ଫୁରସତ

ଇନ୍ଦ୍ରଧନୁର ସାତ ରଙ୍ଗରେ ସଜେଇ ହୋଇଛି ଏହି ଗାଁ

ଦୁନିଆରେ ଏମିତି ବି ଏକ ଇନ୍ଦ୍ରଧନୁର ସାତ ରଙ୍ଗରେ ସଜେଇ ହୋଇଛି ଏହି ଗାଁ ଅଛି, ଯେଉଁଠି ଧୂଳିମାଟିର ପ୍ରଶ୍ନ ନାହଁି, ତେବେ ଏହା ଅବିଶ୍ୱସନୀୟ ଲାଗିପାରେ। କିନ୍ତୁ ଏମିତି ବି ଏକ ଗାଁ ଅଛି ଯେଉଁ ଇନ୍ଦ୍ରଧନୁର ସାତ ରଙ୍ଗରେ…

ବହି ପଢା ନ ଶୁଣିଲେ କାନ୍ଦୁଛନ୍ତି ୧୦ମାସର ଶିଶୁ

ଶୀର୍ଷକ ପଢ଼ି ଆଶ୍ଚର୍ଯ୍ୟ ଲାଗୁଥିବ, କିନ୍ତୁ ଏହା ସମ୍ପୂର୍ଣ୍ଣ ସତ। ସାଧାରଣ ଭାବେ ଛୋଟ ଶିଶୁଙ୍କର ସମୟ ଖେଳକୁଦ କିମ୍ବା ଶୋଇବାରେ କଟିଥାଏ। ପଢ଼ିବା ଭଳି କୌଣସି କଥା ସେମାନଙ୍କ ମନକୁ ବୁଝାପଡ଼ି ନ ଥାଏ। ଆଜିକାଲି ଶିଶୁଙ୍କ ପାଇଁ ମୋବାଇଲ୍‌…

ବିଶ୍ୱର ସବୁଠୁ ବଡ଼ ବେଙ୍ଗ, ଓଜନ ୩ କେଜିରୁ ଊର୍ଦ୍ଧ୍ୱ

ବର୍ଷାଋତୁରେ ବିଭିନ୍ନ ପ୍ରକାର ବେଙ୍ଗ ଦେଖିବାକୁ ମିଳିଥାନ୍ତି। ସାଧାରଣତଃ ଗୋଟିଏ ବେଙ୍ଗର ଓଜନ ଅଧକେଜିରୁ ଏକ କେଜି ଭିତରେ ହୋଇଥାଏ। କିନ୍ତୁ ଏମିତି ଏକ ପ୍ରଜାତିର ବେଙ୍ଗ ରହିଛି ଯାହାର ଓଜନ ୩ କେଜିରୁ ଅଧିକ। ଏପରି ବେଙ୍ଗ ଆଫ୍ରିକାରେ ଦେଖିବାକୁ…

ଡେରାଡୁନ୍‌ର ଏକ ଗଳିର ନାଁ ଲୈଲା-ମଜ୍‌ନୁ, କାହିଁକି ଜାଣନ୍ତି

ଲୈଲା-ମଜ୍‌ନୁଙ୍କ ପ୍ରେମ ସମ୍ପର୍କ ସମସ୍ତଙ୍କୁ ଊଣା ଅଧିକେ ଜଣା। ଏମାନଙ୍କ ପ୍ରେମକୁ ନେଇ ଅନେକ କାହାଣୀ ଥିବାବେଳେ କିଛି ଫିଲ୍ମ ମଧ୍ୟ ନିର୍ମାଣ ହୋଇସାରିଛି। ଏହା ପରେ ଯେଉଁ ପ୍ରେମୀଯୁଗଳ ସଚ୍ଚା ପ୍ରେମ କରିଛନ୍ତି ତାଙ୍କୁ ଲୈଲା-ମଜ୍‌ନୁଙ୍କ ଆଖ୍ୟା ଦିଆଯାଇଛି। ଏମିତି…

ବାମ ପଟେ ନୋଜ୍‌ ରିଂ…

ସାଧାରଣତଃ ପୂର୍ବ କାଳରେ ଝିଅମାନେ ବା ମହିଳା ମାନେ କାନ ଓ ନାକରେ ଛିଦ୍ର କରି ଗହଣା ପିନ୍ଧୁଥିଲେ। ଏବେ ମଧ୍ୟ କେତେକ ଏପରି କରୁଥିବାର ଦେଖାଯାଏ। ବେଦ ଓ ଶାସ୍ତ୍ରର ବର୍ଣ୍ଣନା ଅନୁଯାୟୀ ଯେଉଁମାନେ ନାକରେ ଛିଦ୍ର କରି ଗହଣା…

ଏପରି ମନ୍ଦିର ଯେଉଁଠି ମାଙ୍କଡ଼ଙ୍କ ପାଖରେ ହୁଏ ଭୋଗ ଲାଗି…

ଉତ୍ତରପ୍ରଦେଶ ସୀତାପୁର ଜିଲା ଠାରୁ ୭୦ କିଲୋମିଟର ଦୂରରେ ଥିବା ଅଟବା କୁରସଠ ଗାଁରେ ଏକ ମନ୍ଦିର ରହିଛି। ଏହି ମନ୍ଦିରରେ ମାଙ୍କଡ଼ଙ୍କ ପାଖରେ ଭୋଗ ଲାଗି ହୋଇଥାଏ। ଏଠାରେ ମାଙ୍କଡ଼ଙ୍କୁ ମଦ ପିଇବାକୁ ଦିଆଯିବା ପରମ୍ପରା ରହିଛି। ମନ୍ଦିରରେ କୌଣସି…

ପୋଲିସ୍‌ ଷ୍ଟେଶନ୍‌ ଭିତରେ ଚାଲିଛି ପାଠଶାଳା

ଡେରାଡୁନ୍‌ର ପ୍ରେମନଗର୍‌ ପୋଲିସ୍‌ ଷ୍ଟେସନ୍‌ ଦେଶରେ ଥିବା ଅନ୍ୟ ସମସ୍ତ ପୋଲିସ୍‌ ଷ୍ଟେସନ୍‌ଠୁ ସ୍ବତନ୍ତ୍ର। ଏହାକୁ ସ୍ବତନ୍ତ୍ର କରିଛି କିଛି ମୁହୂର୍ତ୍ତରେ ପରିଣତ ହେଉଥିବା ପାଠଶାଳା। ପ୍ରେମନଗର ପାଖରେ ଥିବା ଏକ ବସ୍ତିରେ ଅନେକ ଗରିବଶ୍ରେଣୀର ପିଲା ଅଛନ୍ତି, ଯେଉଁମାନେ ଶିକ୍ଷାଠୁ…

ଏହି ଗାଁକୁ ବୁଲି ଆସିଲେ ଦୂର ହେବ ଦାରିଦ୍ରତା

ଗରିବ କିମ୍ବା ଆର୍ଥିକ ସଙ୍କଟର ସମ୍ମୁଖୀନ ହେବାକୁ କିଏ ବା ପସନ୍ଦ କରେ। ସମୟ ଏବଂ ପରିସ୍ଥିତି ଏଭଳି ସମସ୍ୟାର ସମ୍ମୁଖୀନ କରାଇଥାଏ। ଏହି ସମସ୍ୟାରୁ ଯଦି ରକ୍ଷା ପାଇବାକୁ ଚାହଁୁଛନ୍ତି ତେବେ, ଉରାଖଣ୍ଡର ଚମେଲୀ ଜିଲାରେ ଥିବା ମାଣା ଗାଁକୁ…

ରୋଗୀଙ୍କ ଗଳାରୁ ବାହାରୁଥିଲା ରକ୍ତ, କାରଣ ଜାଣି ଆଶ୍ଚର୍ଯ୍ୟ ହେଲେ ଡାକ୍ତର

ବ୍ରିଟେନ୍‌ରେ ରହୁଥିବା ୭୨ ବର୍ଷୀୟ ଅବସରପ୍ରାପ୍ତ ଇଲେକ୍ଟ୍ରିସିଆନ୍‌ ଜ୍ୟାକ୍‌ଙ୍କ ଗଳାରୁ ରକ୍ତ ବାହାରୁଥିଲା। ଜ୍ୟାକ୍‌ଙ୍କ ଗଳା ଦରଜ ହେବା ସହ ନିଃଶ୍ୱାସ ପ୍ରଶ୍ୱାସ ନେବାରେ କଷ୍ଟ ହେଉଥିଲା। ଅପରେଶନ୍‌ ପାଇଁ ସେ ଡାକ୍ତରଙ୍କ ନିକଟକୁ ଯାଇଥିଲେ। ଏହାର କାରଣ ଜାଣି ଡାକ୍ତର…

ପଡ଼ୋଶୀଙ୍କୁ ଖୁସି କରିବାକୁ କାନ୍ଥରେ ଆଙ୍କିଲେ ଇମୋଜି, ମାମଲା ପହଞ୍ଚିଲା ଥାନାରେ

ପଡ଼ୋଶୀଙ୍କୁ ଖୁସି କରିବାକୁ ଜଣେ ବ୍ୟକ୍ତି ଘରର କାନ୍ଥରେ ଇମୋଜି ଆଙ୍କିଥିଲେ। କିନ୍ତୁ ଏଥିରେ ପଡ଼ୋଶୀ ରାଗିଯାଇ ଥାନାରେ କେସ୍‌ କରିଛନ୍ତି। ଏମିତି ଏକ ଅଜବ ଘଟଣା ଘଟିଛି କାର୍ଲିଫର୍ଣ୍ଣିଆରେ। ଘରମାଲିକ କ୍ୟାଥରିନ୍‌ କିଡ୍‌ କୁହନ୍ତି, ପଡ଼ୋଶୀଙ୍କ ଦୁଃଖ ଏବଂ ଥକାପଣ…

ରହସ୍ୟମୟ ପାତାଳଗଙ୍ଗା, ଅନ୍ତର୍ଦ୍ଧାନ ହୋଇଯାଉଛି ଜଳ

ପାତାଳଲୋକର ପାତାଳଗଙ୍ଗା ବିଷୟରେ ଅନେକେ କିଛି ଜ୍ଞାନ ନିଶ୍ଚୟ ଆହରଣ କରିଥିବେ। କିନ୍ତୁ ଏକ ପ୍ରାଚୀନ ଗୁମ୍ଫାରେ ପ୍ରବାହିତ ହେଉଥିବା ପାତାଳଗଙ୍ଗା ଏବେ ରହସ୍ୟଘେରରେ ରହିଛି। ଆନ୍ଧ୍ରପ୍ରଦେଶର କୁରନୁଲ୍‌ଠାରୁ ପ୍ରାୟ ୧୦୬ କିଲୋମିଟର ଦୂରରେ ବେଲମ୍‌ ନାମରେ ରହିଛି ଏକ ପ୍ରାଚୀନ…

ଚା’ ଦୋକାନ ପାଲଟିଛି ଲେଖକଙ୍କ ଆଲୋଚନା ସ୍ଥଳି

ଥିରୁଭାନନ୍ତପୁରମ୍‌: ସାଧାରଣତଃ କୌଣସି ବହିକୁ ନେଇ ଚର୍ଚ୍ଚା ହେଉ ଅବା ଲେଖକଙ୍କ ସମ୍ମିଳନୀ ଏହିସବୁ ବହି ଦୋକାନରେ କି କୌଣସି ଅନୁଷ୍ଠାନ ବା ଅଡିଟୋରିୟମରେ ହୋଇଥାଏ। କିନ୍ତୁ କେବେ ଭାବିଛନ୍ତି କି ଗୋଟିଏ ଚା ଦୋକାନରେ ଲେଖକଙ୍କ ସମ୍ମିଳନୀ ହେବା ବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?