ଫୁରସତ

ଚାଉଳ-ଗହମ ପାଲଟିବ ଜହର: ଆଉ ୧୬ ବର୍ଷ ପରେ ଖାଇ ହେବ ନାହିଁ, ICAR ଦେଲା ଚେତାବନୀ…

ନୂଆଦିଲ୍ଲୀ,୨୭।୧ : ବର୍ତ୍ତମାନ ଦେଶରେ ଚାଉଳ ଏବଂ ଗହମରେ ପୁଷ୍ଟିକର ମୂଲ୍ୟର ଅଭାବ ରହିଛି। ଇଣ୍ଡିଆନ କାଉନସିଲ ଅଫ କୃଷି ଅନୁସନ୍ଧାନ (ଆଇସିଏଆର) ର ବୈଜ୍ଞାନିକମାନଙ୍କ ଦ୍ୱାରା ପରିଚାଳିତ ଏକ ଗବେଷଣାରୁ ଜଣାପଡିଛି ଉଚ୍ଚ ଅମଳକ୍ଷମ କିସମର ବିକାଶ ଉପରେ ଧ୍ୟାନ…

କିମ୍ବଦନ୍ତୀ ଫୁଟବଲ୍‌ ଖେଳାଳୀ ‘ପେଲେ’ଙ୍କ କବରରୁ ବାହାରିବ ମୃତଦେହ, ଝିଅ ଆଣିଲେ ସଙ୍ଗୀନ ଅଭିଯୋଗ, ଏହି ରହସ୍ୟର ହେବ ପର୍ଦ୍ଦାଫାଶ

ସାଓପାଓଲୋ,୨୭।୧: ବ୍ରାଜିଲିଆନ୍‌ କିମ୍ବଦନ୍ତୀ ଫୁଟବଲ୍‌ ଖେଳାଳୀ ପେଲେ ୨୦୨୨ ଡିସେମ୍ବର ୩୦ରେ ମୃତ୍ୟୁବରଣ କରିଥିଲେ। ୮୨ବର୍ଷ ବୟସରେ ସେ ଦୁନିଆରୁ ବିଦାୟ ନେଇ ଆରପାରିକୁ ଚାଲିଯାଇଥିଲେ। ହେଲେ ତାଙ୍କ ମୃତ୍ୟୁ ପରେ ତାଙ୍କ ପରିବାର ବିବାଦ ଭିତରକୁ ଠେଲି ହୋଇଯାଇଛି। ଏହି…

Video: ଚଳନ୍ତା ଟ୍ରେନ୍‌ରେ ଷ୍ଟଣ୍ଟ ଦେଖାଉଥିଲେ ଯୁବକ, ଏଭଳି କରେଣ୍ଟ ଖାଇଲେ ଯେ ଦେଖିଲେ ଡରିବେ

ସୋସିଆଲ ମିଡିଆରେ ଏକ ଚକିତ କଲାଭଳି ଭିଡିଓ ଭାଇରାଲ ହେଉଛି। ଭିଡିଓରେ ଜଣେ ଯୁବକ ଟ୍ରେନ୍‌ ଉପରେ ଭୟଙ୍କର ଷ୍ଟଣ୍ଟ କରୁଥିବା ଦେଖାଯାଉଛି। ହେଲେ ତାଙ୍କ ସହ ଏଭଳି କିଛି ହେଉଛି ଯାହାକୁ ଦେଖି ସମସ୍ତେ ଚକିତ ହେଉଛନ୍ତି। ପ୍ରାୟ ୧…

ବହଳିଆ ରକ୍ତ ହାର୍ଟଆଟାକର ମୁଖ୍ୟ କାରଣ, ରକ୍ତକୁ ଏଭଳି କରନ୍ତୁ ପତଳା…

ନୂଆଦିଲ୍ଲୀ : ଶୀତଦିନେ ହାର୍ଟ ସମ୍ବନ୍ଧୀୟ ସମସ୍ୟା ଦ୍ରୁତ ଗତିରେ ବଢ଼ିଥାଏ। ବିଶେଷକରି ହାର୍ଟଆଟାକ ସମସ୍ୟା ଅଧିକ ଦେଖାଦେଇଥାଏ। ରକ୍ତ ବହଳିଆ ହେବା ହାର୍ଟଆଟାକର ମୁଖ୍ୟ କାରଣ ମଧ୍ୟରୁ ଗୋଟିଏ । ରକ୍ତ ବହଳିଆହେବା ଦ୍ୱାରା ଶୀଘ୍ର ଜମାଟ ବାନ୍ଧିଥାଏ। ଏହା…

ନିଜ ପୋଷା କୁକୁର-ବିଲେଇଙ୍କ ନାମରେ ୨୩ କୋଟିର ସମ୍ପତ୍ତି କରିଦେଲେ ବୃଦ୍ଧା, କାରଣ ଜାଣିଲେ ହେବେ ଚକିତ…

ଘରର ବୃଦ୍ଧବୃଦ୍ଧା ନିଜର ସମ୍ପତ୍ତି ନିଜର ପରିବାର ନାମରେ କରିଥାନ୍ତି। କେହି କେହି ନିଜର ସମ୍ପତ୍ତି ନାତି ନାତୁଣୀଙ୍କ ନାମରେ କରିଦେଇଥାନ୍ତି। ହେଲେ କେବେ ଶୁଣିଛନ୍ତି କି କୌଣସି ବ୍ୟକ୍ତି ନିଜର ସମ୍ପତ୍ତି ପାଳିତ ପଶୁଙ୍କ ନାମରେ କରିଛନ୍ତି। ହୁଏତ ନା।…

ଏହି ଦେଶରୁ ଆରମ୍ଭ ହେବ ତୃତୀୟ ବିଶ୍ୱଯୁଦ୍ଧ, ହେଲା ଭବିଷ୍ୟବାଣୀ

ରୁଷିଆ-ୟୁକ୍ରେନ, ଇସ୍ରାଏଲ-ହମାସ୍‌ ଯୁଦ୍ଧ ପରେ ବିଶ୍ୱରେ ତୃତୀୟ ବିଶ୍ୱଯୁଦ୍ଧର ସମ୍ଭାବନାକୁ ନେଇ ଭୟ ସୃଷ୍ଟି ହେଲାଣି। ଲୋକମାନେ ବିଶ୍ୱାସ କରୁଛନ୍ତି ଯେ, ଆଉ ଏକ ବିଶ୍ୱଯୁଦ୍ଧ ଆରମ୍ଭ ହେବାକୁ ଯାଉଛି। ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (ଏଆଇ) ଦୁନିଆରେ ସର୍ବଶକ୍ତିମାନ ବୋଲି ବିବେଚନା କରାଯାଉଥିବା…

ଏଠି ହନୁମାନ ହେଉଛନ୍ତି ଡାକ୍ତର, ଚୁଟ୍‌କିରେ କ୍ୟାନସରକୁ କରୁଛନ୍ତି ଭଲ

ଭିଣ୍ଡ,୨୭।୧: ଦେଶର ଅନେକ ସ୍ଥାନରେ ମହାବୀର ହନୁମାନଙ୍କ ମନ୍ଦିର ରହିଛି। ହନୁମାନଙ୍କୁ ଶକ୍ତିର ପ୍ରତୀକ ଭାବେ ବିବେଚନା କରାଯାଏ। ନାଁ ଧରିଦେଲେ ସବୁ ଡର ଛାଏଁ ପଳାଏ। ଦୁଷ୍ଟଶତ୍ରୁ ହେଉ କି ଭୂତ ପିଶାଚ ଆସୁରିକ ପ୍ରବୃତ୍ତି କେହି ବି ହନୁମାନଙ୍କ…

‘ମଦ ଭଗବାନଙ୍କ ଉପହାର, ସେଥିପାଇଁ ମଣିଷଙ୍କୁ ମିଳିଛି’, ପୋପ ଫ୍ରାନ୍ସିସଙ୍କ ଆଶ୍ଚର୍ଯ୍ୟଜନକ ବୟାନ

ଭାଟିକାନ ସିଟି,୨୭।୧: କ୍ୟାଥୋଲିକ ଚର୍ଚ୍ଚର ବର୍ତ୍ତମାନର ମୁଖ୍ୟ ରୋମର ବିଶପ ତଥା ଭାଟିକାନ ସିଟିର ସାର୍ବଭୌମ ପୋପ ଫ୍ରାନ୍ସିସଙ୍କ ତାଜା ବୟାନକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି । ସେ କହିଛନ୍ତି, ମଦ ହେଉଛି ‘ଭଗବାନଙ୍କ ଉପହାର’ । ସେଥିପାଇଁ ଏହା…

