Posted inଫୁରସତ

ବଳଦର ମୃତ୍ୟୁ ପରେ ହିନ୍ଦୁ ପରମ୍ପରାରେ ଅନ୍ତିମ ସଂସ୍କାର କଲେ କୃଷକ, କହିଲେ ବଡ଼ କାରଣ

ପଶୁମାନେ ମନୁଷ୍ୟର ଭାବନାକୁ ସହଜରେ ବୁଝିପାରନ୍ତି। ସେଥିପାଇଁ ସେମାନେ ମଣିଷର ବନ୍ଧୁ ହୁଅନ୍ତି। ସେମାନେ ଶେଷ ନିଃଶ୍ୱାସ ପର୍ଯ୍ୟନ୍ତ ଏହି ବନ୍ଧୁତା ବଜାୟ ରଖନ୍ତି। ଜୁନାଗଡ଼ର ବିସାବଦରରେ ଏଭଳି ଏକ ଘଟଣା ସାମ୍ନାକୁ ଆସିଛି। ବିସାବଦରର ଜଣେ କୃଷକ ତାଙ୍କ ବଳଦକୁ ବହୁତ ଭଲ ପାଉଥିଲେ। ଏହି ବଳଦ ତାଙ୍କୁ ଦୀର୍ଘ ୨୨ ବର୍ଷ ଧରି ଚାଷକାର୍ଯ୍ୟରେ ସାହାଯ୍ୟ କରୁଥିଲା। ଏହିପରି ଭାବରେ କୃଷକ ଏବଂ ବଳଦ ମଧ୍ୟରେ ଏକ ଅନନ୍ୟ ଭାବପ୍ରବଣତା ସୃଷ୍ଟି ହୋଇଥିଲା। ତେଣୁ ଯେତେବେଳେ ଏହି ବଳଦ ମରିଗଲା, କୃଷକ ଜଣକ ହିନ୍ଦୁ ରୀତିନୀତି ଅନୁଯାୟୀ ତା’ର ଅନ୍ତିମ ସଂସ୍କାର କରିଛନ୍ତି।

ନାଗଡ଼ର ବିସାବଦର ତହସିଲର ନାଭାନିଆ ଗ୍ରାମରେ ରହୁଥିବା ସଞ୍ଜୟ ଭାଇ ବ୍ୟବସାୟ କରନ୍ତି। ସେ ତାଙ୍କର ୧୨ ଏକର ଜମିରେ ଚାଷକାର୍ଯ୍ୟ କରନ୍ତି।
ଏହା ବ୍ୟତୀତ ତାଙ୍କର ୧୨ରୁ ଅଧିକ ଗୋରୁ ଅଛନ୍ତି। ପରିବାର ସଦସ୍ୟ ପରି ସେ ପ୍ରତ୍ୟେକ ପ୍ରାଣୀଙ୍କର ଯତ୍ନ ନିଅନ୍ତି। ଏହି ପ୍ରାଣୀମାନଙ୍କ ମଧ୍ୟରେ ତାଙ୍କର ଏକ ବଳଦ ମଧ୍ୟ ଥିଲା, ଯାହା ତାଙ୍କୁ ଗତ ୨୨ ବର୍ଷ ଧରି ଚାଷକାର୍ଯ୍ୟରେ ସାହାଯ୍ୟ କରିଆସୁଥିଲା।

ସଞ୍ଜୟ ଏହି ବଳଦକୁ ପରିବାର ସଦସ୍ୟ ପରି ବଢ଼ାଇଥିଲେ। ଯେତେବେଳେ ଏହି ବଳଦର ମୃତ୍ୟୁ ହେଲା ସଞ୍ଜୟ ଏହାକୁ ସମାଧି ଦେଇଥିଲେ। ଯେମିତି ପରିବାରର କେହି ସଦସ୍ୟଙ୍କର ମୃତ୍ୟୁ ହେଲେ ଯାହା ସବୁ ରୀତିନୀତି ପାଳନ ହୁଏ ସଞ୍ଜୟ ବଳଦ ପାଇଁ ଠିକ୍‌ ସେମିତି ସବୁ କରିଥିଲେ।

