ଫୁରସତ

ଶେଷନାଗ ସହ ଟକ୍କର ଦେବାକୁ ପ୍ରସ୍ତୁତ ହେଉଛି ବିଭିନ୍ନ ଦେଶର ବରଫ କଳାକୃତି

ଓ୍ବାଶିଂଟନ,୨୫।୧: ଆମେରିକାର କଲରାଡୋରେ ଏବେ ଏକ ଭିନ୍ନ ଧରଣର ତଥା ପ୍ରାଚୀନ ପ୍ରତିଯୋଗୀତା ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି। ଏହି ପ୍ରତିଯୋଗୀତା ହେଉଛି ବରଫ ଉପରେ ନିଜ ନିଜର ମନର ଭାବନାକୁ ପ୍ରକାଶ କରିବା। ବ୍ରେକନରିଜରେ ଆୟୋଜିତ ହେଉଥିବା ୩୦ତମ ଆନୁଆଲ…

ଦମକଳ ବାହିନୀଙ୍କ ସହାୟତା ପାଇଁ ୩୩୮ ଫୁଟ ଲମ୍ବ ୯୦ କିଲୋ ପିଜା ତିଆରି କଲେ ଭଉଣୀ-ଭାଇ

ସିଡ୍‌ନୀ,୨୫।୧: ଅଷ୍ଟ୍ରେଲିଆରେ ଭୟଙ୍କର ଜଙ୍ଗଲ ନିଆଁରେ ଅନେକ କ୍ଷତି ହୋଇଛି। ଜଙ୍ଗଲ ନିଆଁ ଲିଭାଇବା ସମୟରେ ମୃତ୍ୟୁ ଘଟିଥିବା ଦମକଳ ବାହିନୀ କର୍ମଚାରୀଙ୍କ ଲାଗି ଅଷ୍ଟ୍ରେଲିଆରେ ୩୩୮ ଫୁଟ ଲମ୍ବ ୯୦ କିଲୋର ପିଜା ପ୍ରସ୍ତୁତ ହୋଇଛି। ପିଜା ବିକ୍ରିରୁ ଯେଉଁ…

୧୬ ବର୍ଷ ଧରି କୌଣସି ଚିଠି ନ ବାଣ୍ଟି ଘରେ ଲୁଚାଇ ରଖିଲେ ପୋଷ୍ଟମ୍ୟାନ

ଟୋକିଓ,୨୫।୧: ଜାପାନରେ ଜଣେ ୬୧ ବର୍ଷ ବୟସ୍କ ଅବସର ପ୍ରାପ୍ତ ପୋଷ୍ଟମ୍ୟାନ୍‌ ୨୪ ହଜାରରୁ ଅଧିକ ଚିଠି ନ ବାଣ୍ଟି ପକାଇ ରହିଥିଲେ। ଏନେଇ ଜଣାପଡ଼ିବା ପରେ ପୋଷ୍ଟାଲ ଅଧିକାରୀ ଲୋକଙ୍କୁ କ୍ଷମା ମାଗିଛନ୍ତି। ସ୍ଥାନୀୟ ୟୋକୋହାମାରେ ଏଭଳି ଘଟଣା ଘଟିଛି।…

୮ମ ଶ୍ରେଣୀ ଛାତ୍ର ୪୫ କିମି ସାଇକେଲ ଚଳାଇ କଲେ ରେକର୍ଡ

ଶିମଲା,୨୫।୧: ହିମାଚଳପ୍ରଦେଶର ଜଣେ ୮ମ ଶ୍ରେଣୀ ଛାତ୍ର ୨ ଘଣ୍ଟା ୪୩ ମିନିଟ ସାଇକେଲ ଚଳାଇ ୪୫ କିମି ଦୂରତା ଅତିକ୍ରମ କରି ଏକ ରେକର୍ଡ କରିଛନ୍ତି। ସେ ସ୍ଥାନୀୟ ଉନାଠାରୁ ବଡ଼ସର ପର୍ଯ୍ୟନ୍ତ କୌଣସି ସ୍ଥାନରେ ନ ରହି ଲଗାତାର…

ସମ୍ବିଧାନ ଛପା ହୋଇଥିବା ମେଶିନ୍‌ ଦେଢ଼ ଲକ୍ଷରେ ହେଲା ବିକ୍ରି

ଡେରାଡୁନ୍‌,୨୫।୧: ଦେଶର ସମ୍ବିଧାନ ଛପା ହୋଇଥିବା ୨ଟି ଲିଥୋଗ୍ରାଫ୍‌ ମେଶିନ୍‌କୁ ଦେଢ଼ ଲକ୍ଷ ଟଙ୍କାରେ ବିକ୍ରି କରାଯାଇଛି। ଏହି ମେଶିନ୍‌ ଦ୍ୱାରା ସମ୍ବିଧାନର ହଜାରେ କପି ଛପା ହୋଇଥିଲା। ସୋବ୍ରିନ୍‌ ଏବଂ ମୋନାର୍କ ମଡେଲ ନାମକ ଏହି ପ୍ରିଣ୍ଟିଂ ମେଶିନ୍‌କୁ ୧୦୦…

ନିଆଁ ଲିଭାଇବ ରୋବୋ: ଖର୍ଚ୍ଚ ହେବ କମ୍‌ ପାଣି

ଅହମ୍ମଦାବାଦ୍‌, ୨୫।୧: ନିଆଁ ଲିଭା କାର୍ଯ୍ୟରେ ଦମକଳ ବାହିନୀଙ୍କୁ ନିୟୋଜିତ କରାଯାଇଥାଏ। ତେବେ ଅହମ୍ମଦାବାଦ୍‌ ଦମକଳ ବିଭାଗ ପକ୍ଷରୁ ଏବେ ଏହି କାର୍ଯ୍ୟରେ ରୋବୋକୁ ନିୟୋଜିତ କରାଯିବ। ଏଥିପାଇଁ ବିଭାଗ ପକ୍ଷରୁ ଏକ ରୋବୋ ସହିତ ଟ୍ୟାଙ୍କର ୟୁନିଟ୍‌ ମଧ୍ୟ କିଣାଯାଇଛି।…

ମହାକାଶରେ ୨ ଘଣ୍ଟାରେ ତିଆରି ହେଲା କୁକିଜ୍‌-ଚକୋଲେଟ୍‌-ଚିପ୍ସ୍‌

ହଷ୍ଟନ,୨୫।୧: ମହାକାଶଚାରୀମାନେ ପ୍ରଥମ ଥର ପାଇଁ ଅନ୍ତର୍ଜାତୀୟ ମହାକାଶ ଗବେଷଣା କେନ୍ଦ୍ରରେ ଖାଦ୍ୟ ପ୍ରସ୍ତୁତ କରିଛନ୍ତି। ଜିରୋ ଗ୍ରାଭିଟିରେ ମହାକାଶଚାରୀମାନେ ଦୀର୍ଘ ୨ ଘଣ୍ଟା ପରିଶ୍ରମ କରି କୁକିଜ୍‌,ଚକୋଲେଟ୍‌ ଓ ଚିପ୍ସ୍‌ ପ୍ରସ୍ତୁତ କରିଛନ୍ତି। ଖାଦ୍ୟ ତିଆରି କରିବା ଲାଗି ମହାକାଶଚାରୀଙ୍କ…

ହଲିଉଡ୍‌ ହିରୋଙ୍କଠାରୁ ବି କମ୍‌ ଦିଶୁ ନ ଥିଲେ ରତନ ଟାଟା, ଫଟୋ ଭାଇରାଲ

ଟାଟା ଗ୍ରୁପ୍‌ର ଚେୟାରମ୍ୟାନ୍‌ ରତନ୍‌ ଟାଟା ୮୨ ବର୍ଷ ବୟସରେ ତାଙ୍କ ଇନ୍‌ଷ୍ଟାଗ୍ରାମରେ ଯୁବାବସ୍ଥାର ଏକ ଫଟୋ ଶେୟାର କରିଛନ୍ତି। ଯାହା ଏବେ ଖୁବ୍‌ ଭାଇରାଲ ହେବାରେ ଲାଗିଛି। ଏବେସୁଦ୍ଧା ଏହି ଫଟୋକୁ ଅଢ଼େଇ ଲକ୍ଷରୁ ଅଧିକ ଲୋକ ଲାଇକ୍‌ କରିସାରିଲେଣି।…

