ଫୁରସତ

ଟ୍ରେନ୍‌ରେ ଯୁବତୀଙ୍କୁ ନାଚୁଥିବା ଦେଖି ଖାକିପୋଷାକରେ ଥିବା ଭୁଲିଗଲେ  ପୋଲିସ ବାବୁ , ପରେ ଯାହା କଲେ…

ବର୍ତ୍ତମାନ ସମସ୍ତେ ରିଲ୍‌ ନିଶାରେ ପାଗଳ। ଆଜିର ଯୁବପିଢ଼ି ରିଲ୍‌ ପାଇଁ ଯେକୌଣସି ସ୍ଥାନକୁ ବାଛି ଦେଉଛନ୍ତି। ତାହା ବିପଦପୂର୍ଣ୍ଣ ସ୍ଥାନ ହେଉ ଅବା ଦିଲ୍ଲୀ ମେଟ୍ରୋ ଟ୍ରେନ୍‌ ସବୁଠି ରିଲ୍‌ର ଝଲକ ଦେଖିବାକୁ ମିଳୁଛି। ତେବେ ବର୍ତ୍ତମାନ ଏକ ଲୋକାଲ…

ଏହି ସ୍ଥାନରେ ପଶ୍ଚିମରେ ଉଦୟ ହୁଅନ୍ତି ସୂର୍ଯ୍ୟ, ବିଶ୍ୱାସ ନ ହେଲେ ବି ସତ, ଜାଣନ୍ତୁ କାରଣ…

ବ୍ରହ୍ମାଣ୍ଡରେ ଏପରି ଅନେକ ଜିନିଷ ଏବଂ ଅନେକ ତଥ୍ୟ ରହିଛି, ଯାହା ବିଷୟରେ ଆମେ ବିଶେଷ କିଛି ଜାଣି ନ ଥାଉ। ଯେତେବେଳେ ଆମେ ଏହା ବିଷୟରେ ଜାଣିଥାଉ, ଆଶ୍ଚର୍ଯ୍ୟ ହୋଇଥାଉ। ଯେହେତୁ ଆମେ ପୃଥିବୀରେ ବାସ କରୁ, ଏହି ଗ୍ରହ…

ନିଜ ଘର ଭିତରେ ହିଁ ଲକ୍‌ ହୋଇଗଲେ ଋଷି ସୁନକ, ପିଟିବାକୁ ଲାଗିଲେ କବାଟ, ଭାଇରାଲ ଭିଡିଓ

ଇଂଲଣ୍ଡ,୧୦।୧୨: ବ୍ରିଟିଶ ପ୍ରଧାନମନ୍ତ୍ରୀ ଋଷି ସୁନକ ନିଜ ଘର ଡାଉନିଂ ଷ୍ଟ୍ରିଟ ଭିତରେ ଫଶି ଯାଇଥିଲେ। ଘର ବାହାର ପଟୁ ତାଲା ପଡୁଥିବାରୁ ସେ ବାହାରକୁ ଯାଇପାରୁ ନ ଥିଲେ। ଘଟଣା ଏପରି କି, ନେଦରଲାଣ୍ଡ ପ୍ରଧାନମନ୍ତ୍ରୀ ମାର୍କ ରୁଟଙ୍କୁ ସ୍ବାଗତ…

ପ୍ରଜନନ କ୍ଷମତା ବୃଦ୍ଧି କରୁଥିବା ଜିନ ଦ୍ୱାରା କମୁଛି ଆୟୁଷ…

ଓ୍ବାଶିଂଟନ,୧୦।୧୨ : ପ୍ରଜନନ କ୍ଷମତା ବୃଦ୍ଧି କରୁଥିବା ଜିନ ଯୋଗୁଁ ମାନବ ଜୀବନର ସମୟ ସୀମା କମ ହେବାରେ ଲାଗିଛି। ସାଇନ୍ସ ଆଡଭାନ୍ସ ଜର୍ନାଲରେ ପ୍ରକାଶିତ ଏକ ନୂତନ ଅଧ୍ୟୟନରେ ଏହା ଦାବି କରାଯାଇଛି। ମାନବ ଡିଏନଏ ତଥ୍ୟ ଅଧ୍ୟୟନ କରୁଥିବା…

