ଫୁରସତ

୯୩ ବର୍ଷରେ ପିଏଚ୍‌ଡି ଡିଗ୍ରୀ ହାସଲ କରି ଚମକାଇଲେ ବୃଦ୍ଧା

ହାଇଦ୍ରାବାଦ,୧।୧୧: ଅଧ୍ୟୟନ ପ୍ରତି ଆଗ୍ରହ ଏବଂ ଡିଗ୍ରୀ ହାସଲ କରିବାର ଇଚ୍ଛା ଜଣେ ୯୩ ବର୍ଷୀୟା ବୃଦ୍ଧାଙ୍କୁ ଲୋକପ୍ରିୟ କରାଇପାରିଛି। ତେଲେଙ୍ଗାନାର ରାଜଧାନୀ ହାଇଦ୍ରାବାଦର ବାସିନ୍ଦା ରେଭାଥୀ ଥାଙ୍ଗାଭେଲୁ ଜଣେ ଶିକ୍ଷୟିତ୍ରୀ ଭାବେ କାର୍ଯ୍ୟ କରିଥିଲେ। ୧୯୯୦ରେ ସେ ଅବସର ନେଇଥିଲେହେଁ…

Video: ଶୀତର ଆଗମନରେ ସଜେଇ ହେଲାଣି ଓଡ଼ିଶାର କାଶ୍ମୀର ଦାରିଙ୍ଗବାଡ଼ି

ଶୀତର ଆଗମନରେ ଏବେ ଚଳଚଞ୍ଚଳ ହୋଇ ଉଠିଛି ବିଭିନ୍ନ ପର୍ଯ୍ୟଟନ କ୍ଷେତ୍ର। ଥଣ୍ଡାଥଣ୍ଡା ପାଗରେ ପ୍ରକୃତିର ଅପରୂପ ସୌନ୍ଦର୍ଯ୍ୟକୁ ଉପଭୋଗ କରିବାକୁ ପର୍ଯ୍ୟଟନ କ୍ଷେତ୍ର ମୁହାଁ ହେଲେଣି ପର୍ଯ୍ୟଟକ । ଯାହାକୁ ଦୃଷ୍ଟିରେ ସଜେଇ ହେଲାଣି ଓଡ଼ିଶାର କାଶ୍ମୀର କୁହାଯାଉଥିବା ଦାରିଙ୍ଗବାଡ଼ି…

ରୁଦ୍ରାକ୍ଷରେ ରହିଛି କର୍କଟରୁ ମୁକ୍ତି ଶକ୍ତି, କ’ଣ କହିଲେ ଗବେଷକ, ଜାଣନ୍ତୁ…

ନୂଆଦିଲ୍ଲୀ,୧।୧୧ : ବର୍ତ୍ତମାନ ରୁଦ୍ରାକ୍ଷ କର୍କଟ ରୋଗର ଚିକିତ୍ସାରେ ମଧ୍ୟ ସହାୟକ ହେବ। ଏଥିପାଇଁ, ମୂଷା ଉପରେ କରାଯାଇଥିବା ପରୀକ୍ଷଣରେ ମଧ୍ୟ ସଫଳତା ମିଳିଛି। ଶୋଭିତ ବିଶ୍ୱବିଦ୍ୟାଳୟର ଅନୁସନ୍ଧାନକାରୀମାନେ ମଣିଷ ଉପରେ ପରୀକ୍ଷା ପାଇଁ ବିଏଚୟୁ ସହିତ ଏକ ଚୁକ୍ତିନାମା କରିବାକୁ…

ଷ୍ଟେଶନରେ ଭୂତ ଆତଙ୍କ, ୪୨ବର୍ଷ ହେଲା ଅଟକୁନି ଟ୍ରେନ

କୋଲକତା, ୧।୧୧: ହଣ୍ଟେଡ ପ୍ଲେସ ବିଷୟରେ ଯେତିକି ଶୁଣିବାକୁ କୌତୁହଳ ଲାଗେ ସେହି ସ୍ଥାନକୁ ଯିବାକୁ ସେତେ ଡର ବି ଲାଗେ। ଭାରତରେ ଥିବା ବିଭିନ୍ନ ଭୂତିଆ ସ୍ଥଳ ବିଷୟରେ ଆପଣ ନିଶ୍ଚେ ଜାଣିଥିବେ। ସେଥିମଧ୍ୟରୁ ଆପଣଙ୍କୁ ଆମେ ଏପରି ଏକ…

