ଫୁରସତ

ଲୋରି ଅଗ୍ନିରେ କାହିଁକି ପକାଯାଏ ରାଶି ଓ ବାଦାମ୍‌

ପୂର୍ବ-ଉତ୍ତର ଭାରତରେ ସୋମବାର ଆଡ଼ମ୍ବରରେ ଲୋରି ପର୍ବ ପାଳନ କରାଯାଇଛି। ଜାନୁୟାରୀ ୧୩ରେ ପଞ୍ଜାବ ଓ ହରିୟାଣାରେ ଏହି ପର୍ବ ପାଳନ କରାଯାଉଛି। ଲୋକମାନେ ବେଶ୍‌ ଉତ୍ସାହର ସହ ଏହି ପର୍ବକୁ ପାଳନ କରୁଥିବା ବେଳେ ପ୍ରଥମେ ନିଜ ସମ୍ପର୍କୀୟଙ୍କୁ ମିଠା…

ବିଦେଶରେ ରହିଛି ଅଜବ ନିୟମ, ଯିବା ପୂର୍ବରୁ ଜାଣନ୍ତୁ ଏ ସମ୍ପର୍କରେ…

ବ୍ୟସ୍ତବହୁଳ ଜୀବନରୁ କିଛି ସମୟ ଶାନ୍ତିରେ କଟାଇବା ପାଇଁ ଲୋକେ ବାହାରେ ବୁଲାବୁଲି କରିବାକୁ ପସନ୍ଦ କରିଥା’ନ୍ତି। କିନ୍ତୁ ଯେଉଁ ସ୍ଥାନକୁ ବୁଲିବାକୁ ଯିବେ ସେଠାକାର ନୀତିନିୟମ ବା କାନୁନ୍‌ ବିଷୟରେ ଯଦି ଜାଣି ନ ଥିବେ ତେବେ ବହୁ ଅସୁବିଧାର…

ଚନ୍ଦ୍ରକୁ ଯିବାକୁ ମହିଳା ବନ୍ଧୁ ଖୋଜୁଛନ୍ତି ଜାପାନର ଯୁବକ

ଟୋକିଓ,୧୩।୧: ଜାପାନର ଜଣେ କୋଟିପତି ଯୁବକ ୟୁସାକୁ ମାଏଜାଓ୍ବା ତାଙ୍କ ସହ ଚନ୍ଦ୍ରକୁ ଯିବାକୁ ଜଣେ ମହିଳା ସାଥି ବା ଗର୍ଲ ଫ୍ରେଣ୍ଡ ଖୋଜୁଥିବା ସୂଚନା ମିଳିଛି। ଚନ୍ଦ୍ରକୁ ଯାତ୍ରା କରିବାକୁ ତାଙ୍କର ସ୍ବପ୍ନ ଥିବା ସେ ପ୍ରକାଶ କରିଛନ୍ତି। ୟୁସାକୁଙ୍କୁ…

ଇରାନୀ ମହିଳା ମହାକାଶଚାରୀ ଜସ୍ମିନ୍‌ ମୋଘବେଲୀ ନାସାର ମହାକାଶ ମିଶନରେ ହେବେ ସାମିଲ୍‌

ଓ୍ବାଶିଂଟନ,୧୩।୧: ଆମେରିକା-ଇରାନ ମଧ୍ୟରେ ଉତ୍ତେଜନା ଜାରି ରହିଛି। ତେବେ ମହାକାଶ ଗବେଷଣା କ୍ଷେତ୍ରରେ ଏକ ଖୁସି ଖବର ମିଳିଛି। ମୂଳ ଇରାନୀ ମହିଳା ମହାକାଶଚାରୀ ଜସ୍ମିନ୍‌ ମୋଘବେଲୀ ନାସାର ଚନ୍ଦ୍ର କିମ୍ବା ଶୁକ୍ର ମିଶନରେ ସାମିଲ୍‌ ହେବାର ସମ୍ଭାବନା ରହିଛି। ସେ…

ପ୍ଲାଷ୍ଟିକ୍‌ରୁ ତିଆରି ହେଲା ସୁନା: ଏବେ ପ୍ଲାଷ୍ଟିକ୍‌ ବର୍ଜ୍ୟର ଆଉ ରହିବ ନାହିଁ ଭୟ !

ଲଣ୍ଡନ,୧୩।୧: ପରିବେଶକୁ ଅଧିକ ପ୍ରଦୂଷିତ କରୁଥିବା ପ୍ଲାଷ୍ଟିକରୁ ଏବେ ସୁନା ତିଆରି ସମ୍ଭବ। ସୁଇଜରଲାଣ୍ଡର ବୈଜ୍ଞାନିକ ପ୍ରଥମ ଥର ପାଇଁ ପ୍ଲାଷ୍ଟିକ୍‌ରୁ ସୁନା ତିଆରି କରିବାକୁ ସକ୍ଷମ ହୋଇଛନ୍ତି। ପ୍ଲାଷ୍ଟିକ୍‌ରୁ ତିଆରି ହୋଇଥିବା ୧୮ କ୍ୟାରେଟ୍‌ ସୁନା ପ୍ରକୃତ ସୁନାଠାରୁ ୧୦…

ଶହେ ବର୍ଷର କଇଁଛ: ପାଲଟିଲାଣି ୮ ଶହ ଛୁଆଙ୍କ ଜନକ

କାଲିଫର୍ନିଆ,୧୩।୧: ଆମେରିକା କାଲିଫର୍ନିଆରେ ରହିଛି ଏକ କଇଁଛ। ଏହାକୁ ଏବେ ଶହେ ବର୍ଷରୁ ଅଧିକ ବୟସ। ଇତିମଧ୍ୟରେ ସେ ୮ଶହ ଛୁଆଙ୍କ ଜନକ ପାଲଟିସାରିଛି। ଡିଏଗୋ ନାମକ ଏହି କଇଁଛର ଓଜନ ୮୦ କିଲୋଗ୍ରାମ୍‌। ଏହା ସ୍ଥାନୀୟ ଗାଲାପୋଗାସ୍‌ ଆଇଲାଣ୍ଡରେ ରହିଛି।…

ନିଜ କାମ ନିଜେ କରିବ ରୋବୋ

ନିକଟରେ ଜାପାନର ବୈଜ୍ଞାନକମାନେ ଏପରି ଏକ ରୋବୋ ପ୍ରସ୍ତୁତ କରିଛନ୍ତି ଯିଏ ନିଜ କାମ ନିଜେ କରିପାରିବ। ଉନ୍ନତ ଜ୍ଞାନକୌଶଳରେ ତିଆରି ହୋଇଥିବା ଏହି ରୋବୋ ସହ ଏକ ପ୍ରୋଗ୍ରାମିଂକୁ ସଂଯୋଗ କରାଯାଇଛି। ଏହାଦ୍ୱାରା ରୋବାକୁ ନିଜ କାମ ସମ୍ପର୍କରେ ଶିଖିଇବା…

ବିପଦ ସଙ୍କୁଳ ସାମୁଦ୍ରିକ ଜୀବ

ସମୁଦ୍ର ପ୍ରଦୂଷଣ ପାଇଁ ୩୩ପ୍ରତିଶତ ବାୟୁ ପ୍ରଦୂଷଣ ଓ ୪୪ପ୍ରତିଶତ ଜଳ ପ୍ରଦୂଷଣ ଦାୟୀ । ଉପକୂଳବର୍ତ୍ତୀ ସ୍ଥାନରୁ ବିଷାକ୍ତ ପଦାର୍ଥ ସମୁଦ୍ରରେ ମିଶେ। ନଦୀ, ଝରଣାରେ ବିଷାକ୍ତ ପଦାର୍ଥ ଶେଷରେ ସମୁଦ୍ରରେ ମିଶୁଛି । ପ୍ରତିବର୍ଷ ବର୍ଜ୍ୟବସ୍ତୁର ପରିମାଣ ସମୁଦ୍ରରେ…

