Odisha Elections 2024

ଫୁରସତ

ଭୂତ କଣ୍ଢେଇ

ଛୋଟ ପିଲାଙ୍କୁ ବେଶ୍‌ ଭଲ ଲାଗେ କଣ୍ଢେଇ। ହେଲେ ଯଦି ଖେଳୁ ଖେଳୁ ସେଇ କଣ୍ଢେଇ ଆଖି ମିଟ୍‌ ମିଟ୍‌ କରେ, ଅଧା ରାତିରେ କାନ୍ଦେ ଓ ଘର ସାରା ଆପେ ଘୁରି ବୁଲେ ତେବେ…। ଅବାସ୍ତବ ଲାଗିଲେ ବି...

ଏମିତି ସ୍କୁଲ, ଯେଉଁଠି ୯ମ ଶ୍ରେଣୀ ପିଲା ଜାଣିନାହାନ୍ତି ଜିଲାପାଳ ଆଉ ପ୍ରଧାନମନ୍ତ୍ରୀଙ୍କ ନାଁ

ଶିକ୍ଷା କ୍ଷେତ୍ରରେ ବିହାରରେ ସରକାର କେତେ ପରିଶ୍ରମ କରୁଛନ୍ତି ତାହା କୈମୁରରେ ଘଟିଥିବା ଏକ ଘଟଣାରୁ ସହଜରେ ଅନୁମେୟ। କୈମୁର କେଡୁଲିପୁର ପଞ୍ଚାୟତରେ ଅବସ୍ଥିତ ମିଡିଲ ସ୍କୁଲ ବହୁରା ଛାତ୍ରୀଛାତ୍ର ଦେଶର ନାମ ଜାଣି ନାହାନ୍ତି କି ପ୍ରଧାନମନ୍ତ୍ରୀଙ୍କ ନାଁ...

ନିଆରା ଛତା

ବର୍ଷା ହେଉ କି ଖରା ଛତାର ଆବଶ୍ୟକତା ପ୍ରାୟ ସବୁବେଳେ ରହିଥାଏ। ଖାସ୍‌ ସେଥିପାଇଁ ଏହାର ଅନେକ ଡିଜାଇନ ଆଉ ଭେରାଇଟି ଦେଖିବାକୁ ମିଳେ। କିନ୍ତୁ ଏଠାରେ ଯେଉଁ ଛତାଗୁଡ଼ିକ ସମ୍ପର୍କରେ କୁହାଯାଉଛି ତାହା ବର୍ଷା ଓ ଖରା ଦାଉରୁ...

କଲାମଙ୍କ କର୍ମଭୂମି

ଭଦ୍ରକ ଜିଲା, ଚାନ୍ଦବାଲି ତହସିଲ ଅଧୀନରେ ରହିଛି ହ୍ବିଲର ଦ୍ୱୀପପୁଞ୍ଜ। ଯାହା ୫ଟି ଦ୍ୱୀପର ସମାହାର ା ଡିଆର୍‌ଡିଓର ତତ୍କାଳୀନ ନିର୍ଦ୍ଦେଶକ ଡ. ଏପିଜେ ଅବଦୁଲ କଲାମଙ୍କ ଉଦ୍ୟମରେ ପରେ ଏହା ବିଶ୍ୱର ଏକ କ୍ଷେପଣାସ୍ତ୍ର ଘାଟି ଭାବରେ ପରିଚିତ...

ନିଜ ଖୁସି ନିଜ ହାତରେ

ବାସ୍ତୁଶାସ୍ତ୍ର ଅନୁଯାୟୀ, ଘରକୁ ଯେ କେବଳ କିଛି ନୂଆ ଜିନିଷ କିଣିଆଣିଲେ କିମ୍ବା କିଛି ନୂଆ ଉପାୟ ଅବଲମ୍ବନ କରିଦେଲେ ଗୃହରେ ଶାନ୍ତି ଓ ଖୁସିର ବାତାବରଣ ଆସିଯିବ ତାହା ଭାବିବା ଠିକ୍‌ ନୁହେଁ। ଏଥିପାଇଁ ନିଜକୁ ବି କିଛି...

ଏମିତି ଶ୍ମଶାନ, ଯେଉଁଠି ଗୋଟିଏ ଦିନ ଜୁଇ ନ ଜଳିଲେ ଗାଁର ଯେକୌଣସି ଲୋକଙ୍କ ହୁଏ ମୃତ୍ୟୁ

ଆମ ଦେଶରେ ଏମିତି ଏକ ଶ୍ମଶାନ ରହିଛି, ଯେଉଁଠି ପ୍ରତିଦିନ ଜୁଇ ଜଳିଥାଏ। ଏମିତି କେଉଁ ଗୋଟିଏ ଦିନ ନାହିଁ, ଯେଉଁଦିନ ଶବଦାହ ହୁଏନି। ଏପରି ଆଶ୍ଚର୍ଯ୍ୟଜନକ ଶ୍ମଶାନ ରହିଛି ବିହାରର ସିଓ୍ବାନରେ। ଏହାର ନାମ ଗୟାସପୁର ଶ୍ମଶାନ। ସ୍ଥାନୀୟ...

କୋଭିଡ ଭଳି ମହାମାରୀ ଆମେରିକାର ମାଂସ ବଜାରରୁ ହୋଇପାରେ ଆରମ୍ଭ…

ଓ୍ବାଶିଂଟନ,୨୩।୭ : ଆମେରିକାରେ ମାଂସ ବଜାରରୁ କୋଭିଡ ଭଳି ଆଗାମୀ ମହାମାରୀ ସହଜରେ ଆରମ୍ଭ ହୋଇପାରେ। ପରବର୍ତ୍ତୀ ବିଶ୍ୱବ୍ୟାପୀ ମହାମାରୀ ଆମେରିକାରୁ ଆରମ୍ଭ ହୋଇପାରେ ବୋଲି ହାର୍ଭାର୍ଡ ଲ ସ୍କୁଲ ଏବଂ ନ୍ୟୁୟର୍କ ବିଶ୍ୱବିଦ୍ୟାଳୟର ଏକ ରିପୋର୍ଟରେ ଦାବି କରାଯାଇଛି।...

ମହିଳାଙ୍କ ପେଟରୁ ବାହାରିଲା ୯ କିଲୋ ସିଷ୍ଟ

ବ୍ୟାଙ୍କକ: ଅନେକ ଲୋକ ମୋଟାପଣର ଶିକାର ହୋଇଥାନ୍ତି। କେତେକ ବ୍ୟକ୍ତି ତାଙ୍କର ଏହି ମୋଟାପଣକୁ କମ୍‌ କରିବାରେ ସଫଳ ହୋଇଥିବାବେଳେ ଆଉ କିଛି ଚେଷ୍ଟା କଲେ ମଧ୍ୟ ତାହା କମି ନ ଥାଏ। ନିକଟରେ ଜଣେ ମହିଳାଙ୍କ ସହ ଏପରି...

ସ୍କୁଲରେ ୭୬ ଜଣଙ୍କ ମୁହଁ ଏକାଭଳି

ଚଣ୍ଡିଗଡ଼: କୁହାଯାଏ, ଦୁନିଆରେ ଏକ ମୁହଁର ଅନେକ ଲୋକ ଥାନ୍ତି। କିନ୍ତୁ ସେମାନଙ୍କୁ ଏକାସାଙ୍ଗରେ ଦେଖିବା ଘଟଣା କମ୍‌ ଦେଖିବାକୁ ମିଳିଥାଏ। ହେଲେ ଏପରି ଏକ ସ୍କୁଲ ଅଛି, ଯେଉଁଥିରେ ପାଖାପାଖି ଏକା ମୁହଁର ଅନେକ ପିଲା ପାଠ ପଢୁଛନ୍ତି।...

ନିଜର ବ୍ରେନ୍‌ ସର୍ଜରି କଲେ

ମସ୍କୋ: ଜଣେ ବ୍ୟକ୍ତି ନିକଟରେ ତାଙ୍କ ଶୋଇବା ଘରେ ମୁଣ୍ଡର ସର୍ଜରି କରିଛନ୍ତି। ସେ ନିଜ ସ୍ବପ୍ନକୁ ଆୟତ୍ତ କରିବା ପାଇଁ ମୁଣ୍ଡରେ ଏକ ଇଲେକ୍ଟୋ୍ରଡ୍‌ ଚିପ୍‌ ଭର୍ତ୍ତି କରିଛନ୍ତି। ରୁଷିଆର ନୋଭେସିଭିର୍କସ୍‌ର ଜଣେ ଲେଖକ ତଥା ରିସର୍ଚ୍ଚର ୪୦...

ଦେଶ ବିକାଶରେ ଆକାଶବାଣୀ

ଜୁଲାଇ ୨୩ରେ ଆମ ଜୀବନରେ ରେଡିଓର ଗଭୀର ପ୍ରଭାବକୁ ସମ୍ମାନ ଜଣାଇବା ପାଇଁ ଭାରତରେ ଜାତୀୟ ପ୍ରସାରଣ ଦିବସ ପାଳନ କରାଯାଇଥାଏ। ଏହି ଦିବସରେ ଭାରତରେ ସର୍ବପ୍ରଥମ ରେଡିଓ ପ୍ରସାରଣ ଆରମ୍ଭ ହୋଇଥିଲା, ଯାହା ଅଲ୍‌ ଇଣ୍ଡିଆ ରେଡିଓ(ଏଆଇଆର) ଭାବେ...

ମାତାପିତା ସାକ୍ଷାତ୍‌ ଈଶ୍ୱର

ମାତାପିତା ମାନବ ଇତିହାସ ଆରମ୍ଭରୁ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଆସୁଛନ୍ତି! ପିଲାମାନଙ୍କୁ ଦୁନିଆକୁ ଆଣିବା ଏବଂ ସେମାନଙ୍କୁ ସମାଜରେ ସୁସ୍ଥ ଏବଂ ସୁରକ୍ଷିତ ଜୀବିତ ରଖିବା କିଛି ଛୋଟ କାମ ନୁହେଁ। ପିଲାମାନଙ୍କର ସମଗ୍ର ଜୀବନକୁ ଯୋଗ୍ୟ ଏବଂ ସ୍ବାବଲମ୍ବୀ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri