ପ୍ରଥମ ପାରିଶ୍ରମିକରେ ଘରଲୋକଙ୍କୁ ଉପହାର ଦେଇଥିଲି: ସାହିତି୍ୟକା ମୀନାକ୍ଷୀ ପଣ୍ଡା
ଅର୍ଥନୀତିରେ ଜଣେ ମେଧାବୀ ଛାତ୍ରୀର ମୋହର ବାଜିଥିଲେ ହେଁ ଅର୍ଥ ଉପାର୍ଜନ ପାଇଁ ଆଗକୁ ସୁଯୋଗ ଦେଲେନି ପରିବାର। ସୁତରାଂ ଗ୍ରାଜୁଏଶନ ପରେ ବିବାହ ପରର ଜୀବନ ଆରମ୍ଭ କଲି ସମର୍ପିତା ହୋଇ। ଦୁହିତା- ଦୁଇ କୁଳକୁ ହିତା ନ୍ୟାୟରେ କର୍ତ୍ତବ୍ୟ,…
ସ୍ମୃତିରେ କାର୍ଗିଲ
ଆଜକୁ ଠିକ୍ ୨୫ବର୍ଷ ତଳେ ଅର୍ଥାତ୍ ୧୯୯୯ମସିହା ମେ ମାସରେ ପାକସ୍ତାନୀ ସୈନ୍ୟ କାର୍ଗିଲ ସେକ୍ଟରରେ ଥିବା ଭାରତୀୟ ସୀମାକୁ ଉଲ୍ଲଂଘନକରି ଅକ୍ତିଆର କରିଥିଲେ। ସେତେବେଳେ ସେମାନେ ପାହାଡ଼ ଉପରୁ ଭାରତୀୟ ସେନାଙ୍କ ଉପରକୁ ଗୁଳିବର୍ଷଣ କରିଥିଲେ। ସେଇ ଦୁର୍ଗମ ଗିରିପଥରେ…
ଲାଇକ୍, ଭ୍ୟୁ ସାଜିଲା କାଳ, ଲାଇଭ୍ ଭିଡିଓରେ ଉଡ଼ିଗଲା ଇନଫ୍ଲୁଏନ୍ସରଙ୍କ ପ୍ରାଣବାୟୁ
ନୂଆଦିଲ୍ଲୀ,୨୧।୭: ଲାଇଭ୍ ଫିଡରେ [contact-form][contact-field label=”Name” type=”name” required=”true” /][contact-field label=”Email” type=”email” required=”true” /][contact-field label=”Website” type=”url” /][contact-field label=”Message” type=”textarea” /][/contact-form] [contact-form][contact-field label=”Name” type=”name” required=”true” /][contact-field label=”Email” type=”email” required=”true” /][contact-field label=”Website” type=”url” /][contact-field…
ବୁଦ୍ଧିମାନ ଲୋକଙ୍କ ଖେଳ
ପ୍ରତି ବର୍ଷର ଜୁଲାଇ ୨୦ ତାରିଖକୁ ଅନ୍ତର୍ଜାତୀୟ ଚେସ୍ ଦିବସ ଭାବରେ ପାଳନ କରାଯାଏ। ବୁଦ୍ଧିମାନ ଲୋକଙ୍କ ଖେଳ ଭାବରେ ପରିଚିତ ଏହି ଖେଳ ଦୁଇ ଜଣ ଖେଳାଳିଙ୍କ ମଧ୍ୟରେ ଖେଳାଯାଏ। ଚେସ୍ ଖେଳର ଇତିହାସ ୧୫୦୦ ବର୍ଷରୁ ଅଧିକ ପୁରୁଣା…
ମାଇକ୍ରୋସଫ୍ଟ ସର୍ଭର ଡାଉନ୍ ପାଇଁ ସାରା ବିଶ୍ୱରେ ହଇଚଇ, ଜଣାପଡିଲା ବଡ଼ କାରଣ
ନୂଆଦିଲ୍ଲୀ,୧୯।୭: ଶୁକ୍ରବାର ସକାଳେ ଡାଉନ୍ ହୋଇଯଇଛି ମାଇକ୍ରୋସଫ୍ଟ ସର୍ଭର। ସଫ୍ଟୱୟାର କମ୍ପାନୀ ମାଇକ୍ରୋସଫ୍ଟର ଉଇଣ୍ଡୋଜ ଅପରେଟିଂ ସିଷ୍ଟମ କ୍ରାସ ହୋଇଛି। କେବଳ ଓଡ଼ିଶାରେ ନୁହେଁ ସାରା ବିଶ୍ବରେ ଏହା କ୍ରାସ ହୋଇଛି । ଏହାଦ୍ବାରା ବିମାନ ସେବା, ବ୍ୟାଙ୍କିଂ ସେବା, ସପିଂ…
ଦେଶରେ ବଢୁଛି ଛାଡ଼ପତ୍ର ସଂଖ୍ୟା, ଜାଣନ୍ତୁ ୫ ବଡ଼ କାରଣ…
ନୂଆଦିଲ୍ଲୀ,୧୯ା୭: ଭାରତୀୟ କ୍ରିକେଟର ହାର୍ଦ୍ଦିକ ପାଣ୍ଡ୍ୟା ଏବଂ ନତାଶାଙ୍କ ମଧ୍ୟରେ ଛାଡ଼ପତ୍ର ଖବର ନିଶ୍ଚିତ ଭାବରେ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। କିନ୍ତୁ ଦେଶରେ ବୃଦ୍ଧି ପାଉଥିବା ଛାଡ଼ପତ୍ର ମାମଲାକୁ ବିଚାରକୁ ନେଇ ଅଳ୍ପଦିନ ମଧ୍ୟରେ ଛାଡ଼ପତ୍ର ହେବା ନୂଆ କଥା ନୁହେଁ।…
ଆଜି ରସଗୋଲା ଦିବସ: ଜାଣନ୍ତୁ କାହିଁକି କରାଯାଏ ପାଳନ
ନୀଳାଦ୍ରି ବିଜେରେ ପ୍ରତିବର୍ଷ ପାଳନ ହୁଏ ରସଗୋଲା ଦିବସ। ୨୦୧୫ରୁ ଓଡ଼ିଶାରେ ଏହି ଦିବସ ପାଳନ କରାଯାଇଆସୁଛି। ଗୁଣ୍ଡିଚା ମନ୍ଦିରରେ ନଅ ଦିନ ରହି ମାଉସୀ ମା’ ଘର ପାଖରେ ଅଟକି ବାଟରେ ପୋଡ଼ପିଠା ଖାଇ ମହାପ୍ରଭୁ ଶ୍ରୀମନ୍ଦିର ଫେରିଥିଲେ। ବାହୁଡ଼ା…
ମହାକାଶରେ କାହିଁକି ଲାଗେନି ଭୋକ, ମନପସନ୍ଦର ଖାଦ୍ୟ ବି ଲାଗେ ଫିକା, ଜାଣନ୍ତୁ କାରଣ…
ମହାକାଶଚାରୀମାନେ ମହାକାଶରେ ଖାଇପାରନ୍ତି ନାହିଁ। ପୃଥିବୀରେ ଭରପୂର ଖାଦ୍ୟ ଖାଉଥିବା ବେଳେ ମହାକାଶରେ ସେମାନଙ୍କ ପାଇଁ ଏହା ଫିକା ପଡ଼ିଯାଏ। ତେବେ ଏପରି କାହିଁକି ଘଟେ ତାହା ଜାଣିବା ପାଇଁ ଅଷ୍ଟ୍ରେଲିଆର ଆର୍ଏମ୍ଆଇଟି ବିଶ୍ୱବିଦ୍ୟାଳୟରେ ଗବେଷଣା କରାଯାଇଛି। ଅନୁସନ୍ଧାନକାରୀମାନେ ଏଥିରେ ଭିଆର୍…
ମେରୁ ବରଫ ତରଳୁଥିବାରୁ ପୃଥିବୀର ଘୂର୍ଣ୍ଣନ ବେଗ କମୁଛି
ନୂଆଦିଲ୍ଲୀ,୧୮ା୭: ଜଳବାୟୁ ପରିବର୍ତ୍ତନ ଯୋଗୁ କେବଳ ଉତ୍ତାପ ବଢ଼ୁଛି କିମ୍ବା ପାଣିପାଗରେ ପରିବର୍ତ୍ତନ ହେଉଛି ତାହା ନୁହେଁ, ପୃଥିବୀର ଘୂର୍ଣ୍ଣନ ଗତିରେ ମଧ୍ୟ ପରିବର୍ତ୍ତନ ଘଟୁଛି। ଫଳରେ ପୃଥିବୀ ଏକ ବଡ଼ ପରିବର୍ତ୍ତନ ଦେଇ ଗତି କରୁଛି ଏବଂ ଜଳବାୟୁ ପରିବର୍ତ୍ତନ…
ଶାନ୍ତି ପାଇଁ ଜୀବନ ଉତ୍ସର୍ଗ କରିଥିଲେ
ସମଗ୍ର ବିଶ୍ୱରେ ଅନେକ ମହାନ ବ୍ୟକ୍ତି ଜନ୍ମ ନେଇଛନ୍ତି, ଯେଉଁମାନେ ସେମାନଙ୍କର କାର୍ଯ୍ୟ ଏବଂ ଚିନ୍ତାଧାରା ସହିତ ଏକ ଉଦାହରଣ ସୃଷ୍ଟି କରିଛନ୍ତି। ଏପରି ଲୋକମାନଙ୍କ ମଧ୍ୟରେ ଦକ୍ଷିଣ ଆଫ୍ରିକାର ନେଲସନ ମଣ୍ଡେଲା ଅନ୍ୟତମ। ସେ ନିଜର ସମଗ୍ର ଜୀବନକୁ ଶାନ୍ତି…
ଏହି ଲୋକ ଚାହିଁଲେ ଆଇଏଏସଙ୍କୁ କରିପାରିବେ ନିଲମ୍ବନ, ଏତେ ସହଜ ନୁହେଁ…
ନୂଆଦିଲ୍ଲୀ,୧୭।୭: କୌଣସି କାମରେ ଖିଲାପ କଲେ କିମ୍ବା କୌଣସି ସରକାରୀ କଳରେ ହସ୍ତକ୍ଷେପ କଲେ ଆଇଏଏସ କିମ୍ବା ଆଇପିଏସ ଅଧିକାରୀଙ୍କୁ ନିଲମ୍ବନ ହେଉଥିବାର ଶୁଣିଥିବେ। ଚଳିତ ନିର୍ବାଚନରେ ହସ୍ତକ୍ଷେପ କାରଣରୁ ନିର୍ବାଚନ କମିଶନର ମୁଖ୍ୟମନ୍ତ୍ରୀଙ୍କ ସ୍ବତନ୍ତ୍ର ସଚିବ ଆଇପିଏସ ଡିଏସ କୁଟ୍ଟେଙ୍କୁ…
ସର୍ଜରୀ ବେଳେ ଭିଡିଓ ଗେମ୍ ଖେଳିଲେ ରୋଗୀ, Video ଦେଖିଲେ…
ସର୍ଜରୀ କଥା ପଡ଼ିଲେ କିଛି ଲୋକ ଛାନିଆ ହୁଅନ୍ତି। ହେଲେ ସୋସିଆଲ ମିଡିଆରେ ଏଭଳି ଏକ ଭାଇରାଲ ହେଉଛି ଯାହାକୁ ଦେଖି ଆପଣ ବି ଚିନ୍ତାରେ ପଡ଼ିଯିବେ। କାରଣ ଭିଡିଓଟିରେ ସର୍ଜରୀ ସମୟରେ ଜଣେ ରୋଗୀ ମୋବାଇଲ ଫୋନରେ ଭିଡିଓ ଗେମ୍…

