ଫୁରସତ

ଗୋଟିଏ ବାଇକ୍‌ରେ ୭ ଲୋକ, ୨ କୁକୁର, କୁକୁଡା; ବ୍ୟକ୍ତିଙ୍କ ଦେଶୀ ଯୋଗାଡ଼ ଦେଖିଲେ ମୁଣ୍ଡରେ ହାତ ଦେବେ 

ଗୋଟିଏ ବାଇକ୍‌ରେ କେତେଜଣ ଲୋକ ବସିପାରିବେ? ଅଧିକରୁ ଅଧିକ ହେଲେ ତିନି। ବାଇକ୍‌ରେ ୩ ଜଣ ବସିଲେ ବି ଟ୍ରାଫିକ୍‌ ଚାଲାଣ କଟିବାର ମଧ୍ୟ ଭୟ ଥାଏ। ହେଲେ ଯଦି ଆମେ ବାଇକ୍‌ରେ ୭ଜଣ ଲୋକ ଯାତ୍ରା କରୁଥିବା କହୁ,ତେବେ ଚକିତ…

ମଣିଷ ମାଂସ ଖାଏ ଏହି ଫଳ ! ମାସକରେ ମିଳିବ ଜିରୋଫିଗର…

ନୂଆଦିଲ୍ଲୀ : ପ୍ରକୃତି ଅନେକ ଜିନିଷ ସୃଷ୍ଟି କରିଛି ଏବଂ ସେମାନଙ୍କର ଏପରି ବିଶେଷ ଗୁଣ ଅଛି ଯାହା ମଣିଷ ଶୁଣି ଆଶ୍ଚର୍ଯ୍ୟ ହୋଇପାରେ। ଆମ ଚାରିପାଖରେ ଏପରି ଅନେକ ଜିନିଷ ଅଛି, ଯାହାକୁ ଆମେ ବ୍ୟବହାର କଲେ ବହୁ ସୁଫଳ…

ପାଟନାର ଏହି ବ୍ୟକ୍ତି ହେଉଛନ୍ତି ଶାମ୍ପୁର ଜନକ, ଗୁଗୁଲ ବି କରିଛି ସଲାମ

ବର୍ତ୍ତମାନ ସମୟରେ ଆମେ ଚୁଟିରେ କ୍ଲିନିଂ ପ୍ଲସ, ଡୋଭ, ହେଣ୍ଡ ଆଣ୍ଡ ସେଲଣ୍ଡରର୍ସ ଭଳି ବିଦେଶୀ ଶାମ୍ପୁ ବ୍ୟବହାର କରୁଛେ। ହେଲେ କ’ଣ ଆପଣ ଜାଣନ୍ତି ଶାମ୍ପୁୁର ଆବିଷ୍କାର ଭାରତରେ ହିଁ ହୋଇଥିଲା। ୬୦୦ ବର୍ଷ ପୂର୍ବରୁ ଆମ ଦେଶରେ ଏହାର…

୧,୨୫୦ କୋଟି ଟଙ୍କା ସମ୍ପତ୍ତିର ମାଲିକ ହେଉଛନ୍ତି ଦଲାଇ ଲାମା, ଧାର୍ମିକ ଗୁରୁ ସତ୍ତ୍ୱେ…

ତିବ୍ବତର ବୌଦ୍ଧ ଧର୍ମାବଲମ୍ବୀଙ୍କ ମଧ୍ୟରେ ଦଲାଇ ଲାମାଙ୍କୁସବୁଠାରୁ ବଡ଼ ଧାର୍ମିକ ନେତା ବୋଲି କୁହାଯାଏ। ବର୍ତ୍ତମାନ ସମୟରେ ୧୪ତମ ଦଲାଇ ଲାମା ଅଛନ୍ତି, ଯାହାଙ୍କ ନାମ ହେଉଛି ଟେନ୍‌ଜିନ୍‌ ଗିଆଟୋ। ଦଲାଇ ଲାମା ଧନସମ୍ପତ୍ତିଠାରୁ ଦୂରରେ ରହି ସାଧାରଣ ଜୀବନ ଅତିବାହିତ…

