ଫୁରସତ

ଏହି ଜିଲାପିକୁ ଖାଇବାକୁ ଦେଶ ବିଦେଶରୁ ଆସନ୍ତି ଗ୍ରାହକ…

ଭାରତରେ ଜିଲାପି ବେଶ୍‌ ଲୋକପ୍ରିୟ। ଏହାକୁ କେହି କେହି ଜଲେବି ମଧ୍ୟ କୁହନ୍ତି। ଏହାର ପ୍ରସ୍ତୁତି ଶୈଳୀ ଅନ୍ୟ ମିଠା ତୁଳନାରେ ଭିନ୍ନ ରହିଥାଏ। ମଧ୍ୟପ୍ରଦେଶରେ ବଡ଼ ବଡ଼ ଜିଲାପି ପ୍ରସ୍ତୁତ ହୋଇଥାଏ। ଏସବୁ ଜିଲାପିର ଓଜନ ୩ ଶହରୁ ୫…

ଏପର୍ଯ୍ୟନ୍ତ ଉଦ୍‌ଘାଟନ ହୋଇନି ଭାରତର ଏହି ଚର୍ଚ୍ଚିତ ପୋଲ

ବିଶ୍ୱରେ ଏମିତି କିଛି ପୋଲ ରହିଛି ଯାହାର ସ୍ବତନ୍ତ୍ରତା ପାଇଁ ଏହା ପ୍ରସିଦ୍ଧ। ସେହିଭଳି କୋଲକାତାର ପରିଚୟ ହେଉଛି ହାଓ୍ବଡା ବ୍ରିଜ୍‌। ଏହି ବ୍ରିଜର ରହିଛି ସ୍ବତନ୍ତ୍ର ପରିଚୟ। ବିଶ୍ୱରେ ଏହା ବେଶ୍‌ ପରିଚିତ। ହେଲେ ଏହି ପୋଲ ଆଜି ପର୍ଯ୍ୟନ୍ତ…

ଆଙ୍କର ହେବା ସହଜ ନୁହେଁ: ଅଭିମନ୍ୟୁ ପରିଡ଼ା

ଯାତ୍ରାର ପ୍ରଥମ ଚରଣ ଆରମ୍ଭ ହୁଏ ଆଙ୍କରିଂରୁ। ଯାତ୍ରା ଦେଖିବାକୁ ଯାଉଥିବା ଦର୍ଶକମାନେ ପ୍ରଥମେ ଯାହାଙ୍କୁ ଦେଖି ତାଳିମାଡ଼ କରନ୍ତି ସେ ହେଉଛନ୍ତି ଜଣେ ଆଙ୍କର। ତେଣୁ ଯାତ୍ରାରେ ଜଣେ ଆଙ୍କର୍‌ର ଭୂମିକା କିଛି କମ୍‌ ନୁହେଁ ବୋଲି କହନ୍ତି ଯାତ୍ରା…

ପେଟ୍‌ କ୍ରିଏଟିଭ୍‌ ଗ୍ରୁମିଙ୍ଗ୍‌: ପୋଷା ବିରାଡ଼ି, କୁକୁର ହୋଇପାରିବେ ବାଘ, ଘୁଷୁରୀ, ମିକି ମାଉସ୍‌

ଘରେ ଯଦି କୌଣସି ପୋଷା କୁକୁର ବା ବିରାଡି ରଖିଛନ୍ତି ତେବେ ସେମାନଙ୍କୁ ଆପଣ ବାଘ, ଘୁଷୁରି ଏପରି କି ମିକିମାଉସ୍‌ ଏବଂ ଡୋନାଲ୍ଡ ଡକ୍‌ରେ ମଧ୍ୟ ପରିଣତ କରିପାରିବେ। ଶୁଣିଲେ ଆଶ୍ଚର୍ଯ୍ୟ ଲାଗୁଥିବ ନିଶ୍ଚୟ। କିନ୍ତୁ ଏହା ସମ୍ଭବ ହୋଇପାରୁଛି…

ସୁଖଦ ଯାତ୍ରା ପାଇଁ..ବିଶେଷ ଦିଗ ପ୍ରତି ଧ୍ୟାନ ଦିଅନ୍ତୁ..

ସୋଲୋ ଟ୍ରାଭଲିଂ ମାନେ ମନପସନ୍ଦର ସ୍ଥାନକୁ ଏକା ଭ୍ରମଣ କରିବା। ତେବେ ଏହି ସୋଲୋ ଟ୍ରାଭଲିଂ ସମୟରେ କିଛିଟା ବିଶେଷ ଦିଗ ପ୍ରତି ନିହାତି ଧ୍ୟାନ ଦେବା ଦରକାର। ଆସନ୍ତୁ ଜାଣିବା ସେ ସମ୍ପର୍କରେ…. * ଭ୍ରମଣରେ ଯିବା ପୂର୍ବରୁ ସ୍ଥାନ…

ଡିଗ୍ରୀଧାରୀ କୁକୁର ଗ୍ରିଫିନ

ବେଳେବେଳେ ପୋଷା ଜୀବଜନ୍ତୁ ମଣିଷ ଜୀବନର ବିଶେଷ ଅଙ୍ଗ ପାଲଟି ଯାଆନ୍ତି। ଯେମିତି କି ଆମେରିକା, ନ୍ୟୁୟର୍କରେ କ୍ଲାର୍କସନ୍‌ ବିଶ୍ୱବିଦ୍ୟାଳୟରେ ଅକୁପେଶନାଲ ଥେରାପିରେ ଡିଗ୍ରୀ କରୁଥିବା ୨୫ ବର୍ଷୀୟା ଭିନ୍ନକ୍ଷମ ଯୁବତୀ ବ୍ରିଟନୀ ହୌଲେଙ୍କ ଜୀବନରେ ତାଙ୍କ ପୋଷା କୁକୁର ପାଲଟିଛି…

ସବୁଜ ଡ୍ରେସ୍‌ ପିନ୍ଧିଥିଲେ ବୋଲି…

ବେଳେବେଳେ ଏମିତି ଘଟଣା ଘଟେ ଯାହା ଆମ କଳ୍ପନାର ପରିସରକୁ ମଧ୍ୟ ଛୁଇଁ ନ ଥାଏ। ସେମିତି ଗୋଟିଏ ଘଟଣା ଘଟିଛି ସାରା ଲ୍ୟୁକ୍‌ ନାମ୍ନୀ ଜନୈକା ତରୁଣୀଙ୍କ କ୍ଷେତ୍ରରେ। ଟେକ୍ସାସର ଏହି ତରୁଣୀ ଗାଲଭେନ୍‌ଷ୍ଟନ ଠାରେ ଥିବା ଏକ ଓ୍ବାଲମାର୍ଟ…

ମସଲ୍‌ ମମ୍‌ ମମଥା ସନଥକୁମାର: ମୋଟୀରୁ ହେଲେ ବଡି ବିଲ୍ଡିଂରେ ଚାମ୍ପିୟନ

କର୍ନାଟକ, ବାସଭପୁରର ମମଥା ସନଥକୁମାର ଦିନେ ଅନ୍ୟ ସାଧାରଣ ମହିଳାଙ୍କ ଭଳି ଘର କାମ ଓ ପିଲା ସମ୍ଭାଳିବା କାମ କରୁଥିଲେ। ତାଙ୍କ ପରିବାର ଥିଲା ସମ୍ପୂର୍ଣ୍ଣଭାବେ ରକ୍ଷଣଶୀଳ। ସେଭଳି ପରିବାରର ବୋହୂ ହୋଇ ଦିନେ ସେ ବଡି ବିଲ୍ଡିଂରେ କ୍ୟାରିୟର୍‌…

ର଼୍ୟାନ୍‌ କେଲିଙ୍କ ଲିପ୍‌ ଆର୍ଟ ଦେଖି ଚକିତ ହୁଅନ୍ତି ଲୋକେ

ବଡି ଆର୍ଟ, ଫେସ୍‌ ଆର୍ଟ ସମ୍ପର୍କରେ ଅନେକେ ଜାଣିଥିବେ ଓ ଦେଖିଥିବେ ମଧ୍ୟ। ତେବେ ମେକ୍‌ଅପ୍‌ ଆର୍ଟିଷ୍ଟ ର଼୍ୟାନ୍‌ କେଲି କରୁଥିବା ଲିପ୍‌ ଆର୍ଟ ସବୁଠାରୁ ଭିନ୍ନ ଓ ସ୍ବତନ୍ତ୍ର। ତାଙ୍କ ପାଇଁ ଓଠ ସାଜେ କାନ୍‌ଭାସ୍‌। ତା’ରି ଉପରେ ସେ…

ପ୍ରଥମ ଦରମା ଟଙ୍କା ଘରକୁ ପଠାଇଥିଲି: ଅବସରପ୍ରାପ୍ତ ଶାସନ ସଚିବ ଡ. ଇଂ ନନ୍ଦନନ୍ଦନ ଦାସ

ଅବସରପ୍ରାପ୍ତ ଶାସନ ସଚିବ ତଥା ସମାଜସେବୀ ଡ. ଇଂ ନନ୍ଦନନ୍ଦନ ଦାସ ନିଜ ପ୍ରଥମ ରୋଜଗାର ସମ୍ପର୍କରେ ଯାହା କୁହନ୍ତି… ଭଦ୍ରକ ଜିଲା ବାଉଦପୁର ଗାଁରେ ମୋ ଜନ୍ମ। ବି.ଏମ୍‌ ବାଗୁରାଇ ଉଚ୍ଚ ବିଦ୍ୟାଳୟରୁ ଏକାଦଶ ପାସ୍‌ କରି ଭଦ୍ରକ କଲେଜରେ…

ବ୍ୟକ୍ତିତ୍ୱ: ଜାଭେଦ ଅଖତର; ଭାରତୀୟ ଗୀତି ସାହିତ୍ୟରେ ସ୍ବର୍ଣ୍ଣାକ୍ଷରରେ ଲିପିବଦ୍ଧ ତାଙ୍କ ନାମ

ଜାଭେଦ ଅଖତର କହିଲେ ହୁଏତ ଆମ ଆଖିରେ ଜଣେ ସୁପରହିଟ୍‌ ଗୀତର ଗୀତିକାରଙ୍କ ଚେହେରା ନାଚି ଉଠିପାରେ। ମାତ୍ର ଜାଭେଦ ଅଖତରଙ୍କ ପରିଚୟ ସେତିକିରେ ସୀମିତ ନୁହେଁ। ଭାରତୀୟ ଗୀତି ସାହିତ୍ୟ କ୍ଷେତ୍ରରେ ତାଙ୍କ ନାମ ସ୍ବର୍ଣ୍ଣାକ୍ଷରରେ ଲିପିବଦ୍ଧ। ଲାବା, ଇନ୍‌…

ଫନୀ ପ୍ରକୋପରେ ବିବର୍ଣ୍ଣ ଉପକୂଳ ଓଡ଼ିଶା: ବାରମ୍ବାର ଘଟୁଛି ପ୍ରାକୃତିକ ବିପର୍ଯ୍ୟୟ, କିପରି ଅଛି ବାତ୍ୟା ପରର ଜୀବନ

ଉପକୂଳ ଓଡ଼ିଶାରେ ଏମିତି କିଛି ଗାଁ ଅଛି, ଯେଉଁଠାରେ ଲୋକେ ବାରମ୍ବାର ବନ୍ୟାବାତ୍ୟା ପରି ପ୍ରାକୃତିକ ବିପର୍ଯ୍ୟୟର ସମ୍ମୁଖୀନ ହୁଅନ୍ତି । ପୁଣି ଅଣ୍ଟା ଭିଡି ଛିଡା ହୁଅନ୍ତି । ତେବେ କେମିତିଥାଏ ତାଙ୍କ ବାତ୍ୟା ପରର ଜୀବନ…. ଉପକୂଳ ଓଡ଼ିଶାରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?