ରାମମନ୍ଦିର ଆନ୍ଦୋଳନରେ ପ୍ରସିଦ୍ଧ ଗେଷ୍ଟ୍ହାଉସ୍ର ରୁମ୍ ନଂ ୩-୪ ଏବେ ଚର୍ଚ୍ଚାରେ, ଜାଣନ୍ତୁ କାରଣ…
ଅଯୋଧ୍ୟା,୧୪ା୧: ଆସନ୍ତା ୨୨ ଜାନୁଆରୀ ୨୦୨୪ରେ ଏକ ଐତିହାସିକ ଦିନ ହେବାକୁ ଯାଉଛି। ଏହି ଦିନ ଅଯୋଧ୍ୟାରେ ନବନିର୍ମିତ ଶ୍ରୀ ରାମ ମନ୍ଦିରରେ ରାମଲାଲାଙ୍କ ପ୍ରତିମୂର୍ତ୍ତି ସ୍ଥାପନ କରାଯିବ। ଏହାର ପ୍ରସ୍ତୁତି ଜୋରସୋର୍ରେ ଚାଲିଛି। ସମଗ୍ର ଦେଶରେ ଏକ ଉତ୍ସବର ପରିବେଶ…
ପ୍ରଦର୍ଶନ ସାଇଡ ଇଫେକ୍ଟ
ପ୍ରଥମେ ଭାବୁଥିଲି ମଣିଷ ବାହା ହେଉଛି କାରଣ ଏହା ସାମାଜିକ ବ୍ୟାପାର। ମଣିଷ ଖାଉଛି କାରଣ ଏହା ଏକ ଜୈବିକ ପ୍ରକ୍ରିୟା । ସାହିତ୍ୟ କରୁଛି କାରଣ ଏହା ଏକ ବୌଦ୍ଧିକ କସରତ। ସେ ଭ୍ରମଣରେ ବାହାରୁଛି କାରଣ ସେ ନିଜ…
ଫ୍ୟାଶନ ଦେଇଛି ସୋନାଲି ମିଶ୍ରଙ୍କୁ ପରିଚୟ
ପିଲାଟି ଦିନରୁ ଫ୍ୟାଶନ ଇଣ୍ଡଷ୍ଟ୍ରିରେ ନିଜର ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିବାକୁ ସେ ସ୍ବପ୍ନ ଦେଖିଥିଲେ। କେବଳ ଏକ ସୁଯୋଗକୁ ଥିଲା ତାଙ୍କର ଅପେକ୍ଷା। ସୌଭାଗ୍ୟକୁ ତାଙ୍କୁ ଯେବେ ସେହି ସୁଯୋଗଟି ମିଳିଲା ସେ ତା’ର ସଦୁପଯୋଗ କରି କେବଳ…
ଶହେ ଟଙ୍କା ଥିଲା ମୋ ପ୍ରଥମ ରୋଜଗାର: ପ୍ରଦ୍ୟୁମ୍ନ ପଟ୍ଟନାୟକ
୧୯୮୦ ମସିହାର କଥା। ରେଭେନ୍ଶା କଲେଜରୁ ଏମ୍ଏ ପାସ୍ କରି ଘରକୁ ଫେରିଥାଏ। ଚାକିରି ପାଇଁ ଲିଖିତ ପରୀକ୍ଷା ଏବଂ ଇଣ୍ଟରଭ୍ୟୁ ଦେଉଥାଏ। ଦିନେ ଦୁଇଟି ନୂଆକରି ଗଢି ଉଠିଥିବା କଲେଜରୁ ଡାକରା ଆସିଲା ଅଧ୍ୟାପନା କରିବାକୁ। ଉତ୍ସାହର ସହ ସେଥିରୁ…
ସର୍ଜନାର ସୁବାସ ଓ ସ୍ନିଗ୍ଧତା ଡକ୍ଟର ତୁଳସୀ ଓଝା
