ଫୁରସତ

ପ୍ରେମସମ୍ପର୍କକୁ ସୁଦୃଢ଼ କରେ ଟେଡି ଉପହାର, ଜାଣନ୍ତୁ ଏହି ରଙ୍ଗର ଟେଡି ଦେଲେ…

ପ୍ରେମୀଯୁଗଳଙ୍କ ପାଇଁ ବର୍ତ୍ତମାନ ଚାଲିଛି ଭାଲେଣ୍ଟାଇନ୍ସ ଓ୍ବିକ ବା ପ୍ରେମ ସପ୍ତାହ। ପ୍ରଥମ ଦିନଟି ରୋଜ ଡେ’ରୁ ଆରମ୍ଭ ହୋଇଥିବା ବେଳେ ଦ୍ୱିତୀୟ ଦିନଟି ହେଉଛି ପ୍ରପୋଜ ଡେ’ ବା ପ୍ରେମ ନିବେଦନ ଦିବସ। ସେହିପରି ତୃତୀୟ ଦିବସରେ ଚକୋଲେଟ ଦେଇ…

ପାକିସ୍ତାନରେ I LOVE YOU କୁ କ’ଣ କୁହନ୍ତି? ଶୁଣିଲେ…

ଭ୍ୟାଲେଣ୍ଟାଇନ୍‌ ସପ୍ତାହ ଚାଲିଛି। ଏମିତିରେ ଗୁଗୁଲ୍‌ରେ ଟ୍ରେଣ୍ଡ କରୁଛି #ILoveyou। ଭାରତରେ ପ୍ରଚଳିତ ପ୍ରତିଟି ଭାଷାରେ ‘ଆଇ ଲଭ୍‌ ୟୁ’ର ଭିନ୍ନ ଭିନ୍ନ ଶୈଳୀରେ କୁହାଯାଏ। ଯେମିତିକି ବଙ୍ଗଳାରେ ଏହାକୁ ‘ଆମେ ତୋମାକେ ଭାଲୋ ବାଶି’ କୁହାଯାଏ। ହିନ୍ଦୀରେ ଏହାକୁ ‘ମେଁ…

କମ୍ପ୍ୟୁଟର ‘ମାଉସ୍‌’କୁ ‘ମାଉସ୍‌’ କାହିଁକି କୁହନ୍ତି, ଜାଣନ୍ତୁ ପଛରେ ଥିବା ରୋଚକ କାହାଣୀ

କମ୍ପ୍ୟୁଟରରେ ମାଉସ୍‌ ଏକ ଇନ୍‌ପୁଟ ଡିଭାଇସ। ଏହା କମ୍ପ୍ୟୁଟର ସ୍କ୍ରିନ୍‌ରେ ପଏଣ୍ଟର ନଚେତ କର୍ସରକୁ କଣ୍ଟ୍ରୋଲ କରିଥାଏ। ୧୯୬୦ରେ ମାଉସ୍‌ର ଆବିଷ୍କାର ଡଗଲସ୍‌ ସି. ଆଙ୍ଗେଲବର୍ଟ କରିଥିଲେ। ଦୁନିଆର ପ୍ରଥମ ମାଉସ୍‌ ଦେଖିବା ଲାଗି ଏକ କାଠ ବାକ୍ସ ଥିଲା। ଏଥିରେ…

ଅଯୋଧ୍ୟା ମନ୍ଦିରରେ ପୁରୁଷଙ୍କୁ ମିଳେ ଋତୁସ୍ରାବ ଛୁଟି, କାରଣ ଜାଣିଲେ ହୋଇଯିବେ ତାଜୁବ

ଅଯୋଧ୍ୟା,୯।୨: ମହିଳାମାନେ ମାସିକ ଋତୁସ୍ରାବଜନିତ କଷ୍ଟ ଭୋଗିଥାନ୍ତି। ଏଥିପାଇଁ କୌଣସି କାର୍ଯ୍ୟାଳୟରେ ଛୁଟି ନେବାର କୌଣସି ପ୍ରାବଧାନ ନ ଥିବାବେଳେ ଛୁଟି ରଖିବା ପାଇଁ ଦେଶରେ ଏବେ ଦାବି କରାଯାଉଛି। କିନ୍ତୁ ପୁରୁଷମାନେ ଋତୁସ୍ରାବ ପାଇଁ ଛୁଟି ନେବା କେବେ ଶୁଣିଛନ୍ତି।…

