Viral Video: ଛେଳି ଚୋରି କରିବାକୁ କାର୍ରେ ଆସିଲେ ଚୋର, ପରେ ଏଭଳି ଉପାୟ ଆପଣାଇଲେ ଯେ ଦେଖିଲେ…
ସୋସିଆଲ ମିଡିଆ ଏଭଳି ଏକ ପ୍ଲାଟଫର୍ମ, ଯେଉଁଠି ପ୍ରତ୍ୟହ କିଛି ନା କିଛି ଭାଇରାଲ ହୋଇଥାଏ। ସେଥିରୁ କିଛି ଭାବୁକ କରୁଥିବା ବେଳେ କିଛି ମଜାଦାର ଥାଏ। ଏହି କ୍ରମରେ ଏଭଳି ଏକ ମଜାଦାର ଭିଡିଓ ସାମ୍ନାକୁ ଆସିଛି,ଯାହାକୁ ଦେଖିଲେ ଆପଣ…
କାହାକୁ ମିଳିଥାଏ ‘ଭାରତ ରତ୍ନ’? ପୁରସ୍କାରପ୍ରାପ୍ତ ବ୍ୟକ୍ତିଙ୍କୁ ମିଳେ କି କି ସୁବିଧା ଜାଣନ୍ତୁ…
ନୂଆଦିଲ୍ଲୀ,୨୪।୧: ଭାରତର ସର୍ବୋଚ୍ଚ ନାଗରିକ ସମ୍ମାନ ହେଉଛି ‘ଭାରତ ରତ୍ନ’। ରାଜନୀତି, କଳା, ଖେଳ, ସାହିତ୍ୟ, ବିଜ୍ଞାନ, ବ୍ୟବସାୟ, ଲେଖକ ଏବଂ ସମାଜସେବା ଆଦି କ୍ଷେତ୍ରରେ ଅସାଧାରଣ ସେବା ଲାଗି ଏହି ପୁରସ୍କାର ପ୍ରଦାନ କରାଯାଇଥାଏ। ୧୯୫୪ ଜାନୁଆରୀ ୨ରେ ତତ୍କାଳୀନ…
ପ୍ରଳୟର ନିକଟତର ହେଲା ପୃଥିବୀ: ମହା ବିନାଶ ଘଣ୍ଟାରେ ଆଉ ବାକି ୯୦ ସେକେଣ୍ଡ…
ଓ୍ବାଶିଂଟନ,୨୪।୧ : ପ୍ରଳୟ ଘଣ୍ଟା ସାଙ୍କେତିକ ଭାବରେ ଦର୍ଶାଏ ଯେ ଆମେ ବିପର୍ଯ୍ୟୟର କେତେ ନିକଟତର। ଏହାର ସମୟ ପୁଣି ଥରେ ବଡ ଧ୍ୱଂସ ନିକଟରେ ପହଞ୍ଚିଛି। ଘଣ୍ଟାର ସମୟ ମଧ୍ୟରାତ୍ରି ପୂର୍ବରୁ ୯୦ ସେକେଣ୍ଡ ଦୂରରେ ରହିଛି। ବୈଜ୍ଞାନିକମାନେ ଏହି…
ଚିକିତ୍ସା ବିଜ୍ଞାନରେ ବିରଳ: ଟ୍ରାନ୍ସଜେଣ୍ଡର ପୁରୁଷ ହେଲେ ଗର୍ଭବତୀ
ରୋମ,୨୪।୧: ଟ୍ରାନ୍ସଜେଣ୍ଡର ବ୍ୟକ୍ତି କେବେ ଗର୍ଭବତୀ ହେବାର ଶୁଣିଛନ୍ତି କି? ଆଶ୍ଚର୍ଯ୍ୟ ଲାଗୁଥିଲେ ବି ଇଟାଲୀରେ ଏପରି ଅଜବ ମାମଲା ସାମ୍ନାକୁ ଆସିଛି। ଯେଉଁଥିରେ ଲିଙ୍ଗ ପରିବର୍ତ୍ତନ ପାଇଁ ସର୍ଜରୀ କରିବାକୁ ବ୍ୟକ୍ତିଜଣକ ୫ ମାସର ଗର୍ଭବତୀ ହୋଇଥିବା ଜଣାପଡିଛି। ୟୁରୋପୀୟ…
Biwi No.1: ବାଇକ୍ ଚଳାଉ ଥିବା ସ୍ବାମୀଙ୍କୁ ହାତରେ ସିଗାରେଟ ଟଣାଉଛନ୍ତି ସ୍ତ୍ରୀ, ଭିଡ଼ିଓ ଭାଇରାଲ…
ପ୍ରୟାଗରାଜ,୨୪।୧ : ପ୍ରାୟତଃ ଶୁଣାଯାଏ ସ୍ତ୍ରୀମାନେ ସ୍ବାମୀଙ୍କ ନିଶା ସେବନ ଦ୍ୱାରା ବହୁତ ଅସୁବିଧାରେ ପଡ଼ନ୍ତି । ଏଥି ସହିତ, ସ୍ବାମୀ ଏବଂ ସ୍ତ୍ରୀଙ୍କ ମଧ୍ୟରେ ଝଗଡା ହେବାର ମୁଖ୍ୟ କାରଣ ହେଉଛି ନିଶା ସେବନ, କିନ୍ତୁ ଆପଣ ଏପରି ସ୍ତ୍ରୀଙ୍କୁ…
ପୌଷ ପୂର୍ଣ୍ଣିମାରେ ଦୁର୍ଲଭ ଦିବ୍ୟ ସଂଯୋଗ: ଏସବୁ ୪ ରାଶିର ଧନ ଲାଭ ସହିତ ପ୍ରେମ ବିବାହ ଯୋଗ…
ନୂଆଦିଲ୍ଲୀ,୨୪।୧ : ହିନ୍ଦୁ କ୍ୟାଲେଣ୍ଡର ଅନୁଯାୟୀ, ୨୦୨୪ର ପ୍ରଥମ ପୂର୍ଣ୍ଣିମା ହେଉଛି ପୌଷ ମାସର ପୂର୍ଣ୍ଣିମା । ପଞ୍ଚାଙ୍ଗ ଅନୁଯାୟୀ, ପୌଷ ପୂର୍ଣ୍ଣିମାର ତାରିଖ ଗୁରୁବାର, ଜାନୁଆରୀ ୨୫ ରହିଛି। ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ, ପୌଷ ପୂର୍ଣ୍ଣିମାରେ ଅଦ୍ଭୁତ ଦିବ୍ୟ ସଂଯୋଗ…
ଏହି ୟୁଟ୍ୟୁବର୍ ମାନିଲେ ଏଲନ ମସ୍କଙ୍କ କଥା, ଗୋଟିଏ ଭିଡିଓରୁ ରୋଜଗାର କଲେ ୨ କୋଟିରୁ ଅଧିକ
ଓ୍ବାଶିଂଟନ,୨୪।୧: ଆଜିକାଲି ଅନେକ ଲୋକ ଏଲନ ମସ୍କଙ୍କ ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସରୁ ବହୁତ ରୋଜଗାର କରୁଛନ୍ତି । ବର୍ତ୍ତମାନ ଜଣେ ବ୍ୟକ୍ତି ଏକ୍ସରୁ ରୋଜଗାରର ଏକ ନିଆରା ରେକର୍ଡ ସୃଷ୍ଟି କରିଛନ୍ତି ଯାହାକୁ କେହି ଭାଙ୍ଗି ପାରିବେ ନାହିଁ ।…
୨୦୨୪ରେ କେମିତି ରହିବ ଦୁନିଆ? ୧୦୦ବର୍ଷ ପୂର୍ବେ ଏହି ଖବରକାଗଜ କରିଥିଲା ଭବିଷ୍ୟବାଣୀ, ସତ ହୋଇଛି…
ଅଟାଓ୍ବା,୨୪।୧: ଏବେ ନୁହେଁ ବହୁବର୍ଷ ଧରି ଭବିଷ୍ୟତକୁ ନେଇ ବିଭିନ୍ନ ଭବିଷ୍ୟବାଣୀ କରାଯାଇଆସୁଛି। ଏଥିରୁ କିଛି ସତ ହୋଇଥାଏ ତ କିଛି ମିଛ। ନିକଟରେ ୧୦୦ବର୍ଷ ପୂର୍ବର ଏକ ଖବରକାଗଜର ଏକ କଟିଙ୍ଗ ଆର୍ଟିକିଲ୍ ଭାଇରାଲ ହୋଇଛି ଯେଉଁଥିରେ ୨୦୨୪ର ଜୀବନପ୍ରଣାଳୀ,…
