ସାଧାରଣତନ୍ତ୍ର ଦିବସ ଅବସରରେ ଦେଶୀ ଲୁକ୍
ସାଧାରଣତନ୍ତ୍ର ଦିବସ ଅବସରରେ ଦେଶୀ ଲୁକ୍ରେ ବି ଷ୍ଟାଇଲିଶ୍ ଦେଖାଯିବା ପାଇଁ ପ୍ରାୟ ସମସ୍ତଙ୍କର ଇଚ୍ଛା ଥାଏ। ତେଣିକି ସେ ପୁରୁଷ ହୁଅନ୍ତୁ କି ମହିଳା। ତେଣୁ ଏହି କଥାକୁ ଧ୍ୟାନରେ ରଖି ଏଠାରେ ସେମିତି କିଛି ପୋଷାକ ବିଷୟରେ ଉଲ୍ଲେଖ…
ପ୍ରଥମ ଦରମା ଟଙ୍କା ବୋଉକୁ ଦେଇଥିଲି: ନାଟ୍ୟ ନିର୍ଦ୍ଦେଶକ ତ୍ରିନାଥ ମହାପାତ୍ର
ନୟାଗଡ଼ ଜିଲା ରଣପୁର ବ୍ଲକ୍ କୁଳାସର ଗ୍ରାମପଞ୍ଚାୟତ ଅଧୀନ ବେଣୁଧରପୁର ଶାସନରେ ମୋର ଜନ୍ମ। ହେଲେ ମୋତେ ଯେତେବେଳେ ମାତ୍ର ୫ ବର୍ଷ ହୋଇଥିଲା ମୁଁ ରଣପୁରଗଡ଼ ଦାଣ୍ଡସାହିର କାଶୀନାଥ ମହାପାତ୍ର ଓ କୁନ୍ତଳାଦେବୀଙ୍କର ପୋଷ୍ୟପୁତ୍ର ହୋଇ ଆସିଥିଲି। ବ୍ରଜେନ୍ଦ୍ର ଉଚ୍ଚ…
ପୁରସ୍କାର ପରେ କେମିତି ଥାଆନ୍ତି ପ୍ରତିଭାମାନେ, କ’ଣ କରନ୍ତି…
ଅନେକ ସମୟରେ ଦେଖିବାକୁ ମିଳିଥାଏ, ବିପଦରେ ପଡିଥିବା ବ୍ୟକ୍ତିଙ୍କୁ ଦେଖି କେହି କେହି ବାଟଭାଙ୍ଗି ଚାଲି ନ ଯାଇ ନିଜ ଜୀବନକୁ ବାଜି ଲଗାଇ ସେମାନଙ୍କୁ ରକ୍ଷା କରିଥାନ୍ତି। ଏପରି ସହାସିକତା ପାଇଁ ପରବର୍ତ୍ତୀ ସମୟରେ ଏମାନଙ୍କୁ ସରକାରୀ ଓ ବେସରକାରୀ…
ଦେଶୀ ଖାଦ୍ୟ ବିକି ବର୍ଷକୁ ୧୦ ଲକ୍ଷ ରୋଜଗାର କରୁଛନ୍ତି ମହିଳା
ମୁମ୍ବାଇ,୨୬।୧: ଏବେ ଅଧିକ ଲୋକେ ଜଙ୍କ୍ ଫୁଡ୍କୁ ବେଶୀ ପସନ୍ଦ କରୁଛନ୍ତି। ଏଥିପାଇଁ କୌଣସି ଝନ୍ଝଟ ନାହିଁ। ପ୍ୟାକ୍ରେ ଖାଦ୍ୟ ସହଜରେ ଖାଇ ହେଉଛି। ତେବେ ମୁମ୍ବାଇର ରୋଶନୀ ନାମକ ଜଣେ ୪୦ ବର୍ଷ ବୟସ୍କ ମହିଳା ନିଜେ ପ୍ରସ୍ତୁତ କରୁଥିବା…
ବାଲାଜୀଙ୍କ ସମେତ ଅନ୍ୟ ଦେବାଦେବୀଙ୍କ ନାଗରିକତ୍ୱ ପ୍ରମାଣ ଲୋଡିଲେ ପୂଜାରୀ
ହାଇଦ୍ରାବାଦ୍ ,୨୬।୧: ଦେଶରେ ସିଏଏ ବିରୋଧ ତଥା ସମର୍ଥନରେ ବିଭିନ୍ନ ପ୍ରଦର୍ଶନ ଜାରି ରହିଛି। ତେବେ ହାଇଦ୍ରାବାଦ୍ ଚିଲକୁର ବାଲାଜୀ ମନ୍ଦିରର ମୁଖ୍ୟ ପୂଜାରୀ ସି.ଏସ୍. ରଙ୍ଗରାଜନ ବାଲାଜୀଙ୍କ ସମେତ ଅନ୍ୟ ଦେବାଦେବୀଙ୍କ ନାଗରିକତ୍ୱ ପ୍ରମାଣ ସରକାରଙ୍କଠାରୁ ଲୋଡିଛନ୍ତି। ସେ କହିଛନ୍ତି…
୯ ମହଲାରୁ ଖସି ବି ଆରାମରେ ଉଠି ଦୌଡ଼ିଲେ ମହିଳା: ଭିଡ଼ିଓ ଭାଇରାଲ
ମସ୍କୋ, ୨୬।୧: ରୁଷିଆରେ ଜଣେ ମହିଳା ଏକ ବିଲ୍ଡିଂର ୯ ମହଲାରୁ ଅସାବଧାନତା ଯୋଗୁ ଖସିପଡ଼ିଥିଲେ। ତେବେ ତାଙ୍କରର କୌଣସି କ୍ଷତି ହୋଇ ନ ଥିବା ଭାଇରାଲ ହୋଇଥିବା ଭିଡ଼ିଓରୁ ଜଣାପଡ଼ିଛି। ୯ ମହଲାରୁ ଖସିବା ପାଇଁ ତାଙ୍କୁ ୩ ସେକେଣ୍ଡ…
୪ ବର୍ଷରେ ୧୧୦ କିଲୋ ଓଜନ କମାଇଲେ ୧୪ ବର୍ଷ ବୟସ୍କ ବାଳକ
ଜାକର୍ତ୍ତା,୨୬।୧: ପୃଥିବୀର ସବୁଠାରୁ ମେଦବହୁଳ ବାଳକ ଗତ ୪ ବର୍ଷରେ ୧୧୦ କିଲୋ ଓଜନ କମାଇଇଛନ୍ତି। ସେ ବାଳକ ଜଣକ ହେଉଛନ୍ତି ଇଣ୍ଡୋନେସିଆର ୧୪ ବର୍ଷ ବୟସ୍କ ଆରିୟା ପରମାନା। ପୂର୍ବରୁ ତାଙ୍କ ଓଜନ ୧୯୩ କିଲୋ ଥିଲା। ତେବେ ନିୟମିତ…
ଏମିତି ସହର, ଯାହାର ସ୍ଥିତି ନାହିଁ ନିଜ ଦେଶରେ
ସାଧାରଣତଃ ପ୍ରତ୍ୟେକ ସହର ନିଜ ଦେଶରେ ହିଁ ରହିଥାଏ। ମାତ୍ର ବିଶ୍ୱରେ ଏମିତି ଏକ ସହର ରହିଛି, ଯାହାର ସ୍ଥିତି ନିଜ ଦେଶରେ ନ ରହି ଅନ୍ୟ ଦେଶରେ ରହିଛି। ଏପରି ସହରଟି ହେଉଛି କାଲିନିନ୍ଗ୍ରାଦ୍। ଯାହା ଋଷ୍ର। ମାତ୍ର ଋଷଠାରୁ…
୧୨ ବର୍ଷରେ ଥରେ ଫୁଟେ ଏହି ଫୁଲ
କଶ୍ମୀରରୁ ନେଇ କନ୍ୟାକୁମାରୀ ପର୍ଯ୍ୟନ୍ତ ଭାରତର କୋଣେ କୋଣେ ପ୍ରକୃତି କୋଳରେ ଏମିତି ବିସ୍ମୟ ଖଞ୍ଜି ହୋଇ ରହିଛି ଯାହା ଦେଖେଣାହାରୀଙ୍କ ମନ ମୋହିଥାଏ। ସହର, ଗାଁ, ପାହାଡ, ଗୁମ୍ପା ସବୁଠି କିଛି ନା କିଛି ପ୍ରକୃତିର ବିସ୍ମୟ ଲୁଚି ରହିଛି।…
ଜୀବିତ ସ୍ବାମୀଙ୍କ କବର ତିଆରି କଲେ ସ୍ତ୍ରୀ, ଜାଣନ୍ତୁ କାହିଁକି
ଜଣେ ବ୍ୟକ୍ତିଙ୍କ ଫୋନ୍ ୪ ମାସ ଧରି ବାଜୁ ନ ଥିଲା। ଫୋନ୍ ଖରାପ ହୋଇଥିବା ଭାବି ସେ ଦୋକାନରେ ନେଇ ଦେଖାଇଲେ ମାତ୍ର ସବୁ ଠିକ୍ଠାକ୍ ଥିବା ଦୋକାନୀ କହିଲେ। କିନ୍ତୁ କାହିଁକି ତାଙ୍କ ଫୋନ୍ ରିଙ୍ଗ୍ ହେଉନି ସେ…
୧୯ ଲକ୍ଷ ଟଙ୍କାର ଡାକ ଟିକଟ ସଂଗ୍ରହ କରି ରଖିଛନ୍ତି ଏହି ଭାରତୀୟ
କାହାର କେତେ ପ୍ରକାରର ସଉକ ରହିଥାଏ। ହେଲେ ଏମିତି ଜଣେ ଭାରତୀୟ ଅଛନ୍ତି ଯେ ଏବେସୁଦ୍ଧା ପ୍ରାୟ ୧୯ ଲକ୍ଷ ଟଙ୍କାର ଡାକ ଟିକଟ ସଂଗ୍ରହ କରି ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି। ଦୁବାଇରେ ରହୁଥିବା ୬୫ ବର୍ଷୀୟ ପିସି ରାମଚନ୍ଦ୍ରନ…
ସାବଧାନ ଥରେ ହ୍ୟାଲୋ କହିଲେ ଆପଣଙ୍କ ବ୍ୟାଙ୍କ ଖାତା ହୋଇଯିବ ଶୂନ !
ରାଞ୍ଚି,୨୫।୧: ବେଳେବେଳେ କେତେକ ଅଚିହ୍ନା ଲୋକ ମୋବାଇଲ ଯୋଗେ ଆପଣଙ୍କ ବ୍ୟାଙ୍କ ଖାତା ସମ୍ପର୍କରେ କିଛି ସୂଚନା ଦେଇଥାନ୍ତି। ତେବେ ଏଭଳି ଫୋନ୍ କଲ୍ ଠାରୁ ଦୂରେଇ ରହିବା ଆବଶ୍ୟକ। ନଚେତ ଆଖିପିଛୁଳାକେ ଆପଣଙ୍କ ବ୍ୟାଙ୍କ ଖାତା ଶୂନ ହୋଇଯିବ। ଝାଡ଼ଖଣ୍ଡର…