କାର୍ଯ୍ୟକ୍ଷମ ହେଲା ୩୦ଟି ଫୁଟବଲ ପଡ଼ିଆ ସହ ସମାନ ବୃହତମ ରେଡ଼ିଓ ଟେଲିସ୍କୋପ୍‌

ବେଜିଂ, ୧୩।୧: ଚାଇନାରେ ବୃହତମ ରେଡ଼ିଓ ଟେଲିସ୍କୋପ୍‌ କାର୍ଯ୍ୟକ୍ଷମ ହୋଇଛି। ୩ ବର୍ଷ ଧରି ଟ୍ରାଏଲ୍‌ ହେବା ପରେ ଏହା କାର୍ଯ୍ୟ ଆରମ୍ଭ କରିଛି। ଏହାର ନିର୍ମାଣ ପାଇଁ ୨୦ ବର୍ଷ ଲାଗିଥିବା କୁହାଯାଉଛି। ଆମେରିକା, ବ୍ରିଟେନ୍‌, ପାକିସ୍ତାନ ସମେତ ୧୦ଟି…

୭ ବର୍ଷ ବାଳକଙ୍କ ପେଣ୍ଟିଂର ଦାମ୍‌ ୮ ଲକ୍ଷ

ବର୍ଲିନ: ଜର୍ମାନୀର ଜଣେ ୭ ବର୍ଷର ବାଳକ କରିଥିବା ପେଣ୍ଟିଂ ୮ ଲକ୍ଷରେ ବିକ୍ରି ହୋଇଛି। ଏହାକୁ କିଣିବା ପାଇଁ ସମଗ୍ର ବିଶ୍ୱରୁ ଲୋକେ ବର୍ଲିନ୍‌ରେ ପହଞ୍ଚିଥିଲେ। ୨୦୧୨ରେ ଜନ୍ମ ନେଇଥିବା ମିଖାଇଲ୍‌ ଅକର ୪ ବର୍ଷ ବୟସରୁ ପେଣ୍ଟିଂ ଆରମ୍ଭ…

କଣ୍ଟାର ଶେଯରେ ୯ ଭୀଷ୍ମ

ମହାଭାରତରେ ପିତାମହ ଭୀଷ୍ମ ଶରଶଯ୍ୟାରେ ଥିଲେ। ଏହା ଉପରେ ଥାଇ ବି ସେ ଅନେକ ଦିନ ଜୀବିତ ଥିଲେ। କାରଣ ତାଙ୍କୁ ଇଚ୍ଛାମୃତ୍ୟୁର ବରଦାନ ମିଳିଥିଲା। ଏ ସମ୍ପର୍କରେ ପ୍ରାୟ ସମସ୍ତେ ଜାଣନ୍ତି। ତେବେ ଏଇ ଯୁଗରେ ବି ସେମିତି ୯…

ବଡ଼ ହୁଲା ହୁପ୍‌ ବୁଲାଇ ରେକର୍ଡ

ଅଣ୍ଟା ଚାରିପଟେ ହୁଲା ହୁପ୍‌ ବୁଲାଇବା ସହଜ କଥା ନୁହେଁ। ଅନେକ ଅଭ୍ୟାସ ପରେ ଏହା ସମ୍ଭବ ହୁଏ। ତେବେ ଗେଟି କେହାୟୋଭା ନାମ୍ନୀ ଜଣେ ମହିଳା ଏମିତି ଏକ ହୁଲା ହୁପ୍‌ ବୁଲାଉଛନ୍ତି, ଯାହା ସମସ୍ତଙ୍କୁ ଚକିତ କରୁଛି। ତାଙ୍କର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?