Posted inଫୁରସତ

ଜନ୍ମ ମାସରୁ ଜାଣନ୍ତୁ ବ୍ୟକ୍ତିତ୍ୱ

* ଜାନୁୟାରୀ: ଏହି ବ୍ୟକ୍ତିମାନେ ଜନ୍ମଜାତ ନେତା ଥା’ନ୍ତି। ଏମାନେ ସ୍ବାଧୀନ ଚିନ୍ତାଧାରା ତଥା ସୃଜନଶୀଳ ବ୍ୟକ୍ତିସମ୍ପନ୍ନ ହୋଇଥାନ୍ତି।

* ଫେବୃୟାରୀ: ଏହି ବ୍ୟକ୍ତିମାନେ ବୁଦ୍ଧିମାନ ତଥା ଚତୁର ହୋଇଥାନ୍ତି। ଏମାନେ ନିଜ ଲକ୍ଷ୍ୟ ସ୍ଥଳରେ ପହଞ୍ଚିବା ପାଇଁ ବଦ୍ଧପରିକର ଥାନ୍ତି।

* ମାର୍ଚ୍ଚ: ଏହି ବ୍ୟକ୍ତିମାନେ ଆକର୍ଷକ ବ୍ୟକ୍ତିତ୍ୱସମ୍ପନ୍ନ ହୋଇଥାନ୍ତି। ଏମାନେ ଏକାଧାରରେ ସ୍ନେହୀ, ସଚ୍ଚୋଟ, ସହାନୁଭୂତିଶୀଳ ତଥା ଲାଜକୁଳା ସ୍ବଭାବର ଥାନ୍ତି।

* ଏପ୍ରିଲ: ଏହି ମାସରେ ଜନ୍ମିତ ବ୍ୟକ୍ତି ଉଚ୍ଚାଭିଳାଷୀ, କର୍ମଠ, ବନ୍ଧୁତ୍ୱପୂର୍ଣ୍ଣ ତଥା ଦୁଃସାହସୀ ହୋଇଥାନ୍ତି।

* ମେ: ଏହି ବ୍ୟକ୍ତିମାନେ ସାଧାରଣତଃ କଳାପ୍ରେମୀ ହୋଇଥାନ୍ତି। ଏମାନେ ଦୃଢ ଇଚ୍ଛାଶକ୍ତି ସମ୍ପନ୍ନ,କର୍ମଠ, ଭ୍ରମଣପ୍ରିୟ ତଥା ଜିଦ୍‌ଖୋର ସ୍ବଭାବର ହୋଇଥାନ୍ତି।

* ଜୁନ: ଏହି ବ୍ୟକ୍ତିମାନେ ଦୟାଳୁ, ପରୋପକାରୀ, ସମ୍ବେଦନଶୀଳ ତଥା ନମ୍ର ସ୍ବଭାବର ହୋଇଥାନ୍ତି।

*ଜୁଲାଇ: ଏହି ବ୍ୟକ୍ତିମାନେ ସଚ୍ଚୋଟ, ବନ୍ଧୁତ୍ୱପୂର୍ଣ୍ଣ ତଥା କ୍ରୋଧି ହୋଇଥାନ୍ତି। ଲୋକଙ୍କ ଭାବନା ପ୍ରତି ଏମାନେ ବେଶ୍‌ ଯତ୍ନବାନ ଥା’ନ୍ତି।

* ଅଗଷ୍ଟ: ଏହି ବ୍ୟକ୍ତିମାନେ ପରିମାର୍ଜିତ, ସାହସୀ ତଥା ସ୍ବାଧୀନ ଚିନ୍ତା ସମ୍ପନ୍ନ ବ୍ୟକ୍ତି ହୋଇଥାନ୍ତି।

*ସେପ୍ଟେମ୍ବର: ଏମାନେ ବୁଦ୍ଧିମାନ, ସତର୍କ, ସଙ୍ଗଠିତ, ବିଶ୍ୱସ୍ତ ତଥା ଭାବନାଶକ୍ତିସମ୍ପନ୍ନ ବ୍ୟକ୍ତି ହୋଇଥାନ୍ତି।

* ଅକ୍ଟୋବର: ଏମାନେ ବନ୍ଧୁବତ୍ସଳ, ସଚ୍ଚୋଟ ତଥା ବଦରାଗୀ, ଭ୍ରମଣପ୍ରିୟ ବ୍ୟକ୍ତି ହୋଇଥାନ୍ତି।

* ନଭେମ୍ବର: ଏମାନେ ସମ୍ବେଦନ ଶୀଳ, ଧୈର୍ଯ୍ୟବାନ, ସାହସୀ ତଥା ତୀକ୍ଷ୍ଣ ଓ ସକାରାତ୍ମକ ଚିନ୍ତାଧାରାସମ୍ପନ୍ନ ବ୍ୟକ୍ତି ହୋଇଥାନ୍ତି।

* ଡିସେମ୍ବର: ଏମାନେ ବିଶ୍ୱସ୍ତ, ହୃଦୟବାନ ତଥା କର୍ମଠ ସ୍ବଭାବର ହୋଇଥାନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପୋଲିସ ନମ୍ବରରୁ ହ୍ବାଟ୍ସଆପ୍‌କୁ ଆସିବ କଲ୍‌, ମିଳିବ ଧମକ, ଭୟଭୀତ ହେଲେ ଆକାଉଣ୍ଟ ହୋଇଯିବ ଖାଲି…

ଦୁଇମାସ ତଳେ କେରଳର ଜଣେ ବାସିନ୍ଦା ପୋଲିସ ଅଧିକାରୀଙ୍କ ଡିପି ଥାଇ ଏକ ନମ୍ବରରୁ ହ୍ବାଟ୍ସଆପ୍‌କୁ କଲ୍‌ ଆସିଥିଲା। ସେ ଏହାକୁ ଉଠାଇବା ମାତ୍ରେ ଏକ...

ଅଜବ ଘର: ଦେଖିବାକୁ ବଙ୍କାତେଢ଼ା ମାତ୍ର ଆକର୍ଷଣୀୟ, ଜାଣନ୍ତୁ ଏହାର ସ୍ବତନ୍ତ୍ରତା…

ଦୁନିଆରେ ଅନେକ ଅଟ୍ଟାଳିକା ଅଛି, ଯାହା ଅନେକ କାରଣ ପାଇଁ ଲୋକଙ୍କୁ ଆକର୍ଷିତ କରିଥାଏ। କିଛି ଘର ଡିଜାଇନକୁ ନେଇ ବେଶ୍‌ ଆକର୍ଷଣୀୟ ହୋଇଥାଏ। ଆଜି...

ନିର୍ବାଚନବେଳେ ଜବତ ମଦ-ଟଙ୍କା କିଏ ରଖନ୍ତି, ଜାଣିଲେ ହୋଇଯିବେ ତାଜୁବ

ନୂଆଦିଲ୍ଲୀ,୨୮।୩: ଦେଶରେ ଲୋକ ସଭା ନିର୍ବାଚନ ପାଇଁ ବାଜିସାରିଛି ବିଗୁଲ । ଲୋକ ସଭା ନିର୍ବାଚନର ତାରିଖ ମଧ୍ୟ ନିର୍ବାଚନ ଆୟୋଗ ଘୋଷଣା କରିଛନ୍ତି। ଏହା...

ଭାରତର ଏହି ସହରରେ ପ୍ରସ୍ତୁତ ହୁଏ ଆଇପିଏଲ୍‌ ବଲ୍‌, ବର୍ଷକୁ ୫୦୦ କୋଟି ଟଙ୍କା ରୋଜଗାର

ବର୍ତ୍ତମାନ ଆଇପିଏଲ ଚାଲିଛି। ଇଣ୍ଡିଆନ ପ୍ରିମିୟର ଲିଗ୍‌କୁ ନେଇ ଲୋକଙ୍କ ମଧ୍ୟରେ ଏକ ବଡ଼ କ୍ରେଜ୍‌ ରହିଛି। ଏହି ପ୍ରତିଯୋଗିତା ୬୬ ଦିନ ପର୍ଯ୍ୟନ୍ତ ଚାଲିବ।...

କଫି ସହ ମଣିଷ ରକ୍ତ ମିଶାଇ ପିଉଛନ୍ତି ଏହି ମହିଳା

ଦୁନିଆରେ,ପ୍ରତ୍ୟେକ ମଣିଷଙ୍କର ନିଜସ୍ବ ସଉକ ଅଛି। କିଏ ଭ୍ରମଣ କରିବାକୁ ଭଲ ପାଆନ୍ତି ତ ଆଉ କିଏ ଖାଇବାକୁ ଭଲ ପାଆନ୍ତି। କେତେକ ଗୀତ ଗାଇବାକୁ...

ପୃଥିବୀର ପଡୋଶୀରେ ଅଛନ୍ତି ଏଲିଏନ୍ସ, ୨୦୩୦ ସୁଦ୍ଧା ଖୋଜିଦେବ ନାସା!

ଓ୍ବାଶିଂଟନ,୨୫।୩: ଏଲିଲନ୍ସ ସତରେ ଅଛନ୍ତି କି। ଯଦି ଅଛନ୍ତି, ସେମାନେ କେଉଁଠାରେ ରୁହନ୍ତି? ଏହି ଦୁଇଟି ପ୍ରଶ୍ନର ଉତ୍ତର ଖୋଜିବାରେ ସାରା ବିଶ୍ୱର ସ୍ପେସ ଏଜେନ୍ସିମାନେ...

ଓଡ଼ିଆ ଜନଜୀବନରେ ଦୋଳଯାତ୍ରା

ଫାଲ୍‌ଗୁନ ଶୁକ୍ଳ ଦଶମୀ ତିଥିଠାରୁ ସାଧାରଣତଃ ଓଡ଼ିଆ ଜନଜୀବନରେ ଦୋଳଯାତ୍ରା ଆଧ୍ୟାତ୍ମିକ ଭକ୍ତିପୂତ ପରିବେଶରେ ଆରମ୍ଭ ହୋଇଥାଏ। ଏହି ପର୍ବର ମୁଖ୍ୟ ଆରାଧ୍ୟ ଠାକୁର ପ୍ରେମମୟ...

ବୋତଲ ଭିତରେ ଅଠା ଲାଖେ ନାହିଁ କାହିଁକି

ବିଜ୍ଞାପନରେ ଅନେକ ଅଠା କମ୍ପାନୀ ଦାବି କରନ୍ତି ଯେ, ତାଙ୍କର ସାମାନ୍ୟ ଟିକେ ଅଠା ଯେକୌଣସି ଜିନିଷକୁ ଯୋଡିପାରେ। ଆଉ ଏମିତି ଯୋଡିବ ଯେ ଯୋଡା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri