Viral Video: ଲୁଚିଲୁଚି କୁମ୍ଭୀର ଉପରେ ଏମିତି ଆକ୍ରମଣ ପାଇଁ ଯାଉଥିଲା ବାଘୁଣୀ, ଆଉ ତା’ ପରେ…
ସୋସିଆଲ ମିଡିଆରେ ପ୍ରତିଦିନ କିଛି ନା କିଛି ଆଶ୍ଚର୍ଯ୍ୟଜନକ ଭିଡିଓ ଭାଇରାଲ ହୋଇଥାଏ। ଏବେ ସେମିତି ଏକ ଭୟଙ୍କର ଭିଡିଓ ଭାଇରାଲ ହେଉଛି। ଯେଉଁଥିରେ ରାଜସ୍ଥାନର ରଣଥମ୍ବୋର ଜାତୀୟ ଉଦ୍ୟାନର ହ୍ରଦ କୂଳରେ ବାଘୁଣୀ ରିଦ୍ଧି ଏକ କୁମ୍ଭୀର ଉପରେ ଆକ୍ରମଣ…
କନ୍ୟା ଘର ପକ୍ଷରୁ ଦିଆଯାଇଥିବା ଟଙ୍କା ଏମିତି କାମରେ ଲଗାଇଲେ ବର: ଲୋକେ କଲେ ବାଃ ବାଃ
ଶିକ୍ଷା ପାଇଁ ଉତ୍ସର୍ଗୀକୃତ ଏକ ନିଆରା ପଦକ୍ଷେପ ପୁଣି ଥରେ ଯୋଧପୁରରେ ଦେଖିବାକୁ ମିଳିଥିଲା। ଯୋଧପୁରର ଓସିୟାନରେ ଆୟୋଜିତ ଏକ ବିବାହରେ କନ୍ୟା ଘର ଦ୍ୱାରା ବରଙ୍କୁ ଦିଆଯାଇଥିବା ୧ ଲକ୍ଷ ୨୧ ହଜାର ଟଙ୍କା ଫେରସ୍ତ କରି ଏକ ନିଆରା…
ଶିଲିଂ ଫ୍ୟାନ୍ ଉପରେ ଥିଲା ଅହିରାଜ, ବୁଲିଲା ଫ୍ୟାନ୍: ଦେଖନ୍ତୁ ହୃଦୟଥରା ଭିଡିଓ
ସୋସିଆଲ ମିଡିଆରେ ଅନେକ ସମୟରେ ଭୟଙ୍କର ଭିଡିଓ ଭାଇରାଲ ହୋଇଥାଏ। ଏହି ଭିଡିଓ ଲୋକଙ୍କୁ ଭୟଭୀତ କରିଥାଏ। ନିକଟରେ ସେମିତି ଏକ ଭିଡିଓ ଭାଇରାଲ ହୋଇଛି। ଏହି ଭିଡିଓ ଦେଖିଲେ ଯେ କେହି ଆଶ୍ଚର୍ଯ୍ୟ ହେବେ। ଇନଷ୍ଟାଗ୍ରାମରେ ଭାଇରାଲ ହେଉଥିବା ଏହି…
ଆଖିରେ ପଟି ବାନ୍ଧି ବହି ପଢୁଛନ୍ତି ଭଉଣୀ-ଭାଇ, ଗଣୁଛନ୍ତି ନୋଟ୍
ଭଗବାନ ମଣିଷମାନଙ୍କୁ ଆଶ୍ଚର୍ଯ୍ୟଜନକ ଶକ୍ତି ପ୍ରଦାନ କରିଛନ୍ତି। ଏପରି ଏକ ଶକ୍ତି ଭଉଣୀ-ଭାଇଙ୍କୁ ଦେଇଛନ୍ତି। ଦୁହେଁ ଆଖିରେ ପଟି ବାନ୍ଧି ଟଙ୍କା ଗଣିବା ସହ ଏହାର ରଙ୍ଗ ମଧ୍ୟ କହିଥାନ୍ତି। ଏହା ସହିତ ସେମାନେ ଆଖିରେ ପଟି ବାନ୍ଧି ନିର୍ଭୁଲ ଭାବରେ…
Viral Video: ଖାତାରେ ଏମିତି ଉତ୍ତର ଲେଖିଲେ ଛାତ୍ର, କେତେ ମାର୍କ ଦେବେ ଦ୍ୱନ୍ଦ୍ୱରେ ପଡ଼ିଲେ ଶିକ୍ଷକ
ଭାରତର ପ୍ରତ୍ୟେକ ଘରେ ଟେନ୍ସନ୍ର ମାହୋଲ ଦେଖିବାକୁ ମିଳିଛି। କାରଣ ପିଲାଙ୍କ ପରୀକ୍ଷା ଶୀଘ୍ର ଆରମ୍ଭ ହେବାକୁ ଯାଉଛି। ଯେଉଁ ଘରେ ପିଲାମାନେ ଦଶମ କିମ୍ବା ଦ୍ୱାଦଶ ପରୀକ୍ଷା ଦେବେ ସେମାନଙ୍କ ମାହୋଲ ତ ସମ୍ପୂର୍ଣ୍ଣ ଭିନ୍ନ ଭିନ୍ନ। ଘରେ ଟିଭି…
ଏହି ୫ ଦେଶର ଲୋକେ ଈଶ୍ୱରଙ୍କୁ କରନ୍ତିନି ବିଶ୍ୱାସ, ପ୍ରଥମରେ ରହିଛି…
କଥାରେ ଅଛି ଈଶ୍ୱରଙ୍କ ବିନା ଗଛର ପତ୍ର ମଧ୍ୟ ହଲି ନ ଥାଏ। ମାତ୍ର ଦୁନିଆରେ ଏମିତି କିଛି ଦେଶ ରହିଛନ୍ତି, ଯେଉଁଠି ଲୋକମାନେ ଈଶ୍ୱରଙ୍କୁ ବିଶ୍ୱାସ କରନ୍ତି ନାହିଁ। ଯଦି ଆମେ ଅତ୍ୟଧିକ ନାସ୍ତିକ ଦେଶ ବିଷୟରେ କହିବା, ତେବେ…
ଏହି ସହରରେ ଚକୋଲେଟ୍ କିଲୋ ୫୦ ଟଙ୍କା, ବସ୍ତା ଧରି କିଣିବାକୁ ଆସନ୍ତି ଲୋକେ
ଦିଲ୍ଲୀକୁ ହୃଦୟର ସହର କୁହାଯାଏ। ଏଠାରେ ଆପଣ ଧନୀ ବ୍ୟକ୍ତିଙ୍କ ପାଇଁ ଦାମୀ ଜିନିଷ ଏବଂ ଗରିବଙ୍କ ପାଇଁ ମଧ୍ୟ ଭଲ ଜିନିଷ ପାଇପାରିବେ। ଶସ୍ତା ପୋଷାକ ପାଇଁ ପ୍ରସିଦ୍ଧ ସରୋଜିନୀ ମାର୍କେଟ ବିଷୟରେ ଆପଣ ନିଶ୍ଚୟ ଶୁଣିଥିବେ। କିନ୍ତୁ ଆପଣ…
ଦେଶର ସୁରକ୍ଷା ପ୍ରହରୀ
ଇଣ୍ଡିଆନ କୋଷ୍ଟଗାର୍ଡ (ଆଇସିଜି) ହେଉଛି ଭାରତର ଏକ ସାମୁଦ୍ରିକ ଆଇନ ପ୍ରଣୟନ ଓ ସର୍ଚ୍ଚ ଏବଂ ଉଦ୍ଧାରକାରୀ ସଂସ୍ଥା, ଯାହା ଏହାର ସଂଲଗ୍ନ ଜୋନ୍ ଏବଂ ସ୍ବତନ୍ତ୍ର ଅର୍ଥନୈତିକ ଜୋନ୍ ସହିତ ଏହାର ଆଞ୍ଚଳିକ ଜଳ ଉପରେ ଅଧିକାର ସାବ୍ୟସ୍ତ କରିଥାଏ।…
ରାମମନ୍ଦିର ତିଆରି ନ ହେଲେ ବିବାହ କରିବେନି ବୋଲି ନେଇଥିଲେ ଶପଥ, ଏବେ ବିବାହ ବନ୍ଧନରେ ବାନ୍ଧିହେଲେ ଏହି ବ୍ୟକ୍ତି
ରାଜସ୍ଥାନରେ ରହୁଥିବା ଜଣେ ଯୁବକ ୩୩ ବର୍ଷ ପୂର୍ବରୁ ଶପଥ କରିଥିଲେ କି ଅଯୋଧ୍ୟାରେ ଯଦି ରାମମନ୍ଦିର ନ ହେବ ତେବେ ସେ ବିବାହ କରିବେ ନାହିଁ। ଏବେ ଏହି ବ୍ୟକ୍ତିଙ୍କ ସଂକଳ୍ପ ପୂରା ହୋଇଛି। ରାମଲାଲା ନିଜର ଭବ୍ୟମନ୍ଦିରରେ ବିରାଜମାନ…
ଚଳନ୍ତା ବୁଲେଟ୍ରେ ଗୋଡ଼ ଉପରେ ଗୋଡ଼ ପକାଇ ବସିଲେ ସର୍ଦ୍ଦାର: ଭିଡିଓ ଦେଖିଲେ ହୋଇଯିବେ ଆଶ୍ଚର୍ଯ୍ୟ
ଅନେକ ସମୟରେ ରାସ୍ତାରେ ଉଚ୍ଚ ବେଗରେ ବାଇକ ଚଳାଉଥିବାର ଅନେକ ଯୁବକଙ୍କୁ ଦେଖିଥିବେ। ବାଇକ ଚଲାଇବାକୁ ନେଇ ଯୁବକଙ୍କ ମଧ୍ୟରେ ଉତ୍ସୁକତା ପ୍ରକାଶ ପାଏ। କିନ୍ତୁ ବୁଦ୍ଧଙ୍କୁ ବାଇକ୍ରେ ଷ୍ଟଣ୍ଟ କରିବା ଖୁବ୍ କମ୍ ଦେଖାଯାଏ। ନିକଟରେ ସୋସିଆଲ ମିଡିଆରେ ଏକ…
Global Corruption Index: ଦୁନିଆର ସବୁଠାରୁ ଭ୍ରଷ୍ଟାଚାର ଦେଶ ତାଲିକାରେ ଭାରତ କେତେ ନମ୍ବର, ର଼୍ୟାଙ୍କିଙ୍ଗରେ ସୁଧାର ଆଣିଛନ୍ତି ଚାଇନା-ମାଳଦ୍ୱୀପ
ନୂଆଦିଲ୍ଲୀ,୩୧।୧: ଦୁନିଆରେ ଅନେକ ଦେଶ ଭ୍ରଷ୍ଟାଚାର ବିରୋଧରେ ଏବେବି ଯୁଦ୍ଧ ଜାରି ରଖିଛନ୍ତି। ହେଲେ ଏହାର ପରିଣାମ ବିଶେଷ ଫଳପ୍ରଦ ହେଉନାହିଁ। କାରଣ କରପ୍ସନ ପରସେପଶନ ଇଣ୍ଡେକ୍ସ ୨୦୨୪ CPI ଏନେଇ ଏତ ତାଲିକା ଜାରି କରିଛି ଯେଉଁଥିରେ ଏହାର ପ୍ରମାଣ…
ଏହି ବଳଦର ପ୍ରଶଂସାରେ ଶତମୁଖ ହେଲେ ଆନନ୍ଦ ମହିନ୍ଦ୍ରା, କାରଣ ଜାଣିଲେ ଆପଣ ବି ଚକିତ ହେବେ…
ବୁଦ୍ଧିମାନ କେବଳ ମନୁଷ୍ୟ ନୁହନ୍ତି, କିଛି ଜୀବ ମଧ୍ୟ ନିଜର ବୁଦ୍ଧିମତାର ପ୍ରମାଣ ଦେଇଥାନ୍ତି। କୁହାଯାଏ ଯେ ଗୋରିଲା ଅନ୍ୟ ଜୀବଙ୍କ ତୁଳନାରେ ହୁସିଆର ହୋଇଥାନ୍ତି। ତାଙ୍କର ବୁଝିବା ଶକ୍ତି ଦେଖି ମନୁଷ୍ୟ ବି ଚକିତ ହୁଏ। ଏହି କ୍ରମରେ ସୋସିଆଲ…