ସମସ୍ତେ ସୁନା ଚେନ୍‌ ପିନ୍ଧୁଥିବେ ମାତ୍ର କେମିତି ତିଆରି ହୁଏ ଦେଖିଛନ୍ତି କି? ଥରେ ନଜର ପକାନ୍ତୁ ଏହି ଭିଡିଓ ଉପରେ…

ଆଜିର ସମୟରେ ଯଦି କାହା ପାଖରେ ଅଧିକ ଟଙ୍କା ହୋଇଯାଏ ସେ ସଙ୍ଗେ ସଙ୍ଗେ ସୁନା କିଣିବାକୁ ଚାଲିଯାଆନ୍ତି। ଯଦିଓ ବର୍ତ୍ତମାନ ବିଭିନ୍ନ ଯୋଜନା ଏବଂ ଏସ୍‌ଆଇପିର ପ୍ରବର୍ତ୍ତନ ପରେ ସୁନାରେ ବିନିଯୋଗ ହ୍ରାସ ପାଇଛି, କିନ୍ତୁ ଏହା ସତ୍ତ୍ୱେ ପୁରୁଣାକାଳିଆ…

ଭାଇରାଲ ହେଉଛି ବ୍ରିଟିଶ ରାଜ ଇଣ୍ଡିଆର ପାର୍ସପୋର୍ଟ, ଏବେ ଠାରୁ କେତେ ଅଲଗା…

ନୂଆଦିଲ୍ଲୀ,୨୦।୧୨: ଭାରତୀୟଙ୍କ ପାଇଁ ପାସପୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ଡକ୍ୟୁମେଣ୍ଟ। ବିଦେଶ ଯାତ୍ରା କିମ୍ବା ଅନ୍ୟାନ୍ୟ ଦରକାରୀ କାମ ପାଇଁ ପାର୍ସପୋର୍ଟ ଲୋଡା ପଡେ। ବର୍ତ୍ତମାନ ପ୍ରଚଳିତ ହେଉଥିବା ପାର୍ସପୋର୍ଟ କିନ୍ତୁ ପୂର୍ବ ଭଳି ନ ଥିଲା। ତେବେ ୯୫ ବର୍ଷ ପୂର୍ବେ…

ବ୍ରହ୍ମାଣ୍ଡରେ ଦେଖାଗଲା ଭୟଙ୍କର ପିଶାଚ, ନାସା ଜାରି କଲା ଫଟୋ

ନୂଆଦିଲ୍ଲୀ,୯।୧୨: ବ୍ରହ୍ମାଣ୍ଡ ଏପରି ଏକ ସ୍ଥାନ ଯାହା ରହସ୍ୟରେ ପରିପୂର୍ଣ୍ଣ ହୋଇଥାଏ। ଦିନକୁ ଦିନ ଏହାର ରହସ୍ୟ ଉନ୍ମୋଚନ ହେବା ସହ ବହୁତ କିଛି ଜାଣିବାକୁ ମିଳିଥାଏ। ନିକଟରେ ନାସା ମହାକାଶର ଏକ ଏପରି ଫଟୋ ଶେୟାର କରିଛି ଯାହାକୁ ଦେଖିଲେ…

ଚିଡିଆଖାନାରେ ବାଘ ପିଞ୍ଜରାକୁ ଡେଇଁ ପଡିଲେ ବ୍ୟକ୍ତି, ତା’ପରେ…

ପଞ୍ଜାବ,୯।୧୨: ଚିଡିଆଖାନାରେ ବିଭିନ୍ନ ପ୍ରକାର ଜୀବଜନ୍ତୁଙ୍କ ଠାରୁ ଆରମ୍ଭ କରି ଦୁର୍ଲଭ ପ୍ରଜାତିର କୀଟ ପତଙ୍ଗ, ସରୀସୃପ ମଧ୍ୟ ଦେଖିବାକୁ ପାଇଥିବେ। ଚିଡିଆଖାନାରେ ପର୍ଯ୍ୟଟକଙ୍କୁ ଜୀବଜନ୍ତୁଙ୍କ ଜନ୍ତା ନିକଟରୁ ଦୂରେଇ ରହିବାକୁ ପରାମର୍ଶ ଦିଆଯାଇଥାଏ। କୌଣସି ବାହାର ଖାଦ୍ୟ ପଶୁପକ୍ଷୀଙ୍କୁ ନ…

