ଏହି ଗାଁରେ କେହି ଦେଖିପାରନ୍ତି ନାହିଁ…
କାନାଡ଼ାର ଓଣ୍ଟୋରିଓ ପ୍ରଦେଶରେ ରହିଛି ତିଲ୍ଟେକ୍ ଗାଁ। ଏଠାରେ ଜୋପ୍ଟେକ ଜନଜାତିର ଲୋକେ ବାସ କରନ୍ତି। ଏମାନେ ଉତ୍ତର ଆମେରିକାରୁ ଆସିଥିବା ରେଡ୍ ଇଣ୍ଡିଆନ ସମ୍ପ୍ରଦାୟର। ଗାଁର ପଶୁପକ୍ଷୀଙ୍କ ଠାରୁ ମଣିଷ ପର୍ଯ୍ୟନ୍ତ ସମସ୍ତେ ଦୃଷ୍ଟିହୀନ। ସେମାନେ ଜନ୍ମରୁ ଦୃଷ୍ଟିହୀନ...
ଏହି ମନ୍ଦିରରେ ଥିବା ମୋଟର ସାଇକେଲକୁ ପ୍ରତିଦିନ ଶ୍ରଦ୍ଧାଳୁ କାହିଁକି ପୂଜା କରନ୍ତି
ରାଜସ୍ଥାନର ଯୋଧପୁର ପାଖରେ ପାଲୀ ଜିଲାରେ ଓମ୍ ବନ୍ନା ମନ୍ଦିର ଅବସ୍ଥିତ। ପାଲି-ଯୋଧପୁର ହାଇୱେରୁ ଯିବା ସମୟରେ ଏହି ତୀର୍ଥ ସ୍ଥାନ ଚୋଟିଲା ଗ୍ରାମ ପାଖରେ ପଡ଼େ। ସେଠାରେ ଏକ ମୋଟର ସାଇକେଲ ୩୫୦ ସିସି ରୟାଲ ଏନ୍ଫିଲ୍ଡ଼ ବୁଲେଟ...
ପାଖରେ ଥିଲା ମାତ୍ର ୩ ଟଙ୍କା, ୪୦ ହଜାର ଟଙ୍କା ଥିବା ବ୍ୟାଗ୍ ପାଇ କ’ଣ କଲେ ଏହି ବ୍ୟକ୍ତି ଜାଣନ୍ତୁ
ପୁଣେ,୪।୧୧: ଆଜି ବି ଦୁନିଆରେ ଏମିତି କିଛି ଲୋକ ଅଛନ୍ତି, ଯେଉଁମାନେ ନିଜ ସଚ୍ଚୋଟପଣିଆ ଦ୍ୱାରା ସମସ୍ତଙ୍କ ହୃଦୟ ଜିଣିଛନ୍ତି। ସେମିତି ଏକ ସଚ୍ଚୋଟ ହୃହୟର ବ୍ୟକ୍ତି ହେଉଛନ୍ତି ମହାରାଷ୍ଟ୍ରର ୫୪ ବର୍ଷୀୟ ଧାନଜୀ ଜଗଦାଲେ। ତାଙ୍କ ପକେଟରେ ମାତ୍ର...
ଏହି ମନ୍ଦିରରେ ଭକ୍ତଙ୍କୁ ପ୍ରସାଦ ଭାବେ ମିଳିଥାଏ ସୁନାରୁପା ଅଳଙ୍କାର
ଯେକୌଣସି ମନ୍ଦିରକୁ ଗଲେ ପ୍ରସାଦ ସ୍ବରୂପ ଲଡୁ, ପେଡ଼ା, ଉଖୁଡ଼ା, ଫଳମୂଳ ଇତ୍ୟାଦି ମିଳିଥାଏ। ମାତ୍ର ଭାରତରେ ଏମିତି ଏକ ମନ୍ଦିର ରହିଛି, ଯେଉଁଠି ଭକ୍ତଙ୍କୁ ପ୍ରସାଦ ଭାବେ ସୁନା,ରୁପା ଅଳଙ୍କାର ମିଳିଥାଏ। ଶୁଣି ଆଶ୍ଚର୍ଯ୍ୟ ଲାଗୁଥିଲେ ବି ଏପରି...
