Posted inଫୁରସତ

‘ପାଣିପାଗ ବିଭାଗ’ ନାମରେ ଖ୍ୟାତ ଏହି ବ୍ୟକ୍ତି: ଗରମଦିନେ ଲାଗେ ଶୀତ, ଶୀତଦିନେ ଗରମ

ଗ୍ରୀଷ୍ମଦିନେ ଗରମ ଲାଗିବା ଏବଂ ଶୀତଦିନେ ଶୀତ ଲାଗିବା ସ୍ବାଭାବିକ ପ୍ରକ୍ରିୟା। ଯଦି ଏହାର ଓଲଟା କଥା ଅର୍ଥାତ୍‌ ଗ୍ରୀଷ୍ମଦିନେ ଶୀତ ଏବଂ ଶୀତଦିନେ ଗରମ ଲାଗିବା କଥା କୁହାଯାଏ, ତେବେ ଏହା ସମ୍ଭବନୁହେଁ ବୋଲି କହିପାରନ୍ତି। ହେଲେ ଜାନୁୟାରୀ ମାସ ଜାଡ଼ରେ ବରଫ ଉପରେ ଶୋଇଥା’ନ୍ତି ଜଣେ ବ୍ୟକ୍ତି। ଏପରିକି ଗରମଦିନେ ନିଆଁ ପୁଆଁଇଥାନ୍ତି। ଡାକ୍ତର ତାଙ୍କର ଏଭଳି ଅବସ୍ଥା ଦେଖି ଚକିତ ହୋଇଛନ୍ତି।

ହରୟାଣାର ମହେନ୍ଦ୍ରଗଡ଼ ଅଞ୍ଚଳର ଡେରୋଲି ଅହୀର ଗ୍ରାମରେ ରୁହନ୍ତି ସନ୍ତଲାଲ। ତାଙ୍କୁ ଗରମଦିନେ ଥଣ୍ଡା ଲାଗିଥାଏ। ଏହିଦିନରେ ଲୋକମାନେ ନିଜକୁ ଥଣ୍ଡା ରଖିବା ପାଇଁ ଏସି, କୁଲର ଏବଂ ଫ୍ୟାନ୍‌ ବ୍ୟବହାର କରୁଥିବା ବେଳେ ତାଙ୍କୁ କିନ୍ତୁ ରେଜେଇ ଘୋଡ଼ି ହେବାକୁ ପଡେ। ସେହିଭଳି ଥଣ୍ଡାଦିନରେ ସେ ନିୟମିତ ଆଇସ୍‌କ୍ରିମ୍‌ ଖାଉଥିବା ବେଳେ ବରଫ ଉପରେ ଶୋଇବାକୁ ପସନ୍ଦ କରନ୍ତି। ତାଙ୍କୁ ଦିନକୁ ୩ ଥର ଗାଧୋଇବାକୁ ପଡେ। ଦିନ ୧୦ଟା ପରେ ସେ ନିଆଁ ପୁଅଁାଇଥାନ୍ତି। ପିଲାବେଳୁ ସେ ଏପରି ବୋଲି ଗ୍ରାମବାସୀ କୁହନ୍ତି।
ସନ୍ତଲାଲଙ୍କ ଜୀବନଚର୍ଯ୍ୟା ସାଧାରଣ। ସେ କେବେ ବି ରୋଗରେ ପଡ଼ିନାହାନ୍ତି। ୧୯୭୬ରେ ସେ ମାଟ୍ରିକ୍‌ ପାସ୍‌ କରିଥିବା ବେଳେ ୨୧ ବର୍ଷରେ ବିବାହ କରିଥିଲେ। ଏବେ ତାଙ୍କୁ ‘ପାଣିପାଗ ବିଭାଗ’ ନାମରେ ଲୋକେ ଡାକୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୨୩ ବର୍ଷର ଯୁବତୀ କ୍ଲିୟର କଲେ ୟୁପିଏସସି ପରୀକ୍ଷା, କାମ କରୁଛି ମାତ୍ର ୨ଟି ଆଙ୍ଗୁଠି

ନୂଆଦିଲ୍ଲୀ,୧୮।୪: ୟୁପିଏସସି ସିଭିଲ ସର୍ଭିସେସ ପରୀକ୍ଷା (UPSC CSE) ୨୦୨୩ ଫଳାଫଳ ପ୍ରକାଶ ପାଇବା ପରେ, ଯେଉଁମାନେ ଏହାକୁ ପାସ କରିଛନ୍ତି ସେମାନଙ୍କ ଅନେକ ସଂଘର୍ଷ...

ସତର୍କତାକୁ ପ୍ରାଥମିକତା

ଆମ ଶରୀରର ଅନ୍ୟତମ ପ୍ରମୁଖ ଅଙ୍ଗ ହେଉଛି ଯକୃତ ବା ଲିଭର। ଏହା ସୁସ୍ଥ ରହିବା ନିହାତି ଦରକାର। ନ ହେଲେ ସମୟକ୍ରମେ ଏହା ଜଟିଳ...

ଭଗବାନ ରାମଙ୍କ ନିଆରା ବ୍ୟାଙ୍କ; ୫ ଲକ୍ଷ ଥର ‘ସୀତାରାମ’ ଲେଖିବା ପରେ ଖୋଲିଥାଏ ଆକାଉଣ୍ଟ

ଅଯୋଧ୍ୟା: ସାରା ଦେଶରେ ରାମ ନବମୀର ପର୍ବ ବେଶ ଧୁମ୍‌ଧାମ୍‌ରେ ପାଳନ କରାଯାଉଛି। ଏହି ଅବସରରେ ଅଯୋଧ୍ୟା ସମ୍ପୂର୍ଣ୍ଣ ଆଲୋକିତ ହୋଇଛି। କାରଣ ରାମଲାଲାଙ୍କ ପ୍ରାଣ...

ଜନ୍ମରୁ ୧ ମାସ ପର୍ଯ୍ୟନ୍ତ ପୁଅକୁ ଦେଉଥିଲେ କେବଳ ସୂର୍ଯ୍ୟକିରଣ, ଶିଶୁର ମୃତ୍ୟୁ ପରେ ପିତାଙ୍କୁ ୮ ବର୍ଷ ଜେଲ

ମସ୍କୋ,୧୭।୪: ରୁଷିଆର ଜଣେ ଇନଫ୍ଲୁଏନ୍ସରଙ୍କ ଏକ ମାସର ପୁଅର ମୃତ୍ୟୁ ହେତୁ ତାଙ୍କୁ କୋର୍ଟ ୮ ବର୍ଷ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି। ସେ ନିଜ ପୁଅକୁ...

ଅଧିକ ସଚେତନତାର ଆବଶ୍ୟକତା ରହିଛି

ପ୍ରତିବର୍ଷ ଏପ୍ରିଲ ୧୭ ତାରିଖରେ ପାଳିତ ହୋଇଥାଏ ‘ବିଶ୍ୱ ହେମୋଫିଲିଆ ଦିବସ’। ଚଳିତ ବର୍ଷ ଏହି ଦିବସର ପ୍ରସଙ୍ଗ ରହିଛି-‘ସମସ୍ତ ବଂଶାନୁକ୍ରମିକ ବ୍ୟାଧିରେ ଆକ୍ରାନ୍ତ ସବୁ...

୨୭୦ ଥର ଟ୍ରାଫିକ୍‌ ନିୟମ ଉଲ୍ଲଘଂନ, ୧.୩୬ ଲକ୍ଷ ଜରିମାନା

ବେଙ୍ଗାଲୁରୁ: ଟ୍ରାଫିକ ନିୟମ ଉଲ୍ଲଂଘନ ପାଇଁ ସାଧାରଣତଃ କିଛି ହଜାର ଟଙ୍କା ଜରିମାନା ଦେବାକୁ ପଡିଥାଏ। କିନ୍ତୁ ଏବେ ଏପରି ଏକ ମାମଲା ସାମ୍‌ନାକୁ ଆସିଛି,...

କଂଗ୍ରେସ ନାଁରେ ସାଂଘାତିକ ଅଭିଯୋଗ ଆଣିଲେ ଅମିର ଖାନ୍‌

ମୁମ୍ବାଇ,୧୭ା୪:କୃତ୍ରିମ ବୁଦ୍ଧିମତ୍ତା (ଏଆଇ) ଜରିଆରେ ବଲିଉଡ୍‌ ଅଭିନେତା ଆମୀର ଖାନ୍‌ଙ୍କ ପୁରୁଣା ଭିଡିଓକୁ ବ୍ୟବହାର କରାଯାଇ ଭାଜପା ବିରୋଧରେ ଏକ ବିଜ୍ଞାପନ ପ୍ରସ୍ତୁତ କରାଯାଇଛି। ସୋସିଆଲ...

୨.୨୬ ଲକ୍ଷ ଟଙ୍କାରେ ନିଲାମ ହେଲା ଗୋଟିଏ ଅଣ୍ଡା, କାରଣ ଜାଣିଲେ…

ନୂଆଦିଲ୍ଲୀ,୧୬।୪: ସମସ୍ତେ ଶୁଣିଛନ୍ତି ଯେ ଅଣ୍ଡା ଖାଇବା ସ୍ବାସ୍ଥ୍ୟ ପାଇଁ ଲାଭଦାୟକ, କିନ୍ତୁ ଯେତେବେଳେ ଆପଣ ଜାଣିବେ ଯେ ଗୋଟିଏ ଅଣ୍ଡାର ମୂଲ୍ୟ ଲକ୍ଷ ଲକ୍ଷ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri