ଫୁରସତ

ଷଣ୍ଢ ସହ ପଙ୍ଗା ନେବା ବ୍ୟକ୍ତିଙ୍କୁ ପଡ଼ିଲା ଭାରି: ପାଇଲେ ପାନେ, ଦେଖନ୍ତୁ ଭିଡ଼ିଓ

ପଶୁମାନଙ୍କ ସହ ଅନାବଶ୍ୟକ ଭାବରେ ଲାଗିଲେ, ସେମାନେ ରାଗିଯାଇ ଏହାର ପ୍ରତିଶୋଧ ନିଅନ୍ତି। ଏହାର ଏକ ଜ୍ୱଳନ୍ତ ଉଦାହରଣ ନିକଟରେ ଦେଖିବାକୁ ମିଳିଛି। ଆଜିକାଲି ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି। ଏହି ଭିଡିଓରେ ଜଣେ ବ୍ୟକ୍ତି ଷଣ୍ଢ…

ପ୍ରତିଦିନ ପୂରା ଡବା ବେବି ପାଉଡର ଖାଉଛନ୍ତି ଏହି ମହିଳା

ଓ୍ବାଶିଂଟନ: ଆପଣ ନିଶ୍ଚିତ ଭାବରେ ଅନେକ ଲୋକଙ୍କ ଅଦ୍ଭୁତ ଅଭ୍ୟାସ ବିଷୟରେ ଶୁଣିଥିବେ। କିନ୍ତୁ ଜଣେ ଆମେରିକୀୟ ମହିଳାଙ୍କ ସୌକ ଅଦ୍ଭୁତ । ଏହି ୨୭ବର୍ଷ ବୟସ୍କା ମହିଳା ପ୍ରକାଶ କରିଛନ୍ତି ଯେ ସେ ପ୍ରତିଦିନ ଜନସନ ବେବି ପାଉଡର ଖାଇବାକୁ…

ବିଦେଶରେ ନୁହେଁ, ଖୋଦ୍‌ ଭାରତର ଏହି ଗାଁ ଲୋକେ ମାଟିରୁ ବାହାର କରୁଛନ୍ତି ସୁନା

ଆମେ ସମସ୍ତେ ଜାଣୁ ଯେ, ଖଣିରୁ ସୁନା ବାହାର କରାଯାଏ। ଛୋଟ ଖଣ୍ଡ ବା ଶସ୍ୟ ଆକାରରେ। ଏହା ପ୍ରବାହିତ ଜଳରୁ ସଂଗୃହୀତ ପଥର ଏବଂ ମାଟିରୁ ମିଳିଥାଏ। ଦୁନିଆରେ ଅନେକ ଖଣି ଅଛି, ଯେଉଁଠାରେ ବିଶେଷଜ୍ଞ କାମ କରନ୍ତ। ଏଥିପାଇଁ…

ବଳଦର ମୃତ୍ୟୁ ପରେ ହିନ୍ଦୁ ପରମ୍ପରାରେ ଅନ୍ତିମ ସଂସ୍କାର କଲେ କୃଷକ, କହିଲେ ବଡ଼ କାରଣ

ପଶୁମାନେ ମନୁଷ୍ୟର ଭାବନାକୁ ସହଜରେ ବୁଝିପାରନ୍ତି। ସେଥିପାଇଁ ସେମାନେ ମଣିଷର ବନ୍ଧୁ ହୁଅନ୍ତି। ସେମାନେ ଶେଷ ନିଃଶ୍ୱାସ ପର୍ଯ୍ୟନ୍ତ ଏହି ବନ୍ଧୁତା ବଜାୟ ରଖନ୍ତି। ଜୁନାଗଡ଼ର ବିସାବଦରରେ ଏଭଳି ଏକ ଘଟଣା ସାମ୍ନାକୁ ଆସିଛି। ବିସାବଦରର ଜଣେ କୃଷକ ତାଙ୍କ ବଳଦକୁ…

 ଚେନ୍ନାଇର ଝଡ଼ବର୍ଷାରେ ରାସ୍ତା ମଝିରେ  ମାଛ ଧରୁଛନ୍ତି ବ୍ୟକ୍ତି, ଭିଡିଓ ଦେଖିଲେ…

ବାତ୍ୟା ମିଗ୍‌ଜୋମ୍‌ ପ୍ରଭାବରେ ତାମିଲନାଡୁର ଚେନ୍ନାଇ ସହର ଜଳାର୍ଣ୍ଣବ ହୋଇଯାଇଥିଲା। ଏହାର ଅନେକ ଫଟୋ ଏବଂ ଭିଡିଓ ଭାଇରାଲ ହୋଇଥିଲା। ଯେଉଁଥିରୁ ସେଠାକାର କ୍ଷୟକ୍ଷତି ଆକଳନ କରାଯାଇ ପାରିବ। ବର୍ତ୍ତମାନ ଆଉ ଏକ ଭିଡିଓ ସାମ୍ନାକୁ ଆସିଛି। ଏକ୍ସ ଆକାଉଣ୍ଟ (@…

ବିବାହ ଲାଗି ଗୋଟିଏ ଝିଅ ମିଳିବା ମୁସ୍କିଲ; ହେଲେ ଏକାସାଙ୍ଗରେ ୪ଜଣଙ୍କୁ ଜୀବନସାଥୀ କଲେ ଏହି ପୁଅ: ଭିଡିଓ ଦେଖିଲେ…

ଭାରତରେ ଏବେ ବିବାହ ଋତୁ ଆରମ୍ଭ ହୋଇଛି। ପ୍ରତି ଦିନ ହଜାର ହଜାର ବିବାହ ହେଉଛି। ସୋସିଆଲ ମିଡିଆରେ ମଧ୍ୟ କିଛି ବିବାହର ଝଲକ ଦେଖିବାକୁ ମିଳୁଛି। ଏହି କ୍ରମରେ ଏକ ଏଭଳି ଭିଡିଓ ଭାଇରାଲ ହେଉଛି, ଯାହା କୁଆଁରାମାନଙ୍କ ହୃଦୟ…

ବିଦେଶୀ ପଣ୍ଡିତ ପଢ଼ିଲେ ଅନର୍ଗଳ ସଂସ୍କୃତ ମନ୍ତ୍ର, ଭାରତୀୟ ସଂସ୍କୃତି ଅନୁଯାୟୀ ହେଲା ବିବାହ; ଭିଡିଓ ଦେଖିଲେ କହିବେ ବାଃ…

ଆରମ୍ଭ ହୋଇଛି ବିବାହ ଋତୁ। ଦେଶବିଦେଶରେ ଏହାର ଧୁମ୍‌ ଦେଖିବାକୁ ମିଳୁଛି। ଏହି କ୍ରମରେ ସୋସିଆଲ ମିଡିଆରେ ଏକ ବିଦେଶୀ ଯୋଡ଼ିଙ୍କ ବିବାହ ଚର୍ଚ୍ଚାର ବିଷୟ ପାଲଟିଛି। କାରଣ ଭାରତୀୟ ସଂସ୍କୃତି ଅନୁଯାୟୀ ଏହି ବିବାହ ଅନୁଷ୍ଠିତ ହୋଇଛି। ବିଶେଷକରି ବିଦେଶୀ…

ଗୁଗ୍‌ଲରେ ଲୋକେ ସବୁଠୁ ଅଧିକ ସର୍ଚ୍ଚ କରନ୍ତି ଏସବୁ, ଜାଣିଲେ ହେବେ ଆଶ୍ଚର୍ଯ୍ୟ

ଗୁଗ୍‌ଲ ଆମକୁ ପ୍ରତ୍ୟେକ ପ୍ରଶ୍ନର ଉତ୍ତର ଦେଇଥାଏ। ଯେତେବେଳେ ଆମେ କିଛି ଜାଣିବାକୁ ଚାହିଁଥାଉ, ପ୍ରଥମେ ଆମେ ଗୁଗ୍‌ଲରେ ସର୍ଚ୍ଚ କରିଥାଉ ବା ଖୋଜିଥାଉ। କିନ୍ତୁ ଆପଣ କେବେ ଚିନ୍ତା କରିଛନ୍ତି କି ଗୁଗ୍‌ଲରେ ସବୁଠାରୁ ଅଧିକ ପଚରାଯାଉଥିବା ପ୍ରଶ୍ନଗୁଡିକ କ’ଣ?…

Online Transaction Fraud : ବିଚଳିତ ନ ହୋଇ ପ୍ରଥମେ କରନ୍ତୁ ଏପରି ଫେରି ଆସିବ ଠକେଇ ହୋଇଥିବା ଟଙ୍କା …

ମୁମ୍ବାଇ,୭।୧୨ : ବ୍ୟାଙ୍କ ଆକାଉଣ୍ଟରୁ XXXXX ଟଙ୍କା କଟାଯାଇଛି। ଏପରି ବାର୍ତ୍ତା ପାଇଛନ୍ତି କି ବ୍ୟାଙ୍କ ଆକାଉଣ୍ଟଧାରୀଙ୍କ ଅଜ୍ଞାତରେ ଆକାଉଣ୍ଟରୁ ଟଙ୍କା କଟାଯାଇଥିବା ବେଳେ ଆପଣ ଏପରି ମାମଲା ଦେଖିଛନ୍ତି କି? ଯଦି ହଁ, ତେବେ ପ୍ରଥମେ କରିବା କ’ଣ ଠିକ?…

୨୨ ସନ୍ତାନଙ୍କ ମା’, ପ୍ରତିଦିନ ଜଳଖିଆରେ ପିଲାଙ୍କ ପାଇଁ ଖର୍ଚ୍ଚ କରନ୍ତି ଏତିକି ଟଙ୍କା, ଜାଣିଲେ ହେବେ ଆଶ୍ଚର୍ଯ୍ୟ

ମା’ ହେବା ଜଣେ ମହିଳାଙ୍କ ପାଇଁ ସବୁଠାରୁ ସୁଖଦ ଅନୁଭବ। ମା’ ହେବା ପରେ ହିଁ ଜଣେ ମହିଳା ବୁଝିପାରନ୍ତି ଯେ, ଭଗବାନ ତାଙ୍କୁ କାହିଁକି ସୃଷ୍ଟିକର୍ତ୍ତା କରିଛନ୍ତି? ଏକ ସନ୍ତାନ ପ୍ରସବ କରିବା ପରେ ସେ ଏହାକୁ ବଞ୍ଚାଇବା ପାଇଁ…

ଗଞ୍ଜା ରାବ ନୁହେଁ ଅପରାଧ, ଏହା ତାଙ୍କର ଅଧିକାର: ଫ୍ରାନ୍ସ ସରକାରଙ୍କ ନିର୍ଦ୍ଦେଶ ଜାରି…

ପ୍ୟାରିସ,୭।୧୨ : ପ୍ରାଣୀମାନଙ୍କ ଅଧିକାରର ସୁରକ୍ଷା ପାଇଁ ବହୁ ଲୋକେ ବାହାରିଥାନ୍ତି। କେହି କେହି ମାଂସାହାର ବିରୁଦ୍ଧରେ ଛିଡା ହୋଇଥିବାବେଳେ ଅନ୍ୟମାନେ ପ୍ରାଣୀଙ୍କୁ ବାନ୍ଧି ରଖିବାକୁ ଭୁଲ ବୋଲି କହିଛନ୍ତି। ପ୍ରାଣୀ ଅଧିକାର ପାଇଁ ଲଢୁଥିବା କେତେକ ଗୋଷ୍ଠୀ ଏନେଇ ଆଗେଇ…

ରୋବଟର ଚାକିରି ଛଡାଇ ନେଲେ ମହିଳା, ଏବେ ମେଶିନ ପରି କରୁଛନ୍ତି କାମ

ବେଜିଂ,୭।୧୨: ଟେକ୍ନୋଲଜି ଏବେ ମଣିଷଙ୍କ କାମ ସହଜ କରିଦେଉଛି। ବର୍ତ୍ତମାନ ଏଆଇର ଭିନ୍ନ ଏକ ବିପ୍ଲବରେ ମଣିଷଙ୍କ ରୋଜଗାର ଛଡାଇବାକୁ ବସିଲାଣି। ଏଥିସଯୋଗୁ ସବୁଠି ଛଟେଇ କରାଯାଇ ରୋବଟ କିମ୍ବା ଏଆଇ ମାଧ୍ୟମରେ ବିଭିନ୍ନ କାର୍ଯ୍ୟ କରାଯାଉଛି। ଏହାରି ଭିତରେ ଚାଇନାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?