ଫୁରସତ

ବୋହୂ ଶ୍ୱଶୁର ରହୁଥିବା ଘରେ ଲଗାଇଲେ ନିଆଁ, ସ୍ବାମୀ କଲେ ଭିଡିଓ ଶୁଟିଂ, ଦେଖନ୍ତୁ ଭାଇରାଲ ଭିଡିଓ…

ମୁମ୍ବାଇ,୨।୧୧ : ସୋସିଆଲ ମିଡିଆରେ ଏକ ଆଶ୍ଚର୍ଯ୍ୟଜନକ ଭିଡିଓ ସାମ୍ନାକୁ ଆସିଛି ଯେଉଁଥିରେ ଜଣେ ମହିଳା ଜାଣିଶୁଣି ଘରେ ନିଆଁ ଲଗାଇବାକୁ ଚେଷ୍ଟା କରୁଥିବା ଦେଖିବାକୁ ମିଳୁଛି। ଏହି ଘଟଣାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଭିଡିଓରେ ଏହା…

ସୁନାଠାରୁ ବି ଅଧିକ ମୂଲ୍ୟବାନ ହାତୀଦାନ୍ତ, କିଲୋଗ୍ରାମ ପିଛା ରହିଛି…

ହାତୀଦାନ୍ତ ବିକ୍ରି ଉପରେ ଭାରତ ସମେତ ବିଶ୍ୱର ସମସ୍ତ ଦେଶରେ ନିଷେଧ କରାଯାଇଛି। ୧୯୮୬ରେ ଭାରତ ବନ୍ୟଜନ୍ତୁ ସୁରକ୍ଷା ଆଇନ, ୧୯୭୨ରେ ସଂଶୋଧନ କରି ହାତୀଦାନ୍ତର ଘରୋଇ ବିକ୍ରି ଉପରେ ପ୍ରତିବନ୍ଧକ ଲଗାଇଥିଲା। ଆଜି ବି ଅନେକ ଲୋକ ବେଆଇନ ଉପାୟରେ…

ଖାଉଛନ୍ତି କି ଅଧା ରନ୍ଧା ମାଂସ ? ହୋଇ ଯାଆନ୍ତୁ ସତର୍କ, ହେବ ଏଭଳି ସ୍ବାସ୍ଥ୍ୟ ସମସ୍ୟା…

ନୂଆଦିଲ୍ଲୀ,୨।୧୧ : ସମ୍ପ୍ରତି ଅଧିକାଂଶ ଫାଷ୍ଟ ଫୁଡ ଖାଇବାକୁ ଅଧିକ ପସନ୍ଦ କରୁଛନ୍ତି। ତେବେ ଏଭଳି ଖାଦ୍ୟରେ ଅଳ୍ପ ରନ୍ଧା ଅବା ଅଧା ରନ୍ଧା ହୋଇଥିବା ମାଂସ ଖାଇବା ପ୍ରତି ସାବଧାନ ରହିବା ଜରୁରୀ। ଏଭଳି ଖାଦ୍ୟଠାରୁ ଦୁରେଇ ରହିବା ଆବଶ୍ୟକ…

କ୍ୟାନସର୍‌ ଭଲ ହେବା ପାଇଁ ମହିଳାଙ୍କ ଶରୀରରେ ଡାକ୍ତର ଲଗାଇଲେ ସିମେଣ୍ଟ-ଲେମ୍ବୁ ମିଶ୍ରଣ,ଆଉ ତା’ପରେ…

ବେଜିଂ,୨।୧୧: ଚାଇନାରେ ଠକେଇର ଏକ ଆଶ୍ଚର୍ଯ୍ୟଜନକ ମାମଲା ସାମ୍ନାକୁ ଆସିଛି। ଏଠାରେ ଏକ ସ୍ବଘୋଷିତ ଟ୍ୟୁମର ରିସର୍ଚ୍ଚ ଇନଷ୍ଟିଚ୍ୟୁଟର ଅନୁସନ୍ଧାନ ଚାଲିଛି। ଏହି ଠକେଇରେ ଜଣେ ମହିଳା ମଧ୍ୟ ଜୀବନ ହରାଇଛନ୍ତି। ଏଠାରେ ଜଣେ ମହିଳା କ୍ୟାନସର୍‌ ରୋଗରେ ଆକ୍ରାନ୍ତ ମା’ଙ୍କୁ…

୭୩ ବର୍ଷ ପୁରୁଣା ଗାଡ଼ିରେ ଭାରତରୁ ଲଣ୍ଡନ ପହଞ୍ଚିଲେ ଗୁଜରାଟୀ ପରିବାର,୧୪ ଦେଶ ସହିତ ଭ୍ରମଣ କଲେ ୧୨ ହଜାର କିଲୋମିଟର..

ଲଣ୍ଡନ,୨।୧୧ : ଜଣେ ଭାରତୀୟ ବ୍ୟବସାୟୀ କାର ଯୋଗେ ଲଣ୍ଡନ ଯାତ୍ରା କରିଛନ୍ତି। ବ୍ୟବସାୟୀ ତାଙ୍କ ପରିବାର ସହିତ ଅହମଦାବାଦରୁ ଲଣ୍ଡନ ପର୍ଯ୍ୟନ୍ତ କାର ଯୋଗେ ଯାତ୍ରା କରିଥିଲେ। ଏହି ଅବଧି ମଧ୍ୟରେ, ବ୍ୟବସାୟୀ ୧୪ ଟି ଦେଶ ଭ୍ରମଣ କରିଥିଲେ…

ପୃଥିବୀ ଉପରେ ମୃତ୍ୟୁ ପରି ବୁଲୁଛି ଉପଗ୍ରହ: ଧକ୍କା ହେଲେ କଣ ହେବ ଜାଣନ୍ତୁ

ଆଧୁନିକତା ନାମରେ ମଣିଷ ଦ୍ରୁତ ଗତିରେ ଅଗ୍ରଗତି କରୁଛି। ଅବଶ୍ୟ ଏହି ରେସରେ ମଣିଷ ଏପରି ଅନେକ କାର୍ଯ୍ୟ କରିଛି, ଯାହା ତାକୁ ବିନାଶ ଆଡ଼କୁ ନେଇପାରେ। ଏଥି ମଧ୍ୟରୁ ଗୋଟିଏ ହେଉଛି ଉପଗ୍ରହ। ବର୍ତ୍ତମାନ ହଜାର ହଜାର ଉପଗ୍ରହ ପୃଥିବୀ…

ପାଣି ବଦଳରେ ପେଟଭର୍ତ୍ତି ମଦ ପିଇଦେଲା ମୂଷା, ପରେ ଯାହା ହେଲା ଦେଖିଲେ ରୋକି ପାରିବେନି ହସ…

ସୋସିଆଲ ମିଡିଆରେ ପ୍ରତ୍ୟହ କିଛି ନା କିଛି ମଜାଦାର ଭିଡିଓ ଭାଇରାଲ ହୋଇଥାଏ, ଯାହାକୁ ଦେଖିଲେ ହସ ରୋକି ହୁଏନା। ଏବେ ସେଭଳି ଏକ ଜବରଦସ୍ତ ଭିଡିଓ ସାମ୍ନାକୁ ଆସିବା ପରେ ବେଶ ଭାଇରାଲ ହେଉଛି। ଭିଡିଓରେ ଏକ ମୂଷା ଦୋକାନକୁ…

ଶ୍ୱଶୁର ଶୋଇଥିବାବେଳେ ନିଆଁ ଲଗାଇଦେଲେ ବୋହୂ: ଭିଡିଓ ଦେଖିଲେ ହୋଇଯିବେ ଆଶ୍ଚର୍ଯ୍ୟ

ସାଧାରଣତଃ ପ୍ରତ୍ୟେକ ମଣିଷ ପାଇଁ ନିଜ ପରିବାର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ। କିନ୍ତୁ ଯଦି କୌଣସି କାରଣରୁ ସେହି ପରିବାର ଭାଙ୍ଗିଯାଏ ତେବେ ସର୍ବନାଶ ହେଲା ବୋଲି ଜାଣିବେ। ସୋସିଆଲ ମିଡିଆରେ ଏକ ଭିଡିଓ ନିକଟରେ ଭାଇରାଲ ହେଉଛି। ଏହି ଭିଡିଓରେ ଜଣେ…

ସୁନ୍ଦରୀ ଯୁବତୀଙ୍କୁ ଘାରିଲା ବିଲେଇ ହେବାର ନିଶା: ତା’ପରେ କଲେ ଏମିତି କାମ

ସୋସିଆଲ ମିଡିଆରେ ଜଣେ ସୁନ୍ଦରୀ ଯୁବତୀଙ୍କ ଫଟୋ ଏବେ ଭାଇରାଲ ହେବାରେ ଲାଗିଛି। ଏହି ଫଟୋରେ ସେ ବିଲେଇ ରୂପରେ ନଜର ଆସିଛନ୍ତି। ଇନଷ୍ଟାଗ୍ରାମରେ ଆଇଡିନ ମୋଡଙ୍କ ନାମରେ ଆକାଉଣ୍ଟରେ ଯୁବତୀଙ୍କ ଅନେକ ଫଟୋ ଶେୟାର କରାଯାଇଛି। ଏହି ଫଟୋ ଗୁଡ଼ିକରେ…

ପୋଲିସକୁ ଟ୍ୟାଗ୍‌ କରି ଯୁବତୀ ଲେଖିଲେ ଏମିତି, ଉତ୍ତର ଯାହା ଆସିଲା ଜାଣିଲେ ହେବେ ଆଶ୍ଚର୍ଯ୍ୟ

ସୋସିଆଲ ମିଡିଆରେ ମୁମ୍ବାଇ ପୋଲିସ ବହୁତ ଆକ୍ଟିଭ୍‌। ମୁମ୍ବାଇ ପୋଲିସ ସୋସିଆଲ ମିଡିଆରେ ଅଭିଯୋଗର ସମାଧାନ କରୁଥିବା ବେଳେ ମିମ୍ସ, ଭିଡିଓ ଏବଂ ଫିଲ୍ମ ଡାଏଲଗ୍‌ ଶେୟାର କରି ଲୋକଙ୍କୁ ସଚେତନ କରାଇଥାଏ। କିନ୍ତୁ ଅନେକଥର ସୋସିଆଲ ମିଡିଆରେ ପୋଲିସକୁ ଏପରି…

ଏହି ମନ୍ଦିରରେ ବାଜେ ନାହିଁ ଶଙ୍ଖ, ଜାଣନ୍ତୁ ଏହା ପଛରେ ରହିଛି ଏକ ବଡ଼ ରହସ୍ୟ

ମନ୍ଦିର ନାଁ ଶୁଣିବା ମାତ୍ରେ ଘଣ୍ଟଘଣ୍ଟି ଏବଂ ଶଙ୍ଖ ବାଜିବାର ଶବ୍ଦ ମନକୁ ଆସେ। କିନ୍ତୁ ଏମିତି ଏକ ମନ୍ଦିର ଅଛି, ଯେଉଁଠି ଶଙ୍ଖ ଆଦୌ ବାଜେ ନାହିଁ। ଏମିତି ଏକ ଧାମ ହେଉଛି ବଦ୍ରିନାଥ। ଏହି ମନ୍ଦିରରେ ଆରତି ହୁଏ…

ଏମିତି ଏ ପକ୍ଷୀ, ଯିଏ କ୍ଷଣକରେ ହାତୀକୁ ନିଏ ଉଠାଇ

ଏକ ସମୟ ଥିଲା ଯେତେବେଳେ ଏହି ପୃଥିବୀ ଅନେକ ପ୍ରାଣୀରେ ପରିପୂର୍ଣ୍ଣ ଥିଲା। ଡାଇନୋସର୍‌ଠାରୁ ଆରମ୍ଭ କରି ମାମୋଥ, ଉଡ଼ୁଥିବା ପକ୍ଷୀ ପର୍ଯ୍ୟନ୍ତ, ଏହି ସମସ୍ତ ଜୀବ ବହୁତ ବଡ଼ ଥିଲେ। କେତେକ ବିଶେଷଜ୍ଞ କହିଛନ୍ତି, ସେହି ସମୟ ମଧ୍ୟରେ ଅମ୍ଳଜାନର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?