ନାଟକ, କବିତା, ଅଭିନୟ, ସଙ୍ଗୀତ, ଗଳ୍ପ, ଗବେଷଣା ସବୁଦିଗରେ ହାତ ଚଳେଇ ସେ ପ୍ରମାଣ କରିଛନ୍ତି କେତେବେଶି ଧୂରୀଣ ହୋଇପାରେ ଜଣେ ସ୍ରଷ୍ଟା ଯଦି ସର୍ଜନାରେ ଆଗ୍ରହ, ଅନୁରାଗ ଓ ନିଷ୍ଠା ରଖିଥାଏ। ତେସ୍ତରି ବର୍ଷ ବୟସରେ ମୃତ୍ୟୁ ସହ ଲଢ଼େଇ…
VIRAL VIDEO: ଶିକାର କରିବାକୁ ଯାଇ ଫସିଲା ଚିତାବାଘ, ଜୀବନ ନେଇଗଲେ ଜଙ୍ଗଲୀ ବାର୍ହା
ଜଙ୍ଗଲରେ ଚିତାବାଘକୁ ସବୁଠାରୁ ଶିକାରୀ ଜନ୍ତୁଙ୍କ ମଧ୍ୟରେ ଗଣାଯାଏ। ବିଶେଷକରି ଏହାର ଫୁର୍ତ୍ତି ଏବଂ ଶକ୍ତି ଅନ୍ୟ ଜୀବଜନ୍ତୁଠାରୁ ଅଧିକ। ଥରେ ଚିତାବାଘ ଶିକାର ପଛରେ ପଡ଼ିଲେ ତାକୁ କାବୁ କରିବାକୁ କେଇ ସେକେଣ୍ଡ ଲାଗେ। ହେଲେ ଏବେ ସୋସିଆଲ ମିଡିଆରେ…
ବନ୍ଦ ହୋଇଗଲା ଡିଜେ, ‘ଓଲା ସ୍କୁଟି’ରେ ଗୀତ ବଜାଇ ଦମଦାର ଡ୍ୟାନ୍ସ କଲେ କନ୍ୟା, ଭିଡିଓ ଦେଖି ଏମିତି କହିଲେ କମ୍ପାନୀର ସିଇଓ
ନୂଆଦିଲ୍ଲୀ,୧୩।୧: ଦେଶରେ ବିବାହକୁ ଏକ ଉତ୍ସବ ଭାବରେ ପାଳନ କରାଯାଇଥାଏ। ଧୁମଧାମରେ ଚାଲିଥିବା ଏହି କାର୍ଯ୍ୟକ୍ରମରେ ପରିବାର ସଦସ୍ୟଙ୍କ ଠାରୁ ଆରମ୍ଭ କରି ବନ୍ଧୁ ବାନ୍ଧବ ଯାଏଁ ଖୁବ୍ ଖୁସିରେ ଏହାକୁ ପାଳନ କରିଥାନ୍ତି। ଯଦି ବିବାହ ଉିତ୍ସବରେ ମନୋରଞ୍ଜନର ଉତ୍ସ…
ଭଡାଘରେ ରହୁଥିଲେ ଶୀଘ୍ର ହୋଇଯିବେ ବୁଢା, ଗବେଷଣାରୁ ହେଲା ଖୁଲାସା
ନୂଆଦିଲ୍ଲୀ,୧୩।୧: ନିଜ ପରିବାର ପାଇଁ ନୂଆଘର କିଣିବା ସମସ୍ତଙ୍କ ପାଇଁ ସମ୍ଭବ ହୋଇ ନ ଥାଏ। କିଛିଜଣଙ୍କର ସେଇ ଡ୍ରିମ ହାଉସ ସ୍ବପ୍ନରେ ବସା ବାନ୍ଧିନିଏ। ବ୍ୟକ୍ତିଟିଏ ନିଜ ମନ ପସନ୍ଦର ଘରଟିଏ କିଣିବା ପାଇଁ ଜୀବନଯାକର ଧନ ସାଇତି ରଖିଥାଏ।…
ମଣିଷକୁ ଜିଅନ୍ତା ଚୋବାଇଦେଲା Piranhas ମାଛ, ଉଦ୍ଧାର ହେଲା କେବଳ କଙ୍କାଳ
ରୋଣ୍ଡାନିଆ,୧୩।୧: ଦୁନିଆରେ ମଣିଷକୁ ସର୍ବାହାରୀ ପ୍ରାଣୀ ବୋଲି କୁହାଯାଇଥାଏ। କେବଳ ନିରାମିଷ ନୁହେଁ ମଣିଷ ଆମିଷ ମଧ୍ୟ ଭକ୍ଷଣ କରିଥାଏ। ଆମିଷ ମଧ୍ୟରେ ମାଛ-ମାଂସ ଠାରୁ ଆରମ୍ଭ କରି ଅଣ୍ଡା, ଚିଙ୍ଗୁଡି ଓ କଙ୍କଡା ଆଦିକୁ ସମାଜ ଆହାର ଭାବେ ଗ୍ରହଣ…
ରାମ ମନ୍ଦିର ଶୁଣାଣିବେଳେ ପ୍ଲା କାର୍ଡ ଧରି କୋର୍ଟରେ ପହଞ୍ଚିଥିଲା ମାଙ୍କଡ, ଜଜ୍ ଦେଖି…
ନୂଆଦିଲ୍ଲୀ,୧୩।୧: ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠାକୁ ନେଇ ଏବେ ଉତ୍ସବମୁଖର ସାରା ଦେଶ। ଏହାକୁ ନେଇ ସମ୍ପ୍ରତି ସ୍ଥିତିରେ ଯେତିକି ଜଟିଳ ହେଉଛି ରାଜନୀତି ତେବେ ଏହାର ଇତିହାସ ମଧ୍ୟ ସେତିକି ରୋଚକ ରହିଛି। ଏହାରି ଭିତରେ ଧୀରେଧୀରେ ରାମ ମନ୍ଦିର…
ପ୍ରେମିକା ଅନ୍ୟତ୍ର ବିବାହ କଲେ ବୋଲି ରାଗିଗଲେ ପ୍ରେମିକ, ବରଯାତ୍ରୀଙ୍କ ଖାଦ୍ୟରେ ମିଶାଇଲେ ପେଟ ଖରାପ ହେବା ଔଷଧ; ପରେ ଯାହା ହେଲା…
ସୋସିଆଲ ମିଡିଆରେ ଭିଡିଓ ଭାଇରାଲ ହେବା ସାଧାରଣ ଘଟଣା ପାଲଟିଲାଣି। ସେଥିରୁ କିଛି ବେଶ ମଜାଦାର ହୋଇଥାଏ, ଯାହାକୁ ଦେଖିଲେ ଆଖି ଉପରେ ବିଶ୍ୱାସ କରି ହୁଏନା। ଏବେ ସେଭଳି ଏକ ଜବରଦସ୍ତ ଭିଡିଓ ଭାଇରାଲ ହେଉଛି। ବିବାହ ସମୟର ଭିଡିଓଟି…
ମେଶିନଠାରୁ ବି ଶୀଘ୍ର ଟଙ୍କା ଗଣୁଛନ୍ତି ଏହି ମହିଳା, ଦେଖନ୍ତୁ ଚମକାଇବା ଭଳି VIDEO
ଦିନ ଥିଲା ବ୍ୟାଙ୍କରେ ପ୍ରାୟ ସମସ୍ତ କାର୍ଯ୍ୟ ହାତରେ ହେଉଥିଲା। ମେଶିନର ବ୍ୟବହାର ବିଲ୍କୁଲ କରାଯାଉ ନ ଥିଲା। ଟଙ୍କା ଗଣିବାଠାରୁ ଆରମ୍ଭ କରି ଗ୍ରାହକଙ୍କ ଡାଟା ରଖିବା ଯାଏ ପ୍ରତ୍ୟେକଟି କାର୍ଯ୍ୟ ବ୍ୟାଙ୍କ କର୍ମଚାରୀମାନେ ହାତରେ କରୁଥିଲେ। ହେଲେ ସମୟ…

