ବିବାହର ୩୩ ବର୍ଷ ପରେ ସ୍ତ୍ରୀ-ସ୍ବାମୀ ଜାଣିଲେ ଏହି କଥା, ତା’ପରେ ପାଦତଳୁ ଖସିଗଲା ମାଟି
ଆମେରିକା: ବିବାହ ଏକ ପବିତ୍ର ବନ୍ଧନ। କୁହାଯାଏ, ଏହା ସ୍ବର୍ଗରେ ସ୍ଥିର ହୋଇଥାଏ। କିନ୍ତୁ ବିବାହ ପରେ ଯଦି ଜଣାପଡ଼େ ସେ ଆପଣଙ୍କ ରକ୍ତ ସମ୍ପର୍କୀୟ। ସେତେବେଳେ ପାଦତଳୁ ମାଟି ଖସିଗଲା ପରି ଲାଗେ। ଠିକ୍ ଏମିତି ଏକ ଘଟଣା ଘଟିଛି…
ଲକ୍ଜ୍ୟୁରିୟସ୍ ଭାସମାନ ମାନସନ୍
ଧନୀ ବ୍ୟକ୍ତିମାନେ ବିଳାସମୟ ୟଟ୍ରେ ଛୁଟି କାଟିବାକୁ ବହୁତ ଭଲ ପାଆନ୍ତି। ତେବେ ୟଟ୍ଟି ଯଦି ବିଳାସମୟ ଘର ଭଳି ହୋଇଥିବ ମଜା ଆହୁରି ବଢିଯିବ। ସେମିତି ଏକ ୟଟ୍ ହେଉଛି ଅର୍କୁପ୍। ୪,୩୦୦ ବର୍ଗ ଫୁଟ୍ର ଏହି ୟଟ୍ଟି ମଡର୍ନ…
ଭ୍ରୁଲତା ଥିବା କୁକୁର
ରୁଷିଆର ବ୍ରତ୍ସ୍କର ଗଳିରେ ଏକ ୧୦ ଦିନିଆ କୁକୁର ଛୁଆ ବୁଲୁଥାଏ। ଧଳାରଙ୍ଗର ଏହି କୁକୁର ଛୁଆଟିର ଥିଲା ଭ୍ରୁଲତା। ଓକ୍ସାନା ନାମ୍ନୀ ଜଣେ ମହିଳା କୁକୁର ଉଦ୍ଧାରକାରୀ ନିଜ ସହ ଏକ କୁକୁର ଆବାସସ୍ଥଳକୁ ନେଇଗଲେ। ସେଠି ତାକୁ ଗାଧୋଇବା…
ଚଢ଼େଇଙ୍କ ପାଇଁ ବହୁତଳ ପ୍ରାସାଦ
ମଣିଷ ନିଜ ପାଇଁ ନିର୍ମାଣ କରିଛି ଅନେକ ବହୁତଳ ପ୍ରାସାଦ। କାଟୁଛି ବିଳାସମୟ ଜୀବନ। କିଛି ପ୍ରାଣୀ ବି ନିଜ ପାଇଁ ଛୋଟିଆ ଆବାସଟିଏ ତିଆରି କରିଥାଏ। ତେବେ ଚଢେଇଙ୍କ ପାଇଁ ଏବେ ମଣିଷ ତିଆରି କରିଛି ଏକ ବହୁତଳ ପ୍ରାସାଦ।…
ପ୍ରେମ ପାଇଁ ରକ୍ତପାନ
ଜର୍ମାନୀର ୩୨ ବର୍ଷୀୟ ଅଲବର୍ଟୋ, ଗର୍ଲଫ୍ରେଣ୍ଡ ଇଲାରିଆଙ୍କୁ ଫେସ୍ବୁକ୍ରୁ ସେବେ ଜାଣିବାକୁ ପାଇଥିଲେ ଯେବେ ସେ ତାଙ୍କ ସର୍କସ ପାଇଁ ଜଣେ ସହଯୋଗୀ ଆବଶ୍ୟକ ବୋଲି ବିଜ୍ଞାପନ ଦେଇଥିଲେ। ସହଯୋଗୀରୁ ଇଲାରିଆ ଅଲବର୍ଟୋଙ୍କ ଗର୍ଲଫ୍ରେଣ୍ଡ ହୋଇଗଲେ। ଦୁହେଁ ମିଶି ବିଭିନ୍ନ ସ୍ଥାନରେ…
ସୁନ୍ଦରୀ ଝିଅ! ନା ବାବା ନା
କିଏ ଭୂତକୁ ଡରେ ତ କିଏ ଅନ୍ଧାରକୁ ଡରେ। କିଏ ଗାଡ଼ି ଦୁର୍ଘଟଣାକୁ ଡରେ ତ କିଏ ପୁଣି ସରକାରଙ୍କୁ ଡରେ। ମାତ୍ର ସୁନ୍ଦରୀ ମହିଳାଟିଏ ଦେଖିଲେ ଡରରେ ପାଣି ପିଇଯିବା କଥା ଶୁଣିଲେ ନିଶ୍ଚିତ ଭାବରେ ଯିଏ କେହି ବି…
ସର୍ବାଧିକ ହୀରା ଖଚିତ ମୁଦି: ରହିଛି ୭,୭୭୭ଟି ହୀରା
ରତ୍ନପଥର ମଧ୍ୟରେ ହୀରା ଏକ ବହୁମୂଲ୍ୟ ପଥର। ହୀରାଖଚିତ ଗହଣାର ବଜାର ଚାହିଦା ମଧ୍ୟ ବେଶ୍ ଅଧିକ। ତେବେ ପୃଥିବୀର ସବୁଠାରୁ ଅଧିକ ହୀରାଖଚିତ ମୁଦି ଭାବେ ଏକ ମୁଦି ସ୍ଥାନ ପାଇଛି ଗିନିଜ୍ ଓ୍ବାଲର୍ଡ ରେକର୍ଡରେ। ମୁମ୍ବାଇର ଏକ ଗହଣା…
ଜନ୍ମ ମାସରୁ ଜାଣନ୍ତୁ ବ୍ୟକ୍ତିତ୍ୱ
* ଜାନୁୟାରୀ: ଏହି ବ୍ୟକ୍ତିମାନେ ଜନ୍ମଜାତ ନେତା ଥା’ନ୍ତି। ଏମାନେ ସ୍ବାଧୀନ ଚିନ୍ତାଧାରା ତଥା ସୃଜନଶୀଳ ବ୍ୟକ୍ତିସମ୍ପନ୍ନ ହୋଇଥାନ୍ତି। * ଫେବୃୟାରୀ: ଏହି ବ୍ୟକ୍ତିମାନେ ବୁଦ୍ଧିମାନ ତଥା ଚତୁର ହୋଇଥାନ୍ତି। ଏମାନେ ନିଜ ଲକ୍ଷ୍ୟ ସ୍ଥଳରେ ପହଞ୍ଚିବା ପାଇଁ ବଦ୍ଧପରିକର ଥାନ୍ତି।…
ବିଶ୍ୱର ସବୁଠୁ ବଡ଼ ଜାହାଜ, ଦାମ୍ ରହିଛି…
ଟାଇଟନିକ୍ ଜାହାଜ ସମ୍ପର୍କରେ ତ ଜାଣିଥିବେ ନିଶ୍ଚିତ। ମାତ୍ର ଆଜିର ସମୟରେ ‘ସିମ୍ଫୋନୀ ଅଫ୍ ଦ ସିଜ୍’ହେଉଛି ବିଶ୍ୱର ସବୁଠୁ ବଡ଼ ଜାହାଜ। ଏକ ରିପୋର୍ଟ ଅନୁସାରେ, ଏହି ଜାହାଜର ଦାମ୍ ୮୭୧୧ କୋଟି। ଏହା ଭିତରେ ରହିଛି ସମସ୍ତ ସୁବିଧା।…
ଟ୍ୟାକ୍ସ ଏମିତି ବି: କଖାରୁ କିଣିଲେ ଟ୍ୟାକ୍ସ, ଟଏଲଟ୍ ଫ୍ଲଶ୍ କଲେ ଟ୍ୟାକ୍ସ
ପୃଥିବୀର ବିଭିନ୍ନ ଦେଶର ଲୋକ ନିଜର ଆୟ ମୁତାବକ ଟ୍ୟାକ୍ସ ବା କର ଦେଇଥାଆନ୍ତି। କାରଣ ଟ୍ୟାକ୍ସ ଦେଶର ବିକାଶ ପାଇଁ ନିହାତି ଜରୁରୀ। ତେବେ ଯଦି ଛୋଟ ମୋଟ କଥାରେ ଟ୍ୟାକ୍ସ ପକାଯାଏ, ତେବେ କେମିତି ଲାଗିବ? ଆମେ ସେମିତି…
ପର୍ଯ୍ୟଟନସ୍ଥଳୀ: ଫୁଲରେ ସଜ୍ଜିତ କାସ୍ ମାଳଭୂମି
ମହାରାଷ୍ଟ୍ରର ସତାରା ନାମକ ସହରଠାରୁ ପ୍ରାୟ ୨୫ କି.ମି. ଦୂରରେ ରହିଛି ଏକ ଆକର୍ଷଣୀୟ ମାଳଭୂମି, ଯାହାର ନାଁ ହେଉଛି କାସ୍ ମାଳଭୂମି। ଏହାକୁ କେହି କେହି କାସ୍ ପଠାର୍ ବୋଲି ବି କହିଥାନ୍ତି। ବର୍ଷାଦିନ ସରିଆସିଲା ବେଳକୁ ଏଠାରେ ବିଭିନ୍ନ…
ପ୍ରଥମ ରୋଜଗାରରେ ମମି, ଡାଡିଙ୍କ ପାଇଁ ନୂଆ ଲୁଗା କିଣିଥିଲି: ଚକ୍ଷୁରୋଗ ବିଶେଷଜ୍ଞ ଡା. ତରୁଣ କୁମାର ପଣ୍ଡା
ଚକ୍ଷୁରୋଗ ବିଶେଷଜ୍ଞ ତଥା ସାମାଜିକ କର୍ମୀ ଡା. ତରୁଣ କୁମାର ପଣ୍ଡା ନିଜ ପ୍ରଥମ ରୋଜଗାର ସମ୍ପର୍କରେ ଯାହା କୁହନ୍ତି… ବ୍ରହ୍ମପୁର ଟାଉନ୍ରେ ମୋ ଜନ୍ମ। ସ୍ଥାନୀୟ ଏମ୍.ଏ.ଭି. ସ୍କୁଲ୍ରୁ ୧୯୮୯ରେ ମାଟ୍ରିକ୍ ପାସ୍ କରିବା ପରେ ଖଲ୍ଲିକୋଟ କଲେଜରେ ଯୁକ୍ତ…

