ଫୁରସତ

କର୍ମଚାରୀଙ୍କ ଦରମା ବଢ଼ାଇବାରୁ ଦୋକାନୀଙ୍କୁ ଜେଲ

ନେପିଡୋ,୩।୭:ମ୍ୟାନ୍‌ମାରରେ ଜଣେ ଦୋକାନୀ ତାଙ୍କ କର୍ମଚାରୀଙ୍କ ଦରମା ବୃଦ୍ଧି କରିଥିବାରୁ ତାଙ୍କୁ ଜେଲ ପଠାଯାଇଛି। ମ୍ୟାନ୍‌ମାରର ମୁଦ୍ରାସ୍ଫୀତି ବୃଦ୍ଧି ପାଉଥିବା ବେଳେ ଉକ୍ତ ଦୋକାନୀ ଜଣକ ନିଜ କର୍ମଚାରୀଙ୍କ ବେତନ ବୃଦ୍ଧି କରିଥିଲେ। ତେଣୁ ଦେଶର ସାମରିକ ସରକାରଙ୍କ ସୈନିକମାନେ ‘ପ୍ୟାଏ…

ଆଖି ପିଛୁଳାକେ ଉଡୁଥିବା ପକ୍ଷୀକୁ ଝାମ୍ପି ନେଲା ମାଛ,  ଭିଡିଓ ଦେଖିଲେ…

ସମୁଦ୍ରରେ ବିଭିନ୍ନ ପ୍ରକାରର ଜୀବ ବାସ କରନ୍ତି। ଯାହାଙ୍କର ଅନେକ ସ୍ବତନ୍ତ୍ର ଗୁଣ ରହିଛି। ବର୍ତ୍ତମାନ ଟାଇଗର ଫିସ୍‌ର ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି, ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଉଛି। ଏହି ଭିଡିଓରେ ଟାଇଗର ଫିସ୍‌ କିପରି ଶିକାର କରେ…

ପାଣ୍ଡ୍ୟାଙ୍କ ଲୁହ ଛଳଛଳ ଆଖିର ଫଟୋ ପୋଷ୍ଟ କରି ଏମିତି ଲେଖିଲେ ଆନନ୍ଦ ମହିନ୍ଦ୍ରା

ଟି -୨୦ବିଶ୍ୱକପ୍‌ ୨୦୨୪ ପୂର୍ବରୁ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ସୋସିଆଲ ମିଡିଆରେ ମଜାକ୍‌ ଉଡା ଯାଇଥିଲା। ମାତ୍ର ୨୦୨୪ ଟି -୨୦ ବିଶ୍ୱକପରେ ଚମତ୍କାର ପ୍ରଦର୍ଶନ କରି ସମସ୍ତଙ୍କୁ ସେ ଚୁପ୍‌ କରିଦେଇଥିଲେ। ଏ ନେଇ ଆନନ୍ଦ ମହିନ୍ଦ୍ରା ମଧ୍ୟ ଏକ୍ସରେ ଏକ…

ଜେଜେ ବୟସର ବ୍ୟକ୍ତିଙ୍କ ସହ ହେଲା ପ୍ରେମ: ଭିଡିଓ ଶେୟାର କରି ଏପରି କହିଲେ ଯୁବତୀ, ଥରେ ଶୁଣିଲେ… 

ବର୍ତ୍ତମାନ ସମୟରେ ଯେ କେହି ରାତାରାତି ଭାଇରାଲ ହେବାକୁ ସର୍ବଦା ଚେଷ୍ଟା ଚଲାଇଛନ୍ତି। ଏ ନେଇ ଇନ୍‌ଷ୍ଟାଗ୍ରାମ୍‌ ରିଲ୍‌ରେ ସେମାନେ ସମ୍ପର୍କ ଯୋଡ଼ି ସେସବୁକୁ ସୋସିଆଲ ମିଡିଆରେ ଶେୟାର କରୁଛନ୍ତି। ଯେପରି କି ଜେଜେ ବାପା ବୟସର ଲୋକଙ୍କୁ କେହି କେହି…

ପ୍ରବଳ ବର୍ଷା ପରେ ରାସ୍ତାରେ ବୁଲୁଛି କୁମ୍ଭୀର, ଲୋକେ ଭୟଭୀତ

ମୁମ୍ବାଇ,୧।୭: ମୌସୁମୀ ଆସିବା ପରେ ମହାରାଷ୍ଟ୍ରର ଉପକୂଳ ଅଞ୍ଚଳ ରତ୍ନଗୀରିରେ ଏକ ଅଦ୍ଭୁତ ଦୃଶ୍ୟ ଦେଖିବାକୁ ମିଳିଛି। ପ୍ରବଳ ବର୍ଷା ପରେ ରାସ୍ତାରେ କୁମ୍ଭୀର ଚାଲୁଥିବାର ଦୃଶ୍ୟ ସମସ୍ତଙ୍କୁ ଭୟଭିତ କରି ପକାଇଛି। ସେହି ବାଟ ଦେଇ କାରରେ ଯାଉଥିବା ଜଣେ…

କ୍ରେଡିଟ୍‌ କାର୍ଡରୁ ସିମ୍‌ କାର୍ଡ ଯାଏ… ଜୁଲାଇ ପହିଲାରୁ ବଦଳିଯିବ ଏସବୁ ନିୟମ, ଜାଣି ରଖନ୍ତୁ…

ନୂଆଦିଲ୍ଲୀ,୩୦।୬: ଶେଷ ହେବାକୁ ଯାଉଛି ଜୁନ୍‌। ସୋମବାରଠାରୁ ଆରମ୍ଭ ହେବ ଜୁଲାଇ। ଏହି ମାସରୁ ଅନେକ ପରିବର୍ତ୍ତନ ହେବାକୁ ଯାଉଛି, ଯାହାର ସିଧା ପ୍ରଭାବ ପକେଟ ଉପରେ ପଡ଼ିବ। ଇ-ଓ୍ବାଲେଟ୍‌ଠାରୁ ଆରମ୍ଭ କରି କ୍ରେଡିଟ୍‌ କାର୍ଡ ଏବଂ ଇନ୍‌କମ୍‌ ଟ୍ୟାକ୍ସ ରିଟର୍ନ…

ପ୍ରଥମ ରୋଜଗାର ଟଙ୍କାରେ ମା’ର ବନ୍ଧାପଡ଼ିଥିବା ହାରକୁ ମୁକୁଳାଇଥିଲି: ମନମୋହନ

ଛଅପ୍ରାଣୀଙ୍କୁ ନେଇ ଆମ ପରିବାର। ଏକମାତ୍ର ଉପାର୍ଜନକ୍ଷମ ବ୍ୟକ୍ତି ଥିଲେ ବାପା। ଗାଁ ବଜାର କ୍ୟାବିନ୍‌ରେ ଲୁଗା କପଡ଼ାର ଛୋଟ ଖୁଚୁରା ଦୋକାନଟିଏ। ଯେନତେନ ପ୍ରକାରରେ ଧାର କରଜରେ ଘରଖର୍ଚ୍ଚ ଚାଲିଥିଲାବେଳେ ବାପା ପରାମର୍ଶ ଦେଲେ ପ୍ରତିଯୋଗିତାମୂଳକ ପରୀକ୍ଷା ନିମନ୍ତେ ପ୍ରସ୍ତୁତି…

ଜାତୀୟ ପରିସଂଖ୍ୟାନ ଦିବସ

ଭାରତରେ ଜାତୀୟ ପରିସଂଖ୍ୟାନ ଦିବସ ପ୍ରତିବର୍ଷ ଜୁନ୍‌ ୨୯ରେ ପାଳନ କରାଯାଏ। ପରିସଂଖ୍ୟାନ ଏବଂ ଅର୍ଥନୈତିକ ଯୋଜନା କ୍ଷେତ୍ରରେ ପ୍ରଫେସର ପ୍ରଶାନ୍ତ ଚନ୍ଦ୍ର ମହଲାନୋବିସଙ୍କ ଅବଦାନକୁ ମନେ ରଖିବା ପାଇଁ ଏହି ଦିନ ପାଳନ କରାଯାଇଥାଏ। ପ୍ରଫେସର ମହଲାନୋବିସ ଯିଏକି ଭାରତୀୟ…

ପ୍ରେମ, ଏକତାର ବାର୍ତ୍ତା ଦେଉଛନ୍ତି ଏଲ୍‌ଜିବିଟିକ୍ୟୁ+

ଜୁନ୍‌ ୧ରୁ ୩୦ ପର୍ଯ୍ୟନ୍ତ ବିଶ୍ୱବ୍ୟାପୀ ‘ପ୍ରାଇଡ୍‌ ମାସ’ ଭାବେ ପାଳନ କରାଯାଉଛି। ଏହି ସମୟରେ ବିଭିନ୍ନ ସ୍ଥାନରେ ଏଲ୍‌ଜିବିଟିକ୍ୟୁ+ କମ୍ୟୁନିଟିମାନେ ପ୍ରାଇଡ୍‌ ୱାକ୍‌, ପରେଡ୍ସ, ଆଲୋଚନା ଭଳି ବିଭିନ୍ନ କାର୍ଯ୍ୟକ୍ରମରେ ସାମିଲ ହୋଇଥାନ୍ତି। ସମାଜ ପ୍ରତି ସେମାନଙ୍କର ଥିବା ଅବଦାନ…

୬୩ ବର୍ଷ ପରେ ସ୍କୁଲରୁ ମିଳିଲା ୧୯୫୭ରେ ହଜିଥିବା ଛାତ୍ରୀଙ୍କ ପର୍ସ, ଏହା ଭିତରେ ଥିବା ଜିନିଷ ଆଶ୍ଚର୍ଯ୍ୟ କଲା ସଭିଙ୍କୁ!

ବେଳେ ବେଳେ ଆମର ଏମିତି କିଛି ଛୋଟମୋଟ ଜିନିଷଗୁଡିକ ହଜି ଯାଇଥାଏ ଯାହାକୁ ଆମେ ବହୁତ ଖୋଜୁ, କିନ୍ତୁ ଯେତେବେଳେ ଆମେ ସେଗୁଡ଼ିକୁ ପାଉ ସେତେବେଳେ ଆମେ ତାକୁ ଭୁଲିବାକୁ ବାଧ୍ୟ ହେଉ। ୧୯୫୭ରେ ପର୍ସ ହରାଇଥିବା ଜଣେ ଛାତ୍ରୀଙ୍କ ସହିତ…

ଭାଇରାଲ ହେଉଛି ଅମ୍ବାନୀ ପରିବାରର ବିବାହ ନିମନ୍ତ୍ରଣ କାର୍ଡ, ଏଥିରେ ଯାହା ଅଛି ଦେଖିଲେ ଆଖି ଲାଖିଯିବ

ମୁମ୍ବାଇ,୨୮ା୬: ବିଶିଷ୍ଟ ଶିଳ୍ପପତି ମୁକେଶ ଅମ୍ବାନୀ ଏବଂ ନୀତା ଅମ୍ବାନୀଙ୍କ ସାନପୁଅ ଅନନ୍ତ ଅମ୍ବାନୀ ତାଙ୍କର ଲେଡି ଲଭ୍‌ ରାଧିକା ମର୍ଚାଣ୍ଟଙ୍କୁ ବିବାହ କରିବାକୁ ଯାଉଛନ୍ତି। ଆସନ୍ତା ଜୁଲାଇ ୧୨ରେ ସେମାନେ ବିବାହ ବନ୍ଧନରେ ବାନ୍ଧି ହେବେ। ଏବେ ସାମ୍ନାକୁ ଆସିଛି…

ଉତ୍କଳୀୟ କାରିଗରଙ୍କ ସୂକ୍ଷ୍ମ ଭାସ୍କର୍ଯ୍ୟର ପ୍ରତୀକ ‘କୋଣାର୍କ’:ଜାଣନ୍ତୁ କିଛି ଅଜଣା କଥା

କୋଣାର୍କ ସୂର୍ଯ୍ୟମନ୍ଦିର ଉତ୍କଳୀୟ ସ୍ଥାପତ୍ୟ କଳାର ଚରମ ନିଦର୍ଶନ। ତ୍ରୟୋଦଶ ଶତାବ୍ଦୀର ଏହି କୀର୍ତ୍ତିରାଜି ଏକ ଦୁର୍ମୂଲ୍ୟ ତଥା ଦୁଃସାଧ୍ୟ ବିଭବ ଭାବରେ ପ୍ରତୀୟମାନ ହୁଏ। ଉତ୍କଳୀୟ କାରୀଗରମାନଙ୍କ ଶକ୍ତି, ସାହସ ଓ କାର୍ଯ୍ୟଦକ୍ଷତା ବିଶାଳକାୟ ସୂର୍ଯ୍ୟମନ୍ଦିରର ସୂକ୍ଷ୍ମ ଭାସ୍କର୍ଯ୍ୟରୁ ସ୍ପଷ୍ଟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?