ଧନୀଘରର ପୁଅଙ୍କୁ ବିବାହ କରିବାକୁ ଚାହୁଁଥିଲେ କରନ୍ତୁ ଏହି ସର୍ଜରୀ, କ୍ଲିନିକ୍ ଦେଉଛି ବମ୍ପର ଅଫର
ସାଂଘାଇ,୨୪।୧: ଯେକୌଣସିି ବ୍ୟବସାୟ ଚଳାଇବା ପାଇଁ ହେଲେ ଏକ ଭଲ ମାର୍କେଟିଂ ଷ୍ଟ୍ରାଟେଜୀ ରହିବା ଜରୁରୀ। ଆପଣ ଭଲଭାବରେ ଜାଣିଥିବେ ଯେ, ଗ୍ରାହକଙ୍କୁ ଆକର୍ଷିତ କରିବା ପାଇଁ ବ୍ୟବସାୟୀମାନେ ବିଭିନ୍ନ ପ୍ରକାରର ଲୋଭନୀୟ ଅଫର ଆଣିଥାନ୍ତି। କିଛି ଲୋକ ତାଙ୍କ ସେବାରେ…
ଆତ୍ମହତ୍ୟା କରିବାକୁ ଚଢିଥିଲେ ବ୍ରିଜରେ, ବିରିୟାନୀ ଲୋଭରେ ଓହରିଲେ, ଭାଇରାଲ ହେଉଛି ଭିଡିଓ
କୋଲକତା,୨୪।୧: ସବୁ ଦିଗରୁ ନିରାଶ ହୋଇ ବସିଲେ ମଣିଷ ଆତ୍ମହତ୍ୟାର ଦିଗ ଆପଣାଇଥାଏ। ଗୋଟିଏ ପରେ ଗୋଟିଏ ଅସଫଳତାରେ ବିରକ୍ତି ହୋଇ ଆତ୍ମହତ୍ୟା କରିଦେବା ହିଁ ସର୍ବଶେଷ ମାର୍ଗ ଭାବେ ଦେଖିଥାଏ। ଆତ୍ମହତ୍ୟାସ୍ଥଳରେ ଲୋକଗହଳିରେ କାଳେ କରିହେବନି ବୋଲି ବ୍ୟକ୍ତି ନିର୍ଜନ…
ମୋବାଇଲ୍ରେ କାର୍ଟୁନ ଦେଖୁଥିଲେ ୫ ବର୍ଷର ଝିଅ: ହଠାତ୍ ଆସିଲା ହାର୍ଟଆଟାକ୍
ଲକ୍ଷ୍ନୌ,୨୪।୧: ଉତ୍ତରପ୍ରଦେଶର ଆମରୋହାଠାରେ ଏକ ଆଶ୍ଚର୍ଯ୍ୟଜନକ ମାମଲା ସାମ୍ନାକୁ ଆସିଛି। ଏଠାରେ ମୋବାଇଲ ଫୋନ ଦେଖିବାବେଳେ ଜଣେ ୫ ବର୍ଷର ଝିଅର ମୃତ୍ୟୁ ଘଟିଛି। ନାବାଳିକାଙ୍କ ମୃତ୍ୟୁକୁ ହୃଦଘାତ ବୋଲି ଡାକ୍ତର ଘୋଷଣା କରିଛନ୍ତି। ଝିଅର ମୃତ୍ୟୁୁ ହେତୁ ପରିବାରରେ ଶୋକର…
‘କଳା ଯାଦୁ’ କରି ବୟଫ୍ରେଣ୍ଡଙ୍କୁ ବଶୀଭୂତ କରିବାକୁ ଚାହୁଁଥିଲେ ମହିଳା: ଘଟିଲା ଏମିତି
କୁହାଯାଏ ପ୍ରେମ ଅନ୍ଧ। ପ୍ରେମ ପାଇଁ ଯେକୌଣସି ସ୍ତରକୁ ଯିବାପାଇଁ ପଛାନ୍ତି ନାହିଁ। ବେଙ୍ଗାଲୁରୁରେ ଏପରି ଏକ ମାମଲା ସାମ୍ନାକୁ ଆସିଛି। ଏଠାରେ ଜଣେ ଯୁବତୀ ନିଜର ପୁରୁଣା ପ୍ରେମିକକୁ ଫେରାଇ ଆଣିବାକୁ ଚେଷ୍ଟା କରୁଥିବାବେଳେ ଲକ୍ଷ ଲକ୍ଷ ଟଙ୍କା ଠକାମିର…

