ଫୁରସତ

୯୦ କେଜିର କୁମ୍ଭୀରକୁ ରାନ୍ଧି ଖାଇଲେ

ବେଜିଂ: ଚାଇନାରେ ଲୋକଙ୍କ ଖାଦ୍ୟପେୟରେ କିଛି ଅସୁବିଧା ହୋଇ ନ ଥାଏ। କାରଣ ସେମାନେ ନ୍ୟୁଟ୍ରିଶନ ନାମରେ କୌଣସି ପ୍ରାଣୀଙ୍କୁ ବି ଖାଇଖାନ୍ତି। ଅନେକ ସମୟରେ ତ କୀଟକୁ କଞ୍ଚା ଖାଉଥିବା ଦେଖିବାକୁ ମିଳିଛି। ତେବେ ଏପରି ଜଣେ ଯୁବତୀ, ଯିଏ…

ପିଲାବେଳେ ପିଉଥିଲେ ୪୦ ସିଗାରେଟ

ଜାକର୍ତ୍ତା: ସିଗାରେଟ ପିଇବା ସ୍ବାସ୍ଥ୍ୟ ପ୍ରତି ହାନିକାରକ ହୋଇଥାଏ। ବର୍ତ୍ତମାନ ସମୟରେ ଯୁବକଙ୍କଠାରୁ ଆରମ୍ଭ କରି ବୃଦ୍ଧଙ୍କ ହାତରେ ସିଗାରେଟ ଦେଖିବାକୁ ମିଳୁଛି। ହେଲେ କେବେ ଛୁଆଙ୍କ ହାତରେ ସିଗାରେଟ ଥିବା ଦେଖିଛନ୍ତି? ନିକଟରେ ଏପରି ଏକ ଦୃଶ୍ୟ ଦେଖିବାକୁ ମିଳିଛି।…

୧୪ ହଜାର ଫୁଟ ଉପରେ ଜଣାପଡ଼ିଲା ବିମାନର ନାହିଁ ୨ ଝରକା, ତାପରେ ଏପରି ହେଲା…

ଲଣ୍ଡନ,୭।୧୧ : ଲଣ୍ଡନର ଷ୍ଟାନଷ୍ଟେଡ ବିମାନବନ୍ଦରରୁ ଏକ ବିମାନ ଦୁଇଟି ଝରକା ବିନା ଫ୍ଲୋରିଡା ଅଭିମୁଖେ ଯାତ୍ରା ଆରମ୍ଭ କରିଥିଲା। ତେବେ କର୍ମଚାରୀମାନେ ବିମାନରେ ଏହି ସମସ୍ୟା ଜାଣିବା ପରେ ଏହାକୁ ସସେକ୍ସ ବିମାନବନ୍ଦରରେ ଅବତରଣ କରିଥିଲେ। ବିମାନଟି ନଅ ଜଣ…

ପ୍ରେମରୁ କଳି: ପ୍ରେମିକାଙ୍କୁ ଗୁଳିକଲେ ପ୍ରେମିକ, ମତ୍ୟୁ ପୂର୍ବରୁ ରେକର୍ଡ କଲେ ଭିଡିଓ

ପ୍ରତ୍ୟେକ ଦିନ ସୋସିଆଲ ମିଡିଆରେ କିଛି ନା କିଛି ଭିଡିଓ ଭାଇରାଲ ହେଉଛି। ତେବେ ସେଥିରୁ କେତେକ ଭିଡିଓ ଆଶ୍ଚର୍ଯ୍ୟକର ମନେ ହେଲାବେଳେ କିଛି ଭିଡିଓ ଖରାପ ପ୍ରଭାବ ପକାଉଛି। ଲଭ୍‌ ଧୋକା ଆଜିର ସମୟରେ ଟ୍ରେଣ୍ଡରେ ପରିଣତ ହୋଇଯାଇଛି। ର୍ଗଲଫ୍ରେଣ୍ଡ…

ମଦ ନିଶାରେ ବିଷଧର ସାପକୁ କାମୁଡିବା ପାଇଁ ଚ୍ୟାଲେଞ୍ଜ୍‌ ଦେଲେ ଯୁବକ: ଆଉ ତା’ପରେ…ଦେଖନ୍ତୁ ଭିଡିଓ

ମଦ ନିଶାରେ ଅନେକ ଥର ଲୋକମାନେ ଏପରି ଅଜବ କାର୍ଯ୍ୟ କରନ୍ତି, ଯାହା ଚେତନା ପାଇବା ପରେ ସେମାନେ ଅନୁତାପ କରନ୍ତି। ଏବେ ଉତ୍ତରପ୍ରଦେଶର ଦେଓରିଆ ଜିଲାରୁ ଏକ ଏଭଳି ଆଶ୍ଚର୍ଯ୍ୟଜନକ ମାମଲା ସାମ୍ନାକୁ ଆସିଛି। ଦେଓରିଆର ଜଣେ ବ୍ୟକ୍ତି ମଦ…

କର୍କଟକୁ ହରାଇବା

କର୍କଟଠାରୁ ନ ହାରି ଏହାକୁ ହରାଇବା ନେଇ ଲୋକଙ୍କ ମଧ୍ୟରେ ବିଶେଷ ଚିନ୍ତାଧାରା ସୃଷ୍ଟି କରିବା ପାଇଁ ପ୍ରତିବର୍ଷ ନଭେମ୍ବର ୭ରେ ସର୍ବଭାରତୀୟ ସ୍ତରରେ ଜାତୀୟ କର୍କଟ ସଚେତନତା ଦିବସ ପାଳନ କରାଯାଇଥାଏ। ବିଶ୍ୱ ସ୍ବାସ୍ଥ୍ୟ ସଙ୍ଗଠନ ପରିସଂଖ୍ୟାନ ଅନୁଯାୟୀ, କର୍କଟ…

ଅସହାୟଙ୍କ ପାଇଁ ତିଆରିକଲେ ୯୯ ଘର

ଅଟାୱା: କାନାଡାର ଜଣେ ବ୍ୟକ୍ତି ଏପରି ଏକ କାମ କରିଛନ୍ତି, ଯେଉଁଥିପାଇଁ ତାଙ୍କୁ ସବୁଆଡୁ ଶୁଭେଚ୍ଛା ମିଳୁଛି। ଯେଉଁମାନଙ୍କ ରହିବାକୁ ଘର ନାହିଁ, ସେ ସେମାନଙ୍କ ପାଇଁ ଘର ତିଆରି କରିଥିବା ଜଣାପଡ଼ିଛି। ମାର୍ସେଲ ଲେବ୍ରୁନ୍‌ ନିଜର ଏକ ସଫ୍ଟୱେର କମ୍ପାନୀକୁ…

ସ୍ତ୍ରୀ ଡ୍ରାଇଭର,ସ୍ବାମୀ କଣ୍ଡକ୍ଟର

ଲକ୍ଷ୍ନୌ,୭।୧୧: ଉତ୍ତରପ୍ରଦେଶ ପରିବହନ ନିଗମରେ କାର୍ଯ୍ୟ କରୁଥିବା ଏକ ସ୍ବାମୀ-ସ୍ତ୍ରୀ ଯୋଡି ଏବେ ଚର୍ଚ୍ଚାରେ ଅଛନ୍ତି। ଉତ୍ତରପ୍ରଦେଶ ପରିବହନ ନିଗମର ଲୋନି ଡିପୋର ରୋଡୱେ ବସ୍‌ରେ ସ୍ବାମୀ ଓ ସ୍ତ୍ରୀଙ୍କୁ ପୋଷ୍ଟ କରାଯାଇଛି। କୌତୁହଳର ବିଷୟ ହେଉଛି ସ୍ତ୍ରୀଙ୍କ ହାତରେ ରୋଡୱେ…

୮ ଫୁଟ ଲମ୍ବର ଜୁକିନି, ଦେଖିଲେ ହେବେ…

ଅଟାୱା: କାନାଡା ଓଣ୍ଟାରିଓର ଜଣେ ମାଳୀ ନିକଟରେ ତାଙ୍କ ବଗିଚାରେ ୮ ଫୁଟ, ୪.୭୯ ଇଞ୍ଜର ଜୁକିନି (ଆମେରିକା, ଅଷ୍ଟ୍ରେଲିଆ ଅଞ୍ଚଳରେ ହେଉଥିବା ସବୁଜ ଛଚିନ୍ଦ୍ରା ପରି ପରିବା) ସଂଗ୍ରହ କରିଛନ୍ତି। ସେ ମାଳୀ ହେଲେ, ହେନେରି ଡି’ ଆଞ୍ଜେଲା। ହେନେରି…

ମାତ୍ର ୧୫ ମିନିଟ୍‌ ପାଇଁ ଖର୍ଚ୍ଚ କରିଦେଲେ ୪ କୋଟି, ସମ୍ପୂର୍ଣ୍ଣ ଘଟଣା ଜାଣିଲେ…

ୱାଶିଂଟନ: ଏପରି ଅନେକ ଅଭିନେତ୍ରୀ ଅଛନ୍ତି, ଯେଉଁମାନେ ବହୁତ ଲୋକପ୍ରିୟ। ସେମାନଙ୍କୁ ଦେଖିବାକୁ, ତାଙ୍କ ସହ ଟିକେ କଥା ହେବାକୁ ତାଙ୍କ ପ୍ରଂଶସକ ବେଶ୍‌ ଆଗ୍ରହୀ ଥାନ୍ତି। ଏପରି ଜଣେ ଅଭିନେତ୍ରୀ ହେଉଛନ୍ତି, କ୍ରିଷ୍ଟେନ୍‌ ଷ୍ଟେୱାର୍ଟ। ହଲିଉଡ୍‌ର ଲୋକପ୍ରିୟ ଅଭିନେତ୍ରୀ କ୍ରିଷ୍ଟେନ୍‌ଙ୍କୁ…

ଚଳନ୍ତା ବସ୍‌ରେ କଣ୍ଡକ୍ଟର ଯାତ୍ରୀଙ୍କ ମଧ୍ୟରେ ଘମାଘୋଟ  ଲଢ଼େଇ: ଭିଡିଓ ଦେଖିଲେ…

ବସ୍‌ ହେଉ କିମ୍ବା ଟ୍ରେନ୍‌, ଯାତ୍ରା ସମୟରେ କାହାର ଆଚରଣ ହୁଏତ ଭଲ ଲାଗି ନପାରେ। ମାତ୍ର ବେଳେବେଳେ ଲୋକେ ସିଟ୍‌ କିମ୍ବା ଟିକେଟ୍‌ ପରି କିଛି ଛୋଟ ଜିନିଷକୁ ନେଇ ଅଧିକ ମାତ୍ରାରେ ରାଗିଯାନ୍ତି। ଏହା ସହ ଜଡିତ ଏକ…

ଖାଅ, ପିଅ, ମଜା କର, ବିବାହ କର ନାହିଁ ଏମିତି ଲେଖାଥିଲା କେକ୍‌ରେ, ପ୍ରକୃତ କାରଣ ଜାଣିଲେ ହେବେ ଆଶ୍ଚର୍ଯ୍ୟ

ଆପଣ ନିଶ୍ଚିତ ଭାବରେ ଲୋକମାନଙ୍କୁ ବିବାହ ଏବଂ ଜନ୍ମଦିନ ଭୋଜି କରୁଥିବା ଦେଖିଥିବେ। ଏପରି କିଛି ବନ୍ଧୁ ଅଛନ୍ତି, ଯେଉଁମାନେ ଯାହା ହେଉନା କାହିଁକି, କୌଣସି ପାର୍ଟିକୁ କେବେ ବି ମିସ୍‌ କରନ୍ତି ନାହିଁ। ଏହିପରି ଜଣେ ଯୁବତୀ ତାଙ୍କ ବାନ୍ଧବୀଙ୍କ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?