ଉପରେ ମାଡିଗଲା ୧୦ ବଗି, କିନ୍ତୁ ହେଲାନି କିଛି କ୍ଷତି, ଦେଖନ୍ତୁ ଭାଇରାଲ ଭିଡିଓ…

ପାଟନା,୯।୧୨ : ଗତ ୨ ଦିନ ଧରି ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି। ଭିଡିଓରେ ଦେଖାଯାଉଛି ଜଣେ ବ୍ୟକ୍ତି ରେଲୱେ ଟ୍ରାକରେ ପଡ଼ିଛନ୍ତି। ହଠାତ ଏକ ଟ୍ରେନ ଆସୁଛି। ବ୍ୟକ୍ତି ଜଣକ ଟ୍ରାକ ମଝିରେ ଶୋଇଛନ୍ତି ଏବଂ…

ଜନ୍ମ ହେଲା ଦୁନିଆର ପ୍ରଥମ ଦୁର୍ଲଭ ପ୍ରଜାତିର ଧଳା କୁମ୍ଭୀର, ଦେଖିବାକୁ ଲାଗିଛି ଲମ୍ବା ଧାଡି

ଫ୍ଲୋରିଡା,୯।୧୨: କୁମ୍ଭୀର ନାଁ ଶୁଣିବା ମାତ୍ରେ ଏକ କଳା ଓ ମାଟିଆ ରଙ୍ଗ, ଗୋଲ ପୃଥୁଳ ଶରୀର ଥିବା ଜୀବ ବୋଲି ଜାଣିଥିବେ। ହେଲେ କେବେ ଧଳା ରଙ୍ଗର କୁମ୍ଭୀର କଥା ଶୁଣିଛନ୍ତି। ଦୁନିଆରେ ପ୍ରଥମ ଥର ପାଇଁ ଧଳା କୁମ୍ଭୀର…

ପୃଥିବୀକୁ ଧ୍ୱଂସରୁ ରକ୍ଷା କରିବା ଲାଗି ଉପାୟ: କମାଯିବ ସୂର୍ଯ୍ୟ ଆଲୋକ…

ଲଣ୍ଡନ,୯।୧୨ : ଏହା ସ୍ପଷ୍ଟ ହେବାରେ ଲାଗିଛି ବିଭିନ୍ନ ଦେଶ ଜଳବାୟୁ ଲକ୍ଷ୍ୟ ପୂରଣ କରିବାରେ ବିଫଳ ହେବାରେ ଲାଗିଛନ୍ତି। ୨୦୨୨ ମସିହାରେ ତାପମାତ୍ରା ବୃଦ୍ଧି ୧.୨୬ ଡିଗ୍ରୀ ସେଲସିୟସ ହେବା ନେଇ ନାନା ଆଲୋଚନା କରାଯାଇଥିଲା। ୨୦୩୦ ମଧ୍ୟଭାଗରେ ଏହା…

ମହିଳାଙ୍କ ଆଖିରୁ ବାହାରିଲା ୬୦ ଜୀବନ୍ତ ପୋକ, ଡାକ୍ତର ହେଲେ ଆଶ୍ଚର୍ଯ୍ୟ, ପୂରା ଘଟଣା ଜାଣିଲେ…

ଚାଇନାରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ଡାକ୍ତର ଏକ ଭୟାନକ ଅପରେଶନ କରିଛନ୍ତି, ଯେଉଁଥିରେ ଜଣେ ମହିଳାଙ୍କ ଆଖିରୁ ୬୦ରୁ ଅଧିକ ଜୀବନ୍ତ ପୋକ ବାହାର କରିଛନ୍ତି। ଏହା ଦେଖି ଡାକ୍ତରମାନେ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି। ପୀଡ଼ିତା ମହିଳାଙ୍କ ନାମ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?