ବିବାହ ପାଇଁ ଘୋଡ଼ା ଚଢି ବରଘରେ ପହଞ୍ଚିଲେ ଦୁଇ ଭଉଣୀ

ଖଣ୍ଡଓ୍ବା,୨୪।୧: ରାଜସ୍ଥାନର ଖଣ୍ଡଓ୍ବାରେ ବିବାହକୁ ନେଇ ଦେଖିବାକୁ ମିଳିଛି ଏକ ଭିନ୍ନ ପରମ୍ପରା। ବିବାହ ପାଇଁ ଯାଉଥିବା ସମୟରେ ଘୋଡ଼ା ସହ ବରଯାତ୍ରୀ ଓ ବାଜାବାଣ ସବୁ ଥିଲା ହେଲେ ଘୋଡ଼ା ଉପରେ ବର ବଦଳରେ ଦେଖିବାକୁ ମିଳିଥିଲା ଦୁଇ କନ୍ୟାଙ୍କୁ।…

ଗାର୍ଲଫ୍ରେଣ୍ଡ୍‌ଙ୍କୁ ବିବାହ ନ କରିବା ପାଇଁ ବୟଫ୍ରେଣ୍ଡ୍‌ ନାଇଟ୍‌ କ୍ଲବ ଯାଇ କଲେ ଏମିତି

ବେଜିଂ: ଦୁନିିଆରେ ଭିନ୍ନ ମଣିଷ ଅଛନ୍ତି। ସେମାନଙ୍କ ଚିନ୍ତାଧାରା ମଧ୍ୟ ଅଲଗା ପ୍ରକାର। କେତେବେଳେ କ’ଣ କରିବେ ନିଜେ ମଧ୍ୟ ଜାଣନ୍ତି ନାହିଁ। ଏମିତି ଏକ ଘଟଣା ଦେଖିବାକୁ ମିଳିଛି ଚାଇନାରେ। ଏଠାକାର ଜଣେ ଯୁବକ ତାଙ୍କ ଗାର୍ଲଫ୍ରେଣ୍ଡଙ୍କୁ ବିବାହ କରିବେନି…

ବିଶ୍ୱକୁ ଭୟ ‘ସାର୍ସ’ ସଂକ୍ରମଣ

ଫୁସ୍‌ଫୁସରେ ଗୁରୁତର ପ୍ରଦାହକୁ ‘ସାର୍ସ’ (ସିଭିୟର ଆକ୍ୟୁଟ ରେସିପିରେଟୋରି ସିଣ୍ଡ୍ରୋମ୍‌ )କୁହାଯାଏ। ଭୂତାଣୁ ସଂକ୍ରମଣରୁ ଏହା ହୋଇଥାଏ। ଅଧିକ ଜ୍ୱର, କାଶ ଓ ମୁଣ୍ଡବିନ୍ଧା ହୁଏ। ବାନ୍ତି ଲାଗେ। ପ୍ରତିବର୍ଷ ଶୀତଦିନେ ଚାଇନା, କୋରିଆ ଓ ମଧ୍ୟପ୍ରାଚ୍ୟ ଦେଶରେ ଏହା ମହାମାରୀ…

ଜାତୀୟ ଶିଶୁକନ୍ୟା ଦିବସ: ସୁନିଶ୍ଚିତ କରାଯାଉ ବାଳିକାଙ୍କ ଅଧିକାର

ଭାରତରେ ମହିଳା ଓ ଝିଅମାନଙ୍କୁ ଦେବୀ ଓ ଲକ୍ଷ୍ମୀ ଭାବେ ବିବେଚନା କରାଯାଉଥିବା ବେଳେ ସେମାନେ ସମାଜରେ ଅସମାନତାର ଶିକାର ହେଉଛନ୍ତି। ଏହାକୁ ଦୂର କରି ଶିଶୁକନ୍ୟାମାନେ କିଭଳି ଏକ ସଶକ୍ତ,ସୁରକ୍ଷିତ ପରିବେଶ ପାଇପାରିବେ ସେଥିଲାଗି ପ୍ରତିବର୍ଷ ୨୪ ଜାନୁୟାରୀରେ ଜାତୀୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?