ଗାୟବ ହୋଇଯିବ ଚନ୍ଦ୍ର! ଚାଞ୍ଚଲ୍ୟକର ରିପୋର୍ଟ ଦେଲା ନାସା

ଓ୍ବାଶିଂଟନ୍‌,୩୦।୧: ଗାୟବ ହୋଇଯିବି ଜହ୍ନମାମୁଁ। କମୁଛି ଚନ୍ଦ୍ରର ଆକାର । ଚନ୍ଦ୍ରପୃଷ୍ଠ ଏବେ ଦିନକୁ ଦିନ ସଙ୍କୁଚିତ ହେବାରେ ଲାଗିଛି । ଏଭଳି ଏକ ଆଶ୍ଚର୍ଯ୍ୟଜନକ ରିପୋର୍ଟ ପ୍ରକାଶ କରିଛନ୍ତି ‘ନାସା’ । ଚନ୍ଦ୍ରପୃଷ୍ଠ ଦିନକୁ ଦିନ ଛୋଟ ହେଉଯାଉଛିି ବୋଲି ଆମେରିକାର ନ୍ୟାଶନାଲ ଏରୋନେଟିକ୍ସ ଆଣ୍ଡ ସ୍ପେସ ଆଡମିନିଷ୍ଟ୍ରେଶନ କହିଛି। ତେବେ ଏହା ବର୍ତ୍ତମାନର ପରିବର୍ତ୍ତନ ନୁହେଁ ଶହେ-ନିୟୁତ ବର୍ଷ ଧରି ଚନ୍ଦ୍ରପୃଷ୍ଠର ଆକାରରେ ପରିବର୍ତ୍ତନ ଆସୁଥିବା ଗବେଷଣାକୁ ଜଣାପଡ଼ିଛି । ଏହି ପ୍ରକ୍ରିୟା ଚନ୍ଦ୍ରରେ ଭୂମିକମ୍ପ ପାଇଁ ସମ୍ଭବ ହେଉଛି ବୋଲି ଜଣାପଡିଛି ।

Oman News Agency

ଜାନୁଆରୀ ୨୫ରେ ପ୍ଲାନେଟାରୀ ସାଇନ୍ସ ଜର୍ଣ୍ଣାଲ ପ୍ରକାଶିତ ଏକ ଅଧ୍ୟୟନ ଅନୁଯାୟୀ, ୧୫୦ ଫୁଟ ପର୍ଯ୍ୟନ୍ତ ଚନ୍ଦ୍ରର ପାରିପାର୍ଶ୍ୱିକ ଆକାର ସଙ୍କୁଚିତ ହୋଇଛି । ଏଥିସହ ଚନ୍ଦ୍ରର ଇଣ୍ଟରନାଲ କୋର୍‌ ଶୀତଳ ହେବାରେ ଲାଗିଛି । ଚନ୍ଦ୍ରପୃଷ୍ଠରେ ଏହି ପରିବର୍ତ୍ତନ କ୍ରମାଗତ ଭାବେ ଲାଗି ରହିଛି। ଚନ୍ଦ୍ରର କ୍ରଷ୍ଟ ପାର୍ଟରେ ଭୂମିକମ୍ପ ଯୋଗୁ ଏଭଳି ହେଉଥିବା ଜଣାପଡିଛି ।

Shrinking Moon Causing Moonquakes and Faults Near Lunar South Pole - NASA

ଦି ସ୍ମିଥ ଏରିଜୋନା ଷ୍ଟେଟ ୟୁନିଭରସିଟି ଓ ୟୁନିଭରସିଟି ଅଫ ମେରାଲାଣ୍ଡରେ ଚନ୍ଦ୍ରକୁ ନେଇ ଏପରି ଚାଞ୍ଚଲ୍ୟକର ରିପୋର୍ଟ ନାସାର ସ୍ସେସ ବୈଜ୍ଞାନିକମାନେ ଦେଇଛନ୍ତି । ବୈଜ୍ଞାନିକମାନେ ଖୁଲାସା କରିଛନ୍ତି, ଚନ୍ଦ୍ରର ସଙ୍କୁଚିତ ପ୍ରକ୍ରିୟା ନିୟୁୁତ ବର୍ଷ ଧରି ଜାରି ରହିବା ଫଳରେ ଚନ୍ଦ୍ରର ଆୟତନ ପରିବର୍ତ୍ତନ ହେବାରେ ଲାଗିଛି ।


Enter your email to get our daily news in your inbox.

All Right Reserved By Dharitri.Com

ବର୍ଷାରେ ଭାଙ୍ଗିଲା ଘର: ତାର୍ପୋଲିନ ଯୋଗାଇଦେଲେ ତହସିଲଦାର

କେସିଙ୍ଗା, ୨୫।୯(ତୁମେଶ୍ୱର ସାହୁ): ଲଘୁଚାପଜନିତ ଲଗାଣ ବର୍ଷା ଓ ପବନ ଯୋଗୁ କେସିଙ୍ଗା ବ୍ଲକର ବିଭିନ୍ନ ଅଞ୍ଚଳରେ ଘର ଭାଙ୍ଗିବା ସହ ଚାଷଜମିରେ ମଧ୍ୟ କ୍ଷୟକ୍ଷତି ହେଉଥିବା…

୨୭ ବର୍ଷର ସଂଘର୍ଷ ପରେ ୫୯ ବର୍ଷରେ ପାଇଲେ ସରକାରୀ ଚାକିରି; ୧୯୯୯ରୁ କରୁଥିଲେ ପ୍ରସ୍ତୁତି, ଜାଣନ୍ତୁ ରୋଚକ କାହାଣୀ

ନୂଆଦିଲ୍ଲୀ,୨୫।୯: ବୟସ ୫୯ ବର୍ଷ। ଦୀର୍ଘ ୨୭ ବର୍ଷର ସଂଘର୍ଷ ପରେ ଶେଷରେ ପୂରଣ ହୋଇଛି ସରକାରୀ ଶିକ୍ଷକ ହେବାର ସ୍ୱପ୍ନ । ଉତ୍ତରପ୍ରଦେଶର ବାଗପତ ଜିଲାର…

ସକାଳୁ ସକାଳୁ ପୂର୍ବତନ ବିଧାୟକଙ୍କୁ ଉଠାଇନେଲା ପୋଲିସ, ମମତାଙ୍କ ଘନିଷ୍ଠ ଥିଲେ..

କୋଲକାତା,୨୫।୯: ତୃଣମୂଳ କଂଗ୍ରେସର ସମସ୍ୟା କମିବାର ନାଁ ନେଉନାହିଁ । ତୃଣମୂଳ କଂଗ୍ରେସ (ଟିଏମ୍‌ସି)ର ପୂର୍ବତନ ବିଧାୟକ ଅଜିତ ମାଇତିଙ୍କୁ ଠକେଇ ମାମଲାରେ ପୋଲିସ ଗିରଫ କରିଛି…

ମନ୍ତ୍ରୀଙ୍କ ବଡ଼ ସୂଚନା: ଏହି ଦିନ ମିଳିବ ବକେୟା ଭତ୍ତା

ଭୁବନେଶ୍ୱର, ୨୫।୯: ଆସନ୍ତା ଅକ୍ଟୋବର ମାସ ସୁଦ୍ଧା ମିଳିବ ବକେୟା ଥିବା ଭତ୍ତା। ଏନେଇ ବିଧାନସଭାରେ ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ସୂଚନା ଦେଇଛନ୍ତି। ରାଜ୍ୟରେ ସମୁଦାୟ ୨୦…

୨ ଅଧିକାରୀ ଚାକିରିରୁ ନିଲମ୍ବିତ: କଡ଼ା କାର୍ଯ୍ୟାନୁଷ୍ଠାନ ନେଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ

ଭୁବନେଶ୍ୱର,୨୫।୯: ରାଜ୍ୟର ଦୁଇ ବରିଷ୍ଠ ଅଧିକାରୀ ଅରୁଣ ବିଶ୍ୱାଳ ଓ ସୁଜିତ ରାଉଳଙ୍କୁ ନିଲମ୍ବନ କରାଯାଇଥିବା ନେଇ ସୂଚନା ମିଳିଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ନିର୍ଦ୍ଦେଶକ୍ରମେ…

ଦେଶବ୍ୟାପୀ ଆନ୍ଦୋଳନ ଘୋଷଣା କଲା CJP: ଜ୍ଞାନେଶ କୁମାରଙ୍କ ଇସ୍ତଫା ଦାବିରେ ଦୀପକେ କହିଲେ- କାଲି ସୁଦ୍ଧା…

ନୂଆଦିଲ୍ଲୀ,୨୫।୯: ନିର୍ବାଚନ କମିଶନ ଓ ଭୋଟର ତାଲିକାର SIR କୁ ନେଇ ବିବାଦ ମଧ୍ୟରେ କକ୍ରୋଚ ଜନତା ପାର୍ଟି (CJP) ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କ…

୩୦ରେ ଓଡ଼ିଶା ବନ୍ଦ ଡାକରା: ପାଠ୍ୟପୁସ୍ତକ ତ୍ରୁଟିକୁ ନେଇ…

ଭୁବନେଶ୍ୱର,୨୫।୯: ଆସନ୍ତା ୩୦ ତାରିଖରେ ଓଡ଼ିଶା ବନ୍ଦ ଡାକରା ଦେଇଛି ନବ ନିର୍ମାଣ କୃଷକ ସଂଗଠନ। ପାଠ୍ୟପୁସ୍ତକରେ ତ୍ରୁଟି ଏବଂ ଏହାକୁ ନେଇ ଗଣଶିକ୍ଷା ମନ୍ତ୍ରୀଙ୍କ ଇସ୍ତଫା…

ଗବେଷକ ପ୍ରସ୍ତୁତ କଲେ ନିର୍ଭୁଲ୍‌ ଆଟୋମିକ୍‌ ଘଡ଼ି

ନୂଆଦିଲ୍ଲୀ,୨୫।୯(ପି.ଟି.): ସିଙ୍ଗାପୁର ଜାତୀୟ ବିଶ୍ୱବିଦ୍ୟାଳୟ (ଏନ୍‌ୟୁଏସ୍‌)ର ଗବେଷକମାନେ ‘ଲୁଟେଟିୟମ’ ନାମକ ବିରଳ ମୃତ୍ତିକା ଧାତୁ ବ୍ୟବହାର କରି ବିଶ୍ୱର ସବୁଠାରୁ ନିର୍ଭୁଲ ଓ ସ୍ଥିର ଅଟୋମିକ୍‌ ଘଡ଼ି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?