ଗଛ ପାଲଟୁଛି ଆସବାବ
କିଏ ଗଛ ଲଗାଏ ଫଳ ଖାଇବା ପାଇଁ। ପୁଣି କିଏ ଗଛ ଲଗାଏ ଛାଇ ଟିକେ ପାଇବା ପାଇଁ। ତେବେ ଗ୍ୟାଭିନ୍ ମୁନ୍ରୋ ଏବଂ ଆଲାଇସ୍ ମୁନ୍ରୋ ଗଛ ଲଗାଉଛନ୍ତି ଗଛକୁ ଭିନ୍ନଭିନ୍ନ ଆକୃତି ଦେବା ପାଇଁ। ତାହା ପୁଣି...
ଲ୍ୟୁକୋଡର୍ମା କଣ୍ଢେଇ
ଭିଟିଲିଗୋ ବା ଲ୍ୟୁକୋଡର୍ମା, ଏକ ଏଭଳି ଚର୍ମରୋଗ ଯେଉଁଥିରେ ଚର୍ମର କିଛି କିଛି ଭାଗର ପିଗମେଣ୍ଟ ବା ବର୍ଣ୍ଣ କୋଷିକା ମୃତ କିମ୍ବା କାର୍ଯ୍ୟ କରିବାରେ ଅସମର୍ଥ ହୋଇ ଧଳା ଧଳା ଚିହ୍ନ ହୋଇଯାଏ। ଏଭଳି ହେବାର କାରଣ ଏପର୍ଯ୍ୟନ୍ତ...
ସ୍ତ୍ରୀଙ୍କ ଆଶା ପୂରଣ ପାଇଁ ତିଆରି କଲେ ଗିଟାର ଆକାରର ଜଙ୍ଗଲ
ଆର୍ଜେଣ୍ଟିନା, ପମ୍ପାସ୍ର ଏକ ଉର୍ବର ଚାଷଜମିରେ ଦେଖିବାକୁ ମିଳେ ଏକ ବିରାଟକାୟ ଗିଟାର ଆକାରର ଜଙ୍ଗଲ। ଜଙ୍ଗଲଟି ୭୦୦୦ରୁ ଊର୍ଦ୍ଧ୍ୱ ସାଇପ୍ରେସ୍ ଓ ୟୁକାଲିପଟାସ୍ ଗଛ ଲଗାଯାଇ ତିଆରି କରାଯାଇଛି। ୧ କି.ମିରୁ ଉର୍ଦ୍ଧ୍ୱ ଲମ୍ବ ବିଶିଷ୍ଟ ଉକ୍ତ ଜଙ୍ଗଲ...
ପ୍ରଥମ ଦରମାରେ ରୋଗୀଣା ଶିଶୁକୁ ଖାଇବାକୁ ଦେଇଥିଲି
ହୃଦ୍ବକ୍ଷ ଶଲ୍ୟ ବିଶେଷଜ୍ଞ ଡା. ରମାରମଣ ଷଡ଼ଙ୍ଗୀ ନିଜ ପ୍ରଥମ ରୋଜଗାର ସମ୍ପର୍କରେ ଯାହା କୁହନ୍ତି… କଟକ ଜିଲାର ମଧ୍ୟକଚ୍ଛରେ ଆମ ଗାଁ ହୋଇଥିଲେ ହେଁ ବାପା ଶିକ୍ଷାବିତ୍ ନାରାୟଣ ଚନ୍ଦ୍ର ଷଡ଼ଙ୍ଗୀ ଯେହେତୁ କେନ୍ଦୁଝରରେ ଚାକିରି କରୁଥିଲେ ତେଣୁ...
ଦାମୀ ଛତା
ବର୍ଷାର ସାଥୀ ଛତା। ତେବେ କିଛି ଛତା ଅଛି, ଯାହା ବର୍ଷାରୁ ସୁରକ୍ଷା ପ୍ରଦାନ କରିବା ସହ ଷ୍ଟାଟସ୍ର ପ୍ରତୀକ ସାଜିଥାଏ । କାରଣ ସେସବୁର ମୂଲ୍ୟ ହୋଇଥାଏ ଆକାଶଛୁଆଁ । ସେମିତି କିଛି ଦାମୀ ଛତା ସମ୍ପର୍କରେ… ବିଲିୟନେର୍...
ପୋଲ୍କା ଡଟ୍ ବେବି ଜେବ୍ରା
ଜେବ୍ରା, ଦେହସାରା ଧଳାରଙ୍ଗର ଷ୍ଟ୍ରାଇପ୍ ଥିବା ସୁନ୍ଦର ପ୍ରାଣୀ। ହେଲେ ନିକଟରେ କେନିଆର ମାସାଇ ମାରା ନ୍ୟାଶନାଲ ରିଜର୍ଭରେ ଦେଖିବାକୁ ମିଳିଛି ଏକ ଅଦ୍ଭୁତ ଜେବ୍ରା ଛୁଆ। ଯାହାର ଫଟୋ ଓ ଭିଡିଓ ସୋସିଆଲ୍ ମିଡିଆରେ ଭାଇରାଲ ହେବାରେ ଲାଗିଛି।...
କୁକୁଡ଼ାଙ୍କ ପାଇଁ ସ୍ବେଟର
ପାଖେଇ ଆସିଲାଣି ଋତୁ। ଏହି ଋତୁରେ ମଣିଷ ତ ସ୍ବେଟର ପିନ୍ଧି ପ୍ରବଳ ଥଣ୍ଡାରୁ ରକ୍ଷା ପାଇଯାଆନ୍ତି। କେବେ ଭାବିଛନ୍ତି ଘରେ ଥିବା ପେଟ୍ ବା ପୋଷା ଜୀବଜନ୍ତୁଙ୍କୁ କିଭଳି ସୁରକ୍ଷା ଦେବେ। ବ୍ରିଟିଶ କଲମ୍ବିଆରେ ରହୁଥିବା ମୌରିନ୍ ସ୍କିମ୍ଡଙ୍କ...
ଇଣ୍ଟରନେଟ୍ରେ ଲୋକାଲ ଲାଙ୍ଗୁଏଜ୍
ଦିନ ଥିଲା ଇଣ୍ଟରନେଟ୍ରେ ଅନ୍ୟ ଦେଶଗୁଡିକ ଭଳି ଆମ ଦେଶରେ ମଧ୍ୟ କେବଳ ଇଣ୍ଟରନ୍ୟାଶନାଲ୍ ଲାଙ୍ଗୁଏଜ ଇଂଲିଶର ପ୍ରଚଳନ ଥିଲା। ହେଲେ ବର୍ତ୍ତମାନ ବିଭିନ୍ନ ଲୋକାଲ୍ ଲାଙ୍ଗୁଏଜ୍ ବା ଦେଶୀ ଭାଷାର ବ୍ୟବହାର ବହୁମାତ୍ରାରେ ବଢୁଥିବାର ଦେଖିବାକୁ ମିଳୁଛି… ଗୁଗୁଲ୍ର...
ଯେଉଁଠି ଜନ୍ମ ନିଅନ୍ତି କେବଳ ଯାଆଁଳା ସନ୍ତାନ
ଯାଆଁଳା ପିଲାଙ୍କ କଥା ସମସ୍ତେ ଅଳ୍ପ ବହୁତେ ଜାଣିଥିବେ। ହେଲେ କେରଳର ମଲ୍ଲମପୁର ଜିଲା କୋଡିନ୍ନା ଗାଁ ସବୁଠାରୁ ନିଆରା। ଏଠାରେ ଅଧିକାଂଶ ମାଆଙ୍କର ଜମଜ ସନ୍ତାନ ଜନ୍ମ ନେଇଥାଆନ୍ତି। ଏବେ ଏଠାରେ ପ୍ରାୟ ୩୫୦ ଯାଆଁଳା ସନ୍ତାନ ରହିଛନ୍ତି।...
ଯାହା ମଣିଷ ପାରୁନି, ପ୍ରୟାସ କରୁଛି ମାଙ୍କଡ଼, ଭିଡିଓ ଭାଇରାଲ
ମଣିଷକୁ ଭଗବାନ ବୁଦ୍ଧି ବିବେକ ସବୁ ଦେଇଛନ୍ତି ମାତ୍ର କିଛି ଲୋକ ଏହାକୁ କାମରେ ଲଗାଇ ନ ଥାନ୍ତି। ମଣିଷ ସିନା ସଚେତନ ନୁହନ୍ତି, କିନ୍ତୁ ମାଙ୍କଡ଼ଟିଏ ସମ୍ପୂର୍ଣ୍ଣ ସଚେତନ। ଯାହାକୁ ମଣିଷ ଅଣଦେଖା କରି ଚାଲି ଯାଉଛନ୍ତି ସାମାନ୍ୟ...
ବିଶ୍ୱର ସବୁଠାରୁ ପୁରୁଣା ହୋଟେଲ: ଗୋଟିଏ ରାତି ପାଇଁ ଦେବାକୁ ପଡ଼େ ୩୩ ହଜାର, ଗିନିଜ୍ ଓ୍ବାଲର୍ଡ ରେକର୍ଡରେ ପାଇଛି ସ୍ଥାନ
ବିଶ୍ୱରେ ଅନେକ ପୁରାତନ ହୋଟେଲମାନ ରହିଛି। ଯାହାକି ସମୟ ସାଙ୍ଗକୁ ପରିବର୍ତ୍ତନ ମଧ୍ୟ ହୋଇଥାଏ। ମାତ୍ର ଜାପାନରେ ଏମିତି ଏକ ହୋଟେଲ ରହିଛି, ଯାହା ଆଜି ଇତିହାସ ପାଲଟିିଛି। ‘ନିଶିୟାମା ଓନ୍ସେନ କ୍ୟୁନାକାନ୍’ ନାମକ ଏହି ହୋଟେଲ ବିଶ୍ୱର ସବୁଠାରୁ...
ନଦୀ ପାଣିରେ ତିଆରି ହୋଇଛି ଜୋତା, ଦାମ୍ ୨ ଲକ୍ଷ
ବଜାରରେ ଭିନ୍ନ ଭିନ୍ନ ରକମର ଜୋତା ବିକ୍ରି ହେଉଛି। କିନ୍ତୁ ନାଇକ୍ କମ୍ପାନୀ ସବୁବେଳେ ଗ୍ରାହକଙ୍କ ପାଇଁ ନୂଆ କିଛି କରି ବଜାରକୁ ଛାଡ଼ିଥାଏ। ଏବେ ଏହି କମ୍ପାନୀ ୯୭ ହଳ ନୂଆ ଜୋତା ବଜାରକୁ ଛାଡ଼ିଛି। ଜୋତାର ସ୍ବତନ୍ତ୍ରତା...
Archives