ଯୋଗମୁଦ୍ରାରେ ଶିକାର କରେ ଥ୍ରେସର ସାର୍କ, ପାଣି ଭିତରେ କରେ ଅଦ୍ଭୁତ ପ୍ରଦର୍ଶନ

ଯଦିଓ ବିଜ୍ଞାନ ଦ୍ୱାରା ଅନେକ ଜିନିଷର ରହସ୍ୟ ଉନ୍ମୋଚନ ହୋଇଛି ଯାହା ଏକଦା ଅସମ୍ଭବ ମନେ ହେଉଥିଲା। ତଥାପି ଏବେବି କିଛି ରହସ୍ୟ ଘେରରେ ଅଛି ଯାହା ଏପର୍ଯ୍ୟନ୍ତ ପ୍ରକାଶ ପାଇ ନାହିଁ। ବିଶେଷକରି ଯଦି ଆମେ ସମୁଦ୍ରରେ ବସବାସ କରୁଥିବା…

ବିନା ନିମନ୍ତ୍ରଣରେ ବିବାହ ଭୋଜି ଖାଇଲେ ହେବ ଜେଲ! ଏନେଇ କଣ କହୁଛି ଆଇନ୍‌

ଜାନୁଆରୀ ୧୫ରୁ ଶେଷ ହୋଇଛି ଖର ମାସ। ଖର ମାସ ସମାପ୍ତ ହେଉଣୁ ଶୁଭ କାର୍ଯ୍ୟ ଆରମ୍ଭ ହୋଇଛି। ଘରେଘରେ ଲୋକମାନେ ବିବାହ ପ୍ରତ ପାଇଁ ପ୍ରସ୍ତୁତି ଆରମ୍ଭ କରିଛନ୍ତି। ଯଦି ଏଠାରେ ବିବାହ କଥା ଉଠୁଛି ତେବେ ଭୋଜି କଥା…

ଅଜବ ପରମ୍ପରା: ମାଟିତଳୁ ମୃତଦେହ କାଢି ଡ୍ୟାନ୍ସ କରନ୍ତି ଏହି ଜନଜାତି

ଦୁନିଆରେ ଭିନଭିନ୍ନ ଜାତି ଓ ଭିନ୍ନଭିନ୍ନ ସମ୍ପ୍ରଦାୟର ଲୋକ ବସବାସ କରନ୍ତି। ଯେଉଁମାନଙ୍କ ପରମ୍ପରା ରୀତିନୀତି ନିଆରା। ତେବେ ଆସନ୍ତୁ ଜାଣିବା ଏପରି ଏକ ଜନଜାତିଙ୍କ ବିଷୟରେ, ଯେଉଁମାନେ ସେମାନଙ୍କ ଉତ୍ସବରେ ମୃତ ଶରୀର ସହ ଡ୍ୟାନ୍ସ କରନ୍ତି। ଘରର ସଦସ୍ୟଙ୍କ…

B. Tech ଗୁପ୍‌ଚୁପ୍‌ବାଲୀଙ୍କ ଭିଡିଓ ଦେଖି ପ୍ରଭାବିତ ହେଲେ ଆନନ୍ଦ ମହିନ୍ଦ୍ରା, Tharର ଉପଯୋଗକୁ ନେଇ କହିଲେ…

ବ୍ୟବସାୟୀ ଆନନ୍ଦ ମହିନ୍ଦ୍ରା ସୋସିଆଲ ମିଡିଆରେ ବେଶ ଆକ୍ଟିଭ୍‌। ସେ ନିଜର ମିଟିଂ ବ୍ୟତିତ ସାଧାରଣ ଲୋକଙ୍କ ପ୍ରଭାବିତ କଲା ଭଳି ଭିଡିଓ ଶେୟାର କରିଥାନ୍ତି। ନିକଟରେ ସେ ‘ବିଟେକ୍‌ ଗୁପ୍‌ଚୁପବାଲୀ’ଙ୍କ ଭିଡିଓ ଶେୟାର କରିଛନ୍ତି। ଏଥିରେ ତାପସୀ ଉପାଧ୍ୟାୟଙ୍କୁ ଦେଖିବାକୁ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri