ଫୁରସତ

ମଣିଷଙ୍କ ପରି ପ୍ରାଣୀ ବି ସମ୍ବେଦନଶୀଳ

ଭିଏନା,୧୨।୧: ମଣିଷ ମଧ୍ୟରେ ସମ୍ବେଦନଶୀଳ ଗୁଣ ରହିଥାଏ। ଏହା ଦ୍ୱାରା ଅନ୍ୟ ପ୍ରତି ସହାନୁଭୁତି, ଇର୍ଷା, ଭଲ ପାଇବା ଆଦି ମଣିଷ ପ୍ରଦର୍ଶନ କରିଥାଏ। ମଣିଷ ପ୍ରେମ ପରିପ୍ରକାଶ ପାଇଁ ଚୁମ୍ବନ ଦେଇଥାଏ। ସେହିପରି ଅନ୍ୟ ସମ୍ବେଦନଶୀଳ ଗୁଣର ପରିପ୍ରକାଶ ଲାଗି…

କାର୍‌ ଥିମ୍‌ ହୋଟେଲ: ଭି ୮

ଗ୍ରାହକଙ୍କୁ ଆକୃଷ୍ଟ କରିବା ପାଇଁ ବିଭିନ୍ନ ଥିମ୍‌ରେ ହୋଟେଲ୍‌ କରାଯାଉଛି। ଜର୍ମାନୀ, ଷ୍ଟଟଗାର୍ଟସ୍ଥ ଏକ ହୋଟେଲରେ ବି ସେମିତି କିଛି କରାଯାଇଛି। ଏଠାକାର ଭି୮ ନାମକ ହୋଟେଲଟି ବିଭିନ୍ନ ଲକ୍‌ଜ୍ୟୁରିୟସ ଓ କ୍ଲାସିକ୍‌ କାର୍‌ ଥିମ୍‌ରେ ତିଆରି କରାଯାଇଛି। ହୋଟେଲର ବେଡ୍‌ରୁମ୍‌…

ଚଢ଼େଇବସାରୁ ତିଆରି ହୁଏ ସୁପ୍‌

ଏମିତି ଏକ ଚଢ଼େଇ ଅଛି ଯାହାର ବସାକୁ ଆଣି ସୁପ୍‌ ତିଆରି କରାଯାଏ। ଆଶ୍ଚର୍ଯ୍ୟ ଲାଗୁଥିଲେ ବି ଏହା ସତ୍ୟ। ମାଲେସିଆରେ ଦେଖାଯାଉଥିବା ଏଭଳି ଚଢ଼େଇର ନାମ ସ୍ବିଫ୍ଟଲେଟ୍‌ ବାର୍ଡ। ସ୍ବିଫ୍ଟଲେଟ୍‌ ଯେଉଁ ବସା ତିଆରିକରେ ତାହାର ମୂଲ୍ୟ ସେଠାରେ ବହୁ…

ସବୁଠୁ ଲମ୍ବା ହ୍ୟାଟ

ହ୍ୟାଟ ପିନ୍ଧିବା ଅନେକଙ୍କୁ ଭଲ ଲାଗିଥାଏ। ତେଣୁ ସେମାନେ ବିଭିନ୍ନ ପ୍ରକାରର ହ୍ୟାଟ ଟ୍ରାଏ କରନ୍ତି। ଆଉ ଆମେ ଏଠି ଯେଉଁ ହ୍ୟାଟ୍‌ କଥା କହୁଛୁ ତାକୁ ଯେକେହି ଥରେ ପିନ୍ଧିବାକୁ ଚାହିଁବେ। କାରଣ ଏ ହେଉଛି ପୃଥିବୀର ସବୁଠାରୁ ଲମ୍ବା…

ପେପର ଫ୍ୟାଶନ ଶୋ’

ପ୍ରତିଦିନ ଫ୍ୟାଶନ ଜଗତରେ ନୂଆ ନୂଆ ତଥା ଭିନ୍ନ ଧରଣର ଡିଜାଇନ୍‌ମାନ ଦେଖିବାକୁ ମିଳୁଛି। ଏହାକୁ ପ୍ରଦର୍ଶନ କରିବା ଲାଗି ବିଭିନ୍ନ ପ୍ରକାର ଫ୍ୟାଶନ ଶୋ’ର ମଧ୍ୟ ଆୟୋଜନ କରାଯାଇଥାଏ। ସେହିପରି ପ୍ରତିବର୍ଷ ଏକ ନିଆରା ଫ୍ୟାଶନ ଶୋ’ର ଆୟୋଜନ କରାଯାଇଥାଏ…

ସେଲିବ୍ରିଟି ପେଟ୍‌

ବଲିଉଡ୍‌ର ଏମିତି ଅନେକ ସେଲିବ୍ରିଟି ଅଛନ୍ତି ଯେଉଁମାନେ ନିଜ ପୋଷା ଜୀବକୁ ନେଇ ବେଶ୍‌ ଚର୍ଚ୍ଚାରେ ଥା’ନ୍ତି। ସୋସିଆଲ ମିଡିଆରେ ସେମାନଙ୍କ ଫ୍ୟାନ ଫଲୋୟର୍ସ ମଧ୍ୟ ଖୁବ୍‌ ଅଧିକ। ଆସନ୍ତୁ ଜାଣିବା ସେମିତି କିଛି ଲୋକପ୍ରିୟ ସେଲିବ୍ରିଟି ପେଟ୍‌ଙ୍କ ସମ୍ପର୍କରେ… *…

ଶହେ ବର୍ଷ ହେବ ଏଠି ହେଉଛି ମାଛ ବର୍ଷା

କୁଆପଥର ବର୍ଷା କଥା ସମସ୍ତେ ଜାଣିଥିବେ। ହେଲେ ମାଛ ବର୍ଷା କଥା ଶୁଣିଲେ ଟିକେ ଆଶ୍ଚର୍ଯ୍ୟ ଲାଗେ। କିନ୍ତୁ ବିଶ୍ୱରେ ଏମିତି ଏକ ସହର ଅଛି ଯେଉଁଠି ପ୍ରତିବର୍ଷ ମାଛ ବର୍ଷା ହୋଇଥାଏ ବୋଲି କୁହାଯାଏ। ଏହା କେବେକେବେ ବର୍ଷକୁ ଥରେ…

ପର୍ଯ୍ୟଟନସ୍ଥଳୀ: ପ୍ରାକୃତିକ ବୈଭବରେ ଭରା ଥେନୀ

ତାମିଲନାଡୁର ଜଳବାୟୁ ସବୁ ସମୟରେ ବୁଲାବୁଲି କରିବା ପାଇଁ ବେଶ୍‌ ଅନୁକୂଳ ରହିଥାଏ। ଏଠାରେ ଗୋଟିଏ କି ଦୁଇଟି ନୁହେଁ, ଏମିତି ଅନେକ ଆକର୍ଷଣୀୟ ପର୍ଯ୍ୟଟନସ୍ଥଳୀ ରହିଛି, ଯେଉଁଠାକୁ ବୁଲିଗଲେ ନିଆରା ଅନୁଭୂତି ସାଉଁଟିବାର ସୁଯୋଗ ମିଳିଥାଏ। ତନ୍ମଧ୍ୟରୁ ଗୋଟିଏ ଦର୍ଶନୀୟସ୍ଥାନ…

୯୨ ବର୍ଷରେ ବି ହାରିଯାଇନାହାନ୍ତି: ସପ୍ତାହରେ ଦେଖୁଛନ୍ତି ୬୦୦ ରୋଗୀ

ବେଜିଂ: ଚାଇନାର ଜିୟାଙ୍ଗସୁ ଜିଲା ନାନ୍‌ଜିଙ୍ଗ୍‌ ସହରର ସିଟି ହସ୍ପିଟାଲରେ ୯୨ ବର୍ଷୀୟା ମହିଳା ଡାକ୍ତର ଆଓ ଏ ବୟସରେ ଶହ ଶହ ରୋଗୀ ଦେଖୁଛନ୍ତି। ୧୯୯୪ରୁ ସେ ଅବସର ନେଇସାରିଲେଣି। ମାତ୍ର ସେ କୁହନ୍ତି, ଜୀବନରେ ଅବସର କ’ଣ? ମଣିଷ…

ରଦି କାଗଜ କାରିଗରୀ

ଓଡ଼ିଶାର ପାରମ୍ପରିକ ହସ୍ତକଳା କାରିଗରି କୌଣସି ଗୋଟିଏ ଗାଁରେ ସୀମିତ ନୁହେଁ, ବରଂ ଦେଶ ବିଦେଶରେ ଏହାର ସ୍ବତନ୍ତ୍ର ପରିଚୟ ରହିଛି। ଯାହା ଫଳରେ ଏହି ନିୟୋଜିତ କାରିଗରମାନଙ୍କୁ କିଛି ରୋଜଗାର ପନ୍ଥା ମିଳିଯାଇଥାଏ। ବିଭିନ୍ନ ସ୍ଥାନରେ ଆୟୋଜିତ ହେଉଥିବା ମେଳା,…

ପ୍ରଥମ ରୋଜଗାର ଟଙ୍କା ମା’ଙ୍କୁ ଦେଇଥିଲି: ଓଡ଼ିଶୀ ନୃତ୍ୟଶିଳ୍ପୀ ଟି.ନିବେଦିତା

ମୋର ଜନ୍ମ ଓ ପାଠପଢ଼ା ନବରଙ୍ଗପୁରରେ। ସ୍ଥାନୀୟ ସରସ୍ବତୀ ଶିଶୁ ବିଦ୍ୟାମନ୍ଦିରରୁ ୨୦୦୫ରେ ମାଟ୍ରିକ୍‌ ପାସ୍‌ କରିବା ପରେ ନବରଙ୍ଗପୁର କଲେଜରେ ଯୁକ୍ତ ଦୁଇ ବିଜ୍ଞାନ ପଢ଼ିଥିଲି। ତା’ପରେ ଭୁବନେଶ୍ୱରରେ ବିସିଏ ଓ ଏମ୍‌ସିଏ କୋର୍ସ ସାରି ବାଙ୍ଗାଲୋର୍‌ରେ ୬ମାସର ଏକ…

ବ୍ୟକ୍ତିତ୍ୱ: ରାମବୃକ୍ଷ ବେନିପୁରୀ

‘ପୁଷମାସର ସକାଳ। ଖଳାରେ ଧାନ ଗଦାହେଇ ପଡ଼ିଥିଲା। ଘର ଆଗରେ ଧୁନି ଜଳୁଥିଲା। ଚାରିଆଡ଼େ କୁହୁଡ଼ି ଛାଇଯାଇଥିଲା। ଆକାଶରେ ସୂର୍ଯ୍ୟ ଦେଖା ଯାଉଥିଲେ। ତେବେ ଏମିତି ଲାଗୁଥିଲା ଯେମିତି ସକାଳର କୁହୁଡ଼ିକୁ ଭେଦକରି ପୃଥିବୀକୁ ଆସିବା ପାଇଁ ବାଳସୂର୍ଯ୍ୟଙ୍କର କିରଣକୁ ବହୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?