ଫୁରସତ

କବି ମନମୋହନ ଆଚାର୍ଯ୍ୟ: ପେସାରେ ଶିକ୍ଷକ, କିନ୍ତୁ ନିଶା କାବ୍ୟକବିତା ଲେଖିବା…

ପେସାରେ ସେ ଜଣେ ଶିକ୍ଷକ, କିନ୍ତୁ ନିଶା କାବ୍ୟକବିତା ଲେଖିବା। ଦୀର୍ଘ ଚାରିଦଶନ୍ଧି ମଧ୍ୟରେ ତାଙ୍କ ଲେଖନୀ ମୁନରେ ଫୁଟିଉଠିଛି ଶତାଧିକ କାବ୍ୟ,କବିତା। ସେ ଏକାଧାରରେ ଜଣେ କାବ୍ୟକାର, ନିବନ୍ଧକାର, ନାଟ୍ୟକାର, ଶିଶୁସାହିତ୍ୟକ ଓ ଶିକ୍ଷାବିତ୍‌। ବିଶେଷକରି ଭଞ୍ଜ ସାହିତ୍ୟ, ସାମାଜିକ…

ପଶୁପକ୍ଷୀ ଚିହ୍ନଟ କରିବ ଏଏକ୍ସ ଭିସିଓ ସ୍ମାର୍ଟ ବାଇନୋକୁଲାର

ନୂଆଦିଲ୍ଲୀ,୨୧।୧: ପ୍ରକୃତିକୁ ଅନୁଧ୍ୟାନ କରିବାରେ ଏକ ପ୍ରଭାବଶାଳୀ ଉପକ୍ରମ ସ୍ବାରୋଭସ୍କି ଅପ୍‌ଟିକ୍‌ ଏଏକ୍ସ ଭିସିଓ ସ୍ମାର୍ଟ ବାଇନୋକୁଲାର ଆଣିଛନ୍ତି। ପ୍ରଥମେ ଅଣାଯାଇଥିବା ଏହି ଦୂରବୀକ୍ଷଣ ଯନ୍ତ୍ରରେ ଅତ୍ୟାଧୁନିକ କୃତ୍ରିମ ବୁଦ୍ଧିମତ୍ତା (ଏଆଇ) ବ୍ୟବସ୍ଥା ରହିଛି, ଯାହା ବନ୍ୟପ୍ରାଣୀ କୈନ୍ଦ୍ରିକ। ଏହି ଅତ୍ୟାଧୁନିକ…

ଏସବୁ ମୁସଲମାନ ହେଉଛନ୍ତି ଶ୍ରୀରାମଙ୍କ ବଂଶଜ…

ଅଯୋଧ୍ୟା,୨୦।୧ : ଶ୍ରୀରାମ ଅଯୋଧ୍ୟାରେ ଦୀର୍ଘ ବର୍ଷ ଶାସନ କରିଥିଲେ। ପ୍ରଭୁ ଶ୍ରୀରାମଙ୍କ ଜଳ ସମାଧି ପରେ ଦୁଇ ପୁଅ ଲବ ଏବଂ କୁଶଙ୍କର କ’ଣ ହେଲା? ଏହା ବ୍ୟତୀତ ଶ୍ରୀରାମଙ୍କ ଅନ୍ୟ ସମସ୍ତ ଭାଇମାନଙ୍କର ପିଲାମାନେ କୁଆଡେ ଗଲେ? ଏନେଇ…

ରାମ ନାମ ଜପୁଥିଲେ ମହିଳା, ଧାଇଁଆସି ଆଲିଙ୍ଗନ କଲା ଏକ ମାଙ୍କଡ଼; ଭିଡିଓ ଦେଖିଲେ ଆଖିରେ ଆସିବ ଲୁହ…

ଅଯୋଧ୍ୟାରେ ପ୍ରଭୁ ଶ୍ରୀରାମଙ୍କ ପ୍ରାଣ ପ୍ରତିଷ୍ଠା କାର୍ଯ୍ୟକ୍ରମକୁ ନେଇ ସାରା ଦେଶରେ ଭକ୍ତିମୟ ପରିବେଶ ସୃଷ୍ଟି ହୋଇଛି। ଚାରିଆଡେ ରାମ ନାମ ଜପ ସହ ଭଜନ ସମାରୋହ ଅନୁଷ୍ଠିତ ହେଉଛି। ଏହାର ଅନେକ ଭିଡିଓ ଭାଇରାଲ ହେଉଥିବା ବେଳେ ସେଥିରୁ କିଛି…

‘ରଘୁପତି ରାଘବ ରାଜାରାମ’ ଭଜନକୁ ପରିବର୍ତ୍ତନ କରି ବୋଲୁଥିଲେ ଗାନ୍ଧୀଜୀ, ଜାଣନ୍ତୁ ମୂଳ ଲେଖା କ’ଣ…

ନୂଆଦିଲ୍ଲୀ,୨୦।୧: ପ୍ରାଣ ପ୍ରତିଷ୍ଠା ପୂର୍ବରୁ ରାମମୟ ଦିଶିଲାଣି ସାରାଦେଶ। ଏହାରି ଭିତରେ ଶ୍ରୀରାମଙ୍କ ଭଜନ ଗୋଟିକ ପରେ ଗୋଟିଏ ଲୋକପ୍ରିୟ ହେଲାଣି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିଜ ସୋସିଆଲ ମିଡିଆ ଏକ୍ସ ହ୍ୟାଣ୍ଡେଲରେ ସବୁ ଭାଷାର ରାମଭଜନ ଶେୟାର କରି ପ୍ରଶଂସା…

ଓୟୋ ବୁକ୍‌ କରିଥିଲେ କପଲ, ରୁମ୍‌ ଭିତରେ ଦେଖିଲେ ଅଦ୍ଭୁତ ଦୃଶ୍ୟ, ଭିଡିଓ ଦେଖିଲେ…

ରାଜସ୍ଥାନର ରାଜଧାନୀ ଜୟପୁରରେ ସବୁ ସମୟରେ ପର୍ଯ୍ୟଟକଙ୍କ ଭିଡ଼ ଲାଗି ରହିଥାଏ। ପ୍ରତିବର୍ଷ ଲକ୍ଷଲକ୍ଷ ପର୍ଯ୍ୟଟକ ଏଠାକୁ ଆସନ୍ତି। ପର୍ଯ୍ୟଟକଙ୍କ ଆଗମନକୁ ଦୃଷ୍ଟିରେ ରଖି ଏଠାରେ ଅନେକ ହୋଟେଲ ନିର୍ମାଣ କରାଯାଇଛି। ଲୋକମାନେ ସେମାନଙ୍କର ବଜେଟ୍‌ ଅନୁଯାୟୀ ଏଠାରେ ରୁମ୍‌ ପାଆନ୍ତି।…

ରାମଙ୍କ ଆଖି ଖୋଲା ହେଲେ ଭାଙ୍ଗିଯିବ ଦର୍ପଣ, ଘଟିଥାଏ ଆଲୌକିକ ଘଟଣା

ଯୋଧ୍ୟା,୨୦।୧: ରାମଙ୍କୁ ନେଇ ଉତ୍ସବମୁଖର ସାରା ଦେଶ। ଅପେକ୍ଷାର ଅନ୍ତ କରି ଅଯୋଧ୍ୟାରେ ବିରାଜିବେ ରାମଲଲାଙ୍କ କିଶୋର ରୂପ। ଏହାରି ଭିତରେ ଜ୍ୟୋତିଷଙ୍କ ମତକୁ ନେଇ ଦେଶରେ ଚର୍ଚ୍ଚା ଜୋର ଧରିଛି। କୁହାଯାଉଛି ଯେ, ରାମଙ୍କ ଆଖି ଖୋଲିବା ପରେ ସାମ୍ନାରେ…

Viral Video: କୈଳାସ ଖେରଙ୍କ ଗୀତ ଗାଇ ଇଣ୍ଟରନେଟ୍‌ରେ ଚହଳ ପକାଇଛନ୍ତି ଏହି ପାକିସ୍ତାନୀ ଗାୟକ, ମନ୍ତ୍ରମୁଗ୍ଧ କରୁଛି…

ଆଜିକାଲି ସୋସିଆଲ ମିଡିଆରେ ‘ସଇଁୟା’ ଗୀତ ଗାଇବାର ଟ୍ରେଣ୍ଡ ଚାଲିଛି। ଅନେକ ଲୋକ ଏଥିରେ ଭାଗ ନେଇ ନିଜର ଭିଡିଓ ଶେୟାର କରୁଛନ୍ତି। ଏହି କ୍ରମରେ ଜଣେ ଲୋକପ୍ରିୟ ପାକିସ୍ତାନୀ ଗାୟକଙ୍କ ଭିିଡିଓ ସାମ୍ନାକୁ ଆସିଛି, ଯାହା ବେଶ ଭାଇରାଲ ହେଉଛି।…