ବହୁ ନଦୀରେ ଆସିବ ବନ୍ୟା, ୨୪ କୋଟି ଲୋକ ପ୍ରଭାବିତ ହେବା ଆଶଙ୍କା, ନେପାଳ ପାହାଡ଼ରେ ଏକ ତୃତୀୟାଂଶ ବରଫ ତରଳିଲା…

ଜେନେଭା,୧।୧୧ : ଜଳବାୟୁ ପରିବର୍ତ୍ତନ ଯୋଗୁ ନେପାଳରେ ଥିବା ପାହାଡରେ ପ୍ରାୟ ଏକ ତୃତୀୟାଂଶ ବରଫ ତରଳି ଯାଇଛି। ଜାତିସଂଘର ସେକ୍ରେଟେରୀ ଜେନେରାଲ ଆଣ୍ଟୋନିଓ ଗୁଟେରସ କହିଛନ୍ତି ଏପରି ହେବାକୁ ପ୍ରାୟ ୩୦ ବର୍ଷ ସମୟ ଲାଗିଛି। ଏହି ଅବଧି ମଧ୍ୟରେ,…

ପାଣି ଭିତରେ ଷ୍ଟଣ୍ଟ୍‌

ନୂଆଦିଲ୍ଲୀ: ବର୍ତ୍ତମାନ ସମୟରେ ସୋସିଆଲ ମିଡିଆ ଅନେକଙ୍କ ଟ୍ୟାଲେଣ୍ଟ ଦର୍ଶାଇବାର ମାର୍ଗ ସାଜିଛି। ତେବେ ନିକଟରେ ଜଣେ ମହିଳା ତାଙ୍କ ସୁଇମିଂ ଟ୍ୟାଲେଣ୍ଟ ଦେଖାଇଛନ୍ତି। ଯାହା ଦେଖି ଲୋକେ ଆଶ୍ଚର୍ଯ୍ୟ ହେଉଛନ୍ତି। ଭାଇରାଲ ଭିଡିଓରେ ମହିଳା ଜଣକ ପାଣି ଭିତରେ ଷ୍ଟଣ୍ଟ୍‌…

୬୦ ବର୍ଷ ବୟସରୁ ଫିଟ୍‌ନେସ୍‌ ଆରମ୍ଭ

ବେଜିଂ: ଦୁନିଆରେ ବହୁତ ଲୋକ ଅଛନ୍ତି, ଯେଉଁମାନେ ତାଙ୍କ ବୟସ ଅନୁସାରେ ନିଜର ଧ୍ୟାନ ରଖିପାରନ୍ତିନି। ଆଉ ଏପରି କିଛି ମଣିଷ ଅଛନ୍ତି, ଯେଉଁମାନଙ୍କୁ ଦେଖିଲେ ତାଙ୍କ ବୟସ ବାବଦରେ ଜାଣିହେବନି। ପଡ଼ୋଶୀ ଦେଶ ଚାଇନାରେ ଏପରି ଜଣେ ମହିଳା ଅଛନ୍ତି।…

ବିଶ୍ୱର କେଉଁ ଦେଶରେ ମିଳେ ସବୁଠୁ ଅଧିକ ଦରମା: ଟପ୍‌ ୩ରେ ନାହିଁ ଆମେରିକା

ଦୁନିଆର ଅନେକ ଦେଶରେ ଲୋକଙ୍କୁ ଭିନ୍ନ ଭିନ୍ନ ଦରମା ଦିଆଯାଏ। ଅନେକ ଦେଶରେ ଛୋଟ ଚାକିରିରେ ମଧ୍ୟ ବହୁତ ଅଧିକ ଦରମା ଉପଲବ୍ଧ ଥିବାବେଳେ କେତେକ ଦେଶରେ ଦରମା ବହୁତ କମ। ଆଜି ଆମେ ଆପଣଙ୍କୁ ସେହି ଦେଶଗୁଡ଼ିକ ବିଷୟରେ କହିବାକୁ…

ରାତିରେ ସହରରେ ବୁଲୁଛି ଚିତାବାଘ, ସିସିଟିଭି କ୍ୟାମେରାରେ ପଡିଲା ଧରା, ଦେଖନ୍ତୁ ଭାଇରାଲ ଭିଡିଓ…

ବେଙ୍ଗାଲୁରୁ,୩୧।୧୦ : ବେଙ୍ଗାଲୁରୁର ଇଲେକ୍ଟ୍ରୋନିକ ସିଟି ନିକଟ ସିଙ୍ଗାସନ୍ଦ୍ରା ଅଞ୍ଚଳରେ ଏକ ଚିତାବାଘ ଦେଖିବାକୁ ମିଳିଛି। ଏହାର ଏକ ଭିଡିଓ ମଧ୍ୟ ଭାଇରାଲ ହୋଇଛି। ଯେଉଁଥିରେ ଏକ ଚିତାବାଘ ସେହି ଅଞ୍ଚଳରେ ରାତିରେ ବୁଲୁଥିବାର ଦେଖାଯାଇଥିଲା। ଫୁଟେଜ ଅନୁଯାୟୀ, ଚିତାବାଘ ସିଙ୍ଗାସନ୍ଦ୍ରା…

ଟ୍ରାକ୍ଟର ସହ ବିପଜ୍ଜନକ ଷ୍ଟଣ୍ଟ କରୁଥିଲେ ଯୁବକ: ଘଟିଲା ଏମିତି, ଦେଖନ୍ତୁ ହୃଦୟଥରା ଭିଡିଓ

ଗୁରୁଦାସପୁର,୩୧।୧୦: ଟ୍ରାକ୍ଟର ସହ ବିପଜ୍ଜନକ ଷ୍ଟଣ୍ଟ କରିବା ମହଙ୍ଗା ପଡିଛି। ଏଥିରେ ଜଣେ ୨୯ ବର୍ଷ ବୟସ୍କ ଯୁବକଙ୍କ ମୃତ୍ୟୁ ଘଟିଛି। ପଞ୍ଜାବର ଗୁରୁଦାସପୁର ଜିଲାର ଏକ ଗ୍ରାମୀଣ କ୍ରୀଡା ଇଭେଣ୍ଟରେ ଏହା ଘଟିଛି। ଏହି ଘଟଣାର ଯନ୍ତ୍ରଣାଦାୟକ ଭିଡିଓ ସୋସିଆଲ…

ଚୋରି ହେଉଛି ଟଏଲେଟ!

ଆପଣ ବିଶ୍ୱରେ ଅନେକ ଅଜବ ଗଜବ କଥା ଶୁଣିଥିବେ। ତେବେ ସବୁଠାରେ ଚୋରି ହେଉଥିବା ବି ସମସ୍ତେ ଜାଣନ୍ତି। ତେବେ ଚୋରି ଯାଉଥିବା ଜିନିଷଗୁଡିକ ମଧ୍ୟରୁ କେତେକ ଶୁଣିବା ପରେ ମଧ୍ୟ ସହ୍ୟ କରାଯାଇପାରେ, କିନ୍ତୁ କିଛି ଜିନିଷ ଅଛି ଯାହାକୁ…

ଏଠି ଶୋଇଲେ ମିଳିବ ଟଙ୍କା, ଏଠି କାନ୍ଦିଲେ ମିଳିବ ଟଙ୍କା

ଟେକ୍ନୋଲୋଜିର ବିକାଶ ସହିତ ଏବେ ଅନେକ ପ୍ରକାରର ଚାକିରି ଆସୁଛି ଯାହାକୁ କେହି କେବେ କଳ୍ପନା କରି ନ ଥିବେ। ବିଶ୍ୱର ଏମିତି କିଛି ସ୍ଥାନ ଅଛି ଯେଉଁଠାରେ ଅଜବ କାରଣକୁ ନେଇ ଚାକିରି ଦିଆଯାଇଥାଏ ଓ ସେଥିପାଇଁ ମୋଟା ଅଙ୍କର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?