ଫୁରସତ

ମତେ ରକ୍ତ ଦିଅ, ମୁଁ ତୁମକୁ ସ୍ବାଧୀନତା ଦେବି

ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ଜୟନ୍ତୀ ଆନୁଷ୍ଠାନିକ ଭାବରେ ପରାକ୍ରମ ଦିବସ ଭାବରେ ଜଣାଶୁଣା। ବିଶିଷ୍ଟ ଭାରତୀୟ ସ୍ବାଧୀନତା ସଂଗ୍ରାମୀ ନେତାଜୀଙ୍କ ଜନ୍ମଦିନ ପାଳନ ପାଇଁ ଭାରତରେ ପାଳିତ ହେଉଥିବା ଏହା ଏକ ଜାତୀୟ କାର୍ଯ୍ୟକ୍ରମ। ଏହା ପ୍ରତିବର୍ଷ ୨୩ ଜାନୁଆରୀରେ…

ସୋସିଆଲ ମିଡିଆରେ ଭାଇରାଲ ହେଉଛି ରାମଲାଲାଙ୍କ ସୁନ୍ଦର ଆଖିର ଫଟୋ, ଦେଶବାସୀ ଦେଖି ବିଭୋର

ଦେଶବାସୀଙ୍କ ୫୦୦ ବର୍ଷ ଅପେକ୍ଷାର ଅନ୍ତ ଘଟିଛି। ଅଯୋଧ୍ୟାସ୍ଥିତ ରାମମନ୍ଦିରରେ ରାମଲାଲାଙ୍କ ପ୍ରାଣପ୍ରତିଷ୍ଠା କରାଯାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶ୍ରୀ ରାମ ଜନ୍ମଭୂମି ଗର୍ଭଗୃହରେ ରାମଲାଲାଙ୍କ ପ୍ରତିମୂର୍ତ୍ତିକୁ ସ୍ଥାପନ କରିଛନ୍ତି। ଏହି ବିଶେଷ ଅବସରରେ ୟୁପି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ, ଆରଏସ୍‌ଏସ୍‌…

ଭାରତରେ ପ୍ରତିବର୍ଷ ଏକ କୋଟିରୁ ଅଧିକ ଲୋକ କରୁଛନ୍ତି ବିବାହ: ଖର୍ଚ୍ଚ ହେଉଛି ୧୧ ଲକ୍ଷ କୋଟିରୁ ବେଶୀ…

ନୂଆଦିଲ୍ଲୀ,୨୨।୧: ପରିସଂଖ୍ୟାନ ଦର୍ଶାଉଛି ପ୍ରତିବର୍ଷ ଭାରତରେ କୋଟିଏରୁ ଅଧିକ ଲୋକ ବିବାହ କରନ୍ତି, ଯାହା ଦେଶର ସାଂସ୍କୃତିକ ବିବିଧତା ଏବଂ ରୀତିନୀତିର ରଙ୍ଗୀନ ଚିତ୍ର ଉପସ୍ଥାପନ କରିଥାଏ। ପ୍ରତ୍ୟେକ ଜାତି, ଧର୍ମ ଏବଂ ଅଞ୍ଚଳର କାହାଣୀ ଅଲଗା ଅଲଗା ହୋଇଥାଏ। ପ୍ରତ୍ୟେକ…

ଆକାଶରେ ବି ଶୁଭୁଛି ‘ରାମ ନାମ’: ଦେଖନ୍ତୁ ଭାଇରାଲ ଭିଡିଓ

ନୂଆଦିଲ୍ଲୀ,୨୧।୧: ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ପୂର୍ବରୁ ସମଗ୍ର ଦେଶ ରାମମୟ ହୋଇଛି। ଭଗବାନ ଶ୍ରୀ ରାମଙ୍କ ପତାକା ସବୁଆଡେ ଉଡ଼ୁଥିବାବେଳେ କେତେକ ସ୍ଥାନରେ ରାମଙ୍କ ନାମର ଜପ ଶୁଣିବାକୁ ମିଳୁଛି। ସାଧାରଣତଃ ବସ କିମ୍ବା ଟ୍ରେନ ଯୋଗେ କୌଣସି ଧାର୍ମିକ ସ୍ଥାନକୁ…

ଜାନୁଆରୀ ୨୨ରେ ମାଗଣାରେ ମିଳିବ ସିଙ୍ଗଡା

ନୂଆଦିଲ୍ଲୀ,୨୧।୧: ଅଯୋଧ୍ୟାରେ ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ପୂର୍ବରୁ ସମଗ୍ର ଦେଶ ରାମମୟ ହୋଇଛି। ରାମଙ୍କ ନାମ ସବୁଠାରେ ପ୍ରତିଧ୍ୱନିତ ହେଉଛି ଏବଂ ଲୋକମାନେ ଜାନୁଆରୀ ୨୨ ପ୍ରସ୍ତୁତିରେ ବ୍ୟସ୍ତ ଅଛନ୍ତି। ଜାନୁୟାରୀ ୨୨ରେ ଅଯୋଧ୍ୟାରେ ଏକ ବିଶାଳ ପ୍ରତିଷ୍ଠା କାର୍ଯ୍ୟକ୍ରମ ଅନୁଷ୍ଠିତ…

ରାମଙ୍କ ଭଜନ ଗାଇ ଚର୍ଚ୍ଚାରେ ସୀମା ହାଇଦର

ଲକ୍ଷ୍ନୌ,୨୧।୧: ଜାନୁଆରୀ ୨୨ ଅର୍ଥାତ୍‌ ସୋମବାର ଅଯୋଧ୍ୟାରେ ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା କାର୍ଯ୍ୟକ୍ରମ ଅନୁଷ୍ଠିତ ହେବାକୁ ଯାଉଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମେତ ଦେଶର ଅନେକ ବଡ ବ୍ୟକ୍ତିତ୍ୱ ଅଯୋଧ୍ୟାରେ ପହଞ୍ଚିବେ। ଭକ୍ତମାନଙ୍କ ମଧ୍ୟରେ ରାମ ମନ୍ଦିରକୁ ବହୁତ ଉତ୍ସାହ ରହିଛି।…

କୁକୁର ରାସ୍ତାରେ ମଳତ୍ୟାଗ କଲେ ମାଲିକ ଦେବେ ୪୫ ହଜାର ଟଙ୍କା ଜରିମାନା: ସବୁ କୁକୁରଙ୍କର ହେବ ଡିଏନଏ ଟେଷ୍ଟ…

ରୋମ,୨୧।୧ : ଭାରତର ଅନେକ ସ୍ଥାନରେ ବୁଲା କୁକୁରମାନଙ୍କ ଉପଦ୍ରବ ନେଇ ଉତ୍ତେଜନା ଦେଖାଦେଇଛି। କେତେକ କ୍ଷେତ୍ରରେ ପୋଲିସର କାର୍ଯ୍ୟାନୁଷ୍ଠାନ ମଧ୍ୟ ନିଆଯାଇଛି। ରାସ୍ତାରେ କୁକୁର ମଳତ୍ୟାଗ ଉପରେ ମଧ୍ୟ ବିବାଦ ଲାଗି ରହିଛି। ଅନେକ ଦେଶରେ ଏହି ବିଷୟରେ କଡା…

ଭାରୀ ଜିନିଷ ଅର୍ଡର କରନ୍ତୁ ନାହିଁ, ଥକ୍କି ପଡୁଛୁ; ଗ୍ରାହକଙ୍କୁ ନିବେଦନ କରିବାରୁ କର୍ମଚାରୀଙ୍କୁ ଚାକିରୀରୁ ବାହାର କରିଦେଲା ଆମାଜନ

ନୂଆଦିଲ୍ଲୀ,୨୧।୧: ଭାଇରାଲ ହେବା ପାଇଁ ଏବେ ଲୋକମାନେ ରିଲ୍ସ ଓ ସର୍ଟସ୍ପ ଭିଡିଓରେ ଅଜବଗଜବ ପ୍ରକାର କୌଶଳ ଆପଣାଉଛନ୍ତି। ସାମ୍ପ୍ରତିକ ସମୟରେ ଏଭଳି ଏକ ମାମଲା ସାମ୍ନାକୁ ଆସିଛି। ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ଆମାଜନ ପରି ବହୁ ଟେକ୍‌ କମ୍ପାନୀ…

କ୍ୟୁବ୍‌ କୁଇନ୍‌ କାଓ କିଜିଆନ, କଣ୍ଢେଇ ସହ ଖେଳିବା ବୟସରେ କଲେ ଓ୍ବାର୍ଲଡ ରେକର୍ଡ

ଯେଉଁ ବୟସରେ କଣ୍ଢେଇ ସହ ଖେଳିବା କଥା ସେଇ ବୟସରେ ୬ ବର୍ଷୀୟା କାଓ କିଜିଆନ କରିଛନ୍ତି ଓ୍ବାର୍ଲଡ ରେକର୍ଡ। ସେପୁଣି କଠିନ ବ୍ରେନ୍‌ ଗେମ୍‌ ରୁବିକ୍‌ କ୍ୟୁବ୍‌କୁ ସବୁଠୁ କମ୍‌ ସମୟରେ ସମାଧାନ କରି। ମାତ୍ର ୩ ବର୍ଷ ବୟସରୁ…

ଘୋଡ଼ାମୁହାଁ ପୁଅ

ବିଧିର ବିଧାନ ଏମିତି ଯେ, ନୀତିବାନ ନିଧିମଉସାଙ୍କ ଏକମାତ୍ର ପୁତ୍ରର ବିବାହ ବହୁ ବିଳମ୍ବରେ ଯୋଗାଡ଼ହେଲା ସିନା, କିନ୍ତୁ କ’ଣ ହେବ… ସବୁ ବିଗିଡ଼ିଗଲା l ମଉସା-ମାଉସୀ ଭାରି ଯତ୍ନରେ ପୁଅକୁ ବଢ଼େଇ ପଢ଼େଇ ଯେବେଠୁଁ ଉଚ୍ଚଶିକ୍ଷିତ କରିବାକୁ କୋଳଛଡ଼ା କରେଇ…

କାଷ୍ଟର୍‌ ବୋର୍ଡରେ ୩୬୦ଂ ସ୍ପିନ୍‌, ରେକର୍ଡ କଲେ ୧୧ ବର୍ଷୀୟ ହାର୍ଦ୍ଦିକ

ଗୁଜୁରାଟର ୧୧ ବର୍ଷୀୟ ବାଳକ ହାର୍ଦ୍ଦିକ ରଘୁବଂଶୀଙ୍କର ବହୁତ ଇଛା ଥିଲା ଦିନେ ଗିନିଜ ଓ୍ବାର୍ଲଡ ରେକର୍ଡସ୍‌ରେ ସ୍ଥାନ ପାଇବେ। ନିଜ ମନର ଏଇ କଥାକୁ ସେ ବାପାଙ୍କୁ ଜଣାଇଥିଲେ। ବାପା ଖୁସି ହେବା ସହ ଆଶ୍ଚର୍ଯ୍ୟ ହୋଇ ପଚାରିଲେ, ‘ରେକର୍ଡ…

ରାସବିହାରୀ-ତୋଶିକୋଙ୍କର ଶହେବର୍ଷ ତଳର ପ୍ରେମ କାହାଣୀ

ଆଜିଠାରୁ ପ୍ରାୟ ଶହେ ବର୍ଷ ପୂର୍ବେ ଅର୍ଥାତ୍‌ ୧୯୧୮ମସିହା ଜୁଲାଇ ୯ ତାରିଖରେ ତୋଶିକୋ ଓ ରାସବିହାରୀଙ୍କର ଗୋପନ ବିବାହର ସାକ୍ଷୀ ଥିଲେ ମାତ୍ର ହାତଗଣତି କେଇଜଣ । ଯେଉଁ ବିବାହ ଜାକଜମକରେ ଉଛୁଳି ପଡ଼ିବା କଥା, ସେଠାରେ ବର କିମ୍ବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?