ଦୁନିଆର ସବୁଠାରୁ ଧନୀ ପରିବାର: ୭୦୦ କାର୍‌, ୪୦୦୦ କୋଟିର ଘର, ୮ ଜେଟ୍‌, ବିପୁଳ ସମ୍ପତ୍ତି ରହିଛି ସେମାନଙ୍କ ପାଖରେ…

ଆଜି ଆମେ ଆପଣଙ୍କୁ ଦୁନିଆର ସବୁଠାରୁ ଧନୀ ପରିବାର ସହିତ ପରିଚିତ କରାଇବାକୁ ଯାଉଛୁ। ଯାହାଙ୍କ ପାଖେ ଅପାର ଧନ ଅଛି । ଏହି ପରିବାର ପାଖରେ ପ୍ରାୟ ୪୦୦୦କୋଟି ଟଙ୍କାର ମହଲ, ୭୦୦ କାର୍‌ ଏବଂ ୮ ଟି ଘରୋଇ…

୨ଫୁଟ ଲମ୍ବା ଦେଖାଯିବା ପାଇଁ କଲେ ସର୍ଜରୀ, ଏବେ ଭୋଗୁଛନ୍ତି ମରଣଯନ୍ତ୍ରଣା

ବୋଗୋଟା,୧୯।୧: ସୁନ୍ଦର ଦେଖାଯିବା ପାଇଁ ଲୋକେ ଏବେ ବିଭିନ୍ନ ପ୍ରକାର ସର୍ଜରୀ କରୁଛନ୍ତି। କେହି ଓଠ ମୋଟା କରୁଛନ୍ତି ତ କେହି ନିଜର ମୁହଁର ଶେପ ପରିବର୍ତ୍ତନ କରୁଛନ୍ତି। କିନ୍ତୁ କେବେ ଉଚ୍ଚତା ବଢାଇବା ପାଇଁ ସର୍ଜରୀ ବିଷୟରେ ଶୁଣିଛନ୍ତି କି?…

ଚିକିତ୍ସା ବିଜ୍ଞାନରେ ବିରଳ: ମହିଳାଙ୍କ ଶରୀରରେ କାମ କରୁଛି ୧୦୮ ବର୍ଷର ମାଆଙ୍କ କିଡନୀ, ଭାବୁକ କରିବ…

ଇଂଲଣ୍ଡ,୧୯।୧: ମହିଳାଙ୍କ ଶରୀରରେ କାମ କରୁଛି ୧୦୮ ବର୍ଷର କିଡନୀ। ଶୁଣି ଆଶ୍ଚର୍ଯ୍ୟ ଳାଗୁଥିଲେ ବି ସତ। ଏପରି ଘଟଣା ଦେଖିବାକୁ ମିଳିଛି ଇଂଲଣ୍ଡରେ। ଇଂରାଜୀ ୱେବସାଇଟ ଡେଲି ମେଲରେ ଏନେଇ ଏକ ରିପୋର୍ଟ ପ୍ରକାଶ ପାଇଛି। ଇଂଲଣ୍ଡରେ ରହୁଥିବା ସୁ…

ଏୟାର ହୋଷ୍ଟେସଙ୍କୁ କାମୁଡିଦେଲେ ଯାତ୍ରୀ, କରିବାକୁ ପଡିଲା ଏମରଜେନ୍ସି ଲ୍ୟାଣ୍ଡିଂ

କିଓ,୧୯।୧: ନିକଟରେ ଏୟାରଲାଇନ୍ସ/ଫ୍ଲାଇଟକୁ ନେଇ ଅନେକ ଘଟଣା ସାମ୍ନାକୁ ଆସୁଛି। ପ୍ଲେନ ୧୨ଘଣ୍ଟାରୁ ଅଧିକ ବିଳମ୍ବ ହେବାରୁ ହନିମୁନ କଟେଇବାକୁ ଯାଉଥିବା ଏକ ଦମ୍ପତିଙ୍କ ଘଟଣା ନିକଟରେ ଚର୍ଚ୍ଚାରେ ଥିଲା। ବିଳମ୍ବ ହେବାରୁ ବ୍ୟକ୍ତି ଜଣକ କ୍ରୁ ମେମ୍ବରଙ୍କୁ ମାଡ ମାରିଥିଲେ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?