ଫୁରସତ

ଜ୍ୱାଳାମୁଖୀ ଲାଭାରେ ମାନବ ମସ୍ତିଷ୍କ ତରଳି କାଚରେ ହୋଇଥିଲା ପରିଣତ

ରୋମ୍‌: ଜ୍ୱାଳାମୁଖୀ ଲାଭାରେ ମଣିଷ ମସ୍ତିଷ୍କ ତରଳି ମାଟି ତଳେ ଚାପି ହୋଇ ହଜାର ହଜାର ବର୍ଷ ରହିବା ପରେ କାଚରେ ପରିଣତ ହୋଇଛି। ଏହା ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ସତ। ଏନେଇ ଗବେଷକମାନେ ଦୀର୍ଘଦିନ ଗବେଷଣା ପରେ ଜାଣି…

ପାହାଡ଼ର ୩ ହଜାର ଫୁଟ ଉପରେ ରହିଛି ହଜାରେ ବର୍ଷ ପୁରୁଣା ଗଣେଶଙ୍କ ମୂର୍ତ୍ତି

ରାୟପୁର: ଭାରତର ବିଭିନ୍ନ ସ୍ଥାନରେ ବହୁ ସାଂସ୍କୃତିକ ସ୍ଥାନ ରହିଛି। ସେଥିମଧ୍ୟରେ ଛତିଶଗଡ଼ ଦନ୍ତଓ୍ବାଡା ଜିଲାର ଦନ୍ତେଶ୍ୱରୀ କାଳି ଏବଂ ଗଣେଶଙ୍କ ପାଖରେ ଶ୍ରଦ୍ଧାଳୁଙ୍କ ଭିଡ଼ ବେଶ୍‌ ଜମିଥାଏ। ଢ଼ୋଲକଲ ପାହାଡ଼ରେ ଥିବା ପ୍ରଭୁ ଗଣେଶଙ୍କ ମନ୍ଦିରରେ ହଜାରେ ବର୍ଷ ପୁରୁଣା…

ନେତାଜୀ ସ୍ତ୍ରୀଙ୍କୁ ଶ୍ରଦ୍ଧାରେ ଡାକନ୍ତି…

ବିପ୍ଳବୀ ସ୍ବାଧୀନତା ସଂଗ୍ରାମୀ ତଥା ଓଡ଼ିଶାର ବୀରପୁତ୍ର ସୁଭାଷ ଚନ୍ଦ୍ର ବୋଷଙ୍କ ଜନ୍ମ କଟକର ଓଡ଼ିଆ ବଜାରରେ ୧୮୯୭ ମସିହା ଜାନୁୟାରୀ ୨୩ରେ ହୋଇଥିଲା। ପିତା ଜାନକୀ ନାଥ ବୋଷ ଏବଂ ମା’ ପ୍ରଭାବତୀ। ତାଙ୍କ ପିତା ଥିଲେ ଜଣେ ଆଇନଜୀବୀ।…

ଜାଣନ୍ତି ଓକିଲମାନେ କାହିଁକି ପିନ୍ଧିଥା’ନ୍ତି କଳା କୋଟ୍‌, ଧଳା ଶାର୍ଟ

ଅସଲ ଜୀବନରେ ହେଉ କିମ୍ବା କୌଣସି ଫିଲ୍ମର କାହାଣୀରେ ନିଶ୍ଚୟ ଦେଖିଥିବେ ଓକିଲମାନେ କଳାକୋର୍ଟ ସହ ଧଳା ଶାର୍ଟ ପିନ୍ଧିଥା’ନ୍ତି। ବେଳେବେଳେ ମନକୁ ଏମିତି ପ୍ରଶ୍ନ ଆସିଥିବ ଏତେସବୁ ରଙ୍ଗ ଥାଇ ଓକିଲମାନେ କାହିଁକି କଳା କୋର୍ଟ ଏବଂ ଧଳା ଶାର୍ଟ…

ଜଣେ ଛାତ୍ରୀଙ୍କ ପାଇଁ ଖୋଲେ ସ୍କୁଲ

ପାଟନା,୨୩।୧: ଜଣେ ଛାତ୍ରୀଙ୍କ ପାଇଁ ଖୋଲୁଛି ସ୍କୁଲ। କଥାଟା ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ସତ। ବିହାରର ଗୟାଠାରୁ ୨୦କିମି ଦୂର ମନସା ବିଗଡାରେ ଏହି ସରକାରୀ ସ୍କୁଲଟି ରହିଛି। ଏହି ସ୍କୁଲରେ ଜାହ୍ନବୀ କୁମାରୀ ନାମରେ ଜଣେ ଛାତ୍ରୀ ପଢୁଛନ୍ତି। ତାଙ୍କୁ…

ଦଳକୁ ଭଲପାଉଥିବା ବ୍ୟକ୍ତି ପୁଅର ନାଁ ରଖିଲେ କଂଗ୍ରେସ

ଜୟପୁର,୨୩।୧: ଘରେ ପିଲାଟିଏ ଜନ୍ମନେଲେ ତା’ର ନାମକରଣ କରିବାକୁ ମାତାପିତାଙ୍କଠାରୁ ଆରମ୍ଭ କରି ବନ୍ଧୁ ପରିଜନ କିଏ କେତେ କ’ଣ ନାଁ ବାଛି ଥାଆନ୍ତି। ହେଲେ ରାଜସ୍ଥାନର ଏକ ଘଟଣା ଏବେ ଚର୍ଚ୍ଚାକୁ ଆସିଛି। ଏଠାରେ ଜଣେ କଂଗ୍ରେସ କର୍ମୀଙ୍କ ପାର୍ଟି…

ନିମିଷକେ ଭୁଶୁଡ଼ିଲା ପାଣିଟାଙ୍କି: ଭିଡ଼ିଓ ଭାଇରାଲ

କୋଲକତା,୨୩।୧: ସୋସିଆଲ୍‌ ମିଡ଼ିଆରେ ଗୁରୁବାର ଏକ ପାଣିଟାଙ୍କି ଭୁଶୁଡ଼ିବାର ଭିଡ଼ିଓ ଶେୟାର କରାଯାଇଛି। ଏହା ବେଶ୍‌ ଭାଇରାଲ ହେବାରେ ଲାଗିଛି। ଏହି ଭିଡ଼ିଓଟି ପଶ୍ଚିମବଙ୍ଗ ବାଙ୍କୁରା ଜିଲାର ବୋଲି କୁହାଯାଉଛି। ସ୍ଥାନୀୟ ସେରେଙ୍ଗା ଗାଁରେ ଥିବା ଏହି ପାଣିଟାଙ୍କିଟି ବୁଧବାର ଅପରାହ୍ନ…

ଟୁଥ୍‌ପିକ୍‌ରେ ଜାତୀୟ ପତାକା ତିଆରି କଲେ ଶିକ୍ଷକ

ଅମୃତସର,୨୩।୧: ପଞ୍ଜାବ ଅମୃତସରର ସରକାରୀ ଶିକ୍ଷକ ବଲଜିନ୍ଦର ସିଂ ଟୁଥ୍‌ପିକ୍‌ ବ୍ୟବହାର କରି ଜାତୀୟ ପତାକା ତିଆରି କରିଥିବା କହିଛନ୍ତି। ୭୧ତମ ସାଧାରଣତନ୍ତ୍ର ଦିବସ ଅବସରରେ ଏହାକୁ ତିଆରି କରିଥିବା କୁହନ୍ତି। ଏଥିପାଇଁ ସେ ୭୧,୦୦୦ଟି ଟୁଥ୍‌ପିକ୍‌ ବ୍ୟବହାର କରିଛନ୍ତି। ଆଉ…

କୁକୁର ମୃତ୍ୟୁରେ ୧୩ ଦିନ କ୍ରିୟାକର୍ମ କଲେ ମାଲିକ

ମୁଜାଫର୍‌ନଗର(ଉତ୍ତର ପ୍ରଦେଶ): ସେ କେବଳ ଏକ ପାଳିତ କୁକୁର ନ ଥିଲା, ଆମ ପରିବାର ସଦସ୍ୟ ଥିଲା। ତେଣୁ ପରିବାରର ଜଣେ ସଦସ୍ୟଙ୍କ ପାଇଁ ଯାହା କରିଥାନ୍ତୁ, ତାହା କାଳୁ(ପାଳିତ କୁକୁର)ପାଇଁ କରିଛୁ। ଉତ୍ତର ପ୍ରଦେଶର ମୁଜାଫର୍‌ନଗର ଅଞ୍ଚଳର ଡା. ବ୍ରହ୍ମଦତ୍ତ…

୧୫ ଲକ୍ଷ ଟଙ୍କା କାର୍‌ରେ ଆସି ୧୫୦ ଟଙ୍କାର ଫୁଲ କୁଣ୍ଡ ଚୋରି କଲେ ବ୍ୟକ୍ତି

ଲକ୍ଷ୍ନୌ,୨୩।୧: ଉତ୍ତର ପ୍ରଦେଶ ନୋଏଡାର ସେକ୍ଟର ୪୧ରେ ଏକ ଆଶ୍ଚର୍ଯ୍ୟ କଲାଭଳି ଘଟଣା ସାମ୍ନାକୁ ଆସିଛି। ଜଣେ ବ୍ୟକ୍ତି ୧୫ ଲକ୍ଷ ଟଙ୍କାର ଏକ କାର୍‌ ଚଲାଇ ଆସିବା ପରେ ପ୍ରାୟ ୧୫୦ଟଙ୍କାର ୨ଟି ଫୁଲକୁଣ୍ଡ ଚୋରି କରିବାର ଦୃଶ୍ୟ ଏବେ…

ଗାଈକୁ ନେଇ ମହିଳା ଆଇଏଏସ୍‌, ଆଇପିଏସ୍‌ ଅଫିସରଙ୍କ ମଧ୍ୟରେ ଝଗଡା

ଗାନ୍ଧୀନଗର, ୨୨।୧: ଗୁଜରାଟରେ ଏକ ଅଜବ ଘଟଣା ସାମ୍ନାକୁ ଆସିଛି। ଏଠାରେ ଦୁଇ ଉଚ୍ଚପଦସ୍ଥ ମହିଳା ଅଧିକାରୀଙ୍କ ମଧ୍ୟରେ ଝଗଡା ଲାଗିଛି। ଝଗଡା ପ୍ରଶମିତ କରିବା ପାଇଁ ମୁଖ୍ୟମନ୍ତ୍ରୀ ଅଫିସକୁ ମାମଲାରେ ହସ୍ତକ୍ଷେପ କରିବାକୁ ପଡିଛି। ଏହି ଝଗଡା କୌଣସି ପ୍ରଶାସନିକ…

କନ୍ୟାକୁ କୋଳରେ ଧରି ଫେରା ନିଅନ୍ତି ବର…

ଦେଶରେ ଭିନ୍ନ ଭିନ୍ନ ସମ୍ପ୍ରଦାୟ ମଧ୍ୟରେ ବିବାହ ନେଇ ରହିଛି ବହୁ ପରମ୍ପରା। ବିବାହ ପରେ କନ୍ୟା ବର ଅଗ୍ନିକୁ ସାକ୍ଷୀ ରଖି ସାତଫେରା ନେଇଥାନ୍ତି । ତେବେ ରାଜସ୍ଥାନରେ ବାସ କରୁଥିବା ଶ୍ରୀମାଲି ସମ୍ପ୍ରଦାୟରେ ଫେରା ସମୟରେ ବର କନ୍ୟାକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?