‘ମାନସିକ ସ୍ବାସ୍ଥ୍ୟ ହିଁ ବିଶ୍ୱ ମାନବାଧିକାର’

ସୁସ୍ଥ ମଣିଷଟିଏ କହିଲେ ଉଭୟ ଶାରୀରିକ ଓ ମାନସିକ ସୁସ୍ଥତାକୁ ବୁଝାଏ। ମାତ୍ର ସୁନ୍ଦର ସ୍ବାସ୍ଥ୍ୟ ନିମନ୍ତେ ଲୋକମାନେ ମୁଖ୍ୟତଃ ଶରୀର ଉପରେ ହିଁ ବେଶି ଧ୍ୟାନ ଦେଇଥାନ୍ତି। ମାନସିକ ସୁସ୍ଥତା ଓ ମାନସିକ ରୋଗ ସମ୍ବନ୍ଧରେ ଆମ ଦେଶର ଲୋକମାନଙ୍କ…

ଥିଲେ ଭଉଣୀ, ଏବେ ଭାଇ-ଭଉଣୀ

ୱାଶିଂଟନ: ସୁଚିତା ଏବଂ ସବିତା ନାଇଡୁ ଦୁହେଁ ଜନ୍ମରୁ ଯାଅଁାଳା ଭଉଣୀ ଥିଲେ, ହେଲେ ବଡ଼ ହେବା ସହ ସେମାନଙ୍କ ମଧ୍ୟରେ ସମ୍ପର୍କ ବଦଳିଗଲା। ଏବେ ସେମାନେ ଭାଇ-ଭଉଣୀ। ଦୁହିଁଙ୍କ ମଧ୍ୟରୁ ସବିତା ହେଉଛନ୍ତି ଟ୍ରାନ୍ସଜେଣ୍ଡର। ସେ ନିଜକୁ ପୁରୁଷ ବୋଲି…

୧୮୫ କିଲୋ ଓଜନର ରୁଟି

ଜୟପୁର: ଘରେ ରୁଟି ତିଆରି ହେଉଥିବା ତ ସମସ୍ତେ ଦେଖିଥିବେ। ହେଲେ ଜଣେ ବ୍ୟକ୍ତି ତାଙ୍କ ଜନ୍ମଦିନରେ ଏପରି ଏକ ରୁଟି ପ୍ରସ୍ତୁତ କରିଛନ୍ତି, ଯାହା ଗିନିଜ୍‌ ବୁକ୍‌ ଅଫ୍‌ ୱାଲର୍‌ଡ ରେକର୍ଡରେ ସାମିଲ ହୋଇଛି। ରାଜସ୍ଥାନର ଭିଲୱାଡା ସହରର କୈଳାସ…

ଟ୍ରେନ୍‌ ଭିତରେ ଏମିତି ଡ୍ୟାନ୍ସ କଲେ ଝିଅ, ରାତାରାତି ହେଲେ ଭାଇରାଲ, ଭିଡିଓ ଦେଖିଲେ..

ଆଜିକାଲି ଲୋକମାନେ ସୋସିଆଲ ମିଡିଆରେ ପ୍ରସିଦ୍ଧ ହେବା ପାଇଁ କିଛି କରିବାକୁ ପ୍ରସ୍ତୁତ। ସେମାନେ ଯେକୌଣସି ସ୍ତରକୁ ବି ଯିବାକୁ ପ୍ରସ୍ତୁତ। ଆପଣ ଲୋକମାନଙ୍କୁ ରିଲ୍‌ରେ ଡ୍ୟାନ୍ସ ଏବଂ ଗୀତ ଗାଉଥିବାର ଦେଖିଥିବେ। ଯଦି ସେମାନେ ଘର ଭିତରେ ଏହା କରନ୍ତି,…

୧୪ ଅକ୍ଟୋବରରେ ସୂର୍ଯ୍ୟପରାଗ, ୟୁଟ୍ୟୁବରେ ଷ୍ଟ୍ରିମିଂ କରିବ ନାସା…

ନୂଆଦିଲ୍ଲୀ,୯।୧୦ : ଜ୍ୟୋର୍ତିବିଜ୍ଞାନ ଇଭେଣ୍ଟରେ ଯେଉଁମାନେ ଆଗ୍ରହୀ, ସେମାନେ ଚଳିତ ବର୍ଷର ସବୁଠାରୁ ରୋମାଞ୍ଚକର ଜ୍ୟୋର୍ତିବିଜ୍ଞାନ ଇଭେଣ୍ଟ ପାଇଁ ପ୍ରସ୍ତୁତ। ଅକ୍ଟୋବର ୧୪ରେ ଆକାଶରେ ଏକ ବିରଳ ଜ୍ୟୋର୍ତିବିଜ୍ଞାନ ଦୃଶ୍ୟ ଦୃଶ୍ୟମାନ ହେବ। ୨୦୧୨ ପରଠାରୁ ପ୍ରଥମ ଥର ପାଇଁ ରିଙ୍ଗ…

ବନ୍ଧୁଙ୍କୁ ପଠାଇଲେ ୨ ହଜାର ଟଙ୍କା, କିଛି ସମୟ ପରେ ଆକଉଣ୍ଟରେ ଆସିଗଲା ୭୫୩ କୋଟି ଟଙ୍କା: ସମସ୍ତେ ଆଶ୍ଚର୍ଯ୍ୟ

ଚେନ୍ନାଇ,୯।୧୦: ତାମିଲନାଡୁରେ ପୁଣି ଥରେ ବ୍ୟାଙ୍କ ଆକାଉଣ୍ଟକୁ କୋଟି ଟଙ୍କା ଟ୍ରାନ୍ସଫର ମାମଲା ସାମ୍ନାକୁ ଆସିଛି। ଚେନ୍ନାଇରେ ଜଣେ ବ୍ୟକ୍ତି ନିଜ ବନ୍ଧୁଙ୍କ ଆକାଉଣ୍ଟକୁ ୨ ହଜାର ଟଙ୍କା ପଠାଇଥିଲେ। ଏହା ପରେ ସେ ତାଙ୍କ ବ୍ୟାଙ୍କ ଆକାଉଣ୍ଟ ବାଲାନ୍ସ ଚେକ…

ବିଶ୍ୱାସର ସାଥୀ ଡାକଘର

ଆଜିର ଦିନରେ ୧୯୨ ସଭ୍ୟ ରାଷ୍ଟ୍ର ଥିବା ଜାତିସଂଘର ଦ୍ୱିତୀୟ ସର୍ବପୁରାତନ ସଂସ୍ଥା ୟୁନିଭର୍ସାଲ ପୋଷ୍ଟାଲ ୟୁନିୟନ ବା ‘ବିଶ୍ୱ ଡାକ ସଂଘ’ ୯ ଅକ୍ଟୋବର ୧୮୭୪ରେ ପ୍ରତିଷ୍ଠିତ ଯାହାର ମୁଖ୍ୟାଳୟ ସୁଇଜରଲାଣ୍ଡର ରାଜଧାନୀ ବର୍ନଠାରେ ଅବସ୍ଥିତ। ବିଶ୍ୱ ଡାକ କଂଗ୍ରେସର…

ଦୁନିଆର ସବୁଠୁ ବଡ଼ ରୁଟି

ଜୟପୁର,୮।୧୦: ରୁଟି ପ୍ରାୟତଃ ସମସ୍ତଙ୍କ ଘରେ ତିଆରି, କିନ୍ତୁ ବିଶ୍ୱର ସର୍ବବୃହତ ରୁଟି ରାଜସ୍ଥାନର ଭିଲୱାରାଠାରେ ତିଆରି ହୋଇଛି। ଏହି ରୁଟି ତିଆରି କରିବାକୁ ଅଟା ଚକଡି ଏବଂ ବେଲିବାକୁ ପ୍ରାୟ ଦୁଇ ଘଣ୍ଟା ସମୟ ଲାଗିଥିଲା। ଏହି ରୁଟି ସେକିବାକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?