ସଞ୍ଜୟ କୁହନ୍ତି, ମୁଁ ପ୍ରାଣୀମାନଙ୍କୁ ମୋ’ ପରିବାରର ସଦସ୍ୟ ପରି ବ୍ୟବହାର କରେ। କାରଣ ମୋ’ ପରିବାର ସେହି ପ୍ରାଣୀମାନଙ୍କ ମାଧ୍ୟମରେ ରୁହନ୍ତି। ତେଣୁ ବର୍ତ୍ତମାନ ମୋର ୧୦ରୁ ଅଧିକ ଗୋରୁ ଅଛନ୍ତି। ମୁଁ ଏହି ଗୋରୁଙ୍କର ଯତ୍ନ ନେଉଛି। ଯାହା ଦ୍ୱାରା କି ସେମାନେ କୌଣସି ପ୍ରକାରର ସମସ୍ୟାର ସମ୍ମୁଖୀନ ନ ହୁଅନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଦାରିଙ୍ଗବାଡ଼ି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ରୋଗୀ ଯନ୍ତ୍ରଣା, ବାରଣ୍ଡା-ଚଟାଣରେ ଚାଲିଛି ସେବା: ନାହିଁ ନାହିଁରେ ଚାଲିଛି ସ୍ୱାସ୍ଥ୍ୟକେନ୍ଦ୍ର

ଦାରିଙ୍ଗବାଡ଼ି, ୧୩।୯ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ରୋଗୀମାନେ ଯନ୍ତ୍ରଣା ଭୋଗୁଥିବା ଅଭିଯୋଗ ହୋଇଛି। ଯେଉଁଠି ସ୍ୱାସ୍ଥ୍ୟ ସମସ୍ୟା ନେଇ ରୋଗୀମାନେ ଉତ୍ତମ…

ଗଣେଶ ପୂଜାରେ ସୃଷ୍ଟି ହେବ ବଡ଼ ରାଜଯୋଗ: ୪ ରାଶି ହେବେ ମାଲାମାଲ୍‌, ଚାକିରିରେ ମିଳିବ ବଡ଼ ଅଫର୍‌…

ହିନ୍ଦୁ ଧର୍ମରେ ଗଣେଶ ଚତୁର୍ଥୀ ପର୍ୱର ଏକ ସୱତନ୍ତ୍ର ମହତ୍ତ୍ୱ ରହିଛି। ବୈଦିକ ଜ୍ୟୋତିଷ ଶାସ୍ତ୍ର ଅନୁସାରେ, ଚଳିତ ବର୍ଷ ଗଣେଶ ଚତୁର୍ଥୀରେ ଅନେକ ଶୁଭ ଯୋଗ…

ସମ୍ବଲପୁରରେ ଏନ୍ କାଉଣ୍ଟର: କୁଖ୍ୟାତ ଅପରାଧୀ ଇରଫାନ ଆହତ, ଦୁଇ ସହଯୋଗୀ …

ସମ୍ବଲପୁର, ୧୩।୯ (ପ୍ରମୋଦ ବହିଦାର): ସମ୍ବଲପୁର ସଦର ଥାନା ଅଞ୍ଚଳରେ ପୋଲିସ ଓ ଦୁର୍ଦ୍ଦାନ୍ତ ଅପରାଧୀଙ୍କ ମଧ୍ୟରେ ଗୁଳି ବିନିମୟ ଘଟିଛି। ଏଥିରେ ସୁନାପାଲି ଅଞ୍ଚଳର କୁଖ୍ୟାତ…

