ଫୁରସତ

ମଝି ରାସ୍ତାରେ ନାଚୁଥିଲେ ଯୁବତୀ, ପଛରୁ ଜଣେ ମଦ୍ୟପ ଆସି…

ବର୍ତ୍ତମାନ ରିଲ୍‌ର କ୍ରେଜ୍‌ ଦେଖିପବାକୁ ମିଳୁଛି। ପିଲାଠୁ ବୁଢ଼ା ରିଲ୍‌ ସମସ୍ତେ କରୁଛନ୍ତି। ହେଲେ ଆଜିର ଯୁବପୀଢ଼ି ଏହା ପଛରେ ପାଗଳ। ବର୍ତ୍ତମାନ ସୋସିଆଲ ମିଡିଆରେ ଏପରି ଏକ ଭିଡିଓ ଭାଇରାଲ ହେଉଛି । ଭିଡିଓରେ ଜଣେ ଯୁବତୀ ରାସ୍ତା ମଝିରେ…

ଏବେ ଚିନ୍ତାରେ ଭାରତ: ପାଣ୍ଡ୍ୟାଙ୍କ ସ୍ଥାନରେ ଖେଳିବେ…

ପୁଣେ,୨୦।୧୦: ପୁଣେରେ ଖେଳା ଯାଇଥିବା ଭାରତ-ବାଂଲାଦେଶ ମ୍ୟାଚରେ ବୋଲିଂ କରୁଥିବା ସମୟରେ ଭାରତୀୟ ଦଳର ଷ୍ଟାର ଅଲ୍‌ରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ଆହତ ହୋଇଥିଲେ। ଏନେଇ ଶେଷରେ ତାଙ୍କୁ ମଇଦାନ ଛାଡିବାକୁ ପଡ଼ିଥିଲା। ନବମ ଓଭର ବୋଲିଂ କରିବାକୁ ଆସିଥିବା ପାଣ୍ଡ୍ୟା ବୋଲିଂ…

ହଠାତ୍‌ ପୃଥିବୀର ଗୋଟିଏ ଭାଗ ହୋଇଗଲା ଅନ୍ଧାର! ନାସା ସ୍ପେସ୍‌ ଷ୍ଟେଶନ ଉଠାଇଥିବା ଫଟୋ ପଛର କାହାଣୀ କ’ଣ…

ନୂଆଦିଲ୍ଲୀ,୨୧।୧୦: ମହାକାଶର ଏକ ବିରଳ ସୌର ଜାଗତିକ ଦୃଶ୍ୟ ସୂର୍ଯ୍ୟ ପରାଗ ଓ ଚନ୍ଦୟ ଗ୍ରହଣ। ଗତ ସପ୍ତାହରେ ଏକ ସୂର୍ଯ୍ୟ ଗ୍ରହଣ ଝଲକ ବିଶ୍ୱବାସୀ ଦେଖିବାକୁ ପାଇଥିଲେ। ସୂର୍ଯ୍ୟପରାଗରେ ପୃଥିବୀ ଓ ସୂର୍ଯ୍ୟ ମଝିରେ ଚନ୍ଦ୍ର ଅବସ୍ଥାନ କରିଥାଏ। ଯାହାଯୋଗୁ…

ଚଳନ୍ତା ବାଇକ୍‌ରେ  ସ୍ତ୍ରୀଙ୍କୁ ଟାଙ୍କି ଉପରେ ବସାଇ କରୁଥିଲେ ରୋମାନ୍ସ, ଆଉ ତା’ପରେ…

ହାପୁଡର ଦିଲ୍ଲୀ-ମୋରଡାବାଦ ରାଜପଥରେ ନବ ବିବାହିତ ଦମ୍ପତିଙ୍କ ରୋମାନ୍ସ ଭିଡିଓ ଭାଇରାଲ ହେବାରେ ଲାଗିଛି। ଭିଡିଓ ଦେଖିବା ପରେ ଏହାକୁ କେହି ସହଜରେ ଗ୍ରହଣ କରିପାରୁ ନାହାନ୍ତି। ଏହା ଶୋଭା ଦେଉ ନ ଥିବା ଲୋକେ କହିଛନ୍ତି। ଛୋଟ ପିଲାମାନଙ୍କ ଉପରେ…

ଗ୍ଲୋବାଲ ଓ୍ବାର୍ମିଂ: ଆଲାସ୍କାର ସମୁଦ୍ରରୁ ହଜିଗଲେଣି ସ୍ନୋ କ୍ରାବ

ଓ୍ବାଶିଂଟନ୍‌, ୨୦।୧୦: ଜଳବାୟୁ ପରିବର୍ତ୍ତନ ବିଶ୍ୱ ପାଇଁ ଏକ ବଡ ସମସ୍ୟା ଭାବରେ ଉଭା ହୋଇଛି। ଜନସମାଜ ପାଇଁ ଗ୍ଲୋବାଲ ଓ୍ବାର୍ମିଂ ବିପଦ ସାଜିଥିବାବେଳେ ଚଳିତ ବର୍ଷ ଗ୍ଲୋବାଲ ବଏଲିଂ ମୁଣ୍ଡବିନ୍ଧାର କାରଣ ପାଲଟିଛି। ଉଦାହରଣ ସ୍ବରପ ଚଳିତ ବର୍ଷର ଜୁଲାଇ…

ଜାଣନ୍ତି ଦୀର୍ଘଦିନ ରହିଲେ ମଧ୍ୟ କାହିଁକି ନଷ୍ଟ ହୁଏ ନାହିଁ ଗଙ୍ଗାଜଳ

ଭାରତର ଲୋକମାନେ ବହୁତ ଧାର୍ମିକ ଅଟନ୍ତି। ବାସ୍ତବରେ ପ୍ରତ୍ୟେକ ଧର୍ମର ଲୋକମାନେ ଏହି ଦେଶରେ ବାସ କରନ୍ତି। ଏଠାରେ ମନ୍ଦିର, ମସ୍‌ଜିଦ୍‌, ଗୁରୁଦ୍ୱାର ରହିଛି। ଯଦି ଆମେ ହିନ୍ଦୁଧର୍ମ ବିଷୟରେ କହିବା ତେବେ ଏହାକୁ ସନାତନ ଧର୍ମ ମଧ୍ୟ କୁହାଯାଏ। ଏହି…

ଭାରତରେ ରହିଛି ଏପରି ଗାଁ, ଯେଉଁଠି ବାଘ-ମଣିଷ ରୁହନ୍ତି ଏକାଠି

ମଣିଷ ଏବଂ ପଶୁମାନଙ୍କ ମଧ୍ୟରେ ସମ୍ପର୍କ ଅତ୍ୟନ୍ତ ସ୍ବତନ୍ତ୍ର। ମଣିଷମାନେ ଭାବନ୍ତି ସେମାନେ ସେମାନଙ୍କ ଅପେକ୍ଷା ଭଲ ଏବଂ ପୃଥିବୀରେ କେବଳ ସେମାନଙ୍କର ଅଧିକାର ଅଛି, କିନ୍ତୁ ତାହା ନୁହେଁ, ପଶୁମାନେ ମଣିଷ ପରି ପ୍ରକୃତି ପାଇଁ ଗୁରୁତ୍ୱପୂର୍ଣ୍ଣ। ଏହାର ପ୍ରମାଣ…

ଦୁନିଆରେ ମାତ୍ର ୪ ଦିନ ବଞ୍ଚିଲେ, କିନ୍ତୁ ୬ ଜଣଙ୍କ ଜୀବନ ବଞ୍ଚାଇଲେ

ସୁରତ,୧୯।୧୦:ଗୁଜରାଟର ସୁରଟ ସହରରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ଘଟିଛି। ଏଠାରେ ମାତ୍ର ୪ ଦିନର ଶିଶୁର ଅଙ୍ଗଦାନ କରିଛନ୍ତି। ଫଳରେ ୬ଟି ଜୀବନ ବଞ୍ଚିଯାଇଛି । ସୁରତ ସରଥାନାରେ ରହୁଥିବା ହର୍ଷଙ୍କ ସ୍ତ୍ରୀ ଚେତନା ଅକ୍ଟୋବର ୧୩ରେ ଏକ ସନ୍ତାନ ଜନ୍ମ…

