ଫୁରସତ

ଦୃଷ୍ଟିହୀନ କରିପାରେ ଫୋନ୍‌ର ନୀଳରଶ୍ମି!

ସ୍ମାର୍ଟଫୋନ୍‌ରେ ଅନବରତ ବ୍ୟସ୍ତ ରହିବା ଦ୍ୱାରା ଆଖି ଉପରେ ଗଭୀର ପ୍ରଭାବ ପଡ଼ିଥାଏ। ଏହାର ଆହୁରି ଅନେକ କୁପରିଣାମ ଥିଲେ ମଧ୍ୟ ଆଖିକୁ ସବୁଠୁ ଅଧିକ ହାନି ପହଞ୍ଚିଥାଏ। ବୈଜ୍ଞାନିକଙ୍କ ମତରେ, ସ୍ମାର୍ଟଫୋନ୍‌ରୁ ବିଚ୍ଛୁରିତ ହେଉଥିବା ନୀଳ ରଶ୍ମି ଯୋଗୁ ଦୃଷ୍ଟିଶକ୍ତି…

ଦୀପିକାଙ୍କ ନାଁରେ ତିଆରି ହେଲା ଜୋତା

ଫ୍ରାନ୍ସର ଫ୍ୟାଶନ୍‌ ଡିଜାଇନର ଖ୍ରୀଷ୍ଟିଆନ୍‌ ଲୁକୋଟିନ୍‌ ଏବେ ବଲିଉଡ୍‌ କୁଇନ୍‌ ଦୀପିକା ପାଦୁକୋନଙ୍କ ନାଁ ଅନୁସାରେ ତିଆରି କରିଛନ୍ତି ଏକ ହାଇହିଲ୍‌। ଏହା ଦେଖିବାକୁ ଯେତିକି ସୁନ୍ଦର ଏହା ଦାମ୍‌ ମଧ୍ୟ ସେତିକି ଅଧିକ। ଏବେ ଦୀପିକା କାନ୍ସ ଫିଲ୍ମ ପେଷ୍ଟିଭାଲରେ…

୩୬ ହଜାର କିଲୋମିଟର ପାଦରେ ଚାଲି ବୃଦ୍ଧା ମା’ଙ୍କୁ କରାଇଲେ ତୀର୍ଥଯାତ୍ରା..

ପୁରାଣରେ ଶ୍ରବଣ କୁମାର ଦୃଷ୍ଟି ବାଧିତ ମାତା ପିତାଙ୍କୁ ଭାରରେ ବୋହି ତୀର୍ଥଯାତ୍ରା କରାଇଥିବା ଉଲ୍ଲେଖ ରହିଛି। ସେହିପରି ମଧ୍ୟପ୍ରଦେଶ ଜବଲପୁରରେ ବାସ କରୁଥିବା କୈଳାସ ଗିରି ବ୍ରହ୍ମଚାରୀ ନାମକ ଜଣେ ଯୁବକ ନିଜ ଦୃଷ୍ଟି ବାଧିତ ମା’ଙ୍କୁ ୩୬ ହଜାର…

ଚକୋଲେଟ ଉପରେ ଥିବା ଧଳା ଦାଗ କ’ଣ?

ପିଲା ହେଉ କି ବୃଦ୍ଧ ସମସ୍ତଙ୍କୁ ଚକୋଲେଟ ଖାଇବାକୁ ଭଲ ଲାଗିଥାଏ। ଅଧିକାଂଶ ଲୋକମାନେ ଚକୋଲେଟକୁ ଅଧିକ ଦିନ ପର୍ଯ୍ୟନ୍ତ ଫ୍ରିଜ ରଖି ଏହାକୁ ଖାଇବାର ମଜା ନେଇ ଥାଆନ୍ତି। କିନ୍ତୁ ବେଳେବେଳେ ଚକୋଲେଟକୁ ଅଧିକ ଦିନ ପର୍ଯ୍ୟନ୍ତ ରଖିବା ଦ୍ବାରା…

ରବର କି ବୋର୍ଡ

ଆଜିକାଲି କମ୍ପ୍ୟୁଟର ଯୁଗ। କମ୍ପ୍ୟୁଟରର ଅନ୍ୟତମ ଅତ୍ୟାବଶ୍ୟକ ପାର୍ଟ ହେଲା କି ବୋର୍ଡ। ଏହା ସାଧାରଣତଃ କଠିନ ପ୍ଲାଷ୍ଟିକରେ ପ୍ରସ୍ତୁତ ହୋଇଥାଏ। ଅସାବଧାନତାରୁ ଯଦି ଏହା ପଡ଼ିଯାଏ କିମ୍ବା ଏଥିରେ ଜୋର୍‌ରେ ଆଘାତ ଲାଗେ ତେବେ ତାହା ଭାଙ୍ଗି ଯିବାର ସମ୍ଭାବନା…

ଜାଣନ୍ତୁ ଶିବଲିଙ୍ଗ ଉପରେ କାହିଁକି ଶଙ୍ଖରେ ଢଳାଯାଏନା ପାଣି

ଆମେ ଜାଣିଛେ ସାଧାରଣତଃ ପୂଜାକାର୍ଯ୍ୟରେ ଶଙ୍ଖର ବ୍ୟବହାର ମହତ୍ତ୍ୱପୂର୍ଣ୍ଣ। ପ୍ରାୟ ସମସ୍ତ ଦେବଦେବୀଙ୍କ ଉପରେ ଶଙ୍ଖରେ ପାଣି ଚଢ଼ାଯାଏ। ମାତ୍ର ଶିବଲିଙ୍ଗ ଉପରେ ପାଣି ଢାଳିବାକୁ ବାରଣ ଅଛି। ଏକଥା ଶିବପୁରାଣରେ ବର୍ଣ୍ଣିତ ଅଛି। ଶଙ୍ଖଚୂଡ଼ ନାମକ ଏକ ମହାପରାକ୍ରମୀ ରାକ୍ଷସ…

ମା’ ଲାଗି ସନ୍ତାନ କେବେ ବି ବଡ଼ ହୁଏନା: ଶହେ ବର୍ଷରେ ବି କେୟାର ହୋମ୍‌ରେ ପୁଅଙ୍କ ଦେଖାଶୁଣା କରୁଛନ୍ତି ଏଡ଼ା କେଟିଂ

ମା’ ମମତାମୟୀ, ପ୍ରେରଣାଦାୟୀ। ସମସ୍ତଙ୍କ ଜୀବନରେ ମା’ଙ୍କ ସ୍ଥାନ ଶୀର୍ଷରେ। କୁହାଯାଏ, ଭଗବାନ ସମସ୍ତଙ୍କ ପାଖରେ ସବୁବେଳେ ରହିପାରିବେ ନାହିଁ, ତେଣୁ ସେ ମା’ଙ୍କୁ ତିଆରି କରିଥିଲେ। କାରଣ ସେ ହିଁ ଭଗବାନଙ୍କ ଉପସ୍ଥିତିକୁ ପୂରଣ କରିପାରେ। ସନ୍ତାନଟିଏ ଯେତେ ବଡ଼…

ମୃତ୍ୟୁ ପରେ ପରିବାର ସହ ଫଟୋ ଉଠାଇଲେ ମହିଳା, ଜାଣିଲେ ହେବେ ଆଶ୍ଚର୍ଯ୍ୟ

ଅଧିକାଂଶ ଲୋକଙ୍କ ଫଟୋ ଉଠାଇବାରେ ସଉକ ଥାଏ। କିନ୍ତୁ ମୃତ ବ୍ୟକ୍ତି ଏମିତି ଇଚ୍ଛା କରିଥାନ୍ତି ବୋଲି କେବେ ଶୁଣିଛନ୍ତି? ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ଏମିତି ଘଟଣା ଦେଖିବାକୁ ମିଳିଛି ମାଲେସିଆରେ। ଏଠାକାର ଜଣେ ମହିଳା ପୂରା ପରିବାର ସହ ଫଟୋ…

ଚମତ୍କାରୀ ପାହାଡ଼ : ଏଠାରେ ଲୁଚି ରହିଛି ଯୌବନ ଏବଂ ସୌନ୍ଦର୍ଯ୍ୟତାର ରାଜ୍‌

ଭାରତରେ ଏମିତି ଏକ ପାହାଡ଼ ରହିଛି ଯେଉଁଠି ଯୌବନ ଏବଂ ସୌନ୍ଦର୍ଯ୍ୟତାର ରାଜ୍‌ ଲୁଚି ରହିଛି। ଏହି ପାହାଡ଼ ହରିୟାଣାରେ ରହିଛି। ଆରାବଳୀ ପର୍ବତଶୃଙ୍ଗ ନିକଟରେ ଥିବା ଧୋସି ପାହାଡ଼ ହେଉଛି ଏହି ଚମତ୍କାରୀ ପାହାଡ଼। ଉକ୍ତ ପାହାଡ଼ ସହିତ ଆୟୁର୍ବେଦର…

ଉଚ୍ଚ ରକ୍ତଚାପରୁ ଦୂରେଇ ରଖେ ଏହି ଫଳର ରସ…

ସପୁରିର ଅନେକ ଔଷଧୀୟ ଗୁଣ ରହିଛି। ଏଥିରେ ଭିଟାମିନ ବି-୧, ବି-୨, ବି-୩, ବି-୫, ବି-୬, ବି-୯, ଭିଟାମିନ୍‌ -ସି ରହିଛି। ଏଥିରେ ପ୍ରଚୁର ପରିମାଣରେ ପୋଟାସିୟମ ରହିଥାଏ। ସପ୍ତାହରେ ୨-୩ଥର ସପୁରି ରସ ପିଇଲେ ଉଚ୍ଚ ରକ୍ତଚାପ ସମସ୍ୟାରୁ ମୁକ୍ତି…

୧୦ ଦିନର ଛୁଟି ପରେ ବି ଖୁସି ନାହାନ୍ତି ଏହି ଦେଶର ଲୋକ

ୟକୋହମା,୧।୫: କାର୍ଯ୍ୟବ୍ୟସ୍ତ ଜୀବନରୁ କର୍ମଚାରୀଙ୍କୁ ଏକାସାଙ୍ଗରେ ୧୦ ଦିନର ଛୁଟି ମିଳିବା ଏକ ବରଦାନରୁ କମ୍‌ ନୁହେଁ। କିନ୍ତୁ ଏଭଳି ଏକ ଦେଶ ଅଛି, ଯେଉଁଠି ଏତେ ଦିନର ଛୁଟି ମିଳିବା ସତ୍ତ୍ୱେ ବି ସେମାନେ ଖୁସି ନାହାନ୍ତି। ସୂଚନାଯୋଗ୍ୟ, ଜାପାନର…

ବାତ୍ୟା ‘ଫନୀ’ ମୁକାବିଲା ପାଇଁ ଜାଣନ୍ତୁ କେମିତି ରହିବେ ସଜାଗ

ସାମୁଦ୍ରିକ ଝଡ଼ ‘ଫନୀ’ ୩ ତାରିଖରେ ଓଡ଼ିଶା ଉପକୂଳ ଛୁଇଁପାରେ ବୋଲି ପାଣିପାଗ ବିଭାଗ ସୂଚନା ଦେଇଛି। ଏହି ସମୟରେ ଘଣ୍ଟା ପ୍ରତି ୧୭୫ରୁ ୧୮୦ କିଲୋମିଟର ବେଗରେ ପବନ ବହିବା ସହ ପ୍ରବଳରୁ ଅତି ପ୍ରବଳ ବର୍ଷା ମଧ୍ୟ ହେବ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?