ଦାରିଙ୍ଗବାଡ଼ିରେ ପର୍ଯ୍ୟଟନ ବିକାଶର ସମୀକ୍ଷା:ହୋମଷ୍ଟେ କରି ସ୍ୱାବଲମ୍ବୀ ହେବାକୁ ପରାମର୍ଶ ଦେଲେ ପର୍ଯ୍ୟଟନ ପ୍ରମୁଖ ସଚିବ

ଦାରିଙ୍ଗବାଡ଼ି, ୧୩।୯ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ିକୁ ଶନିବାର ଅପରାହ୍ନରେ ଓଡ଼ିଶା ପର୍ଯ୍ୟଟନ ବିଭାଗର ପ୍ରମୁଖ ସଚିବ ବଳବନ୍ତ ସିଂ ପହଞ୍ଚି ପର୍ଯ୍ୟଟନ କ୍ଷେତ୍ରର ବିକାଶ…

ବୁଧଙ୍କ ନକ୍ଷତ୍ର ପରିବର୍ତ୍ତନ; ୩ ରାଶିଙ୍କ ଧନଯୋଗ, ହୁ ହୁ ହୋଇ ବଢିବ ଇନକମ୍‌…

ଜ୍ୟୋତିଷ ଶାସ୍ତ୍ରରେ, ଗ୍ରହ ଗତିର ପ୍ରଭାବ କେବଳ ରାଶି ପରିବର୍ତ୍ତନ ପର୍ଯ୍ୟନ୍ତ ସୀମିତ ନୁହେଁ । ଗ୍ରହ ଯେଉଁ ନକ୍ଷତ୍ରରେ ପ୍ରବେଶ କରେ ତାହାକୁ ମଧ୍ୟ ବହୁତ…

ଅଦ୍ଭୁତ ସ୍ଥିତି

ହ୍ୱାଟ୍ସଆପ୍‌ରେ ଏସ୍‌ଆଇଆର୍‌ ନୋଟିସ ଆସିଥିଲା, ‘ଶୁଣାଣିରେ ଉପସ୍ଥିତ ରହିବା ବାଧ୍ୟତାମୂଳକ। ଦୟାକରି ଏହାକୁ ଜରୁରୀ ମନେକରନ୍ତୁ ଏବଂ କୌଣସି ପରିସ୍ଥିତିରେ ଅନୁପସ୍ଥିତ ନ ରହିବା ପାଇଁ ବ୍ୟବସ୍ଥା…

ଶିଶୁଙ୍କ ଗେଡ଼ାପଣ: ୬ ଜିଲାରେ ସ୍ଥିତି ଚିନ୍ତାଜନକ

ଭୁବନେଶ୍ୱର,୧୩ା୯(ସୁଚିସ୍ମିତା ସାହୁ): ରାଜ୍ୟରେ ୫ ବର୍ଷରୁ କମ୍‌ ବୟସର ଶିଶୁଙ୍କ ପୋଷଣ ସ୍ଥିତିକୁ ନେଇ ଜାତୀୟ ପରିବାର ସ୍ୱାସ୍ଥ୍ୟ ସର୍ୱେକ୍ଷଣ (ଏନ୍‌ଏଫ୍‌ଏଚ୍‌ଏସ୍‌-୫ରୁ ଏନ୍‌ଏଫ୍‌ଏଚ୍‌ଏସ୍‌-୬)ର ଏକ ତୁଳନାତ୍ମକ ରିପୋର୍ଟ…

୧୭ ଯାଏ ବର୍ଷା

ଭୁବନେଶ୍ୱର,୧୩ା୯(ବନ୍ଦନା ସେଠୀ):ରାଜ୍ୟରେ ଲଘୁଚାପଜନିତ ବର୍ଷା ଲାଗି ରହିଛି। ଶନିବାର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ହୋଇଥିବାବେଳେ ୧୭ ତାରିଖ ଯାଏ ଲାଗି ରହିବ। ତେବେ ରବିବାରଠାରୁ ବର୍ଷାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?