କଣ୍ଟେନରରେ ତିଆରି ହୋଇଛି ଘର, ରହିଛି ସମସ୍ତ ପ୍ରକାର ସୁବିଧା
ସାଧାରଣତଃ ଇଟା, ଗୋଡ଼ି, ବାଲି, ସିମେଣ୍ଟରେ ଘର ତିଆରି ହୋଇଥାଏ। କିନ୍ତୁ ଜଣେ ବ୍ୟକ୍ତି ଲୁହା କଣ୍ଟେନରରେ ଘର ନିର୍ମାଣ କରିଛନ୍ତି ଶୁଣିଲେ ଆଶ୍ଚର୍ଯ୍ୟ ଲାଗେ। ମାତ୍ର ଏମିତି ଘର ତିଆରି କରିବାରେ ସଫଳ ହୋଇଛନ୍ତି ଟେକ୍ସାସ୍ ନିକଟସ୍ଥ ହ୍ୟୁସଟନ୍...
ମାନବ କମ୍ପ୍ୟୁଟର ଶକୁନ୍ତଳା ଦେବୀ: ୪ ବର୍ଷରେ କରିଥିଲେ କଠିନ ଗଣିତର ସମାଧାନ
ନୂଆଦିଲ୍ଲୀ,୪।୧୧: ମାନବ କମ୍ପ୍ୟୁଟର ଶକୁନ୍ତଳା ଦେବୀ ୧୯୨୯ ନଭେମ୍ବର ୪ରେ ମହୀଶୂରରେ ଜନ୍ମଗ୍ରହଣ କରିଥିଲେ। ୪ ବର୍ଷ ବୟସରେ ସେ କଠିନ ଗଣିତର ସମାଧାନ ଆରମ୍ଭ କରିଥିଲେ। ୬ ବର୍ଷ ବୟସରେ ମହୀଶୂର ବିଶ୍ୱବିଦ୍ୟାଳୟରେ ସେ ନିଜର ସୃଜନଶୀଳ ପ୍ରତିଭାର...
ଏଠି ମହିଳା ନିଜ ଇଚ୍ଛାରେ ବାହାର କରି ଦେଉଛନ୍ତି ଗର୍ଭାଶୟ
ଜଣେ ମହିଳା ପାଇଁ ଗର୍ଭାଶୟ କେତେ ଜରୁରୀ ତାହା ସମସ୍ତଙ୍କୁ ଅଳ୍ପ ବହୁତେ ଜଣା। ହେଲେ ମହାରାଷ୍ଟ୍ରର ବିଡ ଜିଲାରେ ଆଖୁ ଫସଲ କାଟୁଥିବା ମହିଳାମାନେ ଏମିତି ଭାବେ ସେମାନଙ୍କ ଗର୍ଭଶୟକୁ ବାହାର କରି ଦେଉଛନ୍ତି ଯେମିତି ପୋଷାକ ବଦଳାଇବା...
ଆତ୍ମହତ୍ୟାକାରୀଙ୍କୁ ଯେଉଁଠି ମିଳେ ‘ବୀର’ର ମାନ୍ୟତା…
ୟୁରୋପର ହଙ୍ଗେରୀରେ ଆତ୍ମହତ୍ୟାକାରୀଙ୍କୁ ‘ବୀର’ର ମାନ୍ୟତା ଦିଆଯାଏ। ଏଠାରେ ଆତ୍ମହତ୍ୟାକାରୀଙ୍କ ସଂଖ୍ୟା ଅନ୍ୟ ଦେଶ ତୁଳନାରେ ଅଧିକ । ବିଭିନ୍ନ ସମସ୍ୟା ଯୋଗୁ ଏଠାରେ ଅଧିକାଂଶ ଲୋକ ଚିନ୍ତାଗ୍ରସ୍ତ ରୁହନ୍ତି । ଅପରପକ୍ଷରେ ଏଠାରେ ଅଧିକ ଲୋକ କ୍ୟାନସରରେ ଆକ୍ରାନ୍ତ...
ଅଜବ ମ୍ୟୁଜିୟମ୍ : ସଂରକ୍ଷିତ ରହିଛି ୪ ହଜାର ବାସନ
ଯଦି କେବେ ମ୍ୟୁଜିୟମ ଯାଇଥିବେ ତେବେ ନିଶ୍ଚିତ ଇତିହାସ ସହିତ ଜଡ଼ିତ କିଛି ସାମଗ୍ରୀ, ବିଲୁପ୍ତ ପଶୁପକ୍ଷୀଙ୍କ କଙ୍କାଳ, ମହାପୁରୁଷମାନେ ବ୍ୟବହାର କରୁଥିବା ଜିନିଷ ଦେଖିଥିବେ। ମାତ୍ର ଭାରତରେ ଏମିତି ମ୍ୟୁଜିୟମ ଅଛି, ଯେଉଁଠି ଅଜବ ସାମଗ୍ରୀ ରଖାଯାଇଛି; ଯାହା...
ଏହି ଦେଶରେ ପିଲାମାନଙ୍କ ଶୋଇବାରେ ଲାଗିଲା କଟକଣା
ଚାଇନାର ଝୋଜିୟାଙ୍ଗ୍ ଜିଲାରେ ଏକ ନିର୍ଦ୍ଦେଶ ଜାରି ହୋଇଛି। ଏହାକୁ ନେଇ ଚର୍ଚ୍ଚା ଜୋର୍ ଧରିଛି। ଏହି ନିୟମ କେବଳ ସ୍କୁଲରେ ପଢୁଥିବା ପିଲାମାନଙ୍କ ପାଇଁ ଲାଗୁ ହେବ। ପିଲାମାନେ ହୋମଓ୍ବାର୍କ ଯେତିକି ନ କରିବେ ସେତିକି ଶୋଇବା ଜରୁରୀ...
ଇଣ୍ଡୋନେସିଆର ତାଳଗଛ ଚଢା ପ୍ରତିଯୋଗିତା
ଅଗଷ୍ଟ ୧୭ ତାରିଖ ହେଉଛି ଇଣ୍ଡୋନେସିଆର ସ୍ବାଧୀନତା ଦିବସ। ଏହିଦିନକୁ ଇଣ୍ଡୋନେସିଆ ବାସୀ ବେଶ୍ ଧୁମ୍ଧାମ୍ରେ ପାଳନ କରନ୍ତି। ପାରମ୍ପରିକ ପର୍ବ ପାଳନ ସହ ଆତସବାଜି ହୁଏ। ବିଭିନ୍ନପ୍ରକାର ପ୍ରତିଯୋଗିତା ବି ଆୟୋଜନ କରାଯାଏ। ସେହି ପ୍ରତିଯୋଗିତା ମଧ୍ୟରେ ତାଳଗଛ...
ଚୁମ୍ବନରୁ ଚୟନ ହୁଏ ପ୍ରେମୀ
ଚୁମ୍ବନ ଉପରେ ଯେ କେବଳ ମଣିଷର ଅଧିକାର ଅଛି ସେପରି ଭାବିବା ଠିକ୍ ନୁହେଁ। ହ୍ବାଇଟ୍ ଫ୍ରଣ୍ଟେଡ୍ ପ୍ୟାରଟ ନାମରେ ଗୋଟି ପ୍ରଜାତିର ଶୁଆ ଦେଖିବାକୁ ମିଳନ୍ତି, ଯେଉଁମାନେ ଚୁମ୍ବନ ଦେବାରେ ମାହିର। ଏହି ଶୁଆଗୁଡ଼ିକ ଖୁବ୍ ଆକର୍ଷଣୀୟ ଲାଗନ୍ତି।...
Archives


