁବ୍‌ ଆକର୍ଷକ। କହିବାକୁ ଗଲେ ଗ୍ଲାମର୍ସ ଲାଗେ। କାରଣ ଏହି ଦୋସାର ଉପରଭାଗକୁ ୨୪ କ୍ୟାରେଟ୍‌ ଗୋଲ୍ଡ ଲିଫ୍‌ରେ କଭର୍‌ କରାଯାଇଛି। ଆଉ ଦୋସା ଭିତରେ ଗ୍ରାହକଙ୍କ ମନପସନ୍ଦର ନାନା ପ୍ରକାରର ପୁର ଦିଆଯାଏ। କ୍ଲାସିକ୍‌ ଦୋସାର ଏହି ଗ୍ଲାମ୍‌ ଭର୍ସନର ମୂଲ୍ୟ କିନ୍ତୁ ସାଧାରଣ ଦୋସାଠାରୁ ୪୦ ଗୁଣ ଅଧିକ।


Enter your email to get our daily news in your inbox.

All Right Reserved By Dharitri.Com

ବିଶ୍ୱ ସିଂହ ଦିବସ: ସୁରକ୍ଷା ପାଇଁ ସଚେତନତା ଜରୁରୀ

ପ୍ରତିବର୍ଷ ଅଗଷ୍ଟ ୧୦ରେ ପାଳନ କରାଯାଇଆସୁଛି ‘ବିଶ୍ୱ ସିଂହ ଦିବସ’। ଜଙ୍ଗଲର ରାଜା କୁହାଯାଉଥିବା ସିଂହର ସୁରକ୍ଷା, ବଂଶ ବୃଦ୍ଧି ଏବଂ ସେମାନଙ୍କର ହ୍ରାସ ପାଉଥିବା ବାସସ୍ଥଳୀ…

୧୨ ତାରିଖରେ ମହାକାଶରେ ଦେଖାଯିବ ୪ ବିରଳ ଦୃଶ୍ୟ, ସୂର୍ଯ୍ୟୋଦୟ ପୂର୍ବରୁ…

ଓ୍ବାଶିଂଟନ,୧୦ା୮: ଆସନ୍ତା ୧୨ ତାରିଖରେ ୨୪ ଘଣ୍ଟା ମଧ୍ୟରେ ମହାକାଶରେ ୪ଟି ଅଲଗା ବିରଳ ମହାକାଶୀୟ ଦୃଶ୍ୟ ଦେଖିବାକୁ ମିଳିବ। ଯଦିଓ ଏହିସବୁ ଘଟଣା ନିଜସ୍ବ କ୍ୟାଲେଣ୍ଡର…

୨୨୦ କୋଟି ଖର୍ଚ୍ଚ କରି ଯୁବକ ହେଲେ କୁକୁର, କାରଣ ଜାଣିଲେ ଉଡିଜିବ ହୋସ୍‌: ଦେଖନ୍ତୁ Video

ନୂଆଦିଲ୍ଲୀ, ୮।୮: ସୋସିଆଲ ମିଡିଆରେ ଏକ ଭିଡିଓ ଦ୍ରୁତଗତିରେ ଭାଇରାଲ ହେଉଛି, ଯାହାକୁ ଦେଖି ଲୋକେ ବିଭିନ୍ନ ପ୍ରକାରର କଥା କହୁଛନ୍ତି। ଭାଇରାଲ ପୋଷ୍ଟରେ ଦାବି କରାଯାଉଛି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri