ଫୁରସତ

ପ୍ରଥମଦେଖାରେ ଅନୁଷ୍କାଙ୍କୁ ଏମିତି କହିଦେଇଥିଲେ କୋହଲି, ଏବେ ଭାବି ପଶ୍ଚାତ୍ତାପ କରୁଛନ୍ତି

ବିରାଟ କୋହଲି ଏବଂ ଅନୁଷ୍କା ଶର୍ମାଙ୍କୁ ନେଇ ସବୁବେଳେ ଚର୍ଚ୍ଚା ଲାଗି ରହିଥାଏ। ବିବାହ ପରେ ମଧ୍ୟ ଉଭୟଙ୍କୁ ନେଇ ଚର୍ଚ୍ଚା ଥମୁନି। ସମସ୍ତେ ଜାଣନ୍ତି ଦୀର୍ଘ ୫ବର୍ଷର ପ୍ରେମ ସମ୍ପର୍କ ପରେ ବିରୁଷ୍କା ୨୦୧୭ ଡିସେମ୍ବର ମାସରେ ଇଟାଲୀରେ ବିବାହ…

ଯେଉଁଠି ମୋଟା ଯୁବତୀଙ୍କୁ ପସନ୍ଦ କରନ୍ତି ବର…

ଯୁବକମାନେ ସାଧାରଣତଃ ପତଳା ଝିଅଙ୍କୁ ଜୀବନସାଥି ଭାବରେ ଗ୍ରହଣ କରିବାକୁ ପସନ୍ଦ କରନ୍ତି। ତେବେ ଏପରି ଏକ ଅଞ୍ଚଳ ରହିଛି ଯେଉଁଠି ମୋଟା ଝିଅଙ୍କୁ ଯୁବକ ପସନ୍ଦ କରନ୍ତି। ଆଫ୍ରିକାରେ ଲୋକଙ୍କ ପସନ୍ଦ ହେଉଛି ମୋଟାଝିଆ । ଏଠାରେ କେତେକ ପତଳା…

ଯେଉଁଠି ରାତିରେ କଳା ରଙ୍ଗ ହୋଇଯାଏ ବାଲି

ଗୁଜରାଟର ଦୁମାସ୍‌ ସମୁଦ୍ରତଟ ଆଜି ବି ଲୋକଙ୍କ ମନରେ ଭୟ ସଞ୍ଚାର କରି ରଖିଛି। ଜନଶ୍ରୁତି ଅନୁସାରେ, ଏଠାରେ ପାପ ଶକ୍ତିଙ୍କ ପ୍ରଭାବ ରହିଥିବା ଜଣାଯାଏ। ଅନେକ ଅଦୃଶ୍ୟ ଶକ୍ତିଙ୍କ ଉପତ୍ାତ ଏଠାରେ ଦେଖିବାକୁ ମିଳେ। ବିଶେଷକରି ସୂର୍ଯ୍ୟାସ୍ତ ପରେ ଏମାନଙ୍କ…

ପ୍ରଦୂଷଣ ରୋକୁଛନ୍ତି ଏହି ଗଣେଶ

ଅକୋଲା: ଗଣେଶ ବିସର୍ଜନ ଏବେ ଦେଶରେ ଧୁମଧାମରେ ଚାଲିଛି। ମୃଣ୍ମୟ ମୂର୍ତ୍ତିକୁ ବିସର୍ଜନ କରିବା ପରେ ଜଳ ପ୍ରଦୂଷଣ ବୃଦ୍ଧି ହେଉଥିବାରୁ ଏଥିପାଇଁ ସବୁ ସ୍ତରରେ ଚିନ୍ତାପ୍ରକଟ କରାଯାଉଛି। କିନ୍ତୁ ଏହି ସମସ୍ୟା ସମାଧାନ କରିବାର ବାଟ ଦେଖାଇଛନ୍ତି ମହାରାଷ୍ଟ୍ର ଅକୋଲର…

ଅଜବ ବିଶ୍ୱାସ: ବାଘ ଏମାନଙ୍କ ପାଇଁ ଭାଇ

ଭୋପାଳ: କାହ୍ନା ଅଭୟାରଣ୍ୟ ବାହାରେ ରହିଥିବା ବଇଗା ସମ୍ପ୍ରଦାୟ ଆଦିବାସୀଙ୍କର ବାଘ ଓ ମଣିଷ ଏକାଠି ରହିବାର ଏକ ଅଜବ ବିଶ୍ୱାସ ସମ୍ପର୍କରେ ଜାଣିଲେ ଆଶ୍ଚର୍ଯ୍ୟ ହୋଇଯିବେ । ଆମେ ବାଘ ମାମୁ ବୋଲି ସମ୍ବୋଧନ କରୁ , କିନ୍ତୁ ଏହି…

ଜରିମାନା ଜାଲରେ ପୋଲିସ

ପାଟନା: ମୋଟର ଯାନ ଆଇନ ସେପ୍ଟେମ୍ବର ୧ରୁ ସାରା ଦେଶରେ ଲାଗୁ ହେବା ପରେ ଟ୍ରାଫିକ ନିୟମ ଉଲ୍ଲଂଘନକାରୀଙ୍କ ଉପରେ ଯେଭଳି ଜରିମାନା କରାଯାଉଛି ତାହା ଭାବିହେଉନି। ଅତ୍ୟଧିକ ଜରିମାନାକୁ ନେଇ କେତେକ ରାଜ୍ୟ ଏହାକୁ ଲାଗୁ କରିବା ନିର୍ଦ୍ଦେଶକୁ ଫେରାଇନେବା…

ଜାତୀୟ ସ୍ବର୍ଣ୍ଣବିଜେତା ଏବେ ଦୀନ ମଜୁରିଆ

କାନପୁର: ନିୟତିର ଗତି ବଡ଼ ବିଚିତ୍ର। ପରିସ୍ଥିତି କେତେବେଳେ ବଦଳିଯାଏ ତାହା କହିହେବନି। ସଫଳତାର ପାହାଚ ଚଢ଼ି ଉପରକୁ ଯାଇଥିବା ଜଣେ ଖେଳାଳି ଏକ ସୁନ୍ଦର ଭବିଷ୍ୟତ ଆଶା କରୁଥିବାବେଳେ ଦୀନ ମଜୁରିଆ ହେବା ଯେ କେତେ ପୀଡ଼ାଦାୟକ ତାହା ଅନୁଭବୀ…

ମନ୍ଦିରରେ ଠାକୁରଙ୍କୁ ମୁଣ୍ଡିଆ ନ ମାରି ଦିଆଯାଏ ତୋପ ସଲାମୀ…

ମନ୍ଦିରରେ ଠାକୁରଙ୍କୁ ମୁଣ୍ଡିଆ ମାରିବା ସହିତ ପୂଜାର୍ଚ୍ଚନା କରାଯାଇଥାଏ। ତେବେ ଏମିତି ଏକ ମନ୍ଦିର ରହିଛି ଯେଉଁଠି ଠାକୁରଙ୍କୁ ମୁଣ୍ଡିଆ ନ ମାରି ତୋପ ସଲାମୀ ଦିଆଯାଇଥାଏ। ମଧ୍ୟପ୍ରଦେଶ ଓର୍ଛାରେ ଥିବା ଶ୍ରୀରାମଙ୍କ ମନ୍ଦିରରେ ଏଭଳି ପରମ୍ପରା ରହିଛି। ଏଠାରେ ରାମଙ୍କୁ…

ରାଜସ୍ଥାନର ନିଆରା ପରିବାର: ମାଟିରେ ତିଆରି କରୁଛନ୍ତି ସୁନା ଭଳି ସୁନ୍ଦର ଅଳଙ୍କାର

ଏପରି ଏକ ସହର ରହିଛି ଯେଉଁଠାରେ ସୁନା ଭଳି ସୁନ୍ଦର ଅଳଙ୍କାରମାନ ମାଟିରେ ତିଆରି କରାଯାଉଛି। କଥାଟି ଶୁଣିଲେ ଆଶ୍ଚର୍ଯ୍ୟ ଲାଗୁଥିବ, ହେଲେ ସତ। କିଛି ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ରାଜସ୍ଥାନର ବିକାନେର ଜିଲାର ବିଶାଲା ଗାଁରେ। ଉକ୍ତ ଗଁାରେ…

ନିଆରା ବିବାହ : ମନ୍ତ୍ରରେ ନୁହେଁ, ଫିଲ୍ମ ଗୀତରେ ବିବାହ କାର୍ଯ୍ୟ ସମାପନ କଲେ ପଣ୍ଡିତ; ଦେଖନ୍ତୁ ଭିଡିଓ…

ସାଧାରଣତଃ ବିଧି ବିଧାନ ସହ ମନ୍ତ୍ର ଉଚ୍ଚାରଣ କରି ପଣ୍ଡିତ ବିବାହ କାର୍ଯ୍ୟ ସମ୍ପନ୍ନ କରିଥାନ୍ତି। ଏଥିରେ ଅଧିକ ବି ସମୟ ଲାଗିଥାଏ। କିନ୍ତୁ ଏପରି ଏକ ବିବାହ ଉତ୍ସବର ଭିଡିଓ ଭାଇରାଲ ହୋଇଛି, ଯାହା ଦେଖିଲେ ନ ହସି ରହିପାରିବେନି।…

ଏମିତି ରେଳଷ୍ଟେଶନ, ଯାହାର ପରିଚାଳନା ଦାୟିତ୍ୱ ନିର୍ବାହ କରିଥାନ୍ତି ଛୋଟ ପିଲା

ଯେକୌଣସି ଦେଶରେ ଗମନାଗମନ ସୁବିଧା ପାଇଁ ବିଭିନ୍ନ ପଦକ୍ଷେପ ହାତକୁ ନିଆଯାଉଛି। ଏଥିମଧ୍ୟରୁ ରେଳପଥ ଅନ୍ୟତମ। ଯାତ୍ରୀଙ୍କ ସୁବିଧା ପାଇଁ ରେଳପଥ ନିହାତି ଜରୁରୀ। ବିଶେଷକରି ଏହାକୁ ନିୟନ୍ତ୍ରଣ କରିବା ମଧ୍ୟ ସହଜ କଥା ନୁହେଁ। କିନ୍ତୁ ବିଶ୍ୱରେ ଏମିତି ଏକ…

ବଂଶୀ ଥେରାପିରେ ଭଲ ହେଉଛି ଗୋମାତାଙ୍କ ରୋଗ, ବଢୁଛି ଦୁଗ୍ଧ ଉତ୍ପାଦନ

ଜମ୍ମୁ,୧୨।୯: ଜମ୍ମୁ-କଶ୍ମୀରର ଏକ ଗୋଶାଳାରେ ଗୋମାତାଙ୍କୁ ସୁସ୍ଥ ରଖିବାକୁ ଏକ ଅଭିନବ ଉପାୟ ପ୍ରୟୋଗ କରାଯାଉଛି। ଏଠାରେ ଗୋମାତାଙ୍କ ଚିକିତ୍ସା କରାଯିବା ସହ ସେମାନଙ୍କୁ ବଂଶୀ ଥେରାପି ଦିଆଯାଉଛି। ଫଳରେ ଏମାନଙ୍କ ସ୍ବାସ୍ଥ୍ୟରେ ପରିବର୍ତ୍ତନ ଆସିବା ସହ ଏମାନେ ଅଧିକ ପରିମାଣରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?