କେବଳ ଲଗେଜ ନୁହେଁ ଯାତ୍ରୀଙ୍କ ଓଜନ ମାପିବ ଏୟାରଲାଇନ, ମୋଟା ହୋଇଥିଲେ…

ଓ୍ବାଶିଂଟନ୍‌,୯।୨: ସାଧାରଣତଃ ଫ୍ଲାଇଟରେ ଟ୍ରାଭେଲ କରିବା ସମୟରେ ଯାତ୍ରୀମାନେ ଲଗେଜକୁ ନେଇ ବିଶେଷ ଧ୍ୟାନ ରଖିଥାନ୍ତି। ଏୟାରପୋର୍ଟରେ ଯାଇ ହଇରାଣ ହେବାଠାରୁ ଆବଶ୍ୟକୀୟ ଜିନିଷ ନେଇ ଟ୍ରାଭେଲ କରିବାକୁ ପସନ୍ଦ କରିଥାନ୍ତି। ସେଠାରେ ପହଞ୍ଚିବା ସମୟରେ ବୋର୍ଡିଂବେଳେ ଲଗେଜର ଓଜନ ମପାଯାଇଥାଏ।…

୨୨ ବର୍ଷ ପରେ ହଜିଲା ପୁଅ ଯୋଗୀ ବେଶରେ ମା’ଙ୍କୁ ମାଗିଲେ ଭିକ୍ଷା: ପରେ ଯାହା ଘଟିଲା…

୨୨ ବର୍ଷ ପରେ ହଜିଲା ପୁଅକୁ ଫେରି ପାଇଲେ ମା’। ଯେଉଁଭଳି ଭାବରେ ସେ ନିଜ ପୁଅକୁ ଦେଖିଲେ ସେ ତାଙ୍କ ଆଖିକୁ ମଧ୍ୟ ବିଶ୍ୱାସ କରି ପାରିଲେ ନାହିଁ। ତାଙ୍କ ଆଖିରୁ ଲୁହ ବହିବାକୁ ଲାଗିଲା। ଏଭଳି ଅଭାବନୀୟ ଘଟଣା…

ମରଣୋତ୍ତର ଭାରତ ରତ୍ନରେ ସମ୍ମାନିତ ବ୍ୟକ୍ତିଙ୍କ ପରିବାରଙ୍କୁ ମିଳେ ଏହି ବଡ ସୁବିଧା, ଜାଣନ୍ତୁ…

ନୂଆଦିଲ୍ଲୀ,୯।୨: ଭାରତ ସରକାର ଶୁକ୍ରବାର ପୂର୍ବତନ ପ୍ରଧାନମନ୍ତ୍ରୀ ପିଭି ନରସିଂହ ରାଓ, ଚୌଧୁରୀ ଚରଣ ସିଂ ଏବଂ ବୈଜ୍ଞାନିକ ଏମଏସ ସ୍ବାମୀନାଥନଙ୍କୁ ଭାରତ ରତ୍ନ ଦେବାକୁ ଘୋଷଣା କରିଛନ୍ତି। ଏନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସୋସିଆଲ ମିଡିଆ ଏକ୍ସ’ରେ ପୋଷ୍ଟ କରି…

ଜିପ୍‌ ଆଗକୁ ଆକ୍ରମଣ ମୋଡ୍‌ରେ ଆସୁଥିଲା ହାତୀ, ଡ୍ରାଇଭର ଯାହାକଲେ… 

ପ୍ରତ୍ୟେକ ଦିନ ସୋସିଆଲ ମିଡିଆରେ କିଛିନା କିଛି ଭିଡିଓ ଭାଇରାଲ ହେଉଛି। ସେଥିରୁ କେତେକ ଭିଡିଓ ହସର ଖୋରାକ ଯୋଗାଉଥିବା ବେଳେ କେତେକ ଆଶ୍ଚର୍ଯ୍ୟ କରିପକାଏ। ବର୍ତ୍ତମାନ ଭାଇରାଲ ହେଉଥିବା ଭିଡିଓରେ ଜଙ୍ଗଲ ସଫାରି ଦେଖିବାକୁ ମିଳିଛି। ବେଳେ ବେଳେ ଜଙ୍ଗଲ…

ଏବେ କୃଷକଙ୍କ ବଦଳରେ କ୍ଷେତରେ କାମ କରିବ ଏଆଇ ରୋବଟ! ପ୍ରଥମ ଫଟୋ ହେଲା ଭାଇରାଲ

ବର୍ତ୍ତମାନ ଯେତେଶୀଘ୍ର ଦୁନିଆ ବଦଳୁଛି ସେତିକି ଶୀଘ୍ର ଲୋକଙ୍କ ଜୀବନଶୈଳୀ ମଧ୍ୟ ବଦଳିବାରେ ଲାଗିଛି। ଏବେ ଦୈନନ୍ଦିନ କାର୍ଯ୍ୟରେ ଟେକ୍ନୋଲୋଜିର ବ୍ୟବହାର ବୃଦ୍ଧି ପାଇବାରେ ଲାଗୁଛି। ବର୍ତ୍ତମାନ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ଓ ରୋବଟ ଦୁନିଆରେ ବିପ୍ଳବ ଆଣିଛି। ଏଆଇ ରୋବଟଗୁଡିକ ଏପରି…

‘ଘର କିଣନ୍ତୁ ସ୍ତ୍ରୀ ମାଗଣା ପାଆନ୍ତୁ’, କମ୍ପାନୀ ଦେଉଛି ଅଫର; ଜାଣିଲେ ହେବେ ତାଜୁବ

ବେଜିଂ,୯।୨: ଘର କିଣିବା ନେଇ ରିଅଲ ଇଷ୍ଟେଟ କମ୍ପାନୀ ଗ୍ରାହକଙ୍କୁ ଜବରଦସ୍ତ ଅଫର ଦେଇଥାଏ। ଏଥିରେ ଭାରୀ ଡିସକାଉଣ୍ଟ ସମେତ ଫ୍ରି ରେଜିଷ୍ଟ୍ରେଶନର ମଧ୍ୟ ସୁବିଧା ଥାଏ। ଯାହାଦ୍ୱାରା ଗ୍ରାହକ ଏହି ଲୋଭନୀୟ ଡିସକାଉଣ୍ଟରେ ଆକୃଷ୍ଟ ହେବେ। କିନ୍ତୁ ନିକଟରେ କମ୍ପାନୀ…

ବିବାହ ପରେ ସ୍ବାମୀଙ୍କ ରହସ୍ୟ ଜାଣିବାକୁ ପାଇଲେ ପତ୍ନୀ, ସୋସିଆଲ ମିଡିଆରେ ଘୂରିବୁଲୁଛି ଏହି ଘଟଣା, ଜାଣିଲେ ହୋଇଯିବେ ଆଶ୍ଚର୍ଯ୍ୟ

ଈଶ୍ବରଙ୍କ ଇଚ୍ଛା ବିନା ଗୋଟିଏ ବି ପତ୍ର ମଧ୍ୟ ହଲିପାରେନାହିଁ। ଏହାର ଅର୍ଥ ହେଉଛି ପ୍ରତ୍ୟେକ ଜିନିଷ ଈଶ୍ବରଙ୍କ ଦ୍ୱାରା କରାଯାଇଥାଏ ଏବଂ ସେ ସମସ୍ତଙ୍କ ଜୀବନରେ ଯାହା ଘଟିବ ତାହା ସେ ପୂର୍ବରୁ ଲେଖିଛନ୍ତି। ଆଜିକାଲି ସୋସିଆଲ ମିଡିଆରେ ଏହାର…

ନିଶାରେ ଗର୍ଲଫ୍ରେଣ୍ଡ ବଦଳରେ ସ୍ତ୍ରୀଙ୍କୁ ପଠାଇଦେଲେ ମେସେଜ୍‌: ଆଉ ତା’ପରେ ଘଟିଲା…

ନିଶା ମଣିଷ ସ୍ବାସ୍ଥ୍ୟ ପାଇଁ ଅତ୍ୟନ୍ତ କ୍ଷତିକାରକ। ନିଶାଶକ୍ତ ବ୍ୟକ୍ତି ବେଳେବେଳେ ଏମିତି କିଛି କରିଥାନ୍ତି, ଯାହାଦ୍ୱାରା ତାଙ୍କ ବୈବାହିକ ସମ୍ପର୍କ ଖରାପ ହୋଇଥାଏ। ଏମିତି ଏକ ଘଟଣାର ସ୍କ୍ରିନ୍‌ ସଟ୍‌ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ମଦ ନିଶାରେ ଜଣେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?