ଏମିତି ମନ୍ଦିର, ଯେଉଁଠି ସ୍ବାମୀ-ସ୍ତ୍ରୀ ଏକାଠି ହୋଇ ପୂଜା କରିବା ମନା
ଭାରତରେ ଏମିତି କିଛି ମନ୍ଦିର ରହିଛି, ଯେଉଁଠି ପରମ୍ପରା ଏବଂ ମାନ୍ୟତା ଭିନ୍ନ ଭିନ୍ନ। ମନ୍ଦିରକୁ ପରିବାର ସହ ମିଶି ପୂଜାର୍ଚ୍ଚନା କରିବାକୁ ଯାଇଥାନ୍ତି ଲୋକେ। କିନ୍ତୁ ଏମିତି ଏକ ମନ୍ଦିର, ଯେଉଁଠି ସ୍ବାମୀ-ସ୍ତ୍ରୀ ସାଥୀ ହୋଇ ଦର୍ଶନ କରିପାରିବେ ନାହିଁ।…
ଏହି ମୁସଲମାନ ଦେଶରେ ଭଗବାନ ରାମଙ୍କୁ ପୂଜା କରାଯାଏ
ଇଣ୍ଡୋନେସିଆର ଜନସଂଖ୍ୟା ପାଖାପାଖି ୨୩ କୋଟି। ଏହା ବିଶ୍ୱର ଚତୁର୍ଥ ବୃହତ୍ତମ ଜନସଂଖ୍ୟା ବିଶିଷ୍ଟ ଦେଶ କୁହାଯାଉଥିବା ବେଳେ ଏହି ଦେଶ ମୁସଲମାନ ବହୁଳ। ତେବେ ଏଠାରେ ଏମିତି ଏକ ସ୍ଥାନ ରହିଛି ଯାହାକୁ ଅଯୋଧ୍ୟା ବୋଲି କୁହାଯିବା ସହ ଏଠାକାର…
ନବଜାତକଙ୍କୁ ଦେଖି ଆଶ୍ଚର୍ଯ୍ୟ ହେଲେ ଡାକ୍ତର, କହିଲେ ୩୦ ହଜାର ପିଲାରେ ଏମିତି ହୋଇଥାନ୍ତି ଜଣେ
କର୍ଣ୍ଣାଟକର ବେଙ୍ଗାଲୁରୁ ହସ୍ପିଟାଲରେ ଏକ କନ୍ୟାସନ୍ତାନ ଜନ୍ମ ନେଇଛି। ଏହି ନବଜାତକଙ୍କୁ ଦେଖି ଡାକ୍ତର ଆଶ୍ଚର୍ଯ୍ୟ ହୋଇଯାଇ କହିଲେ ୩୦ ହଜାର ପିଲାଙ୍କ ମଧ୍ୟରୁ ଜଣକର ଏପରି ହୋଇଥାଏ। ତେବେ ଅସଲ କଥା ହେଲା ହସ୍ପିଟାଲରେ ଜନ୍ମ ନେଇଥିବା ଏହି ନବଜାତକର…
ଯେଉଁଠି ମା’ ଯାଆନ୍ତି ବିଦେଶ; ଘର ସମ୍ଭାଳନ୍ତି ବାପା…
ସାଧାରଣତଃ ଅଧିକ ରୋଜଗାର ତଥା ପିଲାଙ୍କୁ ଭଲ ଭାବେ ଲାଳନ ପାଳନ କରିବା ପାଇଁ ବାପାମାନେ ବିଦେଶରେ ଚାକିରି କରିବାକୁ ଯାଇଥାଆନ୍ତି। ମାତ୍ର ପୂର୍ବ ଇଣ୍ଡୋନେସିଆରେ ମହିଳାମାନେ ବିଦେଶରେ ଚାକିରି କରିବାକୁ ଘରଛାଡ଼ି ଚାଲିଯାଆନ୍ତି। ଏଠାରେ ବାପାମାନେ ଘର ସମ୍ଭାଳନ୍ତି। ୧୯୮୦ଠାରୁ…
ଦେଶର ସବୁଠୁ ଭୟାନକ ଦୁର୍ଗ, ସନ୍ଧ୍ୟା ହେଲେ ଯିବାକୁ ଲାଗିବ ଡର
ଆମ ଦେଶରେ ପୁରୁଣା ଯୁଗର କିଛି ଦୁର୍ଗ ଆଜି ବି ରହିଛି। ସେଥିମଧ୍ୟରୁ କେତେକ ଖୁବ୍ ସୁନ୍ଦର ହୋଇଥିବାବେଳେ ଆଉ କିଛି ଭୟାନକ। ଏହିପରି ଏକ ଦୁର୍ଗ ହେଉଛି ପ୍ରବଳଗଢ଼। ଯାହା ମହାରାଷ୍ଟ୍ରର ମାଥରନ୍ ଏବଂ ପାନ୍ଭେଲ ମଝିରେ ରହିଛି। ଏହି…
ମୃତ୍ୟୁ ପରେ ଏହି ମନ୍ଦିରକୁ ଯାଇଥାଏ ଆତ୍ମା, କର୍ମ ଅନୁଯାୟୀ ଫଳ ଦେଇଥାନ୍ତି ଯମରାଜ
ସାଧାରଣତଃ ଲୋକେ ବିଭିନ୍ନ ମନ୍ଦିର ଯାଇଥାନ୍ତି ଦେବଦେବୀଙ୍କୁ ପୂଜାର୍ଚ୍ଚନା କରିବାକୁ। କିନ୍ତୁ ମୃତ୍ୟୁର ଏକ ମନ୍ଦିର ଅଛି ଜାଣିଲେ ଆଶ୍ଚର୍ଯ୍ୟ ହେବେ। ଏମିତି ଏକ ମନ୍ଦିର ରହିଛି ହିମାଚଳପ୍ରଦେଶରେ। କୁହାଯାଏ, ମୃତ୍ୟୁ ପରେ ଆତ୍ମା ଏହି ମନ୍ଦିରକୁ ଯେମିତି ହେଲେ ଥରେ…
ଗାର୍ଲଫ୍ରେଣ୍ଡ୍ଙ୍କୁ ଯୁବକ ପିନ୍ଧାଇଲେ ଏମିତି ମୁଦି, ଦେଖିଲେ ଲାଗିବ ଘୃଣା
ଶୋସିଆଲ ମିଡିଆରେ ଏକ ଏନ୍ଗେଜ୍ମେଣ୍ଟ ରିଙ୍ଗ୍ ଭାଇରାଲ ହୋଇଛି। ଏହି ରିଙ୍ଗ୍ ଦେଖିଲେ ଯେ କେହି ଆଶ୍ଚର୍ଯ୍ୟ ହୋଇଯିବା ସହ ଘୃଣା ବି କରିବ। ଏହି ରିଙ୍ଗ୍ ବା ମୁଦି କୌଣସି ସୁନା କିମ୍ବା ରୁପାରେ ନୁହେଁ, ମୁଣ୍ଡ କେଶରେ ତିଆରି…
ଦୃଷ୍ଟିହୀନ କରିପାରେ ଫୋନ୍ର ନୀଳରଶ୍ମି!
ସ୍ମାର୍ଟଫୋନ୍ରେ ଅନବରତ ବ୍ୟସ୍ତ ରହିବା ଦ୍ୱାରା ଆଖି ଉପରେ ଗଭୀର ପ୍ରଭାବ ପଡ଼ିଥାଏ। ଏହାର ଆହୁରି ଅନେକ କୁପରିଣାମ ଥିଲେ ମଧ୍ୟ ଆଖିକୁ ସବୁଠୁ ଅଧିକ ହାନି ପହଞ୍ଚିଥାଏ। ବୈଜ୍ଞାନିକଙ୍କ ମତରେ, ସ୍ମାର୍ଟଫୋନ୍ରୁ ବିଚ୍ଛୁରିତ ହେଉଥିବା ନୀଳ ରଶ୍ମି ଯୋଗୁ ଦୃଷ୍ଟିଶକ୍ତି…
ଦୀପିକାଙ୍କ ନାଁରେ ତିଆରି ହେଲା ଜୋତା
ଫ୍ରାନ୍ସର ଫ୍ୟାଶନ୍ ଡିଜାଇନର ଖ୍ରୀଷ୍ଟିଆନ୍ ଲୁକୋଟିନ୍ ଏବେ ବଲିଉଡ୍ କୁଇନ୍ ଦୀପିକା ପାଦୁକୋନଙ୍କ ନାଁ ଅନୁସାରେ ତିଆରି କରିଛନ୍ତି ଏକ ହାଇହିଲ୍। ଏହା ଦେଖିବାକୁ ଯେତିକି ସୁନ୍ଦର ଏହା ଦାମ୍ ମଧ୍ୟ ସେତିକି ଅଧିକ। ଏବେ ଦୀପିକା କାନ୍ସ ଫିଲ୍ମ ପେଷ୍ଟିଭାଲରେ…
୩୬ ହଜାର କିଲୋମିଟର ପାଦରେ ଚାଲି ବୃଦ୍ଧା ମା’ଙ୍କୁ କରାଇଲେ ତୀର୍ଥଯାତ୍ରା..
ପୁରାଣରେ ଶ୍ରବଣ କୁମାର ଦୃଷ୍ଟି ବାଧିତ ମାତା ପିତାଙ୍କୁ ଭାରରେ ବୋହି ତୀର୍ଥଯାତ୍ରା କରାଇଥିବା ଉଲ୍ଲେଖ ରହିଛି। ସେହିପରି ମଧ୍ୟପ୍ରଦେଶ ଜବଲପୁରରେ ବାସ କରୁଥିବା କୈଳାସ ଗିରି ବ୍ରହ୍ମଚାରୀ ନାମକ ଜଣେ ଯୁବକ ନିଜ ଦୃଷ୍ଟି ବାଧିତ ମା’ଙ୍କୁ ୩୬ ହଜାର…
ଚକୋଲେଟ ଉପରେ ଥିବା ଧଳା ଦାଗ କ’ଣ?
ପିଲା ହେଉ କି ବୃଦ୍ଧ ସମସ୍ତଙ୍କୁ ଚକୋଲେଟ ଖାଇବାକୁ ଭଲ ଲାଗିଥାଏ। ଅଧିକାଂଶ ଲୋକମାନେ ଚକୋଲେଟକୁ ଅଧିକ ଦିନ ପର୍ଯ୍ୟନ୍ତ ଫ୍ରିଜ ରଖି ଏହାକୁ ଖାଇବାର ମଜା ନେଇ ଥାଆନ୍ତି। କିନ୍ତୁ ବେଳେବେଳେ ଚକୋଲେଟକୁ ଅଧିକ ଦିନ ପର୍ଯ୍ୟନ୍ତ ରଖିବା ଦ୍ବାରା…
ରବର କି ବୋର୍ଡ
ଆଜିକାଲି କମ୍ପ୍ୟୁଟର ଯୁଗ। କମ୍ପ୍ୟୁଟରର ଅନ୍ୟତମ ଅତ୍ୟାବଶ୍ୟକ ପାର୍ଟ ହେଲା କି ବୋର୍ଡ। ଏହା ସାଧାରଣତଃ କଠିନ ପ୍ଲାଷ୍ଟିକରେ ପ୍ରସ୍ତୁତ ହୋଇଥାଏ। ଅସାବଧାନତାରୁ ଯଦି ଏହା ପଡ଼ିଯାଏ କିମ୍ବା ଏଥିରେ ଜୋର୍ରେ ଆଘାତ ଲାଗେ ତେବେ ତାହା ଭାଙ୍ଗି ଯିବାର ସମ୍ଭାବନା…
Archives