ଏହି ଦେଶର ବରଙ୍କୁ ମିଳୁନାହାନ୍ତି କନ୍ୟା, କୁଆଁରୀ ଝିଅଙ୍କ ସମେତ ବୃଦ୍ଧାଙ୍କୁ କିଣି କରୁଛନ୍ତି ବଳାତ୍କାର, ଜାଣନ୍ତୁ ପୂରା ଘଟଣା…

ଦୀର୍ଘ ଦିନ ଧରି ଯୁବତୀଙ୍କ କାରବାର ସମସ୍ୟା ସହ ଚାଇନା ସଂଘର୍ଷ କରିଆସୁଛି। ଏହା ପଛରେ ଦୁଇଟି ମୁଖ୍ୟ କାରଣ ଅଛି। ପ୍ରଥମ କାରଣ ହେଉଛି ଚାଇନାରେ ଦୀର୍ଘ ଦିନ ଧରି ଚାଲିଆସୁଥିବା ‘ଗୋଟିଏ ଶିଶୁ ନୀତି’ ଥିବାବେଳେ ଦ୍ୱିତୀୟ କାରଣ…

ଘାଗରା ପିନ୍ଧି ଏମିତି ଷ୍ଟଣ୍ଟ୍‌ କଲେ ଯୁବତୀ, ଥରେ ଭିଡିଓ ଦେଖିଲେ ବାରମ୍ବାର ଦେଖିବାକୁ ଇଚ୍ଛା ହେବ

ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ଶେୟାର କରାଯାଉଛି। ସେଥିରୁ କେତେକ ମଜାଳିଆ ହୋଇଥିବା ବେଳେ ଆଉ କେତେକ ଆଶ୍ଚର୍ଯ୍ୟଚକିତ। ଅନେକ ଲୋକ ଭିଡିଓ ଦେଖିବା ପରେ ବି ନିଜ ଆଖିକୁ ବିଶ୍ୱାସ କରିପାରନ୍ତି ନାହିଁ। ନିକଟରେ ଜଣେ ଯୁବତୀ ତାଙ୍କ…

ନିଟ୍‌ ପରୀକ୍ଷା ଦେଲେ ବାପ-ଝିଅ: ୨ ଜଣ ହେଲେ ପାସ୍‌, ଜାଣନ୍ତୁ କାହାର ରହିଛି ଅଧିକ ନମ୍ବର

ନୂଆଦିଲ୍ଲୀ,୧୯।୧୦: ଜଣାଶୁଣା ନ୍ୟୁରୋସର୍ଜନ ଡା ପ୍ରକାଶ ଖୈତାନ ୪୯ ବର୍ଷ ବୟସରେ ନିଜ ଝିଅକୁ ଉତ୍ସାହିତ କରିବା ପାଇଁ ନିଟ୍‌ ପରୀକ୍ଷା ଦେଇଥିଲେ। ଖୁସିର କଥା ହେଲା ଉଭୟ ବାପା ଏବଂ ଝିଅ ନିଟ୍‌ ପାସ କରିଥିଲେ। ଝିଅ ବାପାଙ୍କ ତୁଳନାରେ…

ମଙ୍ଗଳ ଗ୍ରହରେ ଅନୁଭୂତ ହେଲା ସବୁଠାରୁ ଶକ୍ତିଶାଳୀ ଭୂକମ୍ପ

ଓ୍ବାଶିଂଟନ୍‌,୧୯।୧୦: ଭୂକମ୍ପ! ଏହି ନାଁ ଶୁଣିଲେ ସମସ୍ତଙ୍କ ମନରେ ଛନକା ପଶେ। ନିକଟରେ ଆଫଗାନିସ୍ତାନରେ ଭୂକମ୍ପ କିପରି ପ୍ରଳୟ ରଚିଥିଲା ଆପଣ ନିଶ୍ଚେ ଜାଣିଥିବେ। ଯେଉଁଥିରେ ହଜାର ହଜାର ନିରୀହ ଲୋକଙ୍କ ଅକାଳରେ ଜୀବନ ଯାଇଛି। ତେବେ କେବଳ ଆଫଗାନିସ୍ତାନ ନୁହେଁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?