ଫୁରସତ

ଅଜବ କଫି ମଗ୍‌

ସକାଳୁ ସକାଳୁ ଗରମାଗରମ କଫି ପିଇବାକୁ ଅନେକଙ୍କୁ ଖୁବ୍‌ ଭଲ ଲାଗେ। ଏପରି କି କର୍ମବ୍ୟସ୍ତତା ଭିତରେ ବି ଟିକେ ରିଫ୍ରେଶିଙ୍ଗ୍‌ ଫିଲ୍‌ ଆଣିବା ପାଇଁ କେହି କେହି କଫିର ସାହାଯ୍ୟ ନେଇଥାନ୍ତି। ତେବେ ଅନେକ ସମୟରେ କଫି ପିଇବାକୁ ପସନ୍ଦ…

ବ୍ୟକ୍ତିତ୍ୱ: ଭାରତୀୟ ଆଧୁନିକ ପେଣ୍ଟିଂର ରୂପକାର ନନ୍ଦଲାଲ ବୋଷ

ଭାରତୀୟ ମଡର୍ନ ଆର୍ଟ କଥା ଉଠିଲେ ସର୍ବପ୍ରଥମେ ଗୋଟିଏ ଚେହେରା ଆଖି ସାମ୍ନାକୁ ଚାଲିଆସେ। ଆଉ ସେ ହେଉଛନ୍ତି, ନନ୍ଦଲାଲ୍‌ ବୋଷ। କୁହାଯାଏ, ଭାରତୀୟ ସଂସ୍କୃତିକୁ ସେ କେବଳ ଆଧୁନିକତାର ଦୃଷ୍ଟିକୋଣରୁ ଦେଖି ନ ଥିଲେ; ଅଧିକନ୍ତୁ ସମଗ୍ର ବିଶ୍ୱକୁ ସେ…

ଓଡ଼ିଶାର କୁନି ତାରକା: ଯିଏ ପାଲଟିଛନ୍ତି ଅନ୍ୟ ପାଇଁ ଆଦର୍ଶ

ପିଲା ହେଉଛନ୍ତି ପ୍ରଜାପତି ପରି। ମନ ସେମାନଙ୍କର ଚାହେଁ ଉଡ଼ି ବୁଲିବାକୁ, ଆଉ ଛୁଇଁବାକୁ ଦୂର ଦିଗ୍‌ବଳୟ। ବେଳେବେଳେ ସେଇ ଝୁଙ୍କ୍‌ରେ ସେମାନେ ନିଜର ସମସ୍ତ ଶକ୍ତି ଓ ବୁଦ୍ଧି ଲଗାଇଦିଅନ୍ତି। ଆଉ ପହଞ୍ଚିଯାଆନ୍ତି ଶୀର୍ଷରେ। ପାଲଟିଯାଆନ୍ତି ଅନ୍ୟମାନଙ୍କ ପାଇଁ ଆଦର୍ଶ।…

୧୦ ବର୍ଷ ହେଲା ଖରାପ ହୋଇ ନ ଥିବା ବର୍ଗର

ଆଜିକାଲି ଫାଷ୍ଟଫୁଡ୍‌ ସମସ୍ତଙ୍କୁ ପସନ୍ଦ। ହେଲେ ୧୦ ବର୍ଷ ତଳେ ପ୍ରସ୍ତୁତ ହୋଇଥିବା ବର୍ଗର ଏବେବି ଖାଇବା ଉପଯୋଗୀ ରହିଛି କହିଲେ କେହି ବିଶ୍ୱାସ କରିବା କଷ୍ଟକର। କିନ୍ତୁ ଏହା ସତ। ୟୁରୋପର ଆଇସଲ୍ୟାଣ୍ଡରେ ଏବେ ଏକ ବର୍ଗର ଓ ଫ୍ରାଇଜ୍‌…

ଖାଇବା ପରେ ମହିଳାଙ୍କ ମୁହଁ ହେଉଥିଲା ଶୁଷ୍କ: ପରୀକ୍ଷା ପରେ ବାହାରିଲା ୫୩ ପଥର

ବେଳେବେଳେ ଡାକ୍ତରଙ୍କ ନିକଟକୁ ଏମିତି କିଛି ଅଜବ ରୋଗୀ ଆସିଥାନ୍ତି, ଯାହାଙ୍କ ରୋଗ ଦେଖି ଡାକ୍ତର ଆଶ୍ଚର୍ଯ୍ୟ ହୋଇଯାଇ ଥାଆନ୍ତିି। ଏମିତି କିଛି ଦେଖିବାକୁ ମିଳିଛି ଇରାକରେ। ୬୬ ବର୍ଷୀୟା ଜନୈକା ମହିଳାଙ୍କ ରୋଗ ଡାକ୍ତରଙ୍କ ପାଇଁ ମୁଣ୍ଡବିନ୍ଧାର କାରଣ ପାଲଟିଥିଲା।…

‘ପାଣିପାଗ ବିଭାଗ’ ନାମରେ ଖ୍ୟାତ ଏହି ବ୍ୟକ୍ତି: ଗରମଦିନେ ଲାଗେ ଶୀତ, ଶୀତଦିନେ ଗରମ

ଗ୍ରୀଷ୍ମଦିନେ ଗରମ ଲାଗିବା ଏବଂ ଶୀତଦିନେ ଶୀତ ଲାଗିବା ସ୍ବାଭାବିକ ପ୍ରକ୍ରିୟା। ଯଦି ଏହାର ଓଲଟା କଥା ଅର୍ଥାତ୍‌ ଗ୍ରୀଷ୍ମଦିନେ ଶୀତ ଏବଂ ଶୀତଦିନେ ଗରମ ଲାଗିବା କଥା କୁହାଯାଏ, ତେବେ ଏହା ସମ୍ଭବନୁହେଁ ବୋଲି କହିପାରନ୍ତି। ହେଲେ ଜାନୁୟାରୀ ମାସ…

କ୍ୟାମେରା ଦେଖି ପୋଜ୍‌ ଦେଉଛି ଏହି ଛେଳି, ଲୋକେ କୋରିଆ ପପ୍‌ଷ୍ଟାରଙ୍କ ସହ କରୁଛନ୍ତି ତୁଳନା

ଆଜିକାଲିର ସମୟରେ କ୍ୟାମେରା ଦେଖିଲେ ଯେ କେହିବି ଭଲ ପୋଜ୍‌ ଦେବାକୁ ଚାହିଁଥାଏ। ହେଲେ ମାଲେସିଆର ପେରାକ ରାଜ୍ୟର ଏକ ଫାର୍ମରେ ଥିବା ସନେନ ପ୍ରଜାତିର ଏକ ଛେଳି ଫଟୋକୁ ନେଇ ଚର୍ଚ୍ଚାରେ। ୧୧ ମାସର ଏହି ଛେଳିଟିକୁ କୋରିଆ ପପ୍‌ଷ୍ଟାରଙ୍କ…

ବୁଲେଟ୍‌ ପ୍ରୁଫ୍‌ ଟଏଲେଟ୍‌ : ଦାମ୍‌ ଜାଣିଲେ ହେବେ ଆଶ୍ଚର୍ଯ୍ୟ

କୁହାଯାଏ, ମଣିଷର ଇଚ୍ଛାଶକ୍ତି ଥିଲେ ସବୁ ଅସମ୍ଭବ ସମ୍ଭବ ହୁଏ। ଚାଇନାରେ ଏହି କଥାକୁ ପ୍ରମାଣ କରି ଦେଖାଇଛନ୍ତି ଜଣେ ବ୍ୟବସାୟୀ। ପୂର୍ବରୁ ଗୀତାର, ଜୋତା ଆଦି ସୁନାରେ ତିଆରି କରିଥିବାବେଳେ ଏବେ ସୁନାର ଟଏଲେଟ୍‌ ତିଆରି କରିଛନ୍ତି, ଯାହାର ଦାମ୍‌…

ଭଗବାନ୍‌ ରାମଙ୍କ ବଂଶଧର ୨୧ ବର୍ଷୀୟ ଯୁବକ: ୨୦ ହଜାର କୋଟି ସମ୍ପତ୍ତିର ମାଲିକ

ମାତ୍ର ୨୧ ବର୍ଷୀୟ ଯୁବକ ୨୦ ହଜାର କୋଟି ଟଙ୍କାର ମାଲିକ। ଏହା ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ସତ। ଖାଲି ସେତିକି ନୁହେଁ, ଯୁବକ ଜଣଙ୍କ ନିଜକୁ ଭଗବାନ୍‌ ରାମଙ୍କ ବଂଶଧର ବୋଲି ମଧ୍ୟ କହୁଛନ୍ତି। ପଦ୍ମନାଭ ସିଂହ ନାମକ…

ଏସବୁ ପାଇଁ ପାଳନ କରାଯାଏ ବଡ଼ ଓଷା…

କାର୍ତ୍ତିକ ମାସ ଶୁକ୍ଳପକ୍ଷ ତ୍ରୟୋଦଶୀରେ ବଡ଼ ଓଷା ପାଳିତ ହୋଇଥାଏ । ଏହି ଓଷା ଭୀଷ୍ମ ପଞ୍ଚକ ମଧ୍ୟରେ ବଡ଼ ଏକାଦଶୀ ବା ଦେବ ଉତ୍‌ଥାନ ଏକାଦଶୀ ପରେ ପାଳିତ ହୋଇଥାଏ। ଏହି ଏକାଦଶୀରେ ଚତୁର୍ମାସ୍ୟାରୁ ନିଦ୍ରା ଯାଇଥିବା ଦେବତାମାନେ ନିଦ୍ରାତ୍ୟାଗ…

ଅଜବ ଅଣ୍ଡା ଦେଖି ଆଶ୍ଚର୍ଯ୍ୟ ହେଲେ ଦମ୍ପତି

ସାଧାରଣତଃ ପଶୁପକ୍ଷୀଙ୍କ ଅଣ୍ଡା ଦେଖିଥିବେ ମାତ୍ର ଫିନ୍‌ଲ୍ୟାଣ୍ଡ୍‌ ବୁଲିବାକୁ ଯାଇଥିବା ଦମ୍ପତି ସମୁଦ୍ରକୂଳରେ ଅଜବ ଅଣ୍ଡା ଦେଖି ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ଏହି ଅଣ୍ଡା କୌଣସି ପଶୁ ପକ୍ଷୀଙ୍କର ନ ଥିଲା, ଥିଲା ବରଫର ଅଣ୍ଡା। ଏଠାକାର ହୈଏକ୍‌ ଲୁଓତୋ ଦ୍ୱୀପର ମଜିନେମି…

ନୀଳ ରଙ୍ଗର ହୀରା ମୁଦି ଶହେ କୋଟିରେ ହେବ ନିଲାମ

ଜେନେଭା,୯।୧୧: ଜେନେଭାଠାରେ ଏକ ହୀରାମୁଦିର ନିଲାମ ହେବ। ଏହାକୁ ଶହେ କୋଟି ଟଙ୍କା(୧୪ ମିଲିୟନ୍‌ ଡଲାର)ରେ ନିଲାମ କରାଯିବ ବୋଲି କୁହାଯାଉଛି। ସ୍ଥାନୀୟ କ୍ରେଷ୍ଟ ନିଲାମ ଗୃହରେ ଏହାର ନିଲାମ ହେବ। ଏହି ହୀରାମୁଦିରେ ୭.୦୩ କ୍ୟାରେଟ୍‌ ଓଜନର ନୀଳ ରଙ୍ଗର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?