ଫୁରସତ

ବିବାହ ସମୟରେ ବର୍ଷା ହେଲେ, କେମିତି ବିତିବ ଦମ୍ପତିଙ୍କ ସାଂସାରିକ ଜୀବନ

ବିବାହ ଉତ୍ସବକୁ ନେଇ ବନ୍ଧୁ ପରିଜନ ଖୁସିରେ ନାଚି ଉଠନ୍ତି। କିନ୍ତୁ ବିବାହ ଦିନ ଯଦି ବର୍ଷା ହେଲା ତେବେ ପରିବାର ଲୋକେ ଚିନ୍ତାରେ ପଡ଼ିଯାନ୍ତି। ସମସ୍ତ ଆୟୋଜନ ସତେ ଯେମିତି ପାଣି ଫାଟିଯାଏ। ବର୍ଷା ହେଲେ ବିଚରା ପୁଅ ଝିଅଙ୍କୁ…

ଏହି ଗୁମ୍ଫାରେ ରହିଛି ବିମ୍ବିସାରଙ୍କ ସୁନା ଭଣ୍ଡାର…

ଭାରତରେ ଥିବା କେତେକ ଐତିହାସିକ ସ୍ଥଳର ରହସ୍ୟର ସମାଧାନ ଆଧୁନିକ ବିଜ୍ଞାନ କରିବାକୁ ଅସମର୍ଥ। ସେହିପରି ଏକ ଗୁମ୍ଫା ରହିଛି ବିହାର ରାଜଗିରିରେ। ଏଠାରେ ଥିବା ସୋନ ଭଣ୍ଡାର ଗୁମ୍ଫାରେ ମଗଧର ମୌର୍ଯ୍ୟ ଶାସକ ବିମ୍ବିସାରଙ୍କ ଅସୁମାରୀ ଧନ ସମ୍ପତ୍ତି ରହିଛି।…

ଜିନିଷ କିଣିଲା ବେଳେ ସେଥିରେ ଥିବା ଛୋଟ ପ୍ୟାକେଟ୍‌ ଫୋପାଡି ଦେଉଛନ୍ତି କି? ଯାହାର ଫାଇଦା ଜାଣିଲେ ହୋଇଯିବେ ଆଶ୍ଚର୍ଯ୍ୟ

ବଜାରରୁ କିଣୁଥିବା ବିଭିନ୍ନ ଜିନିଷ ଜଥା ଜୋତା, ଡ୍ରେସ ତଥା ଅନ୍ୟାନ୍ୟ ସାମଗ୍ରୀରୁ ଏକ ଛୋଟ ପ୍ୟାକେଟ୍‌ ମିଳିଥାଏ, ଯେଉଁଥିରେ ହୋମିଓପାଥୀ ଔଷଧ ଆକାରର କିଛି ଛୋଟ ଛୋଟ ବଲ୍‌ବ ଥାଏ। ଏହାକୁ ସିଲ୍କା ଜେଲ୍‌ କୁହାଯାଇଥାଏ। ଅନେକେ ଏହାକୁ ଅଦରକାରୀ…

ଏହି ରେଷ୍ଟୁରାଣ୍ଟରେ ମିଳେନାହିଁ ଆମିଷ ବା କ୍ଷୀରରେ ତିଆରି ଖାଦ୍ୟ

ସ୍ବିଜରଲାଣ୍ଡର ଜ୍ୟୁରିଖରେ ରହିଛି ଏମିତି ଏକ ରେଷ୍ଟୁରାଣ୍ଟ ଯେଉଁଠି ଶହେ ବର୍ଷରୁ ଊର୍ଦ୍ଧ୍ୱ ସମୟ ହେଲା ଆମିଷ ଅବା କ୍ଷୀରରେ ତିଆରି ଖାଦ୍ୟ ପରସା ଯାଇନାହିଁ। ଯଦିଓ ଏଠାରେ ବିଭିନ୍ନ ଦେଶର ଖାଦ୍ୟ ମିଳିଥାଏ ହେଲେ ସେସବୁ ସମ୍ପୂର୍ଣ୍ଣ ଶାକାହାରୀ। ସ୍ବିଜରଲାଣ୍ଡରେ…

ଖରାପ ସମୟର ସାମ୍ନା କରୁଛନ୍ତି କି? ଆପଣାନ୍ତୁ ଏହି ଉପାୟ, ଦୂରେଇ ଯିବ ଦୁଃଖଦୁର୍ଦ୍ଦଶା

ଜୀବନରେ ବେଳେବେଳେ ଖରାପ ସମୟର ସାମ୍ନା କରିବାକୁ ପଡ଼ିଥାଏ। ପାରିବାରିକ ସମ୍ପର୍କ ଠାରୁ ଆରମ୍ଭ କରି ବେପାର ବଣିଜ, ଚାକିରି, କ୍ୟାରିଅର ଆଦିରେ କାହାର ନା କାହାର ଖରାପ ନଜର ପଡ଼ିଯାଇଥାଏ। ଫଳରେ ନାନା ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ିଥାଏ। ଶେଷରେ…

ଏମିତି ମନ୍ଦିର, ଯେଉଁଠି ସ୍ବାମୀ-ସ୍ତ୍ରୀ ଏକାଠି ହୋଇ ପୂଜା କରିବା ମନା

ଭାରତରେ ଏମିତି କିଛି ମନ୍ଦିର ରହିଛି, ଯେଉଁଠି ପରମ୍ପରା ଏବଂ ମାନ୍ୟତା ଭିନ୍ନ ଭିନ୍ନ। ମନ୍ଦିରକୁ ପରିବାର ସହ ମିଶି ପୂଜାର୍ଚ୍ଚନା କରିବାକୁ ଯାଇଥାନ୍ତି ଲୋକେ। କିନ୍ତୁ ଏମିତି ଏକ ମନ୍ଦିର, ଯେଉଁଠି ସ୍ବାମୀ-ସ୍ତ୍ରୀ ସାଥୀ ହୋଇ ଦର୍ଶନ କରିପାରିବେ ନାହିଁ।…

ଏହି ମୁସଲମାନ ଦେଶରେ ଭଗବାନ ରାମଙ୍କୁ ପୂଜା କରାଯାଏ

ଇଣ୍ଡୋନେସିଆର ଜନସଂଖ୍ୟା ପାଖାପାଖି ୨୩ କୋଟି। ଏହା ବିଶ୍ୱର ଚତୁର୍ଥ ବୃହତ୍ତମ ଜନସଂଖ୍ୟା ବିଶିଷ୍ଟ ଦେଶ କୁହାଯାଉଥିବା ବେଳେ ଏହି ଦେଶ ମୁସଲମାନ ବହୁଳ। ତେବେ ଏଠାରେ ଏମିତି ଏକ ସ୍ଥାନ ରହିଛି ଯାହାକୁ ଅଯୋଧ୍ୟା ବୋଲି କୁହାଯିବା ସହ ଏଠାକାର…

ନବଜାତକଙ୍କୁ ଦେଖି ଆଶ୍ଚର୍ଯ୍ୟ ହେଲେ ଡାକ୍ତର, କହିଲେ ୩୦ ହଜାର ପିଲାରେ ଏମିତି ହୋଇଥାନ୍ତି ଜଣେ

କର୍ଣ୍ଣାଟକର ବେଙ୍ଗାଲୁରୁ ହସ୍ପିଟାଲରେ ଏକ କନ୍ୟାସନ୍ତାନ ଜନ୍ମ ନେଇଛି। ଏହି ନବଜାତକଙ୍କୁ ଦେଖି ଡାକ୍ତର ଆଶ୍ଚର୍ଯ୍ୟ ହୋଇଯାଇ କହିଲେ ୩୦ ହଜାର ପିଲାଙ୍କ ମଧ୍ୟରୁ ଜଣକର ଏପରି ହୋଇଥାଏ। ତେବେ ଅସଲ କଥା ହେଲା ହସ୍ପିଟାଲରେ ଜନ୍ମ ନେଇଥିବା ଏହି ନବଜାତକର…

ଯେଉଁଠି ମା’ ଯାଆନ୍ତି ବିଦେଶ; ଘର ସମ୍ଭାଳନ୍ତି ବାପା…

ସାଧାରଣତଃ ଅଧିକ ରୋଜଗାର ତଥା ପିଲାଙ୍କୁ ଭଲ ଭାବେ ଲାଳନ ପାଳନ କରିବା ପାଇଁ ବାପାମାନେ ବିଦେଶରେ ଚାକିରି କରିବାକୁ ଯାଇଥାଆନ୍ତି। ମାତ୍ର ପୂର୍ବ ଇଣ୍ଡୋନେସିଆରେ ମହିଳାମାନେ ବିଦେଶରେ ଚାକିରି କରିବାକୁ ଘରଛାଡ଼ି ଚାଲିଯାଆନ୍ତି। ଏଠାରେ ବାପାମାନେ ଘର ସମ୍ଭାଳନ୍ତି। ୧୯୮୦ଠାରୁ…

ଦେଶର ସବୁଠୁ ଭୟାନକ ଦୁର୍ଗ, ସନ୍ଧ୍ୟା ହେଲେ ଯିବାକୁ ଲାଗିବ ଡର

ଆମ ଦେଶରେ ପୁରୁଣା ଯୁଗର କିଛି ଦୁର୍ଗ ଆଜି ବି ରହିଛି। ସେଥିମଧ୍ୟରୁ କେତେକ ଖୁବ୍‌ ସୁନ୍ଦର ହୋଇଥିବାବେଳେ ଆଉ କିଛି ଭୟାନକ। ଏହିପରି ଏକ ଦୁର୍ଗ ହେଉଛି ପ୍ରବଳଗଢ଼। ଯାହା ମହାରାଷ୍ଟ୍ରର ମାଥରନ୍‌ ଏବଂ ପାନ୍‌ଭେଲ ମଝିରେ ରହିଛି। ଏହି…

ମୃତ୍ୟୁ ପରେ ଏହି ମନ୍ଦିରକୁ ଯାଇଥାଏ ଆତ୍ମା, କର୍ମ ଅନୁଯାୟୀ ଫଳ ଦେଇଥାନ୍ତି ଯମରାଜ

ସାଧାରଣତଃ ଲୋକେ ବିଭିନ୍ନ ମନ୍ଦିର ଯାଇଥାନ୍ତି ଦେବଦେବୀଙ୍କୁ ପୂଜାର୍ଚ୍ଚନା କରିବାକୁ। କିନ୍ତୁ ମୃତ୍ୟୁର ଏକ ମନ୍ଦିର ଅଛି ଜାଣିଲେ ଆଶ୍ଚର୍ଯ୍ୟ ହେବେ। ଏମିତି ଏକ ମନ୍ଦିର ରହିଛି ହିମାଚଳପ୍ରଦେଶରେ। କୁହାଯାଏ, ମୃତ୍ୟୁ ପରେ ଆତ୍ମା ଏହି ମନ୍ଦିରକୁ ଯେମିତି ହେଲେ ଥରେ…

ଗାର୍ଲଫ୍ରେଣ୍ଡ୍‌ଙ୍କୁ ଯୁବକ ପିନ୍ଧାଇଲେ ଏମିତି ମୁଦି, ଦେଖିଲେ ଲାଗିବ ଘୃଣା

ଶୋସିଆଲ ମିଡିଆରେ ଏକ ଏନ୍‌ଗେଜ୍‌ମେଣ୍ଟ ରିଙ୍ଗ୍‌ ଭାଇରାଲ ହୋଇଛି। ଏହି ରିଙ୍ଗ୍‌ ଦେଖିଲେ ଯେ କେହି ଆଶ୍ଚର୍ଯ୍ୟ ହୋଇଯିବା ସହ ଘୃଣା ବି କରିବ। ଏହି ରିଙ୍ଗ୍‌ ବା ମୁଦି କୌଣସି ସୁନା କିମ୍ବା ରୁପାରେ ନୁହେଁ, ମୁଣ୍ଡ କେଶରେ ତିଆରି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?