ଫୁରସତ

ଆଲମିରା ଭିତରେ ଶୌଚାଳୟ

ନୂଆଦିଲ୍ଲୀ: ସୋସିଆଲ ମିଡିଆରେ ଏବେ ଏପରି ଏକ ଭିଡିଓ ଭାଇରାଲ ହେଉଛି, ଯାହା ଦେଖିବା ମାତ୍ରେ ଅନେକେ କହୁଛନ୍ତି, ଏହା କିପରି ସମ୍ଭବ। ଏହି ଭିଡିଓରେ ପ୍ରଥମେ ଗୋଟିଏ କୋଠରିରେ ଏକ ଆଲମିରା ରଖାଯାଇଥିବା ଦେଖିବାକୁ ମିଳୁଛି। ସାଧାରଣତଃ ଆଲମିରାରେ ପୋଷାକ,…

ବୁଲା କୁକୁରଙ୍କୁ ଗଣିବ ମାଇକ୍ରୋଚିପ୍‌

ଚଣ୍ଡିଗଡ଼: ଚଣ୍ଡିଗଡ଼ ମ୍ୟୁନିସିପାଲ କର୍ପୋରେଶନ ଖୁବ୍‌ଶୀଘ୍ର ସହରର ସମସ୍ତ ବୁଲା କୁକୁରଙ୍କ ଶରୀରରେ ମାଇକ୍ରୋଚିପ୍‌ ଲଗାଇବ। ଏହି ମାଇକ୍ରୋଚିପ୍‌ ସାହାଯ୍ୟରେ କୁକୁରଙ୍କ ଗଣନା କରାଯିବ। ଏହାବ୍ୟତୀତ ଉକ୍ତ ଚିପ୍‌ ମାଧ୍ୟମରେ କୁକୁରଟିକୁ ବାକରଣ କରାଯାଇଛି କି ନାହିଁ ତାହା ମଧ୍ୟ ଜାଣିବା…

ଶ୍ରାବଣରେ ଲଗାନ୍ତୁ ଏସବୁ ଗଛ: ଘରେ ରହିବନି ଧନର ଅଭାବ

ଆଉ କିଛିଦିନ ପରେ ଅର୍ଥାତ ୨୨ରୁ ଶ୍ରାବଣ ମାସ ଆରମ୍ଭ ହେବ । ଏହି ମାସଟି ଭଗବାନ ଶିବଙ୍କ ମାସ ବୋଲି କୁହାଯାଏ। ଏହାଛଡ଼ା ପର୍ଯ୍ୟାବରଣ ଏବଂ ଭାଗ୍ୟ ଦୃଷ୍ଟିକୋଣରୁ ଏହି ମାସରେ ଅନେକ ଗଛ ଲଗାଯାଏ। ଆସନ୍ତୁ ଜାଣିବା ଶ୍ରାବଣ…

ସାଇଡ୍‌ ଇନ୍‌କମ୍‌

ଛାତ୍ରୀଛାତ୍ର ହୁଅନ୍ତୁ ବା କର୍ମଜୀବୀ ପରିବାର ଉପରେ ନିର୍ଭର ନ କରି ପଢ଼ା, ବାହାରେ ରହିବା, ଗାଡ଼ି ସହ ନିଜର ବିଭିନ୍ନ ସାମଗ୍ରୀ କିଣିବା ତଥା ଅନ୍ୟାନ୍ୟ ଖର୍ଚ୍ଚ ନିଜେ ତୁଲାଇବା ସହ କିଛି ଅର୍ଥ ସଞ୍ଚୟ କରିବା ଏବଂ ପରିବାରକୁ…

ସ୍ତ୍ରୀ ନା ବାପାମାଆ…. ଶହୀଦ ପରେ କାହାକୁ ମିଳେ କ୍ଷତିପୂରଣ ଟଙ୍କା?

ନୂଆଦିଲ୍ଲୀ,୧୩।୭: ଜୁଲାଇ ୧୯ ୨୦୨୩, ସିଆଚେନର ଏକ ସେନା ବଙ୍କରରେ ନିଆଁ ଲାଗିଯାଇଥିଲା। କିଛି ଯବାନ ସେହି ନିଆଁରେ ଫସି ଯାଇଥିଲେ। ନିଜ ସାଥୀମାନଙ୍କୁ ବିପଦରେ ପଡ଼ିଥିବାର ଦେଖି କ୍ୟାପଟେନ ଅଂଶୁମାନ ଜଳୁଥିବା ବଙ୍କରକୁ ଡେଇଁ ପଡିଥିଲେ। ଆଉ ନିଜ ଜୀବନ…

ସମୁଦ୍ର କୂଳରେ ଦେଖିବାକୁ ମିଳିଲା ଅଜବ ଜୀବ, ପର୍ଯ୍ୟଟକ ଆଶ୍ଚର୍ଯ୍ୟ, ଭିଡିଓ ଦେଖିଲେ…

ସମୁଦ୍ର ମଧ୍ୟରେ ମୂଲ୍ୟବାନ ମୋତି, ରତ୍ନ ପଥର, ପ୍ରାଣୀ ଆଦି ରହିଥିବା ସମସ୍ତେ ଜାଣିଛନ୍ତି। ମାତ୍ର ଏବେ ଏମିତି ଏକ ଜୀବ ଦେଖିବାକୁ ମିଳିଛି, ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ସମୁଦ୍ରକୁ ହ୍ବିଲ୍‌ ଦେଖିବାକୁ ଆସିଥିବା ପର୍ଯ୍ୟଟକ ଏକ ଅଦ୍ଭୁତ ଜୀବ…

ବୁଲ୍‌ଡୋଜରରେ ପହଞ୍ଚିଲେ ବର

ସନ୍ଥକବିର ନଗର: ସାଧାରଣତଃ ବିବାହ ସ୍ଥଳକୁ ଦାମୀ କାର୍‌, ଘୋଡ଼ା କିମ୍ବା ରଥରେ ଚଢ଼ି ବର ଆସିବାର ଅନେକ ନଜିର ରହିଛି। କିନ୍ତୁ ଗୁରୁବାର ଉତ୍ତରପ୍ରଦେଶର ସନ୍ଥକବିର ନଗରରେ ହେଉଥିବା ଏକ ବିବାହ ଉତ୍ସବକୁ ଗୋରଖପୁର ଜିଲା ଖଜନୀ ତହସିଲ ଉନ୍‌ୱଲ…

ବୋର୍‌ୱେଲ୍‌ରେ ପଡୁଥିବା ଶିଶୁଙ୍କୁ ବଞ୍ଚାଇବ ରୋବୋ

ଅହମ୍ମଦାବାଦ: ଅହମ୍ମଦାବାଦ ସରକାରୀ ପଲିଟେକ୍ନିକ୍‌ କଲେଜର ଇନ୍‌ଷ୍ଟ୍ରୁମେଣ୍ଟେଶନ୍‌ ଆଣ୍ଡ୍‌ କଣ୍ଟ୍ରୋଲ୍‌ ଇଞ୍ଜିନିୟରିଂ ବିଭାଗର ୬ ଜଣ ଛାତ୍ର ଏକ ରୋବୋ ପ୍ରୋଟୋଟାଇପ୍‌ ପ୍ରସ୍ତୁତ କରିଛନ୍ତି। ଏହା କ୍ୟାମେରା ସାହାଯ୍ୟରେ ବିଭିନ୍ନ ବୋର୍‌ୱେଲ୍‌ରେ ପଡ଼ିଯାଉଥିବା ଶିଶୁମାନଙ୍କୁ ବଞ୍ଚାଇବାରେ ସାହାଯ୍ୟ କରିପାରିବ। ପ୍ରୋଜେକ୍ଟ କରିଥିବା…

ସ୍ବାମୀଙ୍କୁ ଚିକେନ ତରକାରି ଭଲ ଲାଗିଲାନି, ସ୍ତ୍ରୀଙ୍କୁ ଟେକି ଝରକା ବାହାରକୁ ଫିଙ୍ଗିଦେଲେ, ଭିଡିଓ ଦେଖିଲେ…

ଇସଲାମାବାଦ,୧୧ା୭: ରାଗ ମଣିଷର ପରମ ଶତ୍ରୁ। କୌଣସି କଥାରେ ରାଗ ଆସିଲେ ମଣିଷ କିଛି ନା କିଛି କରି ବସେ। କିଛି ଲୋକ ଅଛନ୍ତି, ଯେଉଁମାନେ ଛୋଟ କଥାରେ ବି ଭୟଙ୍କର ଭାବେ ରାଗିଯାଇ ଅଜବ କାଣ୍ଡ ଘଟାଇଥାନ୍ତି। ଏବେ ସେମିତି…

ଦ୍ରୁତଗତିରେ ବୃଦ୍ଧି ପାଉଛି ଜନସଂଖ୍ୟା

ସାରା ବିଶ୍ୱରେ ଦ୍ରୁତଗତିରେ ଜନସଂଖ୍ୟା ବୃଦ୍ଧି ପାଉଥିବା ବେଳେ ସଚେତନତା ସୃଷ୍ଟି ପାଇଁ ପ୍ରତିବର୍ଷ ଜୁଲାଇ ୧୧ରେ ବିଶ୍ୱ ଜନସଂଖ୍ୟା ଦିବସ ପାଳନ କରାଯାଉଛି। ବିଶେଷକରି ଏହି ଦିନ ଆମକୁ ମନେ ପକାଇ ଦେଉଛି ଯେ, ଜନସଂଖ୍ୟା ନିୟନ୍ତ୍ରଣ ଏବଂ ପରିବାର…

ସ୍ବାମୀ ପ୍ରେମିକାଙ୍କ ସହ ଘରେ ଥିବା ବେଳେ ପୋଲିସ ନେଇ ପହଞ୍ଚିଗଲେ ସ୍ତ୍ରୀ, ପରେ ଯାହା ହେଲା ଦେଖିଲେ…

ବର୍ତ୍ତମାନ ସମୟରେ ବିବାହ ପରେ ଅନୈତିକ ସମ୍ପର୍କ ରଖିବା ମାମଲା ବୃଦ୍ଧି ପାଇବାରେ ଲାଗିଛି। ସେମାନଙ୍କ ମଧ୍ୟରୁ କିଛି ଧରାପଡ଼ୁଥିବାର ଭିଡିଓ ସାମ୍ନାକୁ ଆସିଥାଏ। ଏହି କ୍ରମରେ ଏବେ ଜଣେ ସ୍ବାମୀଙ୍କ ଭିଡିଓ ଭାଇରାଲ ହେଉଛି। ଭିଡିଓରେ ପତ୍ନୀଜଣଙ୍କ ସ୍ବାମୀଙ୍କୁ ଅନ୍ୟ…

ବାଲ୍‌କୋନି ଭଡ଼ା ୮୧ ହଜାର

ସିଡନୀ: ଫେସ୍‌ବୁକ୍‌ ମାର୍କେଟପ୍ଲେସ୍‌ ପ୍ଲାଟ୍‌ଫର୍ମରେ, ଅଷ୍ଟ୍ରେଲିଆର ସିଡ୍‌ନୀ ସହରର ହେୟମାର୍କେଟ ଅଞ୍ଚଳରେ ଥିବା ଏକ ଆପାର୍ଟମେଣ୍ଟର ବାଲ୍‌କୋନିକୁ ବିକ୍ରି କରିବା ପାଇଁ ସମ୍ପୃକ୍ତ ଆପାର୍ଟମେଣ୍ଟ ମାଲିକ ଏକ ବିଜ୍ଞାପନ ଜାରି କରିଛନ୍ତି। ସବୁ ପାର୍ଶ୍ୱରେ କାଚ ଦ୍ୱାରା ଘେରି ରହିଥିବା ଏହି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?