ଫୁରସତ

ପରୀକ୍ଷା ଖାତାରେ ‘ସାଜନ ଗୀତ’ ଲେଖିଲେ ଛାତ୍ର, ଭାଇରାଲ ହେଉଛି ପେପର୍‌

ପିଲା ବର୍ଷଯାକ କେତେ ପାଠ ପଢିଛନ୍ତି ତାହା ପରୀକ୍ଷାରୁ ଜଣାପଡିଥାଏ। କିଛିଜଣ ପରୀକ୍ଷାରେ ଉତ୍ସାହଜନକ ପ୍ରଦର୍ଶନ କରିଥିବାବେଳେ କିଛିଜଣ ଭଲ ପ୍ରଦର୍ଶନ କରି ନ ଥାନ୍ତି। ତେବେ ନିକଟରେ ଜଣେ ଛାତ୍ରଙ୍କର ପରୀକ୍ଷା ଖାତା ଭାଇରାଲ ହୋଇଛି। ଯାହାକୁ ଆପଣ ଦେଖି…

ଆମାଜନରୁ ଅର୍ଡର କଲେ ଘର, ପୁରା ପ୍ୟାକ୍‌ ହୋଇ ଆସିଲା ଏମିତି, ଭିଡିଓ ଭାଇରାଲ

ଓ୍ବାଶିଂଟନ୍‌,୩।୨: ନିତ୍ୟ ବ୍ୟବହାର୍ଯ୍ୟ ଜିନିଷ ଭିତରେ ଖାଇବା, ପିନ୍ଧିବା ପରି ମୁଣ୍ଡ ଗୁଞ୍ଜିବା ପାଇଁ ଘରଟିଏ ଆବଶ୍ୟକ। ଦିନଯାକ ଯେତେ ବାହାରେ ବୁଲିଲେ ବି ରାତିରେ ଶାନ୍ତିରେ ଥକ୍କା ମେଣ୍ଟେଇବା ପାଇଁ ସମସ୍ତେ ଘରକୁ ଫେରିଥାନ୍ତି। ଲୋକ ନିଜର ଘରଟିଏ ତୋଳିବା…

ପୁରାବିଶ୍ୱ ପାଇଁ ନିର୍ବାଚନ ବର୍ଷ ୨୦୨୪, ଭୋଟ ଦେବେ ୭୦ ଦେଶର ନାଗରିକ

ନୂଆଦିଲ୍ଲୀ,୩।୨: ନିର୍ବାଚନର ବର୍ଷ ହେଉଛି ୨୦୨୪। କେବଳ ଭାରତ ନୁହେଁ ପୁରା ବିଶ୍ୱ ପାର୍ଇ ୨୦୨୪ ହେଉଛି ନିର୍ବାଚନର ବର୍ଷ। ଚଳିତ ବର୍ଷ ୭୦ରୁ ଅଧିକ ଦେଶରେ ନିର୍ବାଚନ ହେବାକୁ ଯାଉଛି,ଯେଉଁଥିରେ ୪୦୦ କୋଟିରୁ ଅଧିକ ଲୋକ ଭୋଟଦାନ କରିବେ। ଏସିଆରୁ…

ସ୍ବାମୀ ନ ଗାଧୋଇବାରୁ ସ୍ତ୍ରୀ ଦେଲେ ଡିଭର୍ସ, ତା’ପରେ…

ଅଙ୍କାରା,୩।୨: ପ୍ରତିଦିନ ଗାଧୋଇବା ଓ ନିଜକୁ ସଫାସୁତରା ରଖିବା ପ୍ରତ୍ୟେକ ବ୍ୟକ୍ତିଙ୍କର ଦାୟିତ୍ୱ। ଖରାଦିନେ ଲୋକେ ଦିନକୁ ଦୁଇ-ତିନିଥର ଗାଧୋଇବାବେଳେ ଶୀତଦିନେ କମ୍‌ ଗାଧୋଇଥାନ୍ତି କିମ୍ବା ୪-୫ଦିନ ବ୍ୟବଧାନରେ ଗାଧୋଇଥାନ୍ତି। କିନ୍ତୁ ସ୍ବାମୀ ନ ଗାଧୋଇବା ଯୋଗୁ ଦୁହିଁଙ୍କ ମଧ୍ୟରେ ଛାଡପତ୍ର…

ଫୋପଡା ଯାଇଥିବା ଅଳିଆ ଏକାଠି କରି କୋଟିପତି ହେଲେ ମହିଳା

ବ୍ରିଟେନ: ଘରେ ଅଳିଆ ଆବର୍ଜନା ରଖିବାକୁ କେହି ଚାହାଁନ୍ତି ନାହିଁ। କିନ୍ତୁ ଏମିତି ଜଣେ ମହିଳା ଅଛନ୍ତି ଯିଏ ଅଳିଆ ସଂଗ୍ରହ କରିବାକୁ ଭଲ ପାଆନ୍ତି। କେବଳ ଅଳିଆ ସଂଗ୍ରହ କରି ଏହି ମହିଳା କୋଟିପତି ହୋଇପାରିଛନ୍ତ। ହଁ, ଯଦି ଆପଣ…

ସପ୍ତାହକୁ ୩୬ଘଣ୍ଟା ଉପବାସ କରନ୍ତି ବ୍ରିଟିଶ ପ୍ରଧାନମନ୍ତ୍ରୀ ଋଷି ସୁନକ, କହିଲେ କାରଣ

ଇଂଲଣ୍ଡ,୨।୨: ଭାରତୀୟ ବଂଶୋଦ୍ଭବ ତଥା ବ୍ରିଟିଶ ପ୍ରଧାନମନ୍ତ୍ରୀ ଋଷି ସୁନକ ସବୁବେଳେ ଚର୍ଚ୍ଚାରେ ରୁହନ୍ତି। ଦେଶରେ ଲାଗୁ କରୁଥିବା କୌଣସି ନିୟମ ହେଉ କି ନିଜ ଭାରତୀୟ ସଂସ୍କୃତି ପାଇଁ ସେ ସବୁବେଳେ ପରିଚିତ ରହିଆସୁଛନ୍ତି। ନିଜକୁ ହିନ୍ଦୁ ସନାତନୀ ଧର୍ମର…

Video: ହେଲମେଟ୍‌ ଭିତରେ ଲୁଚି ରହିଥିଲା ଅହିରାଜ, ପିନ୍ଧିବାକୁ ଯିବା ବେଳେ ଫଣା ଦେଖି ଉଡିଲା ହୋସ୍‌…

ଅହିରାଜକୁ ଦୁନିଆର ସବୁଠାରୁ ବିଷଧର ସର୍ପ ଭାବେ ଗଣାଯାଏ। ଏହା ଥରେ ଦଂଶନ କଲେ ବଞ୍ଚିବା ମୁସ୍କିଲ। ଏଣୁ ଏହାକୁ ସାମ୍ନାରେ ଦେଖିଲେ ଡରିବା ସ୍ବାଭାବିକ। ହେଲେ ଏବେ ଏକ ଏଭଳି ଭିଡିଓ ସାମ୍ନାକୁ ଆସିଛି, ଯେଉଁଥିରେ ଜଣେ ବ୍ୟକ୍ତିଙ୍କ ହେଲମେଟ୍‌…

ହାତୀ ସହିତ ଫଟୋ ଉଠଇବାକୁ କରୁଥିଲେ ଚେଷ୍ଟା:  ଫଛରୁ ଆସି ଦେଲା ପାନେ, ଭିଡିଓ  ଦେଖିଲେ… 

ପ୍ରତ୍ୟେକ ଦିନ ସୋସିଆଲ ମିଡିଆରେ କିଛି ନା କିଛି ଭିଡିଓ ଭାଇରାଲ ହୋଇଥାଏ । ସେଥିରୁ କେତେକ ଭିଡିଓ ହସର ଖୋରାକ ଯୋଗାଉ ଥିବା ବେଳେ କେତେକ ଆଶ୍ଚର୍ଯ୍ୟ କରିଦିଏ । ତେବେ ବର୍ତ୍ତମାନ ଭାଇରାଲ ହେଉଥିବା ଭିଡିଓରେ ଗୋଟିଏ ହାତୀ…

Video: ଆଖି ପିଛୁଳାକେ ଛେଳିକୁ ପଞ୍ଝାରେ ଉଠାଇ ନେଇ ଉଡିଗଲା ଚିଲ, କ୍ୟାମେରାରେ କଏଦ ହେଲା ଭୟଙ୍କର ଦୃଶ୍ୟ…

କୁହାଯାଏ ଚିଲ ଏକ ବିଚକ୍ଷଣ ଶିକାରୀ। ବିଶେଷକରି ଏହାର ପଞ୍ଝାରେ ରହିଛି ବହୁତ ଶକ୍ତି। ଚିଲ ନିଜର ପଞ୍ଝାରେ ଶିକାରକୁ ସହଜରେ ଉଠାଇ ନେଇଥାଏ। ସାଧାରଣତଃ ଚିଲର ଓଜନ ୪ରୁ ୯ କିଗ୍ରା ହୋଇଥିବା ବେଳେ ଏହା ପ୍ରାୟ ୫ କିଗ୍ରା…

ଅନଲାଇନ ଡେଟିଂରେ ବ୍ୟବହାର କଲେ ଚାଟ୍‌ଜିପିଟି, ଆଉ ମିଳିଗଲା ମନଲାଖି ସ୍ତ୍ରୀ

ମସ୍କୋ,୨।୨: ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ବା ଏଆଇ କ୍ରମାଗତ ଭାବରେ ଚର୍ଚ୍ଚାରେ ରହିଛି। ଏଆଇ ସାହାର୍ଯ୍ୟରେ ମଣିଷର ନିତିଦିନିଆ କଠିନ କାମ ସରଳ ହେଉଥିବାବେଳେ ଘଣ୍ଟାଘଣ୍ଟାର କାମ କେଇ ମିନିଟରେ ସମାଧାନ ହୋଇଯାଉଛି। ପ୍ରତିଟି ପ୍ରଶ୍ନର ଉତ୍ତର ଚାଟଜିପିଟି ପାଖରେ ରହୁଛି। ସାମ୍ପ୍ରତିକ…

ଚାଲି ଚାଲି ଥକିପଡିବାରୁ ଆମ୍ବୁଲାନ୍ସକୁ ଫୋନ୍‌ କଲେ ମଦ୍ୟପ, କହିଲେ, ଶୀଘ୍ର ଆସି ନେଇଯାଅ ନହେଲେ ବେହୋସ ହୋଇଯିବି

ହାଇଦ୍ରାବାଦ,୨।୨: ଆଖପାଖ ସ୍ଥାନକୁ ଯିବାକୁ ହେଲେ ଲୋକେ ଚାଲି ଚାଲି ଯାଇଥାନ୍ତି। ଯଦି ଦୂର ବାଟକୁ ଯିବାକୁ ପଡେ ତେବେ ଲୋକ ବାଇକ୍‌/ସ୍କୁଟି କିମ୍ବା ବସ, କ୍ୟାବରେ ଯାତାୟତ କରିଥାନ୍ତି। କିନ୍ତୁ ତେଲଙ୍ଗାନାରେ ଜଣେ ମଦ୍ୟପ ଚାଲି ଚାଲି ଥକିଯିବାରୁ ଏମିତି…

ଓଡ଼ିଶାର ଜନଜାତି ଭାଷା ଏକ ବିହଙ୍ଗମ ଦୃଷ୍ଟି

ଓଡ଼ିଶା ଖୁବ୍‌ ଚର୍ଚ୍ଚିତ ଦୁଇଟି କ୍ଷେତ୍ରକୁ ନେଇ। ପ୍ରଥମଟି ହେଉଛି ଜଗନ୍ନାଥ କ୍ଷେତ୍ର ଏବଂ ଅନ୍ୟଟି ଜନଜାତି କ୍ଷେତ୍ର। ଜଗନ୍ନାଥ ଓଡ଼ିଶାର ଭାବନା ସହ ଜଡ଼ିତ। ଦ୍ୱିତୀୟଟି ସଂସ୍କୃତି ସହ ପ୍ରକୃତିକୁ ନେଇ ଗତିଶୀଳ। ଜନଜାତିମାନେ ଓଡ଼ିଶାର ଉପକୂଳ ଅଞ୍ଚଳକୁ ଛାଡ଼